Shuru
Apke Nagar Ki App…
ସାନ ନଡବ ଗ୍ରାମରେ ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ କୋଉମ ଗ୍ରାମ ପଞ୍ଚାୟତର ସାନ ନଡବ ଗ୍ରାମରେ ଦ୍ରିର୍ଘ ଦିନ ହେବ ପାନୀୟ ଜଳ ସମସ୍ୟା ମୁଣ୍ଡ ଟେକିଛି । ବର୍ଷତମାମ ଏହି ସମସ୍ୟା ରହିଥିବା ବେଳେ ନିକଟରେ ଥିବା ସାପୁଆ ନଦୀରୁ ପାଣି ଚୁଆକରି ଆଣି ଚଳିଯାଉଥିଲେ। ଖରାଦିନ ଆସିଲେ ନଦୀରେ ପାଣି ଶୁଖିଯାଏ । ଗ୍ରାମର ଶତାଧିକ ପରିବାର ପାଣି ଟୋପେ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସଂପର୍କରେ ସରକାରୀ ବାବୁ ମାନଙ୍କୁ ଜଣାଇଛନ୍ତି ହେଲେ ଫେଲ ମାରିଛନ୍ତି । ଖରା ଆରମ୍ଭରୁ ଗ୍ରାମରେ ପାଳି ସମସ୍ୟା ଦେଇ ଥିବାରୁ ଆଜି ଗ୍ରାମର ପୁରୁଷମାନେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଳିତ ଜନଶୁଣାଣୀରେ ପହଞ୍ଚି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି I ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି ।
Amani Sahoo

More news from ଓଡ଼ିଶା and nearby areas
- ଢେଙ୍କାନାଳ ପୌରାଞ୍ଚଳ ନିକଟରେ ଶତାଧିକ ଭୂମିହୀନ ପରିବାର ଭଗବାନ ପୁର ନିକଟରେ ୫୦ ବର୍ଷ ହେବ ସରକାରୀ ଜମିରେ ରହି ଆସୁଛନ୍ତି । ରହି ଥିବା ବସ୍ତିକୁ ସରକାର ସମସ୍ତ ସୁବିଧା ତଥା ପାଣି ରାସ୍ତା ବିଦ୍ୟୁତ କରିଦେଇଛନ୍ତି । ଏପରିକି ଭୋଟ ସମୟରେ ସେମାନେ ପୌରାଞ୍ଚଳରେ ଭୋଟ ଦେଉଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଏହି ପରିବାର ମାନେ ପଟା ପାଇବାରୁ ବଞ୍ଚିତ ଥିବାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମିଳିତ ଜନ ଶୁଣାଣୀ ଶିବିରରେ ପହଞ୍ଚି ପଟା ପ୍ରଦାନ ଏବଂ ସମସ୍ତ ପରିବାର ଗୁଡିକୁ ପୌରାଞ୍ଚଳରେ ସାମିଲ କରିବା ପାଇଁ ଦାବି କରିଛନ୍ତି ।1
- ରଙ୍ଗ ବାଲ୍ଟିରେ କରୁଥିଲେ ଗଞ୍ଜେଇ ଚାଲାଣ !ଦେଖନ୍ତୁ କେମିତି ଧରିଲା ସନ୍ଧାନୀ କୁକୁର। କଟକ ରେଲୱେ ଷ୍ଟେସନର ଦୃଶ୍ୟ।ରଙ୍ଗ ବାଲ୍ଟିରେ କରୁଥିଲେ ଗଞ୍ଜେଇ ଚାଲାଣ !ଦେଖନ୍ତୁ କେମିତି ଧରିଲା ସନ୍ଧାନୀ କୁକୁର। କଟକ ରେଲୱେ ଷ୍ଟେସନର ଦୃଶ୍ୟ1
- Post by NEWS MANORANJAN1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଓଡାପଡା ବ୍ଲକ କୋତମ ଗ୍ରାମରେ ହାତୀ ଆତଙ୍କ ନେଇ ଆଜି ଜିଲ୍ଲା ବନଖଣ୍ଡ ଅଧିକାରିଙ୍କୁ ଭେଟି ହାତୀ ପାଇଁ ଧନଜୀବନ ସୁରକ୍ଷା ଦାବି ନେଇ ଦେଲେ ଦାବି ପତ୍ର.1
- Post by Sibanava Panda1
- Post by Gagan Bhoi1
- Post by Dhenkanal News1
- ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ କୋଉମ ଗ୍ରାମ ପଞ୍ଚାୟତର ସାନ ନଡବ ଗ୍ରାମରେ ଦ୍ରିର୍ଘ ଦିନ ହେବ ପାନୀୟ ଜଳ ସମସ୍ୟା ମୁଣ୍ଡ ଟେକିଛି । ବର୍ଷତମାମ ଏହି ସମସ୍ୟା ରହିଥିବା ବେଳେ ନିକଟରେ ଥିବା ସାପୁଆ ନଦୀରୁ ପାଣି ଚୁଆକରି ଆଣି ଚଳିଯାଉଥିଲେ। ଖରାଦିନ ଆସିଲେ ନଦୀରେ ପାଣି ଶୁଖିଯାଏ । ଗ୍ରାମର ଶତାଧିକ ପରିବାର ପାଣି ଟୋପେ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସଂପର୍କରେ ସରକାରୀ ବାବୁ ମାନଙ୍କୁ ଜଣାଇଛନ୍ତି ହେଲେ ଫେଲ ମାରିଛନ୍ତି । ଖରା ଆରମ୍ଭରୁ ଗ୍ରାମରେ ପାଳି ସମସ୍ୟା ଦେଇ ଥିବାରୁ ଆଜି ଗ୍ରାମର ପୁରୁଷମାନେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଳିତ ଜନଶୁଣାଣୀରେ ପହଞ୍ଚି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି I ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି ।1
- Post by NEWS MANORANJAN1