logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭଦ୍ରକ ଚରମ୍ପା ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସରୁ କର୍ମଚାରୀଙ୍କୁ କରାଯାଉଛି ଉଦ୍ଧାର l ଭଦ୍ରକ ଚରମ୍ପା ନିକଟରେ ଅନ୍ଧାରରେ ଅଘଟଣ ହାଇୱା କୁ ପଛରୁ ପିଟିଲା ୧୦୮ ଆମ୍ବୁଲାନ୍ସ ଚାପି ହୋଇଗଲେ ୩ କର୍ମୀ

2 hrs ago
user_AT News
AT News
Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
2 hrs ago

ଭଦ୍ରକ ଚରମ୍ପା ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସରୁ କର୍ମଚାରୀଙ୍କୁ କରାଯାଉଛି ଉଦ୍ଧାର l ଭଦ୍ରକ ଚରମ୍ପା ନିକଟରେ ଅନ୍ଧାରରେ ଅଘଟଣ ହାଇୱା କୁ ପଛରୁ ପିଟିଲା ୧୦୮ ଆମ୍ବୁଲାନ୍ସ ଚାପି ହୋଇଗଲେ ୩ କର୍ମୀ

More news from ଓଡ଼ିଶା and nearby areas
  • ଯାଜପୁର ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଠାରୁ କଳିଙ୍ଗନଗର ରାସ୍ତା ମଧ୍ୟ ପାର୍ଶ୍ୱରେ ଧର୍ମଶାଳା ତହସିଲ ଡଙ୍କାରୀ ଅଂଚଳ ରେ ଦେଶର ବୁର୍ହତ ଅଶୋଧିତ ତୈଳ ସରଂକ୍ଷଣ ପ୍ରକଳ୍ପ ପାଇଁ ରାସ୍ତା ଫିଟିଛି।ଡଙ୍କାରୀ ମୌଜା ର ୪୦୦ ଏକର ଚି଼ହ୍ନଟ ଜାଗା କୁ ଧର୍ମଶାଳା ତହସିଲ ସବରେଜିଷ୍ଟାର ଅଫିସ ରେ ଇଡ଼କୋ ସହିତ ଡିଲ ଡିଡ଼ ପକ୍ରିୟା ସରିଛି ।
    2
    ଯାଜପୁର ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଠାରୁ କଳିଙ୍ଗନଗର ରାସ୍ତା ମଧ୍ୟ ପାର୍ଶ୍ୱରେ ଧର୍ମଶାଳା ତହସିଲ ଡଙ୍କାରୀ ଅଂଚଳ ରେ ଦେଶର ବୁର୍ହତ ଅଶୋଧିତ ତୈଳ ସରଂକ୍ଷଣ ପ୍ରକଳ୍ପ ପାଇଁ ରାସ୍ତା ଫିଟିଛି।ଡଙ୍କାରୀ ମୌଜା ର ୪୦୦ ଏକର ଚି଼ହ୍ନଟ ଜାଗା କୁ ଧର୍ମଶାଳା ତହସିଲ ସବରେଜିଷ୍ଟାର ଅଫିସ ରେ ଇଡ଼କୋ ସହିତ ଡିଲ ଡିଡ଼ ପକ୍ରିୟା ସରିଛି ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    2 hrs ago
  • ବାଲେଶ୍ବର ଆଇଟିଆଇ ପଡ଼ିଆ ଠାରେ ଉଦଘାଟନ ହେଲା ବୈଶାଖୀ ମହୋତ୍ସବ।
    1
    ବାଲେଶ୍ବର ଆଇଟିଆଇ ପଡ଼ିଆ ଠାରେ ଉଦଘାଟନ ହେଲା ବୈଶାଖୀ ମହୋତ୍ସବ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    12 hrs ago
  • ଓଡିଶା ସରକାର ଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ରେ ଜିଲ୍ଲା ସଂସ୍କୃତି ଭବନ ରେ ଜିଲ୍ଲା ବିଶିଷ୍ଟ ସାହିତ୍ୟିକ ମାନଙ୍କ ସମାହାରରେ ପାଳନ ହେଉଛି ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ
    1
    ଓଡିଶା ସରକାର ଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ରେ ଜିଲ୍ଲା ସଂସ୍କୃତି ଭବନ ରେ ଜିଲ୍ଲା ବିଶିଷ୍ଟ ସାହିତ୍ୟିକ ମାନଙ୍କ ସମାହାରରେ ପାଳନ ହେଉଛି ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    20 hrs ago
  • Post by Sendhavai
    1
    Post by Sendhavai
    user_Sendhavai
    Sendhavai
    Video editing service ଗାନ୍ଧିଆ, ଢେଙ୍କାନାଳ, ଓଡ଼ିଶା•
    6 hrs ago
  • #ସରପଞ୍ଚଙ୍କ_ସ୍ୱାମୀଙ୍କୁ_ମରଣାନ୍ତକ_ଆକ୍ରମଣ । #ବିଜେଡି_ପଞ୍ଚାୟତ_ସଭାପତି_ଗିରଫ ! #mahimatv #OdishaPolice #spbalasore
    1
    #ସରପଞ୍ଚଙ୍କ_ସ୍ୱାମୀଙ୍କୁ_ମରଣାନ୍ତକ_ଆକ୍ରମଣ  ।
#ବିଜେଡି_ପଞ୍ଚାୟତ_ସଭାପତି_ଗିରଫ !
#mahimatv #OdishaPolice #spbalasore
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    19 hrs ago
  • ଯୁଦ୍ଧ ଭିତରେ ଫସିଥିଲେ କଟକରେ ପୁଅ ଅଶୋକ ଦୀକ୍ଷିତ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ହର୍ମୁଜରେ ୩୬ ଦିନ ଧରି ଫସିଥିଲେ। କେମିତି ଥିଲା ସେ ସମୟରେ ସ୍ଥିତି ବଖାଣିଲେ ଅଶୋକ। ଯୁଦ୍ଧ ଭିତରେ ଫସିଥିଲେ କଟକରେ ପୁଅ ଅଶୋକ ଦୀକ୍ଷିତ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ହର୍ମୁଜରେ ୩୬ ଦିନ ଧରି ଫସିଥିଲେ। କେମିତି ଥିଲା ସେ ସମୟରେ ସ୍ଥିତି ବଖାଣିଲେ ଅଶୋକ।
    1
    ଯୁଦ୍ଧ ଭିତରେ ଫସିଥିଲେ କଟକରେ ପୁଅ ଅଶୋକ ଦୀକ୍ଷିତ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ହର୍ମୁଜରେ ୩୬ ଦିନ ଧରି ଫସିଥିଲେ। କେମିତି ଥିଲା ସେ ସମୟରେ ସ୍ଥିତି ବଖାଣିଲେ ଅଶୋକ। ଯୁଦ୍ଧ ଭିତରେ ଫସିଥିଲେ କଟକରେ ପୁଅ ଅଶୋକ ଦୀକ୍ଷିତ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ହର୍ମୁଜରେ ୩୬ ଦିନ ଧରି ଫସିଥିଲେ। କେମିତି ଥିଲା ସେ ସମୟରେ ସ୍ଥିତି ବଖାଣିଲେ ଅଶୋକ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    6 min ago
  • ଯାଜପୁର ଜିଲ୍ଲା ଜେନାପୁର ଠାରେ ଉତ୍କଳମଣି ସେବା ସଂଗଠନ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପ୍ଲାଷ୍ଟିକ ର ବହୁଳ ବ୍ୟବହାର ପାଇଁ ସମାଜ ରେ ଦିନକୁ ଦିନ ବ୍ୟାପୁଥିବା କ୍ୟାନ୍ସର ଓ ବିଭିନ୍ନ ରୋଗ ରୁ ମୁକ୍ତି ପାଇଁ "ପ୍ଲାଷ୍ଟିକ ହଟାଅ ଦେଶ ବଞ୍ଚାଅ",ଘରେ ଘରେ ପ୍ଲାଷ୍ଟିକ ବାଣ୍ଟୁଛି କ୍ୟାନ୍ସର ନାରା ସହିତ ଲୋକମାନଙ୍କୁ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଉତ୍କଳମଣି ସେବା ସଂଗଠନ ର କାର୍ଯ୍ୟକର୍ତା ଓ ବହୁ ଛାତ୍ର ଛାତ୍ରୀ ସଚେତନତା ବିଷୟରେ ଲେଖା ପ୍ଲାକାର୍ଡ ଧରି ସଚେତନ କରିଥିଲେ ।
    1
    ଯାଜପୁର ଜିଲ୍ଲା ଜେନାପୁର ଠାରେ ଉତ୍କଳମଣି ସେବା ସଂଗଠନ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପ୍ଲାଷ୍ଟିକ ର ବହୁଳ ବ୍ୟବହାର ପାଇଁ ସମାଜ ରେ ଦିନକୁ ଦିନ ବ୍ୟାପୁଥିବା କ୍ୟାନ୍ସର ଓ ବିଭିନ୍ନ ରୋଗ ରୁ ମୁକ୍ତି ପାଇଁ "ପ୍ଲାଷ୍ଟିକ ହଟାଅ ଦେଶ ବଞ୍ଚାଅ",ଘରେ ଘରେ ପ୍ଲାଷ୍ଟିକ ବାଣ୍ଟୁଛି କ୍ୟାନ୍ସର ନାରା ସହିତ ଲୋକମାନଙ୍କୁ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଉତ୍କଳମଣି ସେବା ସଂଗଠନ ର କାର୍ଯ୍ୟକର୍ତା ଓ ବହୁ ଛାତ୍ର ଛାତ୍ରୀ ସଚେତନତା ବିଷୟରେ ଲେଖା ପ୍ଲାକାର୍ଡ ଧରି ସଚେତନ କରିଥିଲେ ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    17 hrs ago
  • ବାଲେଶ୍ବର ଠାରେ ଛେନା ପୋଡ଼ ଦିବସ ପାଳିତ।
    1
    ବାଲେଶ୍ବର ଠାରେ ଛେନା ପୋଡ଼ ଦିବସ ପାଳିତ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    12 hrs ago
  • Post by Sendhavai
    1
    Post by Sendhavai
    user_Sendhavai
    Sendhavai
    Video editing service ଗାନ୍ଧିଆ, ଢେଙ୍କାନାଳ, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.