logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମୋହନା ହିଲ ଟପ ସ୍ନାତକ କଲେଜ ରେ ବିଳମ୍ବ ରାତି ପଯନ୍ତ ଚାଲିଲା ପରୀକ୍ଷା ଅଦକ୍ଷ କଣ କଇଲେ

8 hrs ago
user_Ansubhai Pandey
Ansubhai Pandey
ମୋହନା, ଗଜପତି, ଓଡ଼ିଶା•
8 hrs ago

ମୋହନା ହିଲ ଟପ ସ୍ନାତକ କଲେଜ ରେ ବିଳମ୍ବ ରାତି ପଯନ୍ତ ଚାଲିଲା ପରୀକ୍ଷା ଅଦକ୍ଷ କଣ କଇଲେ

More news from ଓଡ଼ିଶା and nearby areas
  • ମୋହନା ବ୍ଲକ ମର୍ଚ୍ଚମା ଗ୍ରାମ ର ସିନା କର୍ମଚାରୀ ଙ୍କ ଅବସର ପରେ ଗ୍ରାମ ରେ ଭବ୍ୟ ସ୍ୱାଗତ
    3
    ମୋହନା ବ୍ଲକ ମର୍ଚ୍ଚମା ଗ୍ରାମ ର ସିନା କର୍ମଚାରୀ ଙ୍କ ଅବସର ପରେ ଗ୍ରାମ ରେ ଭବ୍ୟ ସ୍ୱାଗତ
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    6 hrs ago
  • '#ବିକ୍ରମ_ପଣ୍ଡାଙ୍କୁ_ଫସାଇଛି_ବିଜେପି' ବିକ୍ରମ ପଣ୍ଡା ନିର୍ଦ୍ଦୋଷ, ତାଙ୍କୁ ଫସେଇଛି ବିଜେପି : ବିଜେଡି ନେତା ପ୍ରତାପ ଜେନା #Odisha #KanakNews
    1
    '#ବିକ୍ରମ_ପଣ୍ଡାଙ୍କୁ_ଫସାଇଛି_ବିଜେପି'
ବିକ୍ରମ ପଣ୍ଡା ନିର୍ଦ୍ଦୋଷ, ତାଙ୍କୁ ଫସେଇଛି ବିଜେପି : ବିଜେଡି ନେତା ପ୍ରତାପ ଜେନା
#Odisha #KanakNews
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    13 hrs ago
  • ଆସିକା : ମା ଖମ୍ବେଶ୍ବରୀ ହାଇୱା ଓନର୍ସ ଆସୋସିଏସନ ର ସାଧାରଣ ବୈଠକ ଅନୁଷ୍ଠିତ,ବିଭିନ୍ନ ସ୍ଥାନରୁ ବହୁ ହାଇୱା ମାଲିକ ଙ୍କ ଯୋଗଦାନ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ମକୁନ୍ଦପୁର ସ୍ଥିତ ମା ଖମ୍ବେଶ୍ବରୀ ହାଇୱା ଓନର୍ସ ଆସୋସିଏସନ କାର୍ଯ୍ୟାଳୟ ପରିସରରେ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଆଖପାଖ ବ୍ଲକର ବିଭିନ୍ନ ସ୍ଥାନରୁ ବହୁ ହାଇୱା ମାଲିକ ମାନେ ବୈଠକରେ ଯୋଗଦେଇଥିବା ବେଳେ ଗାଡି ଚଳାଚଳ ସମୟରେ ଉପୁଜୁଥିବା ସମସ୍ୟା ଓ ତାର ସମାଧାନ ଉପରେ ବୈଠକରେ ବିଶୃତ ଭାବେ ଆଲୋଚନା ହୋଇଥିଲା l
    1
    ଆସିକା : ମା ଖମ୍ବେଶ୍ବରୀ ହାଇୱା ଓନର୍ସ ଆସୋସିଏସନ ର ସାଧାରଣ ବୈଠକ ଅନୁଷ୍ଠିତ,ବିଭିନ୍ନ ସ୍ଥାନରୁ ବହୁ ହାଇୱା ମାଲିକ ଙ୍କ ଯୋଗଦାନ
ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ମକୁନ୍ଦପୁର ସ୍ଥିତ ମା ଖମ୍ବେଶ୍ବରୀ ହାଇୱା ଓନର୍ସ ଆସୋସିଏସନ କାର୍ଯ୍ୟାଳୟ ପରିସରରେ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଆଖପାଖ ବ୍ଲକର ବିଭିନ୍ନ ସ୍ଥାନରୁ ବହୁ ହାଇୱା ମାଲିକ ମାନେ ବୈଠକରେ ଯୋଗଦେଇଥିବା ବେଳେ ଗାଡି ଚଳାଚଳ ସମୟରେ ଉପୁଜୁଥିବା ସମସ୍ୟା ଓ ତାର ସମାଧାନ ଉପରେ ବୈଠକରେ ବିଶୃତ ଭାବେ ଆଲୋଚନା ହୋଇଥିଲା l
    user_Pitabas dash
    Pitabas dash
    Asika, Ganjam•
    4 hrs ago
  • ଗୁମ୍ମା ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଭୁ ଚନ୍ଦନ ପୂଜାରୀ ଙ୍କୁ ବଦଳି ପାଇଁ ସାଂସଦ ପ୍ରଦୀପ ପାଣିଗ୍ରାହୀ ଙ୍କୁ ଦାବିପତ୍ର ପ୍ରଦାନ ଗଜପତି ଜିଲା ଗୁମ୍ମା ବ୍ଲକ ରେ ଗତ ମଙ୍ଗଳବାର ଦିନ ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକ ରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଗୁମ୍ମା ବ୍ଲକର କିଛି ବ୍ୟକ୍ତି ସାଂସଦ ଓ ବିଧାୟକଙ୍କୁ ଗୁମ୍ମା ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଭୁ ଚନ୍ଦନ ପୂଜାରୀ ବିଭିନ୍ନ ଦୁର୍ନୀତି ରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି। ଗୋଟିଏ କାମ କରି ତିନୋଟି ବିଲ୍ କରିବା, ଉଦ୍ଦେଶ୍ୟ ମୂଳକ ଭାବେ ଫାଇଲ୍ ଲୁଚାଇ ଲୋକଙ୍କୁ ହଇରାଣ ହରକତ କରିବା, ଦୂର ଦୂରାନ୍ତ ରୁ ଆସୁଥିବା ଆଦିବାସୀ ଅଧ୍ୟୁଷିତ ଲୋକଙ୍କୁ ନ ଭେଟି ଫେରାଇ ଦେବା ଇତ୍ଯାଦି ଅଭିଯୋଗ ଆଣିବା ସହ ପ୍ରାୟ 5 ବର୍ଷ ଧରି ରହିବା ପରେ ମଧ୍ୟ ଗୁମ୍ମା ସମସ୍ତ ଜିଲ୍ଲାରେ ପଛୁଆ ବ୍ଳକ୍ ଭାବେ ରହିଛି, କୌଣସି କାମର ସଠିକ୍ ବିଲ୍ ହେଉ ନ ଥିବାରୁ କାମ କରୁଥିବା ବ୍ୟକ୍ତି ମାନସିକ ଅଶାନ୍ତ ସେ ରହୁଥିବାରୁ ନିୟମ ଅନୁଯାୟୀ ତାଙ୍କୁ ବଦଳି କରିବା ପାଇଁ ମୋୟାବ ଗମାଙ୍ଗ, ଅନନ୍ତ ଗମାଙ୍ଗ, ଏଲିସ୍ପନ୍ ଗମାଙ୍ଗ, ଲାକିଆ ଶବର, ପ୍ରୀତମ ପାଲ, ଅଜୟ ବଡ ନାୟକ ଙ୍କ ସହ ଦୁଇ ଶହ ରୁ ଉର୍ଦ୍ଧ୍ୱ ସ୍ଥାନୀୟ ବୁଦ୍ଧିଜୀବୀ ଦାବିପତ୍ର ପ୍ରଦାନ କରିଛନ୍ତି। ଜାଣିଶୁଣି ଅପମାନିତ କରିବା ଉଦ୍ଦେଶ୍ୟରେ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନୀ ଫଳକ ରେ ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାମ ନଥିବାରୁ ଏବଂ ଅଜୟଗଡ ସରପଞ୍ଚ ଙ୍କ ନାମ ଭୁଲ୍ ଥିବା ହେତୁ ଅଞ୍ଚଳ ବାସୀ କ୍ଷୋଭ ପ୍ରକାଶ କରିବା ସହ ଭବିଷ୍ୟତରେ ଏଭଳି ଭୁଲ୍ ନ କରିବା ପାଇଁ ଚେତାବନୀ ଦେଇଛନ୍ତି।
    1
    ଗୁମ୍ମା ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ  ବିଭୁ ଚନ୍ଦନ ପୂଜାରୀ ଙ୍କୁ ବଦଳି ପାଇଁ ସାଂସଦ ପ୍ରଦୀପ ପାଣିଗ୍ରାହୀ ଙ୍କୁ ଦାବିପତ୍ର ପ୍ରଦାନ 
ଗଜପତି ଜିଲା ଗୁମ୍ମା ବ୍ଲକ ରେ ଗତ ମଙ୍ଗଳବାର ଦିନ ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକ ରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଗୁମ୍ମା ବ୍ଲକର କିଛି ବ୍ୟକ୍ତି ସାଂସଦ ଓ ବିଧାୟକଙ୍କୁ ଗୁମ୍ମା ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ  ବିଭୁ ଚନ୍ଦନ ପୂଜାରୀ ବିଭିନ୍ନ ଦୁର୍ନୀତି ରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି। ଗୋଟିଏ କାମ କରି ତିନୋଟି ବିଲ୍ କରିବା, ଉଦ୍ଦେଶ୍ୟ ମୂଳକ ଭାବେ ଫାଇଲ୍ ଲୁଚାଇ ଲୋକଙ୍କୁ ହଇରାଣ ହରକତ କରିବା, ଦୂର ଦୂରାନ୍ତ ରୁ ଆସୁଥିବା ଆଦିବାସୀ ଅଧ୍ୟୁଷିତ ଲୋକଙ୍କୁ ନ ଭେଟି ଫେରାଇ ଦେବା ଇତ୍ଯାଦି ଅଭିଯୋଗ ଆଣିବା ସହ ପ୍ରାୟ 5 ବର୍ଷ ଧରି ରହିବା ପରେ ମଧ୍ୟ ଗୁମ୍ମା ସମସ୍ତ ଜିଲ୍ଲାରେ ପଛୁଆ ବ୍ଳକ୍ ଭାବେ ରହିଛି, କୌଣସି କାମର ସଠିକ୍ ବିଲ୍ ହେଉ ନ ଥିବାରୁ କାମ କରୁଥିବା ବ୍ୟକ୍ତି ମାନସିକ ଅଶାନ୍ତ ସେ  ରହୁଥିବାରୁ ନିୟମ ଅନୁଯାୟୀ ତାଙ୍କୁ ବଦଳି କରିବା ପାଇଁ ମୋୟାବ ଗମାଙ୍ଗ, ଅନନ୍ତ ଗମାଙ୍ଗ, ଏଲିସ୍ପନ୍ ଗମାଙ୍ଗ, ଲାକିଆ ଶବର, ପ୍ରୀତମ ପାଲ, ଅଜୟ ବଡ ନାୟକ ଙ୍କ ସହ ଦୁଇ ଶହ ରୁ ଉର୍ଦ୍ଧ୍ୱ ସ୍ଥାନୀୟ ବୁଦ୍ଧିଜୀବୀ  ଦାବିପତ୍ର ପ୍ରଦାନ କରିଛନ୍ତି। ଜାଣିଶୁଣି ଅପମାନିତ କରିବା ଉଦ୍ଦେଶ୍ୟରେ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନୀ ଫଳକ ରେ ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାମ ନଥିବାରୁ ଏବଂ ଅଜୟଗଡ ସରପଞ୍ଚ ଙ୍କ ନାମ ଭୁଲ୍ ଥିବା ହେତୁ ଅଞ୍ଚଳ ବାସୀ କ୍ଷୋଭ ପ୍ରକାଶ କରିବା ସହ ଭବିଷ୍ୟତରେ ଏଭଳି ଭୁଲ୍ ନ କରିବା ପାଇଁ ଚେତାବନୀ ଦେଇଛନ୍ତି।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    8 hrs ago
  • ଶ୍ରୀ ଶ୍ରୀ ଭାଗବତ ସ୍ୱାମୀ ଯୁବକ ସଙ୍ଘ କାନସୁକ ଗଞାମ ଗଣେଶ ପୂଜାର ଆୟୋଜନ
    1
    ଶ୍ରୀ ଶ୍ରୀ ଭାଗବତ ସ୍ୱାମୀ ଯୁବକ ସଙ୍ଘ କାନସୁକ ଗଞାମ ଗଣେଶ ପୂଜାର ଆୟୋଜନ
    user_Gouri shankar mahapatra
    Gouri shankar mahapatra
    Graphic designer ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    5 hrs ago
  • ବିଦ୍ୟାଳୟ ଆସିଲେ ଶିକ୍ଷକ ଙ୍କୁ ମାଡୁଛି ନିଦ, ଅଧଘଣ୍ଟା ପାଠପଢାଇ ବିଦ୍ୟାଳୟ ରେ ଶୋଇ ଯାଉଛନ୍ତି !
    1
    ବିଦ୍ୟାଳୟ ଆସିଲେ ଶିକ୍ଷକ ଙ୍କୁ ମାଡୁଛି ନିଦ, ଅଧଘଣ୍ଟା ପାଠପଢାଇ ବିଦ୍ୟାଳୟ ରେ ଶୋଇ ଯାଉଛନ୍ତି !
    user_PURNACHANDRA BARIK
    PURNACHANDRA BARIK
    Local News Reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    12 hrs ago
  • ନର୍ଲା ପୋଲିସର ବଡ ସଫଳତା,ଚିପୁଲ ଜୋର ଠାରେ ଡକାୟତି ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀ।
    1
    ନର୍ଲା ପୋଲିସର ବଡ ସଫଳତା,ଚିପୁଲ ଜୋର ଠାରେ ଡକାୟତି ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀ।
    user_Gopal Das Mahananda
    Gopal Das Mahananda
    Voice of people ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    6 hrs ago
  • ମୋହନା ହିଲ ଟପ ସ୍ନାତକ କଲେଜ ରେ ବିଳମ୍ବ ରାତି ପଯନ୍ତ ଚାଲିଲା ପରୀକ୍ଷା ଅଦକ୍ଷ କଣ କଇଲେ
    4
    ମୋହନା ହିଲ ଟପ ସ୍ନାତକ କଲେଜ ରେ ବିଳମ୍ବ ରାତି ପଯନ୍ତ ଚାଲିଲା ପରୀକ୍ଷା ଅଦକ୍ଷ କଣ କଇଲେ
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.