Shuru
Apke Nagar Ki App…
ଉଲୁଣ୍ଡା ପୁରୁଣା ଷ୍ଟେଟ୍ ବ୍ୟାଙ୍କ୍ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣା , ସିଶି ଟିଭିରେ କଏଦ ହେଲା ଦୃଶ୍ୟ, ଭିଡିଓ ହେଲା ଭାଇରାଲ l l ସୂଚନା ଅନୁସାର ତିନିଜଣ ଯୁବକ ଏକ ବାଇକରେ ଯାଉଥିବା ଵେଲେ ପୁରୁଣା ଷ୍ଟେଟ୍ ବ୍ୟାଙ୍କ୍ ନିକଟରେ ଏକ କୁକୁର ହଠାତ୍ ରାସ୍ତାକୁ ଚାଲିଆସିଥିଲା l ଫଳରେ ବାଇକ୍ ଟି କୁକୁର ଉପରେ ଚଢ଼ି ଯିବା ଶହ ଭାରସାମ୍ୟ ହରାଇ ଏକ ଖୁଣ୍ଟରେ ପିଟି ହୋଇ ଛିଟିକି ପଡ଼ିଥିଲେ l ଏହି ଦୁର୍ଘଟଣାରେ ସୁଶୀଲ ନାଏକ ଙ୍କ ମୃତ୍ୟୁ ଘଟିଥିଲା ଅନ୍ୟ ଦୁଇଜଯାକ ଯୁବକ୍ ଚିକିତ୍ସାଧିନ ଥିବା ଜଣାପଡିଛି l ଏହି ମର୍ମନ୍ତୁଦ ଦୁର୍ଘଟଣା ସିଶୀ ଟିଭିରେ କାଏଦ ହୋଇଛି l ଏହା ଭିଡିଓ ଅlଜୀ ମୋବାଇଲ ରୁ ମୋବାଇଲ କୁ ଭାଇରାଲ ହେବାରେ ଲାଗିଛି l
Sonepur news khulasa

More news from ଓଡ଼ିଶା and nearby areas
- Post by Sonepur news khulasa1
- ସଦର ବ୍ଳକ୍ ପାଚିକା ସହାୟିକା ସଂଘର ବୈଠକ ଅଦ୍ୟ ସ୍ଥାନୀୟ ଯାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ଏ.ଆଇ.ଟି.ୟୁ.ସି ସହବନ୍ଧିତ ନିଳ ଓଡିଶା ଏମ୍.ଡି.ଏମ୍. ପାଚିକା ସହାୟିକା ସଂଘ ସଦର ବ୍ଲକ୍ କମିଟିର ବୈଠକ ସୁବାଶିନୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସମ୍ପାଦିକା ଶାନ୍ତିପ୍ରିୟା ସାହୁ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲା ସଭାପତି ରବି ରଥ ଯୋଗଦେଇ ପାଚିକା ସହାୟିକାମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଉପରେ ଉଦବୋଧନ ଦେଇ ଗତ ମାର୍ଚ୍ଚ ୧୬ ତାରିଖରେ ବିଧାନସଭା ସମ୍ମୁଖରେ ହୋଇଯାଇଥିବା ଆନ୍ଦୋଳନ ଉପରେ ଆଲୋଚନା କରିଥିଲେ । ୧୦ ମାସ ବଦଳରେ ୧୨ମାସର ପାରିଶ୍ରମିକ, ୬୦ ରୁ ୬୨ବର୍ଷକୁ ବୃଦ୍ଧି କରିବା, ଅବସର ପରେ ପେନ୍ସନ୍, ପାଚିକାମାନଙ୍କୁ ବି.ଇ.ଓଙ୍କ ଦ୍ୱାରା ନିଯୁକ୍ତି, ସର୍ବନିମ୍ନ ମଜୁରୀ, ପାଚିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଭୃତି ୧୫ ଦାବୀ ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ସଚିବ ୧ ମାସ ମଧ୍ୟରେ କେତେଗୋଟି ଦାବୀକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, ରାଜ୍ୟ ସରକାର ପାଚିକାମାନଙ୍କର ମୌଳିକ ଦାବୀ ଉପରେ ବିଚାର ବିମର୍ଷ କରି କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ରଥ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ତମାନ ବଜାରରେ ଯେପରି ଭାବରେ ଦଦାମ ବୃଦ୍ଧି ଘଟିବାରେ ଲାଗିଛି ମାସକୁ ଗୋଟିଏ ପାଚିକା ପରିବାର ୩ ହଜାର ଟଙ୍କା ପାଇ କିପରି ଭାବରେ ପ୍ରତିପୋଷଣ ହୋଇପାରିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସଂଗଠନକୁ ଦୃଢ କରିବା ଉପରେ ଆଲୋଚନା କରାଯାଇ ସେକ୍ଟର ମେମ୍ବର ଗଠନ କରାଗଲା । ଅନ୍ୟମାନଙ୍କ ମଧ୍ୟରେ ଜୁଲି ରାଉତ, ରେବତୀ ଦାସ, ସସ୍ମିତା ରାଉତ ଓ ଝୁନୁ ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ ।1
- Post by SonepurSambad1
- Post by Purandar sahu1
- ଅନୁଗୁଳ ଜିଲ୍ଲା ହରିପୁର ନଦୀ କୂଳରୁ ଏକ ଛୁଟ ହାତୀ ଛୁଆ ଉଦ୍ଧାର ଦୀର୍ଘ ଦଶ ଘଣ୍ଟା ପାଣି ଭିତରେ ବୁଡି ରହି ଥିଲା ଛୁଆ ହାତୀ #dkodishanews #viral #news #angul1
- MGNREGA काम में लापरवाही #Bamrablock MGNREGA काम में लापरवाही 10 लाख के काम में घोटाला#Bamrablock1
- Post by Sonepur news khulasa1
- Post by SonepurSambad1
- ଅନୁଗୁଳ ଜିଲ୍ଲା ହରିପୁର ଗ୍ରାମରେ ଏକ ନଦୀ ରୁ ଛୁଟ ହାତୀ ଉଦ୍ଧାର କରାଗଲା ଦୀର୍ଘ ଦଶ ଘଣ୍ଟା ପରେ ଉଦ୍ଧାର1