Shuru
Apke Nagar Ki App…
ବସ୍ତା ଏସଡ଼ିପିଓ ବିଷୟରେ କଣ କହୁଛନ୍ତି ସମାଜ ସେବି
Pradeep Jena 9090008815
ବସ୍ତା ଏସଡ଼ିପିଓ ବିଷୟରେ କଣ କହୁଛନ୍ତି ସମାଜ ସେବି
More news from ଓଡ଼ିଶା and nearby areas
- ବସ୍ତା ଏସଡ଼ିପିଓ ବିଷୟରେ କଣ କହୁଛନ୍ତି ସମାଜ ସେବି1
- ନିର୍ବାଚନ ମଣ୍ଡଳୀର ଖଇରା ବ୍ଲକର ବିଜେଡି ଜିଲ୍ଲା ପରିଷଦ, ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ସମେତ ବହୁ କର୍ମୀ ବିଜୁ ଜନତା ଦଳରୁ ବିଜୁ ଜନତା ଦଳ ଓ ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଓ ବହୁ କର୍ମୀ ସମୂହ ଇସ୍ତଫା ଦେଇଥିବାର ଦେଖିବାକୁ ମିଳିଛି l ସୂଚନାରୁ ପ୍ରକାଶ ସିମୁଳିଆ ବ୍ଳକ 16ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା କଲ୍ୟାଣ ମଣ୍ଡପ ପରିସରରେ ଆଜି ଖଇରା ବ୍ଳକ ବିଜୁ ଜନତା ଦଳର 5ନଂ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନସ ଦାସଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସାମ୍ବାଦିକ ସମ୍ମିଳନୀରେ ସରପଞ୍ଚ ଘନଶ୍ୟାମ ସ୍ୱାଇଁ,ରପେୟା ପଞ୍ଚାୟତ ମଞ୍ଜୁ ଲତା ସାମଲ,ଅନ୍ତରା ସମବାୟ ସମିତି ସଭାପତି ଅଜୟ ସାମଲ,କଇଁଥ ଗଡିଆ ପଞ୍ଚାୟତ ସରପଞ୍ଚ ଗୋବର୍ଦ୍ଧନ ପାଇକରାୟ ସମିତି ସଭ୍ୟ ନରୋତ୍ତମ ମହିମା ସାହୁ,ସାରକୋଣାର ସରପଞ୍ଚ ସୁଶାନ୍ତ କୁମାର ନାୟକ, ମହତିପୁର ସମିତି ସଭ୍ୟା ଭା୍ନୁପ୍ରିୟା ସାହୁ, ସାରୁଗାଁ ବ୍ଲକ ଛାତ୍ର ସଭାପତି ଗୌତମ ରାଉତ, ହେମନ୍ତ ଲେଙ୍କା ଯୁବ ସଭାପତି, ଗଡପୋଖରୀ ପଞ୍ଚାୟତ ସମିତି ସଭ୍ୟ ଶତ୍ରୁଘ୍ନ ସେଠି, ସରପଞ୍ଚ ଟିକିରାଣୀ ସେଠି, ପୂର୍ବତନ ସରପଞ୍ଚ ମନ୍ମଥ ନାୟକ,ସମେତ ବହୁ ବିଜେଡି ସମର୍ଥିତ ନିର୍ବାଚିତ ସରପଞ୍ଚ ସମିତି ସଭ୍ୟ, କର୍ମୀ ସମୂହ ଇସ୍ତଫା ଦେଇଛନ୍ତି l ଏହି ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି l ଆଗାମୀ ଦିନରେ ବିଜେପିରେ ମିଶିବା ନେଇ କର୍ମୀମାନେ କହୁଥିବା ବେଳେ ବିଜୁ ଜନତା ଦଳ ସଂଗଠନ ହ୍ରାସ ପାଉଥିବା ବେଳେ ବିଜେପି ଶିବିରରେ ଖୁସିର ଲହରୀ ଦେଖିବାକୁ ମିଳିଛି l2
- ସିମୁଳିଆ ବ୍ଲକ 16ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା କଲ୍ୟାଣ ମଣ୍ଡପ ପରିସରରେ ସିମୁଳିଆ ନିର୍ବାଚନ ମଣ୍ଡଳୀର ଖଇରା ବ୍ଲକର ବିଜେଡି ଜିଲ୍ଲା ପରିଷଦ, ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ସମେତ ବହୁ କର୍ମୀ ବିଜୁ ଜନତା ଦଳରୁ ସମୂହ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି l ଆଗାମୀ ଦିନରେ ବିଜେପିରେ ମିଶିବା ନେଇ କହୁଥିବା ବେଳେ ବିଜୁ ଜନତା ଦଳ ସଂଗଠନ ହ୍ରାସ ପାଉଥିବା ବେଳେ ବିଜେପି ଶିବିରରେ ଖୁସିର ଲହରୀ ଦେଖିବାକୁ ମିଳିଛି l1
- ମୟୂରଭଞ୍ଜ ଜିଲ୍ଲାର ସର୍ବପୁରାତନ ତଥା ପ୍ରଥମ ଶନିଶ୍ଚର ପୀଠରେ ଖୁବ୍ ଆଡ଼ମ୍ବରରେ ପାଳିତ ହୋଇଛି ଶନିଦେବଙ୍କ ୪୫ତମ ବାର୍ଷିକ ଉତ୍ସବ। ୧୯୮୨ ମସିହା ଠାରୁ ବାରିପଦା ସହର ଓ୍ବାଲିଗଞ୍ଜ ତଥା ଓ୍ୱାଡ ନଂ-୩ ଠାରେ ପୂଜା ପାଇଆସୁଛନ୍ତି ଗ୍ରହରାଜ ଶନିଦେଵ। ଏହି ପୀଠକୁ ପ୍ରତ୍ୟକ ଶନିବାର ମୟୂରଭଞ୍ଜ ଏବଂ ତାର ଆଖପାଖ ଜିଲ୍ଲା ଓ ପଡୋଶୀ ରାଜ୍ୟରୁ ହଜାର ହଜାର ଭକ୍ତ ଶନିଦେବଙ୍କ ସାନିଧ୍ୟ ପାଇବାକୁ ଆସିଥାନ୍ତି। ପ୍ରତି ବର୍ଷ ଏହିମାସରେ ପୀଠରେ ବାର୍ଷିକ ଉତ୍ସବ ପାଳିତ ହୋଇଥାଏ। ଚଳିତ ବର୍ଷ ଶନିଦେବଙ୍କ ବଡ଼ଓଷା ୦୪.୦୪.୨୦୨୬ ରୁ ଆରମ୍ଭ ହଇ ୨୫.୦୪.୨୦୨୫୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଆଉ ଆଜି ହେଉଛି ଶେଷ ଶନିବାର,ତେଣୁ ଏହି ଦିନରେ ଶନିଦେବଙ୍କ ବାର୍ଷିକ ଉତ୍ସବର ଚତୁର୍ଥ ପାଳି ଅନୁଷ୍ଠିତ ହୋଇଯାଇଅଛି। ଆଜି ସକାଳୁ ପ୍ରଥମେ ଶନିଦେବଙ୍କ ପବିତ୍ର ସ୍ନାନ କରାଯିବା ପରେ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା। ପରେ ପରେ ରୀତିନୀତି ଅନୁସାରେ ବାବାଙ୍କର ପୂଜାର୍ଚ୍ଚନା ସହ ହୋମଯଜ୍ଞ କରାଯିବା ପରେ ବାଲ୍ୟ ପ୍ରସାଦ ଭୋଗ ଲାଗି ହୋଇଥିଲା ଏବଂ ଏହି ପ୍ରାସାଦକୁ ଶ୍ରଦ୍ଧାଳୁ ମନକୁ ବଣ୍ଟନ କରାଯାଇଥିଲା। ତେବେ ଆଜିର ଦିନରେ ବାବା ଶନିଶ୍ଚରଙ୍କ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା ଏବଂ ଭକ୍ତ ମାନେ କିଭଳି ହବେ ଶାନ୍ତିପୂର୍ଣ୍ଣ ଭାବେ ଠାକୁରଙ୍କ ଦର୍ଶନ କରିପାରିବେ ସେ' ନେଇ ବାବା ଶନିଦେଵ ଙ୍କ ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦବସ୍ତ ମଧ୍ୟ କରାଯାଇଥିଲା। *ବାଇଟ - ଯୋଗେନ୍ଦ୍ର ବାରିକ (କମିଟିର ସଦସ୍ୟ)* *ବାଇଟ - କୃଷ୍ଣାନନ୍ଦ ମହାନ୍ତି (ବାରିପଦା ପୌରପରିଷଦ ନଗରପାଳ)*1
- #ବିକଶିତ_ଗାଁ_ବିକଶିତ_ଓଡ଼ିଶା_କାର୍ଯ୍ୟ #ଯୋର_ଜବରଦସ୍ତ_କମ_କରୁଥିଲେ_ସରପଞ୍ଚ #ସ୍କୁଲ_କମିଟି_ଗ୍ରାମବାସୀ_ଓ_ସରପଞ୍ଚ_ଙ୍କ_ମଧ୍ୟରେ_ଗଣ୍ଡଗୋଳ #ଅତିରିକ୍ତ_ଶ୍ରେଣୀଗୃହ_ନିର୍ମାଣ_ରେ_ମହାଦୁର୍ନୀତି_ଅଭିଯୋଗ ବାଲେଶ୍ୱର ଜିଲ୍ଲା ସିଂଲା ପଞ୍ଚାୟତ ସିଂଲା ନୋଡାଲ ଉପ୍ରା ବିଦ୍ୟାଳୟ ର ଏମିତି ଘଟଣା #mahimatv #BDO #dmbalasore1
- ବସ ଉପରକୁ ପଥର ମାଡ଼ କଲେ ଦୁର୍ବୁତ୍ତ, କାରଣ ଅସ୍ପଷ୍ଟ।ବସରେ ଥିବା ଯାତ୍ରୀ ସୁରକ୍ଷିତ, ପୋଲିସର ତଦନ୍ତ ଆରମ୍ଭ।1
- Post by Mr chiku1
- କୁଳିଅଣା ଥାନା ଅନ୍ତର୍ଗତ କାଠଶିର୍ଷି ନିକଟରେ ଦୁଇ ଗାଡ଼ି ମଧ୍ୟରେ ଧକ୍କା ଲାଗି ଲାଗିଲା ଭୟଙ୍କର ନିଆଁ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ କାଠଶିର୍ଷି ନିକଟରେ ଦୁଇ ଗାଡ଼ି ମଧ୍ୟରେ ଧକ୍କା ଲାଗି ଲାଗିଲା ଭୟଙ୍କର ନିଆଁ। ଶନିବାର ରାତିରେ ଏକ ଟ୍ରଲର ସହିତ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଭୟଙ୍କର ନିଆଁ ଲାଗିଥିଲା। ସ୍ଥାନୀୟ ଲୋକେ ଗାଡ଼ି ଭିତରୁ ୨ ଜଣଙ୍କୁ ଉଦ୍ଧାର କରି ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠେଇ ଦେଇଥିବା ନେଇ ସୂଚନା ମିଳିଥିବା ବେଳେ ଗାଡି ମଧ୍ୟରେ ଅନ୍ୟ କିଛି ଲୋକ ଫସି ରହିଥିବା ନେଇ ଅନୁମାନ କରାଯାଉଛି। ତେବେ ଘଟଣା ସ୍ଥଳରେ କୁଳିଅଣା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରୀ ରହିଛି।1