Shuru
Apke Nagar Ki App…
"ଭକ୍ତି ସାଗର "ଭଜନ ଗ୍ରୁପ ଦୁର୍ଗାପୁର, ଜରପଡା, ଅନଗୁଳ organised by Debabrat Sahu.mob-7735703495
Prem Maharana
"ଭକ୍ତି ସାଗର "ଭଜନ ଗ୍ରୁପ ଦୁର୍ଗାପୁର, ଜରପଡା, ଅନଗୁଳ organised by Debabrat Sahu.mob-7735703495
More news from Anugul and nearby areas
- #ଇଣ୍ଡିଆ_ପୋଷ୍ଟ_ପେମେଣ୍ଟ୍ବ୍ୟା_ଙ୍କ_ଦିବସ_ପାଳିତ ଢେଙ୍କାନାଳ ଡ଼ାକ ମଣ୍ତଳ ପକ୍ଷ ରୁ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ ବ୍ୟାଙ୍କ ସପ୍ତମ ସ୍ଥାପନା ଦିବସ କାର୍ଯ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗ ଦେଥିଲେ ଡ଼ାକ ମଣ୍ତଳ ର ଅଧିକ୍ଷକ ଜଗଦୀଶ ଦାସ। ଅନ୍ୟ ମାନଙ୍କ ମଧ୍ୟ ରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ ବ୍ୟାଙ୍କର ଢେଙ୍କାନାଳ ଶାଖା ର ବରିଷ୍ଠ ପରିଚାଳକ ପ୍ରଶାନ୍ତ କୁମାର ପଣ୍ଡା, ଅନୁଗୁଳ ବ୍ରାଞ୍ଚ ର ବରିଷ୍ଠ କେ. ଜ୍ଞାନେଶ୍ୱର୍ ରାଓ, ସହାୟକ ଡ଼ାକ ଅଧିକ୍ଷକ ନୀଳମଣି ଜାନି ଯୋଗ ଦେଇ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ ବ୍ୟାଙ୍କ ବିଭିନ୍ନ ସେବା କାର୍ଯ୍ୟ କର୍ମ ଉପରେ ଆଲୋକ ପାତ କରିଥିଲେ। ଏହି ଅବସର ରେ ସମସ୍ତ ଡ଼ାକ ନୀରିକ୍ଷକ, ସେଲ୍ଫ ବିଭାଗୀୟ କର୍ମଚାରୀ ଯୋଗ ଦେଇଥିଲେ।1
- ବିକାରଗ୍ରସ୍ତ ଯୁବତୀକୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କଲେ ସମାଜସେବୀ ଅନୁଷ୍ଠାନ#kamyab tv1
- ଅନୁଗୁଳ:କିଶୋରନଗର ୟୁପି ସ୍କୁଲ ଗେଟ୍ରେ ତାଲା ପକାଇଲେ ଜଣେ ବ୍ୟକ୍ତି , ସ୍କୁଲ ନିର୍ମାଣ ହୋଇଥିବା ଜମିକୁ ବ୍ୟକ୍ତିଗତ ଦର୍ଶାଇ ଗେଟ୍ରେ ତାଲା ପକାଇଲେ , ଗେଟ୍ରେ ତାଲା ପଡ଼ିଥିବାରୁ ପ୍ରତିବାଦରେ ଅଭିଭାବକଙ୍କ ସହ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ I1
- #ସ୍କୁଲ_ଜମିକୁ_ବ୍ୟକ୍ତିଗତ_ଦର୍ଶାଇ_ଗେଟ୍ରେ_ତାଲା ଅନୁଗୁଳ: କିଶୋରନଗର ୟୁପି ସ୍କୁଲ ଗେଟ୍ରେ ତାଲା ପକାଇଲେ ଜଣେ ବ୍ୟକ୍ତି ସ୍କୁଲ ନିର୍ମାଣ ହୋଇଥିବା ଜମିକୁ ବ୍ୟକ୍ତିଗତ ଦର୍ଶାଇ ଗେଟ୍ରେ ତାଲା ପକାଇଲେ ଗେଟ୍ରେ ତାଲା ପଡ଼ିଥିବାରୁ ପ୍ରତିବାଦରେ ଅଭିଭାବକଙ୍କ ସହ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ1
- ଆଠମଲ୍ଲିକ ବ୍ଲକ ଡ୍ରାଇଭର ମହାସଂଘ ତରଫରୁ 1 ସେପ୍ଟେମ୍ୱର ରାଷ୍ଟ୍ରୀୟ ଦିବସ ପାଳନ ଓ ରକ୍ତ ଦାନ ଶିବିର ଅନୁଷ୍ଠିତ ଜୟ ଜଗନ୍ନାଥ1
- ପରଜଙ୍ଗ ରେ ଓଡିଶା ଡ୍ରାଇଭର ମହାସଙ୍ଘ ର ପ୍ରତିଷ୍ଠା ଦିବସ ପାଳିତ || K Public News For latest News Follow us:LIKE | COMMENT | SHARE & SUBSCRIBE1
- #ଡେଉଁଛି_ବାର୍ଡ_ଫ୍ଲୁ_ପୁରୀ_ପରେ_ଏବେ_କେନ୍ଦ୍ରାପଡ଼ାରେ_ବ୍ଲାର୍ଡ_ଫ୍ଲୁ_ଆତଙ୍କ | ରାସ୍ତାକଡ଼ ନାଳରେ ଭାସୁଛି ମଲା କୁକୁଡ଼ା । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ନରସିଂହପୁର ପଞ୍ଚାୟତର ନରସିଂହପୁର ଗାଁରେ ଶହ ଶହ ମଲା କୁକୁଡ଼ା ପଡିଥିବା ଦେଖିବାକୁ ମିଳିଛି । କୁକୁଡ଼ାଙ୍କୁ ଅଖାରେ ବାନ୍ଧି ରାସ୍ତାକଡ଼ରେ ଓ ନାଳରେ ପକାଯାଇଥିବା ଦେଖିବାକୁ ମିଳିଛି ।1
- "ଭକ୍ତି ସାଗର "ଭଜନ ଗ୍ରୁପ ଦୁର୍ଗାପୁର, ଜରପଡା, ଅନଗୁଳ organised by Debabrat Sahu.mob-77357034951