logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଡେଙ୍କାନାଳ ସଦର ବ୍ଲକ ପାଚିକା ସହାୟିକା ସଂଘର ବୈଠକ ଯାଉଲି ପୋଖରୀ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ସଦର ବ୍ଳକ୍ ପାଚିକା ସହାୟିକା ସଂଘର ବୈଠକ ଅଦ୍ୟ ସ୍ଥାନୀୟ ଯାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ଏ.ଆଇ.ଟି.ୟୁ.ସି ସ‌ହବନ୍ଧିତ ନିଳ ଓଡିଶା ଏମ୍.ଡି.ଏମ୍. ପାଚିକା ସହାୟିକା ସଂଘ ସଦର ବ୍ଲକ୍ କମିଟିର ବୈଠକ ସୁବାଶିନୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସମ୍ପାଦିକା ଶାନ୍ତିପ୍ରିୟା ସାହୁ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲା ସଭାପତି ରବି ରଥ ଯୋଗଦେଇ ପାଚିକା ସହାୟିକାମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଉପରେ ଉଦ‌ବୋଧନ ଦେଇ ଗତ ମାର୍ଚ୍ଚ ୧୬ ତାରିଖରେ ବିଧାନସଭା ସମ୍ମୁଖରେ ହୋଇଯାଇଥିବା ଆନ୍ଦୋଳନ ଉପରେ ଆଲୋଚନା କରିଥିଲେ । ୧୦ ମାସ ବଦଳରେ ୧୨ମାସର ପାରିଶ୍ରମିକ, ୬୦ ରୁ ୬୨ବର୍ଷକୁ ବୃଦ୍ଧି କରିବା, ଅବସର ପରେ ପେନ୍‌ସନ୍, ପାଚିକାମାନଙ୍କୁ ବି.ଇ.ଓଙ୍କ ଦ୍ୱାରା ନିଯୁକ୍ତି, ସର୍ବନିମ୍ନ ମଜୁରୀ, ପାଚିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଭୃତି ୧୫ ଦାବୀ ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ସଚିବ ୧ ମାସ ମଧ୍ୟରେ କେତେଗୋଟି ଦାବୀକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, ରାଜ୍ୟ ସରକାର ପାଚିକାମାନଙ୍କର ମୌଳିକ ଦାବୀ ଉପରେ ବିଚାର ବିମର୍ଷ କରି କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ରଥ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ତମାନ ବଜାରରେ ଯେପରି ଭାବରେ ଦଦାମ ବୃଦ୍ଧି ଘଟିବାରେ ଲାଗିଛି ମାସକୁ ଗୋଟିଏ ପାଚିକା ପରିବାର ୩ ହଜାର ଟଙ୍କା ପାଇ କିପରି ଭାବରେ ପ୍ରତିପୋଷଣ ହୋଇପାରିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସଂଗଠନକୁ ଦୃଢ କରିବା ଉପରେ ଆଲୋଚନା କରାଯାଇ ସେକ୍‌ଟର ମେମ୍ବର ଗଠନ କରାଗଲା । ଅନ୍ୟମାନଙ୍କ ମଧ୍ୟରେ ଜୁଲି ରାଉତ, ରେବତୀ ଦାସ, ସସ୍ମିତା ରାଉତ ଓ ଝୁନୁ ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ ।

4 hrs ago
user_Baidyanath Samal Mozillakhabra
Baidyanath Samal Mozillakhabra
Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
4 hrs ago

ଡେଙ୍କାନାଳ ସଦର ବ୍ଲକ ପାଚିକା ସହାୟିକା ସଂଘର ବୈଠକ ଯାଉଲି ପୋଖରୀ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ସଦର ବ୍ଳକ୍ ପାଚିକା ସହାୟିକା ସଂଘର ବୈଠକ ଅଦ୍ୟ ସ୍ଥାନୀୟ ଯାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ଏ.ଆଇ.ଟି.ୟୁ.ସି ସ‌ହବନ୍ଧିତ ନିଳ ଓଡିଶା ଏମ୍.ଡି.ଏମ୍. ପାଚିକା ସହାୟିକା ସଂଘ ସଦର ବ୍ଲକ୍ କମିଟିର ବୈଠକ ସୁବାଶିନୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସମ୍ପାଦିକା ଶାନ୍ତିପ୍ରିୟା ସାହୁ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲା ସଭାପତି ରବି ରଥ ଯୋଗଦେଇ ପାଚିକା ସହାୟିକାମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଉପରେ ଉଦ‌ବୋଧନ ଦେଇ ଗତ ମାର୍ଚ୍ଚ ୧୬ ତାରିଖରେ ବିଧାନସଭା ସମ୍ମୁଖରେ ହୋଇଯାଇଥିବା ଆନ୍ଦୋଳନ ଉପରେ ଆଲୋଚନା କରିଥିଲେ । ୧୦ ମାସ ବଦଳରେ ୧୨ମାସର ପାରିଶ୍ରମିକ, ୬୦ ରୁ ୬୨ବର୍ଷକୁ ବୃଦ୍ଧି କରିବା, ଅବସର ପରେ ପେନ୍‌ସନ୍, ପାଚିକାମାନଙ୍କୁ ବି.ଇ.ଓଙ୍କ ଦ୍ୱାରା ନିଯୁକ୍ତି, ସର୍ବନିମ୍ନ ମଜୁରୀ, ପାଚିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଭୃତି ୧୫ ଦାବୀ ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ସଚିବ ୧ ମାସ ମଧ୍ୟରେ କେତେଗୋଟି ଦାବୀକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, ରାଜ୍ୟ ସରକାର ପାଚିକାମାନଙ୍କର ମୌଳିକ ଦାବୀ ଉପରେ ବିଚାର ବିମର୍ଷ କରି କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ରଥ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ତମାନ ବଜାରରେ ଯେପରି ଭାବରେ ଦଦାମ ବୃଦ୍ଧି ଘଟିବାରେ ଲାଗିଛି ମାସକୁ ଗୋଟିଏ ପାଚିକା ପରିବାର ୩ ହଜାର ଟଙ୍କା ପାଇ କିପରି ଭାବରେ ପ୍ରତିପୋଷଣ ହୋଇପାରିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସଂଗଠନକୁ ଦୃଢ କରିବା ଉପରେ ଆଲୋଚନା କରାଯାଇ ସେକ୍‌ଟର ମେମ୍ବର ଗଠନ କରାଗଲା । ଅନ୍ୟମାନଙ୍କ ମଧ୍ୟରେ ଜୁଲି ରାଉତ, ରେବତୀ ଦାସ, ସସ୍ମିତା ରାଉତ ଓ ଝୁନୁ ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ ।

More news from ଓଡ଼ିଶା and nearby areas
  • ଅଜି ତା.12.04.2026 ରିଖ ରବିବାର, ଲେଖକ ସଂସଦ ଠାରେ ଭାରତୀୟ ଯୋଗ ସଂସ୍ଥାନ ର 60 ତମ ପ୍ରତିଷ୍ଠା ଦିବସ, ସହିତ ଢେଙ୍କାନାଳ ଯୋଗ ଜ଼ିଲ୍ଲା ର 11 ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି | ଏଥିରେ ଓଡ଼ିଶାର ପ୍ରାନ୍ତ ପ୍ରଧାନ ଶ୍ରୀ ସୁରେଶ କୁମାର ମହାପାତ୍ର ମହୋଦୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଯୋଗ ଦ୍ୱାରା ଲାଭ କହିଥିଲେ | ଏଥି ସହିତ ଶ୍ରୀ ବସନ୍ତ ପଟ୍ଟନାୟକ ମହୋଦୟ ସଂମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ଏବଂ ଢେଙ୍କାନାଳ ଯୋଗ ଜ଼ିଲ୍ଲା ର ଜ଼ିଲ୍ଲା ପ୍ରଧାନ ସୁଶୀଲ କୁମାର ପଣ୍ଡା ଜି ଓ଼ମଂଙ୍କାର ଧ୍ୱନି ଗାୟତ୍ରୀ ମନ୍ତ୍ର, ଜ଼ିଲ୍କା ଉପପ୍ରଧାନ ରଘୁନନାଥ ତ୍ରିପାଠୀ ଜି ପରିଚାଳନା କାରିଥିଲେ, ଦିଲିପ କୁମାର ମହାନ୍ତି ଜି ଅନୁଲୋମ ବିଲୋମ, ଡା : N. C. Rout ଜି, ଭ୍ରାମରି ଓ କ୍ଷେତ୍ର ଅଧିକାରି , ଡା : ଧରମା ନନ୍ଦପୃଷ୍ଟି ଜି, ପ୍ରତାପ ପତି ଜି, ଇନ୍ଦିରା ଜି, ଶରତ ଲେଙ୍କା ଜି, ସ୍ମିତା ଜି, ଅଞ୍ଜଳି ଜି, ଉମେଶ ଜି ଅସନ କରାଇଥିଲେ | କେନ୍ଦ୍ର ପ୍ରମୁଖ ମନେ ସ୍ୱାଗତ ସଂଗୀତ ଗାନ କରିଥିଲେ ଶେଷରେ ଡା : ପୀତବାସ ଷଡ଼ଙ୍ଗୀ ଜି ଧନ୍ୟବାଦ ଓ ଜ଼ିଲ୍କା ପ୍ରଧାନ ଶାନ୍ତି ପାଠ କାରିଥିଲେ ସକାଳ, 6.00 ଟା ଠାରୁ 7.45 ପଯ୍ୟନ୍ତ ସମସ୍ଥ ସାଧକ ସାଧିକା ଶତାଧିକ ଉପସ୍ଥିତ ରହି | ଉକ୍ତ ସ୍ଥାପନା ଓ ବାର୍ଷିକ ଉତ୍ସବ ଟିକୁ ଧୁମ ଧାମ ରେ ପାଳନ କରି ଜଳପାନ କରି ପତ୍ୟାବର୍ତ୍ତନ କରିଥିଲେ ଓ ପ୍ରାନ୍ତପ୍ରଧାନ ଶ୍ରୀ ସୁରେଶ ମହାପାତ୍ର ଜି, ଆମ୍ଭ ମାନଙ୍କୁଯୋଗ ର ମାର୍ଗ ଦର୍ଶନ କାରିଥିଲେ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ଢେଙ୍କାନାଳ ଯୋଗ ଜ଼ିଲ୍ଲା ଉପପ୍ରଧାନ ରଘୁନାଥ ତ୍ରିପାଠୀ l
    1
    ଅଜି ତା.12.04.2026 ରିଖ  ରବିବାର, ଲେଖକ ସଂସଦ ଠାରେ ଭାରତୀୟ ଯୋଗ ସଂସ୍ଥାନ ର 60 ତମ ପ୍ରତିଷ୍ଠା ଦିବସ, ସହିତ ଢେଙ୍କାନାଳ ଯୋଗ ଜ଼ିଲ୍ଲା ର 11 ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି | ଏଥିରେ ଓଡ଼ିଶାର ପ୍ରାନ୍ତ ପ୍ରଧାନ ଶ୍ରୀ ସୁରେଶ କୁମାର ମହାପାତ୍ର ମହୋଦୟ  ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଯୋଗ ଦ୍ୱାରା ଲାଭ କହିଥିଲେ | ଏଥି ସହିତ ଶ୍ରୀ ବସନ୍ତ ପଟ୍ଟନାୟକ ମହୋଦୟ ସଂମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ଏବଂ ଢେଙ୍କାନାଳ ଯୋଗ ଜ଼ିଲ୍ଲା ର ଜ଼ିଲ୍ଲା ପ୍ରଧାନ  ସୁଶୀଲ କୁମାର ପଣ୍ଡା ଜି ଓ଼ମଂଙ୍କାର ଧ୍ୱନି ଗାୟତ୍ରୀ ମନ୍ତ୍ର, ଜ଼ିଲ୍କା ଉପପ୍ରଧାନ ରଘୁନନାଥ ତ୍ରିପାଠୀ  ଜି  ପରିଚାଳନା କାରିଥିଲେ, ଦିଲିପ କୁମାର ମହାନ୍ତି ଜି ଅନୁଲୋମ ବିଲୋମ, ଡା : N. C. Rout ଜି,    ଭ୍ରାମରି ଓ  କ୍ଷେତ୍ର ଅଧିକାରି , ଡା : ଧରମା ନନ୍ଦପୃଷ୍ଟି ଜି, ପ୍ରତାପ ପତି ଜି, ଇନ୍ଦିରା ଜି, ଶରତ ଲେଙ୍କା ଜି, ସ୍ମିତା ଜି, ଅଞ୍ଜଳି ଜି, ଉମେଶ ଜି ଅସନ କରାଇଥିଲେ | କେନ୍ଦ୍ର ପ୍ରମୁଖ ମନେ ସ୍ୱାଗତ ସଂଗୀତ ଗାନ କରିଥିଲେ  ଶେଷରେ ଡା : ପୀତବାସ ଷଡ଼ଙ୍ଗୀ  ଜି  ଧନ୍ୟବାଦ ଓ ଜ଼ିଲ୍କା ପ୍ରଧାନ ଶାନ୍ତି ପାଠ କାରିଥିଲେ ସକାଳ, 6.00 ଟା ଠାରୁ 7.45 ପଯ୍ୟନ୍ତ ସମସ୍ଥ ସାଧକ ସାଧିକା ଶତାଧିକ ଉପସ୍ଥିତ  ରହି | ଉକ୍ତ ସ୍ଥାପନା ଓ  ବାର୍ଷିକ ଉତ୍ସବ ଟିକୁ ଧୁମ ଧାମ ରେ ପାଳନ କରି ଜଳପାନ କରି ପତ୍ୟାବର୍ତ୍ତନ  କରିଥିଲେ ଓ ପ୍ରାନ୍ତପ୍ରଧାନ ଶ୍ରୀ ସୁରେଶ  ମହାପାତ୍ର ଜି,   ଆମ୍ଭ ମାନଙ୍କୁଯୋଗ ର ମାର୍ଗ ଦର୍ଶନ କାରିଥିଲେ 
ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ଢେଙ୍କାନାଳ ଯୋଗ ଜ଼ିଲ୍ଲା ଉପପ୍ରଧାନ ରଘୁନାଥ ତ୍ରିପାଠୀ l
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    4 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    2 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର କେନ୍ଦ୍ର ଅନ୍ତର୍ଗତ ପଧାନପାଲି ନରସିଂହ ଖମନ ମଠ ଠାରେ ଜିଲ୍ଲା ଡୁମାଳ ପରିଷଦ ସୁବର୍ଣ୍ଣପୁର ପକ୍ଷରୁ ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।
    1
    ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର କେନ୍ଦ୍ର ଅନ୍ତର୍ଗତ ପଧାନପାଲି ନରସିଂହ ଖମନ ମଠ ଠାରେ ଜିଲ୍ଲା ଡୁମାଳ ପରିଷଦ ସୁବର୍ଣ୍ଣପୁର ପକ୍ଷରୁ ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।
    user_Shree News
    Shree News
    ବୀରମହାରାଜପୁର, ସୋନପୁର, ଓଡ଼ିଶା•
    4 hrs ago
  • Post by Pitambar Sahu
    1
    Post by Pitambar Sahu
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    5 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କୁ ଭାଣ୍ଡିଆ କଲେ ବୀରମହାରାଜପୁର ବିଧାୟକ
    1
    ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କୁ ଭାଣ୍ଡିଆ କଲେ ବୀରମହାରାଜପୁର ବିଧାୟକ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୧୨/୦୪/୨୦୨୬ ରବିଵାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ଚ୍ଯାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । 6372966127
    1
    ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ ।  ତାରିଖ -୧୨/୦୪/୨୦୨୬ ରବିଵାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର ।
BREAKING NEWS ଆଜିର ସମାାଚାର ଆମ ଚ୍ଯାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । 6372966127
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    13 hrs ago
  • ସଦର ବ୍ଳକ୍ ପାଚିକା ସହାୟିକା ସଂଘର ବୈଠକ ଅଦ୍ୟ ସ୍ଥାନୀୟ ଯାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ଏ.ଆଇ.ଟି.ୟୁ.ସି ସ‌ହବନ୍ଧିତ ନିଳ ଓଡିଶା ଏମ୍.ଡି.ଏମ୍. ପାଚିକା ସହାୟିକା ସଂଘ ସଦର ବ୍ଲକ୍ କମିଟିର ବୈଠକ ସୁବାଶିନୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସମ୍ପାଦିକା ଶାନ୍ତିପ୍ରିୟା ସାହୁ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲା ସଭାପତି ରବି ରଥ ଯୋଗଦେଇ ପାଚିକା ସହାୟିକାମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଉପରେ ଉଦ‌ବୋଧନ ଦେଇ ଗତ ମାର୍ଚ୍ଚ ୧୬ ତାରିଖରେ ବିଧାନସଭା ସମ୍ମୁଖରେ ହୋଇଯାଇଥିବା ଆନ୍ଦୋଳନ ଉପରେ ଆଲୋଚନା କରିଥିଲେ । ୧୦ ମାସ ବଦଳରେ ୧୨ମାସର ପାରିଶ୍ରମିକ, ୬୦ ରୁ ୬୨ବର୍ଷକୁ ବୃଦ୍ଧି କରିବା, ଅବସର ପରେ ପେନ୍‌ସନ୍, ପାଚିକାମାନଙ୍କୁ ବି.ଇ.ଓଙ୍କ ଦ୍ୱାରା ନିଯୁକ୍ତି, ସର୍ବନିମ୍ନ ମଜୁରୀ, ପାଚିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଭୃତି ୧୫ ଦାବୀ ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ସଚିବ ୧ ମାସ ମଧ୍ୟରେ କେତେଗୋଟି ଦାବୀକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, ରାଜ୍ୟ ସରକାର ପାଚିକାମାନଙ୍କର ମୌଳିକ ଦାବୀ ଉପରେ ବିଚାର ବିମର୍ଷ କରି କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ରଥ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ତମାନ ବଜାରରେ ଯେପରି ଭାବରେ ଦଦାମ ବୃଦ୍ଧି ଘଟିବାରେ ଲାଗିଛି ମାସକୁ ଗୋଟିଏ ପାଚିକା ପରିବାର ୩ ହଜାର ଟଙ୍କା ପାଇ କିପରି ଭାବରେ ପ୍ରତିପୋଷଣ ହୋଇପାରିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସଂଗଠନକୁ ଦୃଢ କରିବା ଉପରେ ଆଲୋଚନା କରାଯାଇ ସେକ୍‌ଟର ମେମ୍ବର ଗଠନ କରାଗଲା । ଅନ୍ୟମାନଙ୍କ ମଧ୍ୟରେ ଜୁଲି ରାଉତ, ରେବତୀ ଦାସ, ସସ୍ମିତା ରାଉତ ଓ ଝୁନୁ ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ ।
    1
    ସଦର ବ୍ଳକ୍ ପାଚିକା ସହାୟିକା ସଂଘର ବୈଠକ
ଅଦ୍ୟ ସ୍ଥାନୀୟ ଯାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ଏ.ଆଇ.ଟି.ୟୁ.ସି ସ‌ହବନ୍ଧିତ ନିଳ ଓଡିଶା ଏମ୍.ଡି.ଏମ୍. ପାଚିକା ସହାୟିକା ସଂଘ ସଦର ବ୍ଲକ୍ କମିଟିର ବୈଠକ ସୁବାଶିନୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସମ୍ପାଦିକା ଶାନ୍ତିପ୍ରିୟା ସାହୁ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲା ସଭାପତି ରବି ରଥ ଯୋଗଦେଇ ପାଚିକା ସହାୟିକାମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଉପରେ ଉଦ‌ବୋଧନ ଦେଇ ଗତ ମାର୍ଚ୍ଚ ୧୬ ତାରିଖରେ ବିଧାନସଭା ସମ୍ମୁଖରେ ହୋଇଯାଇଥିବା ଆନ୍ଦୋଳନ ଉପରେ ଆଲୋଚନା କରିଥିଲେ । ୧୦ ମାସ ବଦଳରେ ୧୨ମାସର ପାରିଶ୍ରମିକ, ୬୦ ରୁ ୬୨ବର୍ଷକୁ ବୃଦ୍ଧି କରିବା, ଅବସର ପରେ ପେନ୍‌ସନ୍, ପାଚିକାମାନଙ୍କୁ ବି.ଇ.ଓଙ୍କ ଦ୍ୱାରା ନିଯୁକ୍ତି, ସର୍ବନିମ୍ନ ମଜୁରୀ, ପାଚିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଭୃତି ୧୫ ଦାବୀ ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ସଚିବ ୧ ମାସ ମଧ୍ୟରେ କେତେଗୋଟି ଦାବୀକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, ରାଜ୍ୟ ସରକାର ପାଚିକାମାନଙ୍କର ମୌଳିକ ଦାବୀ ଉପରେ ବିଚାର ବିମର୍ଷ କରି କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ରଥ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ତମାନ ବଜାରରେ ଯେପରି ଭାବରେ ଦଦାମ ବୃଦ୍ଧି ଘଟିବାରେ ଲାଗିଛି ମାସକୁ ଗୋଟିଏ ପାଚିକା ପରିବାର ୩ ହଜାର ଟଙ୍କା ପାଇ କିପରି ଭାବରେ ପ୍ରତିପୋଷଣ ହୋଇପାରିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସଂଗଠନକୁ ଦୃଢ କରିବା ଉପରେ ଆଲୋଚନା କରାଯାଇ ସେକ୍‌ଟର ମେମ୍ବର ଗଠନ କରାଗଲା । ଅନ୍ୟମାନଙ୍କ ମଧ୍ୟରେ ଜୁଲି ରାଉତ, ରେବତୀ ଦାସ, ସସ୍ମିତା ରାଉତ ଓ ଝୁନୁ ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ ।
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.