Shuru
Apke Nagar Ki App…
ଦାନ ନା ଦେଖେଇ ହେବା ? ଦୁଇଟା ବିସ୍କୁଟ୍ ପାଇଁ ଭିଡିଓ ସୁଟିଂ ;ଭାଇରାଲ୍ ହେବା ନିଶା,ନା ସାହାର୍ଯ୍ୟ କରିବାର ଆଶା ? ଆଜିର ଦୁନିଆରେ ସମାଜ ସେବା ହେଉ କିମ୍ବା ମାନବିକତା ର ସହ ଦାନ ଧର୍ମ କରିବା ଆଶାରେ ଫୋଟୋ ଉଠାଇ ନିଜକୁ ମହାନ ର ପରିଚୟ ଦେଉଥିବା ଲୋକ ମାନେ ଯେ କିଭଳି ଅନ୍ୟର ଅଭାବ ଅସୁବିଧା କୁ ଦୁନିଆ ଆଗରେ ଦେଖାଇ ବାଃ ବାଃ ନେଇଥାନ୍ତି ତାହା ଏଭଳି ଭାଇରାଲ ଭିଡ଼ିଓ ଦେଖିଲେ ଜାଣି ହେଉଛି । ବି.ଦ୍ର-ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରୁ ସଂଗୃହିତ ।
ସୁଧାଂଶୁ ଶେଖର ନାୟକ

More news from ଓଡ଼ିଶା and nearby areas
- Post by Sendhavai1
- ଭୁଲ୍ ଇଞ୍ଜେକସନ ଯୋଗୁଁ ଚାଲିଗଲା ଶିଶୁର ଜୀବନ। ପୁଣି ପୁରୀ ହସ୍ପିଟାଲ ନାଁ ରେ ସାଙ୍ଘାତିକ ଅଭିଯୋଗ। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ ଶିଶୁର ପରିବାର ଲୋକେ। ଭୁଲ୍ ଇଞ୍ଜେକସନ ଯୋଗୁଁ ଚାଲିଗଲା ଶିଶୁର ଜୀବନ। ପୁଣି ପୁରୀ ହସ୍ପିଟାଲ ନାଁ ରେ ସାଙ୍ଘାତିକ ଅଭିଯୋଗ। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ ଶିଶୁର ପରିବାର ଲୋକେ।1
- ଓଡିଶା ସରକାର ଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ରେ ଜିଲ୍ଲା ସଂସ୍କୃତି ଭବନ ରେ ଜିଲ୍ଲା ବିଶିଷ୍ଟ ସାହିତ୍ୟିକ ମାନଙ୍କ ସମାହାରରେ ପାଳନ ହେଉଛି ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ1
- Post by Chandan naik4
- Post by Gagan Bhoi1
- ଭଦ୍ରକ ଚରମ୍ପା ନିକଟରେ ଅନ୍ଧାରରେ ଅଘଟଣ ହାଇୱା କୁ ପଛରୁ ପିଟିଲା ୧୦୮ ଆମ୍ବୁଲାନ୍ସ ଚାପି ହୋଇଗଲେ ୩ କର୍ମୀ1
- ଯାଜପୁର ଜିଲ୍ଲା ଜେନାପୁର ଠାରେ ଉତ୍କଳମଣି ସେବା ସଂଗଠନ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପ୍ଲାଷ୍ଟିକ ର ବହୁଳ ବ୍ୟବହାର ପାଇଁ ସମାଜ ରେ ଦିନକୁ ଦିନ ବ୍ୟାପୁଥିବା କ୍ୟାନ୍ସର ଓ ବିଭିନ୍ନ ରୋଗ ରୁ ମୁକ୍ତି ପାଇଁ "ପ୍ଲାଷ୍ଟିକ ହଟାଅ ଦେଶ ବଞ୍ଚାଅ",ଘରେ ଘରେ ପ୍ଲାଷ୍ଟିକ ବାଣ୍ଟୁଛି କ୍ୟାନ୍ସର ନାରା ସହିତ ଲୋକମାନଙ୍କୁ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଉତ୍କଳମଣି ସେବା ସଂଗଠନ ର କାର୍ଯ୍ୟକର୍ତା ଓ ବହୁ ଛାତ୍ର ଛାତ୍ରୀ ସଚେତନତା ବିଷୟରେ ଲେଖା ପ୍ଲାକାର୍ଡ ଧରି ସଚେତନ କରିଥିଲେ ।1
- Post by Sendhavai1
- ଓଡ଼ିଆ ଅସ୍ମିତାକୁ ଫୁ କଲେ ସରକାର ! ପୁରୀରେ ଲଗାଇଲେ ବଙ୍ଗାଳୀ ଭାଷାରେ ପୋଷ୍ଟର। ପୁରୀରେ ଛକ ଛକରେ ଲାଗିଛି ବେଙ୍ଗଲ ଇଲେକ୍ସନ ପୋଷ୍ଟର। ପୁରୀରେ ବଙ୍ଗାଳୀ ଭାଷାରେ ପୋଷ୍ଟର ମାରି ପ୍ରଚାର କରୁଥିବା ଉପରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ ଆଇନଜୀବି।1