logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଯାଜପୁର ରୋଡ଼ ଥାନାରୁ ନ୍ୟାୟ ନପାଇ ପୀଡ଼ିତା ମହିଳା ଅର୍ଚନା ତରାଇ ଯାଜପୁର ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ତ ହୋଇଛନ୍ତି। ତାଙ୍କ ସ୍ୱାମୀ, ଶାଶୁ ଏବଂ ଦିଅର ଜିଲ୍ଲା ଚିକିତ୍ସାଳୟରେ ଜୀବନ ଓ ମରଣ ସହ ଲଢ଼େଇ କରୁଥିବାବେଳେ, ଅଭିଯୁକ୍ତମାନେ ଏବେ ମଧ୍ୟ ଖୋଲା ଆକାଶ ତଳେ ବୁଲୁଥିବା ନେଇ ସେ ଅଭିଯୋଗ କରିଛନ୍ତି।

1 hr ago
user_Jitubehera     Mo Adhikar news
Jitubehera Mo Adhikar news
ଯାଜପୁର, ଯାଜପୁର, ଓଡ଼ିଶା•
1 hr ago

ଯାଜପୁର ରୋଡ଼ ଥାନାରୁ ନ୍ୟାୟ ନପାଇ ପୀଡ଼ିତା ମହିଳା ଅର୍ଚନା ତରାଇ ଯାଜପୁର ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ତ ହୋଇଛନ୍ତି। ତାଙ୍କ ସ୍ୱାମୀ, ଶାଶୁ ଏବଂ ଦିଅର ଜିଲ୍ଲା ଚିକିତ୍ସାଳୟରେ ଜୀବନ ଓ ମରଣ ସହ ଲଢ଼େଇ କରୁଥିବାବେଳେ, ଅଭିଯୁକ୍ତମାନେ ଏବେ ମଧ୍ୟ ଖୋଲା ଆକାଶ ତଳେ ବୁଲୁଥିବା ନେଇ ସେ ଅଭିଯୋଗ କରିଛନ୍ତି।

More news from ଓଡ଼ିଶା and nearby areas
  • ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଅବସ୍ଥିତ ଆବାସିକ ଟ୍ୟୁଟରିଆଲ “ICM ଇଷ୍ଟିଚ୍ୟୁଟ ଅଫ କମର୍ଶ” ଚଳିତ ବର୍ଷର +୨ ବାଣିଜ୍ୟ ପରୀକ୍ଷାରେ ଅପୂର୍ବ ସଫଳତା ହାସଲ କରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଅନୁଷ୍ଠାନରୁ ପରୀକ୍ଷା ଦେଇଥିବା ସମୁଦାୟ ୨୯ ଜଣ ଛାତ୍ରଛାତ୍ରୀ ସମସ୍ତେ ପ୍ରଥମ ବିଭାଗରେ ଉତ୍ତୀର୍ଣ୍ଣ ହୋଇ ଅଭିଭାବକ ଓ ଅଞ୍ଚଳବାସୀଙ୍କୁ ଗୌରବ ଆଣିଛନ୍ତି। ଏଥିମଧ୍ୟରୁ ୧୬ ଜଣ ଛାତ୍ରଛାତ୍ରୀ ୫୦୦ରୁ ଅଧିକ ମାର୍କ ରଖି ସଂସ୍ଥାର ସୁନାମ ଅକ୍ଷୁଣ୍ଣ ରଖିଛନ୍ତି। ସ୍ଵାଗତିକା ସେଠୀ ୫୭୫ ନମ୍ବର ରଖି ସର୍ବୋଚ୍ଚ ସ୍ଥାନ ହାସଲ କରିଥିବା ବେଳେ ସ୍ମୃତିରେଖା ସାହୁ ୫୬୯, ନିତ୍ୟାସୁନ୍ଦର ପଡିହାରୀ ୫୬୩, ଜ୍ଞାନରଞ୍ଜନ ଗାହଣ ୫୬୦, ସମୀର କୁମାର ଗେରୁ ୫୫୨, ଭାନୁ ପ୍ରତାପ ବରାଳ ୫୫୨, ଝରଣା ପାଢ଼ୀ ୫୪୮, ସରୋଜ କାନ୍ତ ପ୍ରଧାନ ୫୩୬, ସୌରଭ କୁମାର ସାହୁ ୫୩୧ ଏବଂ ଆଲୋକ ସ୍ୱାଇଁ ୫୨୭ ନମ୍ବର ରଖି ବାଣିଜ୍ୟ ବିଭାଗରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ICM ଇଷ୍ଟିଚ୍ୟୁଟ ଅଫ କମର୍ଶର ଶୃଙ୍ଖଳିତ ପାଠପଢ଼ା ପରିବେଶ, ଅନୁଭବୀ ଅଧ୍ୟାପକମାନଙ୍କ ନିୟମିତ ମାର୍ଗଦର୍ଶନ, ନିରନ୍ତର ପରୀକ୍ଷା ପ୍ରଣାଳୀ ଓ ଆବାସିକ ବ୍ୟବସ୍ଥା ହିଁ ଛାତ୍ରଛାତ୍ରୀଙ୍କ ସଫଳତାର ମୂଳ କାରଣ ବୋଲି ଅନୁଷ୍ଠାନର ଏକାଡେମୀ ମୁଖ୍ୟ ଚିନ୍ମୟ ଜଗଦେବ ମତ ପ୍ରକାଶ କରିଛନ୍ତି। ସଂସ୍ଥାରେ ଅଧ୍ୟୟନ ପାଇଁ ଉପଯୁକ୍ତ ଓ ସୁସ୍ଥ ଶିକ୍ଷାମୂଳକ ପରିବେଶ ରହିଥିବାରୁ ଛାତ୍ରଛାତ୍ରୀମାନେ ନିଜ ଲକ୍ଷ୍ୟ ପ୍ରତି ଅଧିକ ଏକାଗ୍ର ହୋଇପାରୁଛନ୍ତି।
    1
    ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଅବସ୍ଥିତ ଆବାସିକ ଟ୍ୟୁଟରିଆଲ “ICM ଇଷ୍ଟିଚ୍ୟୁଟ ଅଫ କମର୍ଶ” ଚଳିତ ବର୍ଷର +୨ ବାଣିଜ୍ୟ ପରୀକ୍ଷାରେ ଅପୂର୍ବ ସଫଳତା ହାସଲ କରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଅନୁଷ୍ଠାନରୁ ପରୀକ୍ଷା ଦେଇଥିବା ସମୁଦାୟ ୨୯ ଜଣ ଛାତ୍ରଛାତ୍ରୀ ସମସ୍ତେ ପ୍ରଥମ ବିଭାଗରେ ଉତ୍ତୀର୍ଣ୍ଣ ହୋଇ ଅଭିଭାବକ ଓ ଅଞ୍ଚଳବାସୀଙ୍କୁ ଗୌରବ ଆଣିଛନ୍ତି।

ଏଥିମଧ୍ୟରୁ ୧୬ ଜଣ ଛାତ୍ରଛାତ୍ରୀ ୫୦୦ରୁ ଅଧିକ ମାର୍କ ରଖି ସଂସ୍ଥାର ସୁନାମ ଅକ୍ଷୁଣ୍ଣ ରଖିଛନ୍ତି। ସ୍ଵାଗତିକା ସେଠୀ ୫୭୫ ନମ୍ବର ରଖି ସର୍ବୋଚ୍ଚ ସ୍ଥାନ ହାସଲ କରିଥିବା ବେଳେ ସ୍ମୃତିରେଖା ସାହୁ ୫୬୯, ନିତ୍ୟାସୁନ୍ଦର ପଡିହାରୀ ୫୬୩, ଜ୍ଞାନରଞ୍ଜନ ଗାହଣ ୫୬୦, ସମୀର କୁମାର ଗେରୁ ୫୫୨, ଭାନୁ ପ୍ରତାପ ବରାଳ ୫୫୨, ଝରଣା ପାଢ଼ୀ ୫୪୮, ସରୋଜ କାନ୍ତ ପ୍ରଧାନ ୫୩୬, ସୌରଭ କୁମାର ସାହୁ ୫୩୧ ଏବଂ ଆଲୋକ ସ୍ୱାଇଁ ୫୨୭ ନମ୍ବର ରଖି ବାଣିଜ୍ୟ ବିଭାଗରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।

ICM ଇଷ୍ଟିଚ୍ୟୁଟ ଅଫ କମର୍ଶର ଶୃଙ୍ଖଳିତ ପାଠପଢ଼ା ପରିବେଶ, ଅନୁଭବୀ ଅଧ୍ୟାପକମାନଙ୍କ ନିୟମିତ ମାର୍ଗଦର୍ଶନ, ନିରନ୍ତର ପରୀକ୍ଷା ପ୍ରଣାଳୀ ଓ ଆବାସିକ ବ୍ୟବସ୍ଥା ହିଁ ଛାତ୍ରଛାତ୍ରୀଙ୍କ ସଫଳତାର ମୂଳ କାରଣ ବୋଲି ଅନୁଷ୍ଠାନର ଏକାଡେମୀ ମୁଖ୍ୟ ଚିନ୍ମୟ ଜଗଦେବ ମତ ପ୍ରକାଶ କରିଛନ୍ତି। ସଂସ୍ଥାରେ ଅଧ୍ୟୟନ ପାଇଁ ଉପଯୁକ୍ତ ଓ ସୁସ୍ଥ ଶିକ୍ଷାମୂଳକ ପରିବେଶ ରହିଥିବାରୁ ଛାତ୍ରଛାତ୍ରୀମାନେ ନିଜ ଲକ୍ଷ୍ୟ ପ୍ରତି ଅଧିକ ଏକାଗ୍ର ହୋଇପାରୁଛନ୍ତି।
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    20 hrs ago
  • କଟକ ଜିଲ୍ଲାର ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ପଶୁଲୁଣ୍ଡା ଗ୍ରାମରେ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଦୁଇଟି ଯାଆଁଳା ଝିଅ ଜନ୍ମ ହେବାକୁ ନେଇ ଶାଶୁଘର ଲୋକେ ମାନବିକତାକୁ ଭୁଲିଯାଇଛନ୍ତି। ଶାଶୁ, ଶ୍ୱଶୁର ଏବଂ ନଣନ୍ଦଙ୍କ ସମେତ ପରିବାରର ସଦସ୍ୟମାନେ ଗାଁ ଦାଣ୍ଡରେ ବୋହୂ ଓ ପୁଅଙ୍କୁ ନିସ୍ତୁକ ଭାବେ ମାଡ଼ ମାରିଛନ୍ତି।
    1
    କଟକ ଜିଲ୍ଲାର ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ପଶୁଲୁଣ୍ଡା ଗ୍ରାମରେ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଦୁଇଟି ଯାଆଁଳା ଝିଅ ଜନ୍ମ ହେବାକୁ ନେଇ ଶାଶୁଘର ଲୋକେ ମାନବିକତାକୁ ଭୁଲିଯାଇଛନ୍ତି। ଶାଶୁ, ଶ୍ୱଶୁର ଏବଂ ନଣନ୍ଦଙ୍କ ସମେତ ପରିବାରର ସଦସ୍ୟମାନେ ଗାଁ ଦାଣ୍ଡରେ ବୋହୂ ଓ ପୁଅଙ୍କୁ ନିସ୍ତୁକ ଭାବେ ମାଡ଼ ମାରିଛନ୍ତି।
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    ନିଶ୍ଚିନ୍ତକୋଇଲି, କଟକ, ଓଡ଼ିଶା•
    8 hrs ago
  • ରାସ୍ତା ଉପରେ ଏକ ଗାଡ଼ିକୁ ମଦ୍ୟପାନ କରି ପିଟିବା ଘଟଣାକୁ ନେଇ ତୀବ୍ର ହାଇଡ୍ରାମା ସୃଷ୍ଟି ହୋଇଛି।
    1
    ରାସ୍ତା ଉପରେ ଏକ ଗାଡ଼ିକୁ ମଦ୍ୟପାନ କରି ପିଟିବା ଘଟଣାକୁ ନେଇ ତୀବ୍ର ହାଇଡ୍ରାମା ସୃଷ୍ଟି ହୋଇଛି।
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    18 hrs ago
  • ଆଜି ସନ୍ଧ୍ୟା ସମୟରେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତିର୍ତ୍ତୋଲ-ପୋଷଲ ମହାନଦୀର ନୂଆ ସେତୁ ଉପରେ କ୍ରିଷ୍ଣାନନ୍ଦପୁର ଥାନା ପୋଲିସ ପକ୍ଷରୁ ବ୍ୟାପକ ଚେକିଙ୍ଗ କରାଯାଇଛି। ଏହି ଯାଞ୍ଚ ଅଭିଯାନରେ ଚାରିଚକିଆ ଗାଡ଼ିର ଡିକି ଯାଞ୍ଚ କରାଯିବା ସହ ଅମାନିଆ ବାଇକ ଚାଳକଙ୍କ ହେଲମେଟ ମଧ୍ୟ ଯାଞ୍ଚ କରାଯାଇଥିଲା।
    4
    ଆଜି ସନ୍ଧ୍ୟା ସମୟରେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତିର୍ତ୍ତୋଲ-ପୋଷଲ ମହାନଦୀର ନୂଆ ସେତୁ ଉପରେ କ୍ରିଷ୍ଣାନନ୍ଦପୁର ଥାନା ପୋଲିସ ପକ୍ଷରୁ ବ୍ୟାପକ ଚେକିଙ୍ଗ କରାଯାଇଛି। ଏହି ଯାଞ୍ଚ ଅଭିଯାନରେ ଚାରିଚକିଆ ଗାଡ଼ିର ଡିକି ଯାଞ୍ଚ କରାଯିବା ସହ ଅମାନିଆ ବାଇକ ଚାଳକଙ୍କ ହେଲମେଟ ମଧ୍ୟ ଯାଞ୍ଚ କରାଯାଇଥିଲା।
    user_Nalini Kanta Mallick
    Nalini Kanta Mallick
    Tirtol, Jagatsinghapur•
    21 hrs ago
  • ଜଗତସିଂହପୁରରୁ ମିଳିଥିବା ସୂଚନା ଅନୁଯାୟୀ, ବିଶ୍ଵନାଥ ନାମକ ଜଣେ ବ୍ୟକ୍ତି ପ୍ରଶାସନ ଅଧିକାରୀଙ୍କୁ ଲାଞ୍ଚ ଦେଇନପାରିବାରୁ ସେମାନଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଲାଞ୍ଚ ଦେବାରେ ବିଫଳ ହେବା ପରେ ବିଶ୍ଵନାଥଙ୍କୁ ପ୍ରଶାସନ ଅଧିକାରୀଙ୍କ ପ୍ରତିଶୋଧମୂଳକ କାର୍ଯ୍ୟର ସାମ୍ନା କରିବାକୁ ପଡ଼ିଛି।
    1
    ଜଗତସିଂହପୁରରୁ ମିଳିଥିବା ସୂଚନା ଅନୁଯାୟୀ, ବିଶ୍ଵନାଥ ନାମକ ଜଣେ ବ୍ୟକ୍ତି ପ୍ରଶାସନ ଅଧିକାରୀଙ୍କୁ ଲାଞ୍ଚ ଦେଇନପାରିବାରୁ ସେମାନଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଲାଞ୍ଚ ଦେବାରେ ବିଫଳ ହେବା ପରେ ବିଶ୍ଵନାଥଙ୍କୁ ପ୍ରଶାସନ ଅଧିକାରୀଙ୍କ ପ୍ରତିଶୋଧମୂଳକ କାର୍ଯ୍ୟର ସାମ୍ନା କରିବାକୁ ପଡ଼ିଛି।
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    43 min ago
  • ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ଟ୍ରାଇମେଟ୍ରୋ ଗାରମେଣ୍ଟସ ଓ ଆନାଡ୍ରୋନ ସିଷ୍ଟମ ନାମକ ଦୁଇଟି ପ୍ରମୁଖ ଶିଳ୍ପ ସଂସ୍ଥା ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କର୍ମଚାରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ଓଡ଼ିଶାରେ ଶିଳ୍ପାୟନର ପ୍ରସାର, ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ଅଛନ୍ତି। ଏଥିସହ ରାଜ୍ୟ ସରକାର ଶିଳ୍ପାଞ୍ଚଳରେ ଶ୍ରମିକ ତଥା କର୍ମଚାରୀମାନଙ୍କ ପାଇଁ ସୁବିଧା ସୁଯୋଗର ବିକାଶ ଉପରେ ଗୁରୁତ୍ବ ଦେବା ସହିତ ମହିଳା କର୍ମଚାରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଧାନ୍ୟ ଦେଇ ଇଭି ବସ ଓ ଅତ୍ୟାଧୁନିକ ହଷ୍ଟେଲ ଘୋଷଣା କରିଛନ୍ତି।
    1
    ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ଟ୍ରାଇମେଟ୍ରୋ ଗାରମେଣ୍ଟସ ଓ ଆନାଡ୍ରୋନ ସିଷ୍ଟମ ନାମକ ଦୁଇଟି ପ୍ରମୁଖ ଶିଳ୍ପ ସଂସ୍ଥା ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କର୍ମଚାରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।

ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ଓଡ଼ିଶାରେ ଶିଳ୍ପାୟନର ପ୍ରସାର, ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ଅଛନ୍ତି। ଏଥିସହ ରାଜ୍ୟ ସରକାର ଶିଳ୍ପାଞ୍ଚଳରେ ଶ୍ରମିକ ତଥା କର୍ମଚାରୀମାନଙ୍କ ପାଇଁ ସୁବିଧା ସୁଯୋଗର ବିକାଶ ଉପରେ ଗୁରୁତ୍ବ ଦେବା ସହିତ ମହିଳା କର୍ମଚାରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଧାନ୍ୟ ଦେଇ ଇଭି ବସ ଓ ଅତ୍ୟାଧୁନିକ ହଷ୍ଟେଲ ଘୋଷଣା କରିଛନ୍ତି।
    user_ନୃସିଂହ ଚରଣ ବାରିକ
    ନୃସିଂହ ଚରଣ ବାରିକ
    Local News Reporter କୁଜଙ୍ଗ, ଜଗତସିଂହପୁର, ଓଡ଼ିଶା•
    9 hrs ago
  • କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ପିକଅପ୍ ଭ୍ୟାନ୍ ଏକ ବୋଲେରୋକୁ ଧକ୍କା ଦେଇଥିଲା। ସୂଚନା ପାଇ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ତୁରନ୍ତ ଗୁରୁତର ଆହତମାନଙ୍କୁ ମେଡିକାଲ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଜବତ କରିଛି।
    1
    କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ପିକଅପ୍ ଭ୍ୟାନ୍ ଏକ ବୋଲେରୋକୁ ଧକ୍କା ଦେଇଥିଲା। ସୂଚନା ପାଇ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ତୁରନ୍ତ ଗୁରୁତର ଆହତମାନଙ୍କୁ ମେଡିକାଲ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଜବତ କରିଛି।
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    ନିଶ୍ଚିନ୍ତକୋଇଲି, କଟକ, ଓଡ଼ିଶା•
    23 hrs ago
  • ବ୍ରହ୍ମପୁରର ବଡ଼ବଜାର ଥାନା ଅନ୍ତର୍ଗତ ଅମ୍ବିକା ନଗର ସାମ୍ନାରେ ଜଣେ ଯୁବକ ମଙ୍ଗଳା ବେହେରାଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି।
    1
    ବ୍ରହ୍ମପୁରର ବଡ଼ବଜାର ଥାନା ଅନ୍ତର୍ଗତ ଅମ୍ବିକା ନଗର ସାମ୍ନାରେ ଜଣେ ଯୁବକ ମଙ୍ଗଳା ବେହେରାଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି।
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    19 hrs ago
  • BSNL ଏକ ନୂତନ ତଥା ଅତି ଶସ୍ତା ପ୍ଲାନ୍ ଲଞ୍ଚ କରିଛି। ଏହି ପ୍ଲାନ୍ ଅନ୍ତର୍ଗତ, ଗ୍ରାହକମାନେ ମାତ୍ର ୫୧ ଟଙ୍କା ବିନିମୟରେ ଅନେକ ପ୍ରକାରର ସୁବିଧା ପାଇପାରିବେ।
    1
    BSNL ଏକ ନୂତନ ତଥା ଅତି ଶସ୍ତା ପ୍ଲାନ୍ ଲଞ୍ଚ କରିଛି। ଏହି ପ୍ଲାନ୍ ଅନ୍ତର୍ଗତ, ଗ୍ରାହକମାନେ ମାତ୍ର ୫୧ ଟଙ୍କା ବିନିମୟରେ ଅନେକ ପ୍ରକାରର ସୁବିଧା ପାଇପାରିବେ।
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.