logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ମନୁଷ୍ୟ ସମାଜ ନିଜକୁ ରକ୍ଷା କରିବା ପାଇଁ ବିଭିନ୍ନ କୁତ୍ରିମ ଯନ୍ତ୍ରପାତିର ସାହାଯ୍ୟ ନେଉଥିବା ବେଳେ, ମୂକ ପକ୍ଷୀ ଜଗତ ଏହି ଖରାର ପ୍ରକୋପରୁ କିପରି ବା ବାଦ ପଡ଼ିବେ ସେ ନେଇ ପ୍ରଶ୍ନ ଉଠିଛି। ସେମାନଙ୍କ ସୁରକ୍ଷା ପାଇଁ କାହାକୁ ନା କାହାକୁ ଆଗେଇ ଆସିବା ଆବଶ୍ୟକ ଥିବା ବେଳେ, ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆଜି ଏକ ଅମୂଲ୍ୟ କାର୍ଯ୍ୟ ହାତକୁ ନିଆଯାଇଛି। ଏହି ପଦକ୍ଷେପ ଅନୁଯାୟୀ, ପକ୍ଷୀମାନଙ୍କ ପାଇଁ ବିଭିନ୍ନ ଗଛରେ ଠେକି ବନ୍ଧାଯାଇ ସେଥିରେ ପାଣି ରଖିବାର ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ଦ୍ୱାରା ପକ୍ଷୀମାନେ ପ୍ରଚଣ୍ଡ ଗ୍ରୀଷ୍ମ ତାପରୁ ନିଜର ତୃଷା ମେଣ୍ଟାଇ ପାରିବେ।

1 hr ago
user_Alekh Nayak ,I am a professional journalist, my job is to collect news and deliver it to people
Alekh Nayak ,I am a professional journalist, my job is to collect news and deliver it to people
ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•

More news from ଓଡ଼ିଶା and nearby areas
  • ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ମନୁଷ୍ୟ ସମାଜ ନିଜକୁ ରକ୍ଷା କରିବା ପାଇଁ ବିଭିନ୍ନ କୁତ୍ରିମ ଯନ୍ତ୍ରପାତିର ସାହାଯ୍ୟ ନେଉଥିବା ବେଳେ, ମୂକ ପକ୍ଷୀ ଜଗତ ଏହି ଖରାର ପ୍ରକୋପରୁ କିପରି ବା ବାଦ ପଡ଼ିବେ ସେ ନେଇ ପ୍ରଶ୍ନ ଉଠିଛି। ସେମାନଙ୍କ ସୁରକ୍ଷା ପାଇଁ କାହାକୁ ନା କାହାକୁ ଆଗେଇ ଆସିବା ଆବଶ୍ୟକ ଥିବା ବେଳେ, ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆଜି ଏକ ଅମୂଲ୍ୟ କାର୍ଯ୍ୟ ହାତକୁ ନିଆଯାଇଛି। ଏହି ପଦକ୍ଷେପ ଅନୁଯାୟୀ, ପକ୍ଷୀମାନଙ୍କ ପାଇଁ ବିଭିନ୍ନ ଗଛରେ ଠେକି ବନ୍ଧାଯାଇ ସେଥିରେ ପାଣି ରଖିବାର ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ଦ୍ୱାରା ପକ୍ଷୀମାନେ ପ୍ରଚଣ୍ଡ ଗ୍ରୀଷ୍ମ ତାପରୁ ନିଜର ତୃଷା ମେଣ୍ଟାଇ ପାରିବେ।
    1
    ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ମନୁଷ୍ୟ ସମାଜ ନିଜକୁ ରକ୍ଷା କରିବା ପାଇଁ ବିଭିନ୍ନ କୁତ୍ରିମ ଯନ୍ତ୍ରପାତିର ସାହାଯ୍ୟ ନେଉଥିବା ବେଳେ, ମୂକ ପକ୍ଷୀ ଜଗତ ଏହି ଖରାର ପ୍ରକୋପରୁ କିପରି ବା ବାଦ ପଡ଼ିବେ ସେ ନେଇ ପ୍ରଶ୍ନ ଉଠିଛି। ସେମାନଙ୍କ ସୁରକ୍ଷା ପାଇଁ କାହାକୁ ନା କାହାକୁ ଆଗେଇ ଆସିବା ଆବଶ୍ୟକ ଥିବା ବେଳେ, ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆଜି ଏକ ଅମୂଲ୍ୟ କାର୍ଯ୍ୟ ହାତକୁ ନିଆଯାଇଛି। ଏହି ପଦକ୍ଷେପ ଅନୁଯାୟୀ, ପକ୍ଷୀମାନଙ୍କ ପାଇଁ ବିଭିନ୍ନ ଗଛରେ ଠେକି ବନ୍ଧାଯାଇ ସେଥିରେ ପାଣି ରଖିବାର ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ଦ୍ୱାରା ପକ୍ଷୀମାନେ ପ୍ରଚଣ୍ଡ ଗ୍ରୀଷ୍ମ ତାପରୁ ନିଜର ତୃଷା ମେଣ୍ଟାଇ ପାରିବେ।
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    1 hr ago
  • ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ନୂଆ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଉଭୟ ନେତା ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଏବଂ ସମୃଦ୍ଧି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ଏହାସହ ମୁଖ୍ୟମନ୍ତ୍ରୀ ମାଝି, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାବାସୀଙ୍କ ସେବାରେ ରାଜ୍ୟ ସରକାରଙ୍କ ଦ୍ଵୀତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେବାକୁ ଥିବା ସମାରୋହରେ ଯୋଗଦେବା ପାଇଁ ଆମନ୍ତ୍ରଣ କରିଛନ୍ତି।
    1
    ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ନୂଆ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଉଭୟ ନେତା ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଏବଂ ସମୃଦ୍ଧି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ।

ଏହାସହ ମୁଖ୍ୟମନ୍ତ୍ରୀ ମାଝି, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାବାସୀଙ୍କ ସେବାରେ ରାଜ୍ୟ ସରକାରଙ୍କ ଦ୍ଵୀତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେବାକୁ ଥିବା ସମାରୋହରେ ଯୋଗଦେବା ପାଇଁ ଆମନ୍ତ୍ରଣ କରିଛନ୍ତି।
    user_ନୃସିଂହ ଚରଣ ବାରିକ
    ନୃସିଂହ ଚରଣ ବାରିକ
    Local News Reporter କୁଜଙ୍ଗ, ଜଗତସିଂହପୁର, ଓଡ଼ିଶା•
    26 min ago
  • ମଦ୍ୟପାନ କରିବା ପରେ ମଣିଷ ନିଜର ସବୁକିଛି ଭୁଲିଯାଏ ଏବଂ ଶେଷରେ ପଶୁ ପାଲଟିଯାଏ। କଳିଯୁଗର ମଦୁଆମାନଙ୍କ ପାଇଁ ଏହା ଏକ ବାସ୍ତବତା।
    1
    ମଦ୍ୟପାନ କରିବା ପରେ ମଣିଷ ନିଜର ସବୁକିଛି ଭୁଲିଯାଏ ଏବଂ ଶେଷରେ ପଶୁ ପାଲଟିଯାଏ। କଳିଯୁଗର ମଦୁଆମାନଙ୍କ ପାଇଁ ଏହା ଏକ ବାସ୍ତବତା।
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    ନିଶ୍ଚିନ୍ତକୋଇଲି, କଟକ, ଓଡ଼ିଶା•
    9 hrs ago
  • ରାସ୍ତା ଉପରେ ଏକ ଗାଡ଼ିକୁ ମଦ୍ୟପାନ କରି ପିଟିବା ଘଟଣାକୁ ନେଇ ତୀବ୍ର ହାଇଡ୍ରାମା ସୃଷ୍ଟି ହୋଇଛି।
    1
    ରାସ୍ତା ଉପରେ ଏକ ଗାଡ଼ିକୁ ମଦ୍ୟପାନ କରି ପିଟିବା ଘଟଣାକୁ ନେଇ ତୀବ୍ର ହାଇଡ୍ରାମା ସୃଷ୍ଟି ହୋଇଛି।
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    20 hrs ago
  • ଆଜି ସନ୍ଧ୍ୟା ସମୟରେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତିର୍ତ୍ତୋଲ-ପୋଷଲ ମହାନଦୀର ନୂଆ ସେତୁ ଉପରେ କ୍ରିଷ୍ଣାନନ୍ଦପୁର ଥାନା ପୋଲିସ ପକ୍ଷରୁ ବ୍ୟାପକ ଚେକିଙ୍ଗ କରାଯାଇଛି। ଏହି ଯାଞ୍ଚ ଅଭିଯାନରେ ଚାରିଚକିଆ ଗାଡ଼ିର ଡିକି ଯାଞ୍ଚ କରାଯିବା ସହ ଅମାନିଆ ବାଇକ ଚାଳକଙ୍କ ହେଲମେଟ ମଧ୍ୟ ଯାଞ୍ଚ କରାଯାଇଥିଲା।
    4
    ଆଜି ସନ୍ଧ୍ୟା ସମୟରେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତିର୍ତ୍ତୋଲ-ପୋଷଲ ମହାନଦୀର ନୂଆ ସେତୁ ଉପରେ କ୍ରିଷ୍ଣାନନ୍ଦପୁର ଥାନା ପୋଲିସ ପକ୍ଷରୁ ବ୍ୟାପକ ଚେକିଙ୍ଗ କରାଯାଇଛି। ଏହି ଯାଞ୍ଚ ଅଭିଯାନରେ ଚାରିଚକିଆ ଗାଡ଼ିର ଡିକି ଯାଞ୍ଚ କରାଯିବା ସହ ଅମାନିଆ ବାଇକ ଚାଳକଙ୍କ ହେଲମେଟ ମଧ୍ୟ ଯାଞ୍ଚ କରାଯାଇଥିଲା।
    user_Nalini Kanta Mallick
    Nalini Kanta Mallick
    Tirtol, Jagatsinghapur•
    23 hrs ago
  • ଯାଜପୁର ରୋଡ଼ ଥାନାରୁ ନ୍ୟାୟ ନପାଇ ପୀଡ଼ିତା ମହିଳା ଅର୍ଚନା ତରାଇ ଯାଜପୁର ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ତ ହୋଇଛନ୍ତି। ତାଙ୍କ ସ୍ୱାମୀ, ଶାଶୁ ଏବଂ ଦିଅର ଜିଲ୍ଲା ଚିକିତ୍ସାଳୟରେ ଜୀବନ ଓ ମରଣ ସହ ଲଢ଼େଇ କରୁଥିବାବେଳେ, ଅଭିଯୁକ୍ତମାନେ ଏବେ ମଧ୍ୟ ଖୋଲା ଆକାଶ ତଳେ ବୁଲୁଥିବା ନେଇ ସେ ଅଭିଯୋଗ କରିଛନ୍ତି।
    1
    ଯାଜପୁର ରୋଡ଼ ଥାନାରୁ ନ୍ୟାୟ ନପାଇ ପୀଡ଼ିତା ମହିଳା ଅର୍ଚନା ତରାଇ ଯାଜପୁର ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ତ ହୋଇଛନ୍ତି।

ତାଙ୍କ ସ୍ୱାମୀ, ଶାଶୁ ଏବଂ ଦିଅର ଜିଲ୍ଲା ଚିକିତ୍ସାଳୟରେ ଜୀବନ ଓ ମରଣ ସହ ଲଢ଼େଇ କରୁଥିବାବେଳେ, ଅଭିଯୁକ୍ତମାନେ ଏବେ ମଧ୍ୟ ଖୋଲା ଆକାଶ ତଳେ ବୁଲୁଥିବା ନେଇ ସେ ଅଭିଯୋଗ କରିଛନ୍ତି।
    user_Jitubehera     Mo Adhikar news
    Jitubehera Mo Adhikar news
    ଯାଜପୁର, ଯାଜପୁର, ଓଡ଼ିଶା•
    4 hrs ago
  • ଗଙ୍ଗାଧରପୁର ରାହାମାଠାରେ ଦିତୀୟ ବିବାହକୁ କେନ୍ଦ୍ର କରି ଏକ ତୁମୁଳ କାଣ୍ଡ ଘଟିଛି। ଏହି ଅଘଟଣରେ କିଛି ଲୋକ ଘରେ ପଶି ମାରପିଟ୍ କରିଥିବା ସୂଚନା ମିଳିଛି।
    1
    ଗଙ୍ଗାଧରପୁର ରାହାମାଠାରେ ଦିତୀୟ ବିବାହକୁ କେନ୍ଦ୍ର କରି ଏକ ତୁମୁଳ କାଣ୍ଡ ଘଟିଛି। ଏହି ଅଘଟଣରେ କିଛି ଲୋକ ଘରେ ପଶି ମାରପିଟ୍ କରିଥିବା ସୂଚନା ମିଳିଛି।
    user_Bikram Mohapatra
    Bikram Mohapatra
    Artist ଏରସମା, ଜଗତସିଂହପୁର, ଓଡ଼ିଶା•
    6 hrs ago
  • ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଅବସ୍ଥିତ ଆବାସିକ ଟ୍ୟୁଟୋରିଆଲ୍ “ମୋମେଣ୍ଟମ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ” ଚଳିତ ବର୍ଷର +୨ ପରୀକ୍ଷାରେ ଐତିହାସିକ ତଥା ଚମତ୍କାର ସଫଳତା ହାସଲ କରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଅନୁଷ୍ଠାନରୁ ପରୀକ୍ଷା ଦେଇଥିବା ସମୁଦାୟ ୪୫ ଜଣ ଛାତ୍ରଛାତ୍ରୀ ସମସ୍ତେ ପ୍ରଥମ ବିଭାଗରେ ଉତ୍ତୀର୍ଣ୍ଣ ହୋଇ ଅଭିଭାବକ ଓ ଅଞ୍ଚଳବାସୀଙ୍କ ଗର୍ବ ବଢ଼ାଇଛନ୍ତି। ଏହି ସଫଳତାରେ ୧୦ ଜଣ ଛାତ୍ରଛାତ୍ରୀ ୫୦୦ ରୁ ଅଧିକ ମାର୍କ ରଖି ସଂସ୍ଥାର ସୁନାମ ଅକ୍ଷୁଣ୍ଣ ରଖିଛନ୍ତି। ଛାତ୍ର ଧୃତିସୁଦଂର ସ୍ୱାଇଁ ୫୫୫ ମାର୍କ ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବାବେଳେ, ରାଜଲକ୍ଷ୍ମୀ ସ୍ୱାଇଁ ୫୪୪ ମାର୍କ ରଖି ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ସର୍ବୋଚ୍ଚ ନମ୍ବର ରଖିଛନ୍ତି। ସେହିପରି, କାହୁଁଚରଣ ପରିଡ଼ା ୪୮୭ ନମ୍ବର ରଖି ଓଳାଭର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଜକନିକା ବିଜ୍ଞାନ ବିଭାଗରେ ସର୍ବୋଚ୍ଚ ସ୍ଥାନ ଅଧିକାର କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଅନୁଷ୍ଠାନର ନିର୍ଦ୍ଦେଶକ ରାଜକିଶୋର ନାଥ ଶର୍ମାଙ୍କ ମତରେ, “ମୋମେଣ୍ଟମ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ”ର ଶୃଙ୍ଖଳିତ ପାଠପଢ଼ା ପରିବେଶ, ଅନୁଭବୀ ଅଧ୍ୟାପକମାନଙ୍କ ନିୟମିତ ମାର୍ଗଦର୍ଶନ, ନିରନ୍ତର ପରୀକ୍ଷା ପ୍ରଣାଳୀ ଓ ଆବାସିକ ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ସଫଳତାର ମୂଳ କାରଣ। ସେ ଆହୁରି ମଧ୍ୟ କହିଥିଲେ ଯେ, ସଂସ୍ଥାରେ ଉପଯୁକ୍ତ ଓ ସୁସ୍ଥ ଶିକ୍ଷାମୂଳକ ପରିବେଶ ଥିବାରୁ ଛାତ୍ରଛାତ୍ରୀମାନେ ନିଜ ଲକ୍ଷ୍ୟ ପ୍ରତି ଅଧିକ ଏକାଗ୍ର ହୋଇପାରୁଛନ୍ତି। ଏହି ଅଭୂତପୂର୍ବ ସଫଳତା ପାଇଁ ପଦାର୍ଥ ବିଜ୍ଞାନର ଅଧ୍ୟାପକ ବାପୁଜୀ ମହାପାତ୍ର, ଗଣିତ ବିଭାଗ ଅଧ୍ୟାପକ ଚନ୍ଦନ ତ୍ରିପାଠୀ ଏବଂ ଇଂରାଜୀ ଅଧ୍ୟାପକ ରଞ୍ଜୟ କୁମାର ପ୍ରଧାନ ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଅନୁଷ୍ଠାନର ବରିଷ୍ଠ ଅଧ୍ୟାପିକା ପ୍ରଣତୀ ଦାସ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
    1
    ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଅବସ୍ଥିତ ଆବାସିକ ଟ୍ୟୁଟୋରିଆଲ୍ “ମୋମେଣ୍ଟମ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ” ଚଳିତ ବର୍ଷର +୨ ପରୀକ୍ଷାରେ ଐତିହାସିକ ତଥା ଚମତ୍କାର ସଫଳତା ହାସଲ କରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଅନୁଷ୍ଠାନରୁ ପରୀକ୍ଷା ଦେଇଥିବା ସମୁଦାୟ ୪୫ ଜଣ ଛାତ୍ରଛାତ୍ରୀ ସମସ୍ତେ ପ୍ରଥମ ବିଭାଗରେ ଉତ୍ତୀର୍ଣ୍ଣ ହୋଇ ଅଭିଭାବକ ଓ ଅଞ୍ଚଳବାସୀଙ୍କ ଗର୍ବ ବଢ଼ାଇଛନ୍ତି। ଏହି ସଫଳତାରେ ୧୦ ଜଣ ଛାତ୍ରଛାତ୍ରୀ ୫୦୦ ରୁ ଅଧିକ ମାର୍କ ରଖି ସଂସ୍ଥାର ସୁନାମ ଅକ୍ଷୁଣ୍ଣ ରଖିଛନ୍ତି।

ଛାତ୍ର ଧୃତିସୁଦଂର ସ୍ୱାଇଁ ୫୫୫ ମାର୍କ ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବାବେଳେ, ରାଜଲକ୍ଷ୍ମୀ ସ୍ୱାଇଁ ୫୪୪ ମାର୍କ ରଖି ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ସର୍ବୋଚ୍ଚ ନମ୍ବର ରଖିଛନ୍ତି। ସେହିପରି, କାହୁଁଚରଣ ପରିଡ଼ା ୪୮୭ ନମ୍ବର ରଖି ଓଳାଭର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଜକନିକା ବିଜ୍ଞାନ ବିଭାଗରେ ସର୍ବୋଚ୍ଚ ସ୍ଥାନ ଅଧିକାର କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଅନୁଷ୍ଠାନର ନିର୍ଦ୍ଦେଶକ ରାଜକିଶୋର ନାଥ ଶର୍ମାଙ୍କ ମତରେ, “ମୋମେଣ୍ଟମ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ”ର ଶୃଙ୍ଖଳିତ ପାଠପଢ଼ା ପରିବେଶ, ଅନୁଭବୀ ଅଧ୍ୟାପକମାନଙ୍କ ନିୟମିତ ମାର୍ଗଦର୍ଶନ, ନିରନ୍ତର ପରୀକ୍ଷା ପ୍ରଣାଳୀ ଓ ଆବାସିକ ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ସଫଳତାର ମୂଳ କାରଣ। ସେ ଆହୁରି ମଧ୍ୟ କହିଥିଲେ ଯେ, ସଂସ୍ଥାରେ ଉପଯୁକ୍ତ ଓ ସୁସ୍ଥ ଶିକ୍ଷାମୂଳକ ପରିବେଶ ଥିବାରୁ ଛାତ୍ରଛାତ୍ରୀମାନେ ନିଜ ଲକ୍ଷ୍ୟ ପ୍ରତି ଅଧିକ ଏକାଗ୍ର ହୋଇପାରୁଛନ୍ତି।

ଏହି ଅଭୂତପୂର୍ବ ସଫଳତା ପାଇଁ ପଦାର୍ଥ ବିଜ୍ଞାନର ଅଧ୍ୟାପକ ବାପୁଜୀ ମହାପାତ୍ର, ଗଣିତ ବିଭାଗ ଅଧ୍ୟାପକ ଚନ୍ଦନ ତ୍ରିପାଠୀ ଏବଂ ଇଂରାଜୀ ଅଧ୍ୟାପକ ରଞ୍ଜୟ କୁମାର ପ୍ରଧାନ ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଅନୁଷ୍ଠାନର ବରିଷ୍ଠ ଅଧ୍ୟାପିକା ପ୍ରଣତୀ ଦାସ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.