logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଅସ୍ତରଙ୍ଗ ବ୍ଲକ ରେ ମାଟ୍ରିକ ପରୀକ୍ଷା ନେଇ ସୁରଖ୍ୟା ବ୍ୟବସ୍ଥା କଡ଼ା କଡି BT ଅସ୍ତରଙ୍ଗ୧୮/୨ ଚଳିତ ବର୍ଷ ଓଡିଶା ରାଜ୍ୟ ରେ ମେଟ୍ରିକ ପରୀକ୍ଷା ୧୯ ତାରିଖ ରୁ ଆରମ୍ଭ ହୋଇଛି l ଏହାକୁ ନେଇ ସମ୍ପୂର୍ଣ୍ଣ ରାଜ୍ୟ ରେ ଗଣଶିକ୍ଷା ବିଭାଗ ତପ୍ତର ରହିଥିବା ବେଳେ, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ରେ ସମୁଦାୟ ପାଞ୍ଚ ଗୋଟି ପରୀକ୍ଷା କେନ୍ଦ୍ର କରାଯାଇଛି l ଜନତା ହାଇ ସ୍କୁଲ ବନ୍ତିଳୋ, ସୁନ୍ଦର ସୁରେନ୍ଦ୍ରନାଥ ବିଦ୍ୟାପୀଠ, ଅସ୍ତରଙ୍ଗ ହାଇସ୍କୁଲ, ପାଟଳଦା ହାଇସ୍କୁଲ ଓ ଅଠତିରା ଐଶ୍ୱାନେଶ୍ୱର ବିଦ୍ୟାପିଠ କୁ ଚୟନ କରାଯାଇଛି ,ଯେଉଁଥିରେ ଚାରିଗୋଟି ନିୟମିତ ବାର୍ଷିକ କେନ୍ଦ୍ର ଥିବା ବେଳେ ପାଟଳଦା ହାଇସ୍କୁଲ ରେ ଏସଆଇଓଏସ କେନ୍ଦ୍ର କରାଯାଇଛି l ଚାରିଗୋଟି ସେଣ୍ଟର ରେ ସମୁଦାୟ ୮୧୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ୪୪୮ ଜଣ ପୁଅ ଓ ୩୬୮ ଜଣ ଝିଅ ରହିଛନ୍ତି l ପାଟଳଦା ହାଇସ୍କୁଲ ଏସଆଇଓଏସ ସେଣ୍ଟର ରେ ସମୁଦାୟ ୨୩୭ ଜଣ ପରୀକ୍ଷାର୍ଥୀ ରହିଥିବାବେଳେ ୧୧୫ ଜଣ ପୁରୁଷ ଓ ୧୨୨ ଜଣ ମହିଳା ପରୀକ୍ଷାର୍ଥୀ ଅଛନ୍ତି l ପରୀକ୍ଷାର୍ଥୀ ମାନେ ସକାଳ ୭ ଘଟିକା ରେ ପରୀକ୍ଷାକେନ୍ଦ୍ର କୁ ପ୍ରବେଶ କରିବେ, ୯ ଘଟିକା ରେ ପ୍ରଶ୍ନପତ୍ର ଦିଆଯିବ ୧୧ ଘଟିକା ୩୦ ମିନିଟ ସମୟ ରେ ପରୀକ୍ଷା ଶେଷ ହେବ l ପ୍ରଥମ ଦିନ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା କରାଯିବ l ଅସ୍ତରଙ୍ଗ ମଣ୍ଡଳ ଶିକ୍ଷା ବିଭାଗ ତରଫରୁ ସମୁଦାୟ ୭୪ ଜଣ ଶିକ୍ଷକ ଙ୍କୁ ପରୀକ୍ଷା ପରିଚାଳନା କରିବାକୁ ଦାୟିତ୍ୱ ମିଳିଥିବା ଅସ୍ତରଙ୍ଗ ତହସିଲଦାର, ମଣ୍ଡଳ ଉନ୍ନୟନ ଅଧିକାରୀ, ମଣ୍ଡଳ ଶିକ୍ଷା ଅଧିକାରୀ ଓ ଦୁଇ ଜଣ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ସମସ୍ତ କେନ୍ଦ୍ର କୁ ପରିଦର୍ଶନ କରିବେ l ପ୍ରତ୍ୟେକ କେନ୍ଦ୍ର ରେ ସିସି ଟିଭି ଅଧୀନରେ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେବେ l ଅସ୍ତରଙ୍ଗ ଥାନା ତରଫରୁ ପ୍ରତ୍ୟେକ କେନ୍ଦ୍ର ରେ ଶୃଙ୍ଖଳିତ ପରୀକ୍ଷା କିପରି ହେବ, ସେଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ରଖାଯାଇଛି ବୋଲି ଥାନା ର ଆଇ ଆଇ ସି, ବିଦିତା ନାୟକ ଏକ ସାକ୍ଷାତକାର ରେ ପ୍ରକାଶ କରିଛନ୍ତି l

5 hrs ago
user_Bibhuti TV
Bibhuti TV
ସାମ୍ବାଦିକ ନିମାପଡା, ପୁରୀ, ଓଡ଼ିଶା•

More news from ଓଡ଼ିଶା and nearby areas
  • ତାଳଚେର ସରକାରୀ ମେଡିକାଲ କ୍ରିୟାନୁଷ୍ଠାନ କମିଟିର ଧାରଣା ଦେଇଛନ୍ତି ଭୁବନେଶ୍ୱର PMG ଠାରେ ।।
    1
    ତାଳଚେର ସରକାରୀ ମେଡିକାଲ କ୍ରିୟାନୁଷ୍ଠାନ କମିଟିର ଧାରଣା ଦେଇଛନ୍ତି ଭୁବନେଶ୍ୱର PMG ଠାରେ ।।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • Post by Manoj kumar baliyarsingh
    3
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    7 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    8 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    8 hrs ago
  • Olden Warriors Play, Kerela.
    1
    Olden Warriors Play, Kerela.
    user_Susanta Kumar Patnaik
    Susanta Kumar Patnaik
    Building society ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    10 hrs ago
  • କଟକ ନୂଆପଡ଼ା ପ୍ରେସ କଲୋନୀରେ ଗୁଳିକାଣ୍ଡ ଘଟିଥିବା ଘରର ତାଲା ଭାଙ୍ଗି ଘର ଭିତରେ ପଶିଲେ ସାଇଣ୍ଟଫିକ ଟିମ୍ ଓ ପୋଲିସ।
    1
    କଟକ ନୂଆପଡ଼ା ପ୍ରେସ କଲୋନୀରେ ଗୁଳିକାଣ୍ଡ ଘଟିଥିବା ଘରର ତାଲା ଭାଙ୍ଗି ଘର ଭିତରେ ପଶିଲେ ସାଇଣ୍ଟଫିକ ଟିମ୍ ଓ ପୋଲିସ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    6 hrs ago
  • କଟକ ର ଜଣେ ଯୁବକ ଙ୍କୁ ହତ୍ୟା କାଣ୍ଡ। କଣ ପାଈଁ ଘଟିଛି ଏ ନେଇ ତଦନ୍ତ କରୁଛି ପୋଲିସ୍। ଘଟଣା ସ୍ଥଳ ରୁ ମେଡିକାଲ ଆଣିବା ପରେ ଜଣା ପଡିଥିଲା ଯୁବକ ଙ୍କ ର ମୃତ୍ୟୁ ଘଟିଛି।
    4
    କଟକ ର ଜଣେ ଯୁବକ ଙ୍କୁ ହତ୍ୟା କାଣ୍ଡ। କଣ ପାଈଁ ଘଟିଛି ଏ ନେଇ ତଦନ୍ତ କରୁଛି ପୋଲିସ୍। ଘଟଣା ସ୍ଥଳ ରୁ ମେଡିକାଲ ଆଣିବା ପରେ ଜଣା ପଡିଥିଲା ଯୁବକ ଙ୍କ ର ମୃତ୍ୟୁ ଘଟିଛି।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    9 hrs ago
  • ଭୁବନେଶ୍ୱର PMG ଠାରେ ତାଳଚେରବାସିଙ୍କ ମେଡିକାଲରେ ସ୍ୱାସ୍ଥ୍ୟ ସେବା ଧାରଣା। ତାଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ଡାକ୍ତର ନାହାନ୍ତି କି ରୋଗୀ ସେବା ହେଉନାହିଁ:ଦିଗମ୍ବର ଗଡ଼ନାୟକ
    1
    ଭୁବନେଶ୍ୱର PMG ଠାରେ ତାଳଚେରବାସିଙ୍କ ମେଡିକାଲରେ ସ୍ୱାସ୍ଥ୍ୟ ସେବା ଧାରଣା। ତାଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ଡାକ୍ତର ନାହାନ୍ତି କି ରୋଗୀ ସେବା ହେଉନାହିଁ:ଦିଗମ୍ବର ଗଡ଼ନାୟକ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.