logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ହନୁମାଲ ଗ୍ରାମ ରେ ବଳୁ ପୋଷି ତିଲେ ହନୁମାଲ ଗ୍ରାମ ରେ ବାଲୁ ପୋଷି ତିଲେ ସେହି ଗାଁ ପୋଷି ଥିଲା ରୁ ଲୋକ ମାନେ ବାଲୁ ବାହାର କରିଥିଲେ

on 23 March
user_Pujari Ghasi
Pujari Ghasi
ମାଲକାନଗିରି, ମାଲକାନଗିରି, ଓଡ଼ିଶା•
on 23 March

ହନୁମାଲ ଗ୍ରାମ ରେ ବଳୁ ପୋଷି ତିଲେ ହନୁମାଲ ଗ୍ରାମ ରେ ବାଲୁ ପୋଷି ତିଲେ ସେହି ଗାଁ ପୋଷି ଥିଲା ରୁ ଲୋକ ମାନେ ବାଲୁ ବାହାର କରିଥିଲେ

More news from ଓଡ଼ିଶା and nearby areas
  • ମାଥିଲିରେ ନିଖୋଜ ଘଟଣାକୁ ନେଇ ଆକ୍ରୋଶ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର କିଆଙ୍ଗ ପଞ୍ଚାୟତ ସିନ୍ଧିଗୁଡ଼ା ଗ୍ରାମର ଜଣେ ଯୁବକ ଶଙ୍କର ପୂଜାରୀ ଗତ 24 ତାରିଖ ଠାରୁ ନିଖୋଜ ହୋଇଥିବା ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପରିବାର ଓ ଗ୍ରାମବାସୀଙ୍କ ଚାପରେ ପୋଲିସ ତଦନ୍ତକୁ ତ୍ୱରାନ୍ୱିତ କରିବା ଦାବି ଜୋର ଧରିଛି। ସିନ୍ଧିଗୁଡ଼ା ଗ୍ରାମର ଶଙ୍କର ପୂଜାରୀ ଗତ ମଙ୍ଗଳବାର ଠାରୁ ନିଖୋଜ ହୋଇଥିବା ବେଳେ ପରିବାର ଲୋକେ ପ୍ରଥମେ ନିଜ ସମ୍ପର୍କୀୟ ଘରେ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ସନ୍ଧାନ ନମିଳିବାରୁ ଗତ 30 ତାରିଖରେ ମାଥିଲି ଥାନାରେ ଅଭିଯୋଗ ଦାଖଲ କରାଯାଇଥିଲା। ଘଟଣାରେ ଗୁରୁତ୍ୱ ଦେଇ ବରିଷ୍ଠ ଆଦିବାସୀ ନେତା ଶରତ ଚନ୍ଦ୍ର ବୁରୁଦା ଗ୍ରାମକୁ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଆଜି ତାଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ମାଥିଲି ଥାନାକୁ ପହଞ୍ଚି ଥାନା ଅଧିକାରୀଣୀ ଦିପାଞ୍ଜଳି ପ୍ରଧାନଙ୍କ ସହ ଆଲୋଚନା କରିଥିଲେ। ପୋଲିସ ପକ୍ଷରୁ କୁହାଯାଇଛି ଯେ ନିଖୋଜ ଯୁବକଙ୍କ ସନ୍ଧାନ ପାଇଁ ସମସ୍ତ ଦିଗରୁ ତଦନ୍ତ ଜାରି ରହିଛି। ତେବେ ଗ୍ରାମବାସୀମାନେ ତ୍ୱରିତ ପଦକ୍ଷେପ ନେଇ ଶଙ୍କରଙ୍କୁ ଶୀଘ୍ର ଉଦ୍ଧାର କରିବାକୁ ଦାବି କରିଛନ୍ତି।
    1
    ମାଥିଲିରେ ନିଖୋଜ ଘଟଣାକୁ ନେଇ ଆକ୍ରୋଶ
ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର କିଆଙ୍ଗ ପଞ୍ଚାୟତ ସିନ୍ଧିଗୁଡ଼ା ଗ୍ରାମର ଜଣେ ଯୁବକ ଶଙ୍କର ପୂଜାରୀ ଗତ 24 ତାରିଖ ଠାରୁ ନିଖୋଜ ହୋଇଥିବା ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପରିବାର ଓ ଗ୍ରାମବାସୀଙ୍କ ଚାପରେ ପୋଲିସ ତଦନ୍ତକୁ ତ୍ୱରାନ୍ୱିତ କରିବା ଦାବି ଜୋର ଧରିଛି।
ସିନ୍ଧିଗୁଡ଼ା ଗ୍ରାମର ଶଙ୍କର ପୂଜାରୀ ଗତ ମଙ୍ଗଳବାର ଠାରୁ ନିଖୋଜ ହୋଇଥିବା ବେଳେ ପରିବାର ଲୋକେ ପ୍ରଥମେ ନିଜ ସମ୍ପର୍କୀୟ ଘରେ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ସନ୍ଧାନ ନମିଳିବାରୁ ଗତ 30 ତାରିଖରେ ମାଥିଲି ଥାନାରେ ଅଭିଯୋଗ ଦାଖଲ କରାଯାଇଥିଲା।
ଘଟଣାରେ ଗୁରୁତ୍ୱ ଦେଇ ବରିଷ୍ଠ ଆଦିବାସୀ ନେତା ଶରତ ଚନ୍ଦ୍ର ବୁରୁଦା ଗ୍ରାମକୁ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଆଜି ତାଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ମାଥିଲି ଥାନାକୁ ପହଞ୍ଚି ଥାନା ଅଧିକାରୀଣୀ ଦିପାଞ୍ଜଳି ପ୍ରଧାନଙ୍କ ସହ ଆଲୋଚନା କରିଥିଲେ।
ପୋଲିସ ପକ୍ଷରୁ କୁହାଯାଇଛି ଯେ ନିଖୋଜ ଯୁବକଙ୍କ ସନ୍ଧାନ ପାଇଁ ସମସ୍ତ ଦିଗରୁ ତଦନ୍ତ ଜାରି ରହିଛି। ତେବେ ଗ୍ରାମବାସୀମାନେ ତ୍ୱରିତ ପଦକ୍ଷେପ ନେଇ ଶଙ୍କରଙ୍କୁ ଶୀଘ୍ର ଉଦ୍ଧାର କରିବାକୁ ଦାବି କରିଛନ୍ତି।
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    12 hrs ago
  • ମାଲକାନଗିରି, 4-4-26: (ରାମ କୃଷ୍ଣ ଚୌଧୁରୀ) ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏବେକାର ବର୍ଷର ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମିଥୁନ ମହାଜନ ଓ ସଭାପତି ତ୍ରୀନାଥ ପାତ୍ର ଉପସ୍ଥିତ ରହି ନବପ୍ରବେଶୀ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ। ଏହି ବର୍ଷ ବିଦ୍ୟାଳୟରେ ମୋଟ ଛାତ୍ରଛାତ୍ରୀ ସଂଖ୍ୟା 418 ଥିବାବେଳେ, ନୂତନ ଭର୍ତ୍ତି ସଂଖ୍ୟା 200 ରୁ ଅଧିକ ରହିଛି। ହଷ୍ଟେଲରେ ବର୍ତ୍ତମାନ 375 ଜଣ ଛାତ୍ରଛାତ୍ରୀ ରହୁଛନ୍ତି, କିନ୍ତୁ ଗତ 2 ବର୍ଷ ଧରି 100ଟି ସିଟ୍ ବନ୍ଦ ରହିଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଛାତ୍ରୀମାନଙ୍କ ପାଇଁ 100 ସିଟ୍ ସକ୍ରିୟ ଅଛି। ବିଦ୍ୟାଳୟରେ ବର୍ତ୍ତମାନ 8ଟି ଶିକ୍ଷାଦାନ କକ୍ଷ ଥିବାବେଳେ, ଅଧିକ 4ଟି କକ୍ଷର ଆବଶ୍ୟକତା ରହିଛି। ସେହିପରି ଯୋଗ କକ୍ଷ, ଅଡିଟୋରିଅମ ଓ ଡାଇନିଙ୍ଗ ହଲ୍ ଭଳି ମୌଳିକ ସୁବିଧାର ଅଭାବ ମଧ୍ୟ ଦେଖାଯାଉଛି। ଏହା ଏକ ଆଦିବାସୀ ଅଞ୍ଚଳ ହେବାରୁ ଅଧିକ ସଂଖ୍ୟକ ଆବାସିକ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି। ଏହି ସମସ୍ତ ସମସ୍ୟାର ଶୀଘ୍ର ସମାଧାନ ପାଇଁ ସମ୍ପର୍କିତ ବିଭାଗଙ୍କୁ ଅନୁରୋଧ କରାଯାଇଛି।
    4
    ମାଲକାନଗିରି, 4-4-26: (ରାମ କୃଷ୍ଣ ଚୌଧୁରୀ)
ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏବେକାର ବର୍ଷର ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମିଥୁନ ମହାଜନ ଓ ସଭାପତି ତ୍ରୀନାଥ ପାତ୍ର ଉପସ୍ଥିତ ରହି ନବପ୍ରବେଶୀ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ।
ଏହି ବର୍ଷ ବିଦ୍ୟାଳୟରେ ମୋଟ ଛାତ୍ରଛାତ୍ରୀ ସଂଖ୍ୟା 418 ଥିବାବେଳେ, ନୂତନ ଭର୍ତ୍ତି ସଂଖ୍ୟା 200 ରୁ ଅଧିକ ରହିଛି। ହଷ୍ଟେଲରେ ବର୍ତ୍ତମାନ 375 ଜଣ ଛାତ୍ରଛାତ୍ରୀ ରହୁଛନ୍ତି, କିନ୍ତୁ ଗତ 2 ବର୍ଷ ଧରି 100ଟି ସିଟ୍ ବନ୍ଦ ରହିଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଛାତ୍ରୀମାନଙ୍କ ପାଇଁ 100 ସିଟ୍ ସକ୍ରିୟ ଅଛି।
ବିଦ୍ୟାଳୟରେ ବର୍ତ୍ତମାନ 8ଟି ଶିକ୍ଷାଦାନ କକ୍ଷ ଥିବାବେଳେ, ଅଧିକ 4ଟି କକ୍ଷର ଆବଶ୍ୟକତା ରହିଛି। ସେହିପରି ଯୋଗ କକ୍ଷ, ଅଡିଟୋରିଅମ ଓ ଡାଇନିଙ୍ଗ ହଲ୍ ଭଳି ମୌଳିକ ସୁବିଧାର ଅଭାବ ମଧ୍ୟ ଦେଖାଯାଉଛି।
ଏହା ଏକ ଆଦିବାସୀ ଅଞ୍ଚଳ ହେବାରୁ ଅଧିକ ସଂଖ୍ୟକ ଆବାସିକ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି। ଏହି ସମସ୍ତ ସମସ୍ୟାର ଶୀଘ୍ର ସମାଧାନ ପାଇଁ ସମ୍ପର୍କିତ ବିଭାଗଙ୍କୁ ଅନୁରୋଧ କରାଯାଇଛି।
    user_Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    14 hrs ago
  • ମହମ୍ମଦ ମୋକିମଙ୍କ ଉପସ୍ଥିତିରେ ଅନ୍ୟ ଦଳ ଛାଡ଼ି ବହୁ ନେତା ଓଡ଼ିଆ ଜନତା କଂଗ୍ରେସ୍ ରେ ସାମିଲ। ଦଳରେ ମିଶିଲେ ଅନେକ ନେତା।
    1
    ମହମ୍ମଦ ମୋକିମଙ୍କ ଉପସ୍ଥିତିରେ ଅନ୍ୟ ଦଳ ଛାଡ଼ି ବହୁ ନେତା ଓଡ଼ିଆ ଜନତା କଂଗ୍ରେସ୍ ରେ ସାମିଲ। 
ଦଳରେ ମିଶିଲେ ଅନେକ ନେତା।
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    9 hrs ago
  • ଗୋଟିଏ ଦିନ ପାଇଁ ମନେ ପଡିଲା ଓଡିଆ ଅସ୍ମିତାର କଥା ଜୟପୁରରେ ଓଡିଆ ପକ୍ଷ ପାଳନ: ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ପକ୍ଷରୁ ଓଡିଆ ନାମ ଫଳକ ଅଭିଯାନରେ ସଚେତନତା ପଦଯାତ୍ରା
    1
    ଗୋଟିଏ ଦିନ ପାଇଁ ମନେ ପଡିଲା ଓଡିଆ ଅସ୍ମିତାର କଥା ଜୟପୁରରେ ଓଡିଆ ପକ୍ଷ ପାଳନ: ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ପକ୍ଷରୁ ଓଡିଆ ନାମ ଫଳକ ଅଭିଯାନରେ ସଚେତନତା ପଦଯାତ୍ରା
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    15 hrs ago
  • କୁଡମୁଲ ଗ୍ରାମରେ ଆଦିବାସୀ ପରମ୍ପରାରେ ମାଁ ମାଉଲି ଯାତ୍ରା ତଥା ପୋଢମରା ଯାତ୍ରା ଅନୁଷ୍ଠିତ ହୋଇଯାଇଛି
    1
    କୁଡମୁଲ ଗ୍ରାମରେ ଆଦିବାସୀ ପରମ୍ପରାରେ ମାଁ ମାଉଲି ଯାତ୍ରା ତଥା ପୋଢମରା ଯାତ୍ରା ଅନୁଷ୍ଠିତ ହୋଇଯାଇଛି
    user_Koraput News
    Koraput News
    ସାମ୍ବାଦିକ କୋରାପୁଟ, କୋରାପୁଟ, ଓଡ଼ିଶା•
    21 hrs ago
  • Moderate Mag. 4.4 Earthquake - 33 km Southwest of Sunabeda, Koraput, State of Odisha, India, on Saturday, Apr 4, 2026, at 11:31 pm (Kolkata Time)
    1
    Moderate Mag. 4.4 Earthquake - 33 km Southwest of Sunabeda, Koraput, State of Odisha, India, on Saturday, Apr 4, 2026, at 11:31 pm (Kolkata Time)
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    6 hrs ago
  • Post by HABIL DONGRI
    1
    Post by HABIL DONGRI
    user_HABIL DONGRI
    HABIL DONGRI
    ଦାସମନ୍ତପୁର, କୋରାପୁଟ, ଓଡ଼ିଶା•
    10 hrs ago
  • ସ୍ଲୋଗ-ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ବେଳେ ବଞ୍ଚାଇଦେଲେ ତିନି ସହପାଠୀ।ପ୍ରଧାନ ଶିକ୍ଷକ ନିର୍ଯ୍ୟାତନା ସହି ନପାରି କରୁଥିଲେ ଆତ୍ମହତ୍ୟା ଉଦ୍ୟମ। ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ବେଳେ ବଞ୍ଚାଇଦେଲେ ତିନି ସହପାଠୀ।ପ୍ରଧାନ ଶିକ୍ଷକ ନିର୍ଯ୍ୟାତନା ସହି ନପାରି କରୁଥିଲେ ଆତ୍ମହତ୍ୟା ଉଦ୍ୟମ। ନ୍ୟାୟ ପାଇବା ପାଇଁ ଜିଲ୍ଲାପାଳ ଙ୍କ ଦ୍ୱାରାସ୍ତ ହେଲେ ମାଲକାନଗିରି ଜିଲ୍ଲାର ବଡ଼ବେଲ 4 ଛାତ୍ରୀ।ମାଲକାନଗିରି ଜିଲ୍ଲା ବଡ଼ବେଲ ଆବାସିକ ସେବାଶ୍ରମ ବିଦ୍ୟାଳୟରେ ରେ ପ୍ରଧାନ ଶିକ୍ଷକ ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଛାତ୍ରୀ । ଛାତ୍ରୀ ମାନଙ୍କୁ ନିର୍ଯ୍ୟାତନା, ଖରାପ ବ୍ୟବହାର ଏବଂ ମାଡ଼ ମାରୁଥିବା ନେଇ ପ୍ରଧାନ ଶିକ୍ଷକ ଙ୍କ ବିରୋଧ ରେ ଅଭିଯୋଗ ହୋଇଛି। ନବମ ଶ୍ରେଣୀ ଛାତ୍ରୀ ଙ୍କୁ ପ୍ରଧାନ ଶିକ୍ଷକ ଙ୍କ ନିର୍ଯ୍ୟାତନା ନେଇ ମଧ୍ୟ ଅଭିଯୋଗ ହୋଇଛି । ତେଣୁ ଛାତ୍ରୀ ଜଣକ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା କହିଛନ୍ତି।ତେବେ ସ୍ଵଭାଗ୍ୟ ବଶତଃ ଅନ୍ୟ ଛାତ୍ରୀ ଏହା ଦେଖି ଉଦ୍ଧାର କରିଥିଲେ। ଏନେଇ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସଶୀର୍କେ ଙ୍କୁ ଅଭିଯୋଗ କରିଛନ୍ତି ବଡ଼ବେଲ ସେବାଶ୍ରମ ର 4 ଜଣ ଛାତ୍ରୀ। ଏହି ଘଟଣା କୁ ନେଇ ତଦନ୍ତ କରି ସତ୍ୟାସତ୍ୟ ଜାଣିବା ପରେ ଦୋଷୀ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ମଙ୍ଗଳ ଅଧିକାରୀ ସୁମନ୍ତ କୁମାର ମାଝୀ କହିଛନ୍ତି।
    4
    ସ୍ଲୋଗ-ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ବେଳେ ବଞ୍ଚାଇଦେଲେ ତିନି ସହପାଠୀ।ପ୍ରଧାନ ଶିକ୍ଷକ ନିର୍ଯ୍ୟାତନା ସହି ନପାରି କରୁଥିଲେ ଆତ୍ମହତ୍ୟା ଉଦ୍ୟମ।
ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ବେଳେ ବଞ୍ଚାଇଦେଲେ ତିନି ସହପାଠୀ।ପ୍ରଧାନ ଶିକ୍ଷକ ନିର୍ଯ୍ୟାତନା ସହି ନପାରି କରୁଥିଲେ ଆତ୍ମହତ୍ୟା ଉଦ୍ୟମ। ନ୍ୟାୟ ପାଇବା ପାଇଁ ଜିଲ୍ଲାପାଳ ଙ୍କ ଦ୍ୱାରାସ୍ତ ହେଲେ ମାଲକାନଗିରି ଜିଲ୍ଲାର ବଡ଼ବେଲ 4 ଛାତ୍ରୀ।ମାଲକାନଗିରି ଜିଲ୍ଲା ବଡ଼ବେଲ  ଆବାସିକ ସେବାଶ୍ରମ ବିଦ୍ୟାଳୟରେ ରେ ପ୍ରଧାନ ଶିକ୍ଷକ ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ  ଛାତ୍ରୀ । ଛାତ୍ରୀ ମାନଙ୍କୁ ନିର୍ଯ୍ୟାତନା, ଖରାପ ବ୍ୟବହାର ଏବଂ ମାଡ଼ ମାରୁଥିବା ନେଇ ପ୍ରଧାନ ଶିକ୍ଷକ ଙ୍କ ବିରୋଧ ରେ  ଅଭିଯୋଗ ହୋଇଛି। ନବମ ଶ୍ରେଣୀ ଛାତ୍ରୀ ଙ୍କୁ ପ୍ରଧାନ ଶିକ୍ଷକ ଙ୍କ ନିର୍ଯ୍ୟାତନା ନେଇ ମଧ୍ୟ  ଅଭିଯୋଗ ହୋଇଛି । ତେଣୁ ଛାତ୍ରୀ ଜଣକ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା କହିଛନ୍ତି।ତେବେ ସ୍ଵଭାଗ୍ୟ ବଶତଃ ଅନ୍ୟ ଛାତ୍ରୀ ଏହା ଦେଖି ଉଦ୍ଧାର କରିଥିଲେ। ଏନେଇ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସଶୀର୍କେ ଙ୍କୁ ଅଭିଯୋଗ କରିଛନ୍ତି ବଡ଼ବେଲ ସେବାଶ୍ରମ ର  4 ଜଣ ଛାତ୍ରୀ। ଏହି ଘଟଣା କୁ ନେଇ ତଦନ୍ତ କରି ସତ୍ୟାସତ୍ୟ ଜାଣିବା ପରେ ଦୋଷୀ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ଅତିରିକ୍ତ ମଙ୍ଗଳ ଅଧିକାରୀ ସୁମନ୍ତ କୁମାର ମାଝୀ କହିଛନ୍ତି।
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.