Shuru
Apke Nagar Ki App…
ଏମିତିକା ଯିବ କେବେ କେହି ଦେଖା ଦେଇ ନାହିଁ ଆଜି ଦେଖିବା କୁ ମିଳିବ
Baisampayan Rana
ଏମିତିକା ଯିବ କେବେ କେହି ଦେଖା ଦେଇ ନାହିଁ ଆଜି ଦେଖିବା କୁ ମିଳିବ
More news from ଓଡ଼ିଶା and nearby areas
- ନୂଆପଡ଼ାରେ ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦ୍ ଯାପିତ l1
- Post by KOSAL TIMES1
- ସ୍କୁଲ ନିର୍ମାଣ ଦାବିରେ ଶହ ଶହ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ନୂଆପଡା ଜିଲ୍ଲାପାଳ କାର୍ଯ୍ୟଳୟ ଘେରାଓ I1
- Post by Dakshya1435
- #ହାଏ ରେ ର ସି ଆ ତ ର ପୀରତି ବାଏ କଲରେ 🌹🇹🇯🇹🇯🇹🇯🇹🇯🇹🇯🇹🇯🇹🇯1
- ମୁକୁଳା ପଡ଼ିଛି ଟ୍ରାଫିକ, ପୋଲିସ ଉତ୍ସବରେ ମଶଗୁଲ ସୁବର୍ଣ୍ଣପୁର, ୯।୧ : ଜିଲ୍ଲା ସଦର ମହକୁମା ଜାତୀୟ ରାଜପଥ ଉପରେ ଥିବା ବ୍ଲକ୍ ଛକର ଟ୍ରାଫିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ନା ଜଳୁଛି ସେଠାରେ ଥିବା ସ୍ଵଂୟ କ୍ରିୟ ଟ୍ରାଫିକ ଲାଇଟ୍, ନା ଅଛନ୍ତି ଛକରେ ଟ୍ରାଫିକ କର୍ମଚାରୀ। ଲୋକେ ଯିଏ ଯା' ହିସାବରେ ଯାଇ ହିନସ୍ତା ହେଉଛନ୍ତି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଲୋକ ମହୋତ୍ସବରେ ବ୍ୟସ୍ଥ। ସବୁ ପୁଲିସ ବ୍ୟବସ୍ଥା କୁଆଡେ ସେଠାରେ ନିୟୋଜିତ ଅଛନ୍ତି। ଯଦି ଗୋଟିଏ ମହୋତ୍ସବରେ ପୁଲିସ ବ୍ୟବସ୍ଥା ଏକ ଛକର ଟ୍ରାଫିକ ବ୍ୟବସ୍ଥାକୁ ସମ୍ଭାଳି ପାରୁନି ତା'ହେଲେ ସହରର ଆଇନ ଶୃଙ୍ଖଳା ପରିସ୍ଥିତି କେମିତି ଥିବ ତାହା ବେଶ୍ ବୁଝା ପଡିଯାଉଛି। ସେମିତି ବି ଦେଖିଲେ ସୁବର୍ଣ୍ଣପୁର ଜିଲ୍ଲା ଗଞ୍ଜେଇ ଚୋରା ଚାଲାନକାରୀଙ୍କ ଭୂସ୍ବର୍ଗ ଏବଂ ଏକ ପ୍ରମୁଖ ମାର୍ଗ ବୋଲି ପୁଲିସ ମୁଖ୍ୟ ସ୍ବୀକାର ସ୍ବୀକାର କରିସାରିଛି।1
- ମନମୁଣ୍ଡା ବାସୁଦେବପାଲିରେ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତ୍ତିଲେ 30 ଯାତ୍ରୀ1
- ସ୍କୁଲ ନିର୍ମାଣ ଦାବିରେ ଶହ ଶହ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ନୂଆପଡା ଜିଲ୍ଲାପାଳ କାର୍ଯ୍ୟଳୟ ଘେରାଓ I1