logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପେନସନ ମେଳା 23 ଜଣଙ୍କୁ ବିଦାୟ ସମ୍ବର୍ଦ୍ଧନା, 09 ଜଣଙ୍କୁ ପୂର୍ଣ୍ଣାଙ୍ଗ ପେନସନ୍ ଓ 02ଜଣ ଏନପିଏସ ଶିକ୍ଷକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପେନସନ ମେଳା 23 ଜଣଙ୍କୁ ବିଦାୟ ସମ୍ବର୍ଦ୍ଧନା, 09 ଜଣଙ୍କୁ ପୂର୍ଣ୍ଣାଙ୍ଗ ପେନସନ୍ ଓ 02ଜଣ ଏନପିଏସ ଶିକ୍ଷକ ବାରିପଦା -- ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମୀଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି ଙ୍କ ସଭାପତିତ୍ବରେ ଫେବୃଆରୀ ମାସରେ ଅବସର ଗ୍ରହଣ କରିଥିବା 23 ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଥିବା ସମସ୍ତ ସରକାରୀ, ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ଏହି କର୍ମଚାରୀମାନେ ଅବସର ଗ୍ରହଣ କରିଛନ୍ତି I ଜିଲ୍ଲାସ୍ତରୀୟ ଏହି ବିଦାୟ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୌତମ ପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ I ଏଥିରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ, ସେକ୍ସନ ଅଫିସର ସୁଦୀପ୍ତ କୁମାର ମୋୖଲିକ୍,ବରିଷ୍ଠ ସହାୟକ ଶକୁନ୍ତଳା ସେଠୀ ଓ ପିନାକୀ ବେରା,କନିଷ୍ଠ ସହାୟକ କ୍ଷେତ୍ର ମୋହନ ବେହେରା ପ୍ରମୁଖଙ୍କ ଉପସ୍ଥିତରେ ବିଦାୟୀ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲାI ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସେଠୀ ଅବସର ଗ୍ରହଣ କରୁଥିବା ସମସ୍ତଙ୍କୁ ସମସ୍ତ କାଗଜପତ୍ର ସହ ଉତ୍ତରୀୟ ପ୍ରଦାନ କରିବା ସହିତ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେIଏଥିରେ 09ଜଣଙ୍କୁ ପୂର୍ଣ୍ଣାଙ୍ଗ ଅବସର କାଳୀନ ପ୍ରାପ୍ୟ ପ୍ରଦାନ କରାଯାଇଥିଲI Iଏଥିରେ ସାନଖଲାଡ଼ି ସଂସ୍କତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାର୍ତ୍ତିକଶ୍ୱର ପଣ୍ଡା, ସରକାରୀ ୟୁଜି ଉଚ୍ଚ ବିଦ୍ୟାଳୟ ଝୁମୁକାକୁଦର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମହାନ୍ତ, ଏସ.ଏମ ସରକାରୀ ଉଚ୍ଚ ବିଦ୍ୟାଳୟ ଆମ୍ବଯୋଡ଼ାର ପ୍ରଧାନ ଶିକ୍ଷକ ଅରୁଣ କୁମାର ଶତପଥୀ, ଜୀବନଦ୍ୱୀପ ଉଚ୍ଚ ବିଦ୍ୟାଳୟ ଗାଲୁସାହିର ପ୍ରଧାନ ଶିକ୍ଷକ ତ୍ରିଲୋଚନ ମହାନ୍ତ,ସରକାରୀ ଉଚ୍ଚ ବିଦ୍ୟାଳୟ ଚିତ୍ରଡ଼ାର ପ୍ରଧାନ ଶିକ୍ଷକ ମିନାକ୍ଷୀ ନନ୍ଦୀ,ନୃସିଂହ ଚରଣ ମହାନ୍ତି, ହରି ନାରାୟଣ ଦାସ, ଜୟନ୍ତ କୁମାର ମହାନ୍ତ, ବିନୋଦ ପାଣ୍ଡେ, ବିଜୟ କୁମାର ଦାସ, ଅଶୋକ କୁମାର ପାଲ, ସୂର୍ଯ୍ୟମଣୀ ବେହେରା, ସଂଜିତ କୁମାର ଜେନା, ନନ୍ଦ କିଶୋର ବର୍ଦା, ସୋମନାଥ ସିଂହ, ପ୍ରଭାକର ବେହେରା, ସୋମନାଥ ବେହେରା, ମହେଶ୍ୱର ପୃଷ୍ଟି, ପ୍ରଦୀପ କୁମାର ନାୟକ, ଭଗବାନ ତୁଙ୍ଗ, ଶ୍ରୀପର୍ଣ୍ଣା ସାହୁ,ପଙ୍କଜିନୀ ମହାନ୍ତ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲାI

5 hrs ago
user_Khabar
Khabar
Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
5 hrs ago
8f1cc91f-5a3a-4061-afc0-dd481a921845

More news from ଓଡ଼ିଶା and nearby areas
  • ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ପାଣି କମିବା ସହ ବନ୍ୟା ପରିସ୍ଥିତି ସାମାନ୍ୟ ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି ଜିଲ୍ଲାରେ ବର୍ଷା ପାଣି କମିବା ସହିତ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ସାମାନ୍ୟ ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ନେତ୍ରାନନ୍ଦ ମଲ୍ଲିକ କହିଛନ୍ତି। ନଦୀ କୂଳରେ ବାସ କରୁଥିବା ଗ୍ରାମବାସୀଙ୍କ ସହିତ ଆଲୋଚନା କରି ସେ ଏହି କଥା କହିଛନ୍ତି। ଏଡିଏମ୍ ମଲ୍ଲିକ କହିଛନ୍ତି, “ମୁଁ ଅଧିକାଂଶ ଗ୍ରାମବାସୀ, ବିଶେଷକରି ନଦୀ କୂଳରେ ରହୁଥିବା ଲୋକଙ୍କ ସହିତ ଆଲୋଚନା କରିଛି। ବର୍ତ୍ତମାନ ବର୍ଷା ପାଣି କମିଯାଉଥିବାରୁ ପରିସ୍ଥିତି ସମ୍ପୂର୍ଣ୍ଣ ସାମାନ୍ୟ ରହିଛି ଏବଂ ଏହି ଅଞ୍ଚଳରେ ବନ୍ୟାର କୌଣସି ବିପଦ ନାହିଁ।” ଏହି ପରିପ୍ରେକ୍ଷୀରେ ସେ ନିମ୍ନାଞ୍ଚଳର ଘର ଛାଡ଼ିବା ପାଇଁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛନ୍ତି। ସଙ୍ଗେ ସଙ୍ଗେ ଗର୍ଭବତୀ ମହିଳା, ଶାରୀରିକ ଭାବେ ଅସମର୍ଥ ଏବଂ ବୟସ୍କ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
    1
    ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ପାଣି କମିବା ସହ ବନ୍ୟା ପରିସ୍ଥିତି ସାମାନ୍ୟ ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି
ଜିଲ୍ଲାରେ ବର୍ଷା ପାଣି କମିବା ସହିତ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ସାମାନ୍ୟ ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ନେତ୍ରାନନ୍ଦ ମଲ୍ଲିକ କହିଛନ୍ତି। ନଦୀ କୂଳରେ ବାସ କରୁଥିବା ଗ୍ରାମବାସୀଙ୍କ ସହିତ ଆଲୋଚନା କରି ସେ ଏହି କଥା କହିଛନ୍ତି।
ଏଡିଏମ୍ ମଲ୍ଲିକ କହିଛନ୍ତି, “ମୁଁ ଅଧିକାଂଶ ଗ୍ରାମବାସୀ, ବିଶେଷକରି ନଦୀ କୂଳରେ ରହୁଥିବା ଲୋକଙ୍କ ସହିତ ଆଲୋଚନା କରିଛି। ବର୍ତ୍ତମାନ ବର୍ଷା ପାଣି କମିଯାଉଥିବାରୁ ପରିସ୍ଥିତି ସମ୍ପୂର୍ଣ୍ଣ ସାମାନ୍ୟ ରହିଛି ଏବଂ ଏହି ଅଞ୍ଚଳରେ ବନ୍ୟାର କୌଣସି ବିପଦ ନାହିଁ।”
ଏହି ପରିପ୍ରେକ୍ଷୀରେ ସେ ନିମ୍ନାଞ୍ଚଳର ଘର ଛାଡ଼ିବା ପାଇଁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛନ୍ତି। ସଙ୍ଗେ ସଙ୍ଗେ ଗର୍ଭବତୀ ମହିଳା, ଶାରୀରିକ ଭାବେ ଅସମର୍ଥ ଏବଂ ବୟସ୍କ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    10 hrs ago
  • 11:10 ଶରୁ ନ୍ୟୁଜ୍ ଲୋକାଲ୍ ଆପ୍ ବର୍ତ୍ତମାନ | Leena Pradhan ଆପଣଙ୍କ ପ୍ରୋଫାଇଲ ଦେଖୁଛନ୍ତି! ସେମାନଙ୍କ ପ୍ରୋଫାଇଲ ପରିଚିତ କରନ୍ତୁ! କିମ୍ବା ଓଡିଶା ରିପୋ ODISHA RAMCO 4 OR ଓଡ଼ିଶା ରିପୋର୍ଟର ଓଡ଼ିଶା ରିପୋର୍ଟର ନିମ୍ନଲିଖିତ #ଦଶମ_ଛାତ୍ରଙ୍କୁ_ଛୁରି ଭୁସି_ହତ୍ୟା ଜୟପୁର ନିକଟ ବାରିଣୀପୁଟ ପ୍ରକଳ୍ପ ହାଇସ୍କୁଲରେ ଘଟିଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଦଶମ ଶ୍ରେଣୀର ଜଣେ ଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଛୁଟି ସମୟରେ ସ୍କୁଲ ବାହାରକୁ ଡାକି ଛୁରି ଭୁଷି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ହେଲେ ମହେଶ ବାଘ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି।
    1
    11:10

ଶରୁ ନ୍ୟୁଜ୍ ଲୋକାଲ୍ ଆପ୍ ବର୍ତ୍ତମାନ |

Leena Pradhan ଆପଣଙ୍କ ପ୍ରୋଫାଇଲ ଦେଖୁଛନ୍ତି!

ସେମାନଙ୍କ ପ୍ରୋଫାଇଲ ପରିଚିତ କରନ୍ତୁ!

କିମ୍ବା

ଓଡିଶା ରିପୋ

ODISHA

RAMCO

4

OR ଓଡ଼ିଶା ରିପୋର୍ଟର

ଓଡ଼ିଶା ରିପୋର୍ଟର

ନିମ୍ନଲିଖିତ

#ଦଶମ_ଛାତ୍ରଙ୍କୁ_ଛୁରି ଭୁସି_ହତ୍ୟା

ଜୟପୁର ନିକଟ ବାରିଣୀପୁଟ ପ୍ରକଳ୍ପ ହାଇସ୍କୁଲରେ ଘଟିଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଦଶମ ଶ୍ରେଣୀର ଜଣେ ଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଛୁଟି ସମୟରେ ସ୍କୁଲ ବାହାରକୁ ଡାକି ଛୁରି ଭୁଷି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ହେଲେ ମହେଶ ବାଘ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • ଉଦଳା ଦେଓ ନଦୀ କଇଁସାରୀ ପୋଲ କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ, ଅବଧି ସରି ଯାଇ ଥିଲେ ସୁଦ୍ଧା ପୋଲ କାର୍ଯ୍ୟ ଅସମ୍ପୂର୍ଣ, ରାଜ୍ୟରେ ଲଗାଣ ବର୍ଷା ତାଣ୍ଡବ ରଚି ଥିବା ବେଳେ , ବନ୍ୟା ଜଳରେ ବୁଡିଗଲା ଅସ୍ଥାୟୀ ପୋଲ ବାଲେଶ୍ୱର ସାଇଁକୁଳା ଉଦଳା ଯାତାୟାତ ଠପ.. ଦେଖନ୍ତୁ ପୁରା ରିପୋର୍ଟ
    4
    ଉଦଳା ଦେଓ ନଦୀ କଇଁସାରୀ ପୋଲ କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ, ଅବଧି ସରି ଯାଇ ଥିଲେ ସୁଦ୍ଧା ପୋଲ କାର୍ଯ୍ୟ ଅସମ୍ପୂର୍ଣ, ରାଜ୍ୟରେ ଲଗାଣ ବର୍ଷା ତାଣ୍ଡବ ରଚି ଥିବା ବେଳେ , ବନ୍ୟା ଜଳରେ ବୁଡିଗଲା ଅସ୍ଥାୟୀ ପୋଲ ବାଲେଶ୍ୱର ସାଇଁକୁଳା ଉଦଳା ଯାତାୟାତ ଠପ.. ଦେଖନ୍ତୁ ପୁରା ରିପୋର୍ଟ
    user_Damayanti behera
    Damayanti behera
    Nurse ଉଦଳା, ମୟୂରଭଞ୍ଜ, ଓଡ଼ିଶା•
    18 hrs ago
  • ପଲଥିନ ତଳେ ଚାଲିଛି ତହସିଲ କାର୍ଯ୍ୟାଳୟ, ପାଣି ଗଳି ଦସ୍ତାବିଜ ନଷ୍ଟ ହେବା ଆଶଙ୍କା l ସିମୁଳିଆ ପଲଥିନ ତଳେ ଚାଲିଛି ତହସିଲ କାର୍ଯ୍ୟାଳୟ, ପାଣି ଗଳି ଦସ୍ତାବିଜ ନଷ୍ଟ ହେବା ଆଶଙ୍କା l ସିମୁଳିଆ
    1
    ପଲଥିନ ତଳେ ଚାଲିଛି ତହସିଲ କାର୍ଯ୍ୟାଳୟ, ପାଣି ଗଳି ଦସ୍ତାବିଜ ନଷ୍ଟ ହେବା ଆଶଙ୍କା l ସିମୁଳିଆ 
ପଲଥିନ ତଳେ ଚାଲିଛି ତହସିଲ କାର୍ଯ୍ୟାଳୟ, ପାଣି ଗଳି ଦସ୍ତାବିଜ ନଷ୍ଟ ହେବା ଆଶଙ୍କା l ସିମୁଳିଆ
    user_PP NEWS ODISHA
    PP NEWS ODISHA
    ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    4 hrs ago
  • ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଇଡ଼ଦା ପଂଚାୟତ ଦେପଦା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ଆସିଥିବା ଟଙ୍କା ଦେବେ ବୋଲି କହି ମହିଳାଙ୍କ ଠାରୁ ସୁନା ଗହଣା ଲୁଟି ଚମ୍ପଟ ମାରିଲେ ଦୁର୍ବୃତ୍ତ
    1
    ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଇଡ଼ଦା ପଂଚାୟତ ଦେପଦା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ଆସିଥିବା ଟଙ୍କା ଦେବେ ବୋଲି କହି ମହିଳାଙ୍କ ଠାରୁ ସୁନା ଗହଣା ଲୁଟି ଚମ୍ପଟ ମାରିଲେ ଦୁର୍ବୃତ୍ତ
    user_Pradeep Jena 9090008815
    Pradeep Jena 9090008815
    ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
    5 hrs ago
  • ଗୋ ଚାଲାଣ VS ମଣିଷ ଚାଲାଣ କିଏ ଦାୟୀ, ମାଫିଆ ନା ଜନତା ନା ପ୍ରଶାସନ ଗୋଟେ ଗାଡ଼ିରେ ପିକୁପ୍ ରେ 70- 110 ଲୋକ କାମକୁ ପାହାଡ଼ ରାସ୍ତା ଦେଇ ଯାଆନ୍ତି। ଦୈନିକ 150 ଟଙ୍କା ମୁଣ୍ଡ ପିଛା ନିଅନ୍ତି। ଯାହାକି passenger ଗାଡ଼ିରେ ବି ଅନୁମତି ନାହିଁ। ଅନେକ ଥର accident ହେଇ ଭଦ୍ରକ, ଉଦଳା, କଟକ ମଧ୍ଯ ଯାଇ ସାରିଛନ୍ତି। ମୃତ୍ୟୁ କି handicapped ଲୋକଙ୍କୁ ନା ସୁବିଧା ନା ଦେଖା ମାଫିଆର, ମେଡିସିନ ଖର୍ଚ୍ଚ ବି ନୁହେଁ। ଏପରି ଲୋକଙ୍କୁ ଚିହ୍ନଟ କରି ସୋସିଆଲ ମିଡିଆରେ ଅର୍ଥ ମାଗିବା ଓ ସରକାରଙ୍କ ପକ୍ଷରୁ ଆମ ଜନତାଙ୍କ ଟଙ୍କା ଦୁର୍ଘଟଣା ପରେ କିଛି ନ ଦେବା ଦରକାର।
    1
    ଗୋ ଚାଲାଣ VS ମଣିଷ ଚାଲାଣ କିଏ ଦାୟୀ, ମାଫିଆ ନା ଜନତା ନା ପ୍ରଶାସନ 
ଗୋଟେ ଗାଡ଼ିରେ ପିକୁପ୍ ରେ 70- 110 ଲୋକ କାମକୁ ପାହାଡ଼ ରାସ୍ତା ଦେଇ ଯାଆନ୍ତି। ଦୈନିକ 150 ଟଙ୍କା ମୁଣ୍ଡ ପିଛା ନିଅନ୍ତି। ଯାହାକି passenger ଗାଡ଼ିରେ ବି ଅନୁମତି ନାହିଁ। ଅନେକ ଥର accident ହେଇ ଭଦ୍ରକ, ଉଦଳା, କଟକ ମଧ୍ଯ ଯାଇ ସାରିଛନ୍ତି। ମୃତ୍ୟୁ କି handicapped ଲୋକଙ୍କୁ ନା ସୁବିଧା ନା ଦେଖା ମାଫିଆର, ମେଡିସିନ ଖର୍ଚ୍ଚ ବି ନୁହେଁ। ଏପରି ଲୋକଙ୍କୁ ଚିହ୍ନଟ କରି ସୋସିଆଲ ମିଡିଆରେ ଅର୍ଥ ମାଗିବା ଓ ସରକାରଙ୍କ ପକ୍ଷରୁ ଆମ ଜନତାଙ୍କ ଟଙ୍କା ଦୁର୍ଘଟଣା ପରେ କିଛି ନ ଦେବା ଦରକାର।
    user_Haybusha Hr
    Haybusha Hr
    କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
    9 hrs ago
  • ନୂଆପଡା ଜିଲ୍ଲା ରେ ପ୍ରବଳ ବର୍ଷା ର ତାଣ୍ଡବ, ରାସ୍ତା ଉପରେ ପାଣି, ଯୋଗାଯୋଗ ବିଛିନ୍ନ।
    1
    ନୂଆପଡା ଜିଲ୍ଲା ରେ ପ୍ରବଳ ବର୍ଷା ର ତାଣ୍ଡବ, ରାସ୍ତା ଉପରେ ପାଣି, ଯୋଗାଯୋଗ ବିଛିନ୍ନ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.