ପ୍ରାକ୍ତନ ବାମଣ୍ଡା ସାହିତ୍ୟ ସଂସ୍କୃତି ପରିଷଦର ସାମ୍ବତ୍ସରିକ ଉତ୍ସବ, ସୁସାହିତ୍ୟିକ ତଥା ଅବସରପ୍ରାପ୍ତ କୁଟୁରାଚୁଆଁ କଲେଜ୍ ଅଧ୍ୟକ୍ଷ ସୁବାସ ନାୟକଙ୍କୁ ବାମଣ୍ଡା ମଣି ସମ୍ମାନ ଜମନକିରା: କୁଚିଣ୍ଡା ସ୍ଥାନୀୟ ଆଦିବାସୀ ଭବନ ବାଲମତି ଦେହୁରୀ ସଭା କକ୍ଷରେ ପ୍ରାକ୍ତନ ବାମଣ୍ଡା ସାହିତ୍ୟ ସଂସ୍କୃତି ପରିଷଦ ର ଦ୍ୱିତୀୟ ସାମ୍ବତ୍ସରିକ ଉତ୍ସବ ତଥା ରାଜ୍ୟସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ବାରକୋଟ ଓ ଜମନକିରା ତହସିଲର ଅବସର ପ୍ରାପ୍ତ ତହସିଲଦାର ମୁରଲୀ ଧର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ମୁଖ୍ୟ ଅତିଥି, ବିଶ୍ୱ ବିଖ୍ୟାତ ରଙ୍ଗବତୀ ଗୀତର ରଚୟିତା ପଦ୍ମଶ୍ରୀ ମିତ୍ର ଭାନୁ ଗୌନ୍ତିଆ ବିଶିଷ୍ଟ ଅତିଥି ,ସମାଜସେବୀ ଓ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା, ଡାକ୍ତର ସତ୍ୟ ପ୍ରକାଶ ଦୋରା ଓ ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ପ୍ରଫୁଲ୍ଲ ମହାପାତ୍ର, ମହିମା ସନ୍ୟାସୀ ଶେଷଦେବ ବାବା,କବି ମମତା କୁମାରୀ ସୁଆର ଓ ପଶ୍ଚିମ ଓଡ଼ିଶା କଳାକାର ସଂଘ ର ସଭାପତି ମୁରଲୀ ନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବାମଣ୍ଡାର ଐତିହ୍ୟ ଓ ସଂଗ୍ରାମ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥି ଗଣ ତାଙ୍କ ବକ୍ତବ୍ୟରେ ପଧାନ ପାଟ କୁ ପିଲାଙ୍କ ପାଠ୍ୟ ପୁସ୍ତକରେ ସ୍ଥାନ ଦେଇଥିବାରୁ ସ୍ଵାଗତ କରିବା ସହ ଗୁଦଗୁଦାକୁ ମଧ୍ୟ ଅନୁରୂପ ସମ୍ମାନ ଦେବାକୁ ସରକାରଙ୍କ ଠାରେ ଦାବି କରିଥିଲେ । ଏହି ଅବସରରେ ପ୍ରଥମ ପ୍ରାକ୍ତନ ବାମଣ୍ଡା ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ର ଆବାହକ ସାହିତ୍ୟିକ ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକଙ୍କୁ ' ବାମଣ୍ଡା ମଣି ' ଉପାଧି ସହ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା । ପରେ ରାଧାକୃଷ୍ଣ ସାହିତ୍ୟ ସଂସଦ ର ସମ୍ପାଦକ ବିପିନ ବିହାରୀ ପୃଷ୍ଟି ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟର ଖୋର୍ଦ୍ଧା ,କଟକ ,ଦେବଗଡ଼ , ସମ୍ବଳପୂର୍ ,ଝାରସୁଗୁଡ଼ା, ବରଗଡ଼,ବଲାଙ୍ଗୀର ଆଦି ଜିଲ୍ଲାରୁ ଆସିଥିବା ପ୍ରାୟ ପଚାଶ ଜଣ କବି ଓ କବିୟତ୍ରୀ ସ୍ୱରଚିତ କବିତା ପାଠ କରି ଥିଲେ । ସମସ୍ତ କବିଙ୍କୁ ମାନପତ୍ର, ଫୁଲ ତୋଡା ଓ ଉତ୍ତରୀ ଦେଇ ସମ୍ମାନିତ କରାଯାଇଥିଲା ।
ପ୍ରାକ୍ତନ ବାମଣ୍ଡା ସାହିତ୍ୟ ସଂସ୍କୃତି ପରିଷଦର ସାମ୍ବତ୍ସରିକ ଉତ୍ସବ, ସୁସାହିତ୍ୟିକ ତଥା ଅବସରପ୍ରାପ୍ତ କୁଟୁରାଚୁଆଁ କଲେଜ୍ ଅଧ୍ୟକ୍ଷ ସୁବାସ ନାୟକଙ୍କୁ ବାମଣ୍ଡା ମଣି ସମ୍ମାନ ଜମନକିରା: କୁଚିଣ୍ଡା ସ୍ଥାନୀୟ ଆଦିବାସୀ ଭବନ ବାଲମତି ଦେହୁରୀ ସଭା କକ୍ଷରେ ପ୍ରାକ୍ତନ ବାମଣ୍ଡା ସାହିତ୍ୟ ସଂସ୍କୃତି ପରିଷଦ ର ଦ୍ୱିତୀୟ ସାମ୍ବତ୍ସରିକ ଉତ୍ସବ ତଥା ରାଜ୍ୟସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ବାରକୋଟ ଓ ଜମନକିରା ତହସିଲର ଅବସର ପ୍ରାପ୍ତ ତହସିଲଦାର ମୁରଲୀ ଧର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ମୁଖ୍ୟ ଅତିଥି, ବିଶ୍ୱ ବିଖ୍ୟାତ ରଙ୍ଗବତୀ ଗୀତର ରଚୟିତା ପଦ୍ମଶ୍ରୀ ମିତ୍ର ଭାନୁ ଗୌନ୍ତିଆ ବିଶିଷ୍ଟ ଅତିଥି ,ସମାଜସେବୀ
ଓ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା, ଡାକ୍ତର ସତ୍ୟ ପ୍ରକାଶ ଦୋରା ଓ ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ପ୍ରଫୁଲ୍ଲ ମହାପାତ୍ର, ମହିମା ସନ୍ୟାସୀ ଶେଷଦେବ ବାବା,କବି ମମତା କୁମାରୀ ସୁଆର ଓ ପଶ୍ଚିମ ଓଡ଼ିଶା କଳାକାର ସଂଘ ର ସଭାପତି ମୁରଲୀ ନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବାମଣ୍ଡାର ଐତିହ୍ୟ ଓ ସଂଗ୍ରାମ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥି ଗଣ ତାଙ୍କ ବକ୍ତବ୍ୟରେ ପଧାନ ପାଟ କୁ ପିଲାଙ୍କ ପାଠ୍ୟ ପୁସ୍ତକରେ ସ୍ଥାନ ଦେଇଥିବାରୁ ସ୍ଵାଗତ କରିବା ସହ ଗୁଦଗୁଦାକୁ ମଧ୍ୟ ଅନୁରୂପ ସମ୍ମାନ ଦେବାକୁ ସରକାରଙ୍କ ଠାରେ ଦାବି କରିଥିଲେ । ଏହି ଅବସରରେ ପ୍ରଥମ ପ୍ରାକ୍ତନ ବାମଣ୍ଡା
ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ର ଆବାହକ ସାହିତ୍ୟିକ ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକଙ୍କୁ ' ବାମଣ୍ଡା ମଣି ' ଉପାଧି ସହ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା । ପରେ ରାଧାକୃଷ୍ଣ ସାହିତ୍ୟ ସଂସଦ ର ସମ୍ପାଦକ ବିପିନ ବିହାରୀ ପୃଷ୍ଟି ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟର ଖୋର୍ଦ୍ଧା ,କଟକ ,ଦେବଗଡ଼ , ସମ୍ବଳପୂର୍ ,ଝାରସୁଗୁଡ଼ା, ବରଗଡ଼,ବଲାଙ୍ଗୀର ଆଦି ଜିଲ୍ଲାରୁ ଆସିଥିବା ପ୍ରାୟ ପଚାଶ ଜଣ କବି ଓ କବିୟତ୍ରୀ ସ୍ୱରଚିତ କବିତା ପାଠ କରି ଥିଲେ । ସମସ୍ତ କବିଙ୍କୁ ମାନପତ୍ର, ଫୁଲ ତୋଡା ଓ ଉତ୍ତରୀ ଦେଇ ସମ୍ମାନିତ କରାଯାଇଥିଲା ।
- कोडरमा स्टेशन के लूप लाइन में खड़ी खाली मालगाड़ी के डब्बे में अचानक से उठने लगा धुआं, एआरपीएफ की तत्परता से आ_ग पर पाया जा सका काबू। #newsupdate2026 #highlightseveryone #KodermaNews #NewsUpdate #newsfeed1
- ସରକାର ଙ୍କ ନିର୍ଦ୍ଦେଶ ରେ ଦିନ 11 ଟା ରୁ ଦିନ 3ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ : ଜିଲ୍ଲାପାଳ ଝାରସୁଗୁଡା1
- ବୌଦ୍ଧ ଜିଲ୍ଲାରେ ଆଜି କଂଗ୍ରେସ ଦଳର ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଛି। ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅବଦୁଲ କଲିମ୍ ଖାଁଙ୍କୁ ଟାଉନ୍ ହଲ୍ ଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।1
- Post by BAHUJAN ADHIKAR1
- Post by Purandar sahu1
- ଜୀବନକୁ ବାଜି ଲଗେଇ ୫୦ ଫୁଟ ତଳକୁ ଡେଇଁ ରିଲସ୍ କରୁଛନ୍ତି ନାବାଳକ । ନିଷିଦ୍ଧାଞ୍ଚଳ ଏରିଆରେ ହେଉଛି ରିଲସ୍, ପ୍ରଶାସନ ନୀରବ । ଏ ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି । କିଛି ଯୁବକ ଏବଂ ନାବାଳକ ଜୀବନକୁ ବାଜି ଲଗେଇ ୫୦ ଫୁଟ ଉପରୁ ଡେଉଁଥିବାର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି । ଭିଡିଓ ଟି ଓଡିଶାର ଦ୍ଵିତୀୟ ବୃହତ ଜଳଭଣ୍ଡାର ଅନୁଗୋଳ ଜିଲ୍ଲା କଣିଁହା ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଡ୍ୟାମ ରେ ସୁଟିଂ ହୋଇଥିବା ଜଣାପଡିଛି । ଏଠାରେ ଜୀବନର ମୂଲ୍ୟ କିଛି ନଥିବା ଭଳି ବ୍ୟବସ୍ଥା ପରିଲକ୍ଷିତ ହେଉଛି । କେମିତି ଓ କିଏ ଦୁଃସାହସିକ ଭାବେ ବନ୍ଧ ଉପରୁ ତଳକୁ ଡେଇଁ ରିଲସ୍ କରୁଛି ତାହା ଏବେ ପ୍ରଶ୍ନ ଉଠିଛି । ନିଶା କେବଳ ରିଲସ୍ ଏବଂ ସୋସିଆଲ ମିଡିଆରେ ଭାଇରାଲ ହେବା । ଡ୍ୟାମ ଟି ସମ୍ପୂର୍ଣ୍ଣ ଏକ କିଲୋମିଟର ଚାଳିଶ ମିଟର ଲମ୍ବ ହୋଇଥିବାବେଳେ ଦୁଇପାର୍ଶ୍ୱରେ ସରକାରଙ୍କ ତରଫରୁ ଦୁଇପାର୍ଶ୍ୱରେ ଜଗୁଆଳୀ ଅଛନ୍ତି ମାତ୍ର ଚାରିଜଣ । ଯଦି କିଛି ଅଘଟଣ ଘଟେ, ତେବେ ଏଥିପାଇଁ କିଏ ରହିବ ଦାୟୀ । ଏନେଇ ରେଙ୍ଗାଳି ଡ୍ୟାମ କର୍ତ୍ତୃପକ୍ଷ ଅଧିକ୍ଷଣ ଯନ୍ତ୍ରୀ ସୌମେନେନ୍ଦ୍ର ବେହେରାଙ୍କ ମତାମତ ପାଇଁ ଚେଷ୍ଟାକରିଥିଲେ ମଧ୍ଯ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ଦେଖିବାକୁ ରହିଲା ଆଗାମୀଦିନରେ ପ୍ରଶାସନ ର ନଜର କିଭଳି ପଡୁଛି ଏହି ଡ୍ୟାମ ଉପରେ ।1
- ରେମୁଣା ଛତ୍ରପୁର ଠାରେ ଥିବା ଏକ ଖଳି ଦନା ଗୋଡାଉନ୍ ରେ ଅଗ୍ନିକାଣ୍ଡ କ୍ଷୟକ୍ଷତିର ଏ ପର୍ଯ୍ୟନ୍ତ କୌଣସି ସଠିକ୍ ତଥ୍ୟ ସଂଗ୍ରହ ହୋଇ ପାରିନାହିଁ ।1
- प्रधानमंत्री Narendra Modi जी का बंगाल में ‘झालमुड़ी ब्रेक’ - जनता से जुड़ाव और #VocalforLocal का भावपूर्ण प्रतीक।1
- 39th Annual Function Of Belpahar English Medium School, Belpahar1