logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଧର୍ମ ଜାଗରଣ କ୍ଷେତ୍ରୀୟ ପ୍ରମୁଖ ବିନୟ ଭୂୟାଁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜନ୍ମସ୍ଥାନ ତାଳଚେରର ଗୁରୁଜାଙ୍ଗ ଗ୍ରାମ ଗସ୍ତ ଓ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଧର୍ମ ଜାଗରଣ କ୍ଷେତ୍ରୀୟ ପ୍ରମୁଖ ବିନୟ ଭୂୟାଁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜନ୍ମସ୍ଥାନ ତାଳଚେର ବ୍ଲକ ଗୁରୁଜାଙ୍ଗ ଗ୍ରାମ ଗସ୍ତ କରିବା ସହ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିବା ଜଣାପଡିଛି l ଏହି ପ୍ରତିନିଧି ଦଳରେ ସ୍ୱାମୀ ଜୀବନ ମୁକ୍ତାନନ୍ଦ ମହାରାଜ, ସଂଘର ବିଜୟ କୁମାର ସାହୁ, ହେମନ୍ତ ଧର, ଚିନ୍ମୟ ରଥ, ଅଶୋକ ମୁଦୁଲି, ଭୋଗଦେବ ପ୍ରଧାନ, ବିପିନ ସାହୁ, ଉପେନ୍ଦ୍ର କଅଁର, ପ୍ରିୟ ଭାଇ ପ୍ରମୁଖ ଯୋଗ ଦେଇଥିଲେ l ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଅଗଷ୍ଟ ମାସରେ ଜନ୍ମ ଶତବାର୍ଷିକୀ ପାଳନ କରିବା ପାଇଁ ଗ୍ରାମବାସୀଙ୍କ ସହଯୋଗ ଲୋଡ଼ା ଯାଇଥିଲା l

17 hrs ago
user_Priyamadhaba Das
Priyamadhaba Das
Journalists Talcher Sadar, Anugul•
17 hrs ago
7b17b871-362e-42a5-98a4-181cf7a12c54

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଧର୍ମ ଜାଗରଣ କ୍ଷେତ୍ରୀୟ ପ୍ରମୁଖ ବିନୟ ଭୂୟାଁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜନ୍ମସ୍ଥାନ ତାଳଚେରର ଗୁରୁଜାଙ୍ଗ ଗ୍ରାମ ଗସ୍ତ ଓ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଧର୍ମ ଜାଗରଣ କ୍ଷେତ୍ରୀୟ ପ୍ରମୁଖ ବିନୟ ଭୂୟାଁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜନ୍ମସ୍ଥାନ ତାଳଚେର ବ୍ଲକ ଗୁରୁଜାଙ୍ଗ ଗ୍ରାମ ଗସ୍ତ କରିବା ସହ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିବା ଜଣାପଡିଛି l ଏହି ପ୍ରତିନିଧି ଦଳରେ ସ୍ୱାମୀ ଜୀବନ ମୁକ୍ତାନନ୍ଦ ମହାରାଜ, ସଂଘର ବିଜୟ କୁମାର ସାହୁ, ହେମନ୍ତ ଧର, ଚିନ୍ମୟ ରଥ, ଅଶୋକ ମୁଦୁଲି, ଭୋଗଦେବ ପ୍ରଧାନ, ବିପିନ ସାହୁ, ଉପେନ୍ଦ୍ର କଅଁର, ପ୍ରିୟ ଭାଇ ପ୍ରମୁଖ ଯୋଗ ଦେଇଥିଲେ l ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଅଗଷ୍ଟ ମାସରେ ଜନ୍ମ ଶତବାର୍ଷିକୀ ପାଳନ କରିବା ପାଇଁ ଗ୍ରାମବାସୀଙ୍କ ସହଯୋଗ ଲୋଡ଼ା ଯାଇଥିଲା l

More news from ଓଡ଼ିଶା and nearby areas
  • ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଗିରିଧାରପ୍ରସାଦ ଗାଁରେ ଅଭବନୀୟ ଘଟଣା. ନିଜକୁ ଜନଗଣନା ଅଧିକାରୀ ପରିଚୟ ଦେଇ ଗାଁର ବିଭତ୍ସ ପଟନାୟକଙ୍କ ଘରୁ ଲୁଟ. ବିଭତ୍ସଙ୍କ ପତ୍ନୀ ଅପର୍ଣ୍ଣା ବିଶୋଇଙ୍କ ବେକରୁ ମଙ୍ଗଳ ସୂତ୍ର ଏବଂ ମୋବାଇଲ ଫୋଟ ଲୁଟିନେଇ ଯାଇଥିବାର ଥାନାରେ ଅଭିଯୋଗ.
    1
    ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଗିରିଧାରପ୍ରସାଦ ଗାଁରେ ଅଭବନୀୟ ଘଟଣା. ନିଜକୁ ଜନଗଣନା ଅଧିକାରୀ ପରିଚୟ ଦେଇ ଗାଁର ବିଭତ୍ସ ପଟନାୟକଙ୍କ ଘରୁ ଲୁଟ. ବିଭତ୍ସଙ୍କ ପତ୍ନୀ ଅପର୍ଣ୍ଣା ବିଶୋଇଙ୍କ ବେକରୁ ମଙ୍ଗଳ ସୂତ୍ର ଏବଂ ମୋବାଇଲ ଫୋଟ ଲୁଟିନେଇ ଯାଇଥିବାର ଥାନାରେ ଅଭିଯୋଗ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    22 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    3 hrs ago
  • ସୋସିଆଲ ମିଡ଼ିଆରୁ ଲକ୍ଷପତି କେମିତି ହେବେ ! କେବଳ ମୋବାଇଲରେ ଆପଣ ରୋଜଗାର କରି ପାରିବେ | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha
    1
    ସୋସିଆଲ ମିଡ଼ିଆରୁ ଲକ୍ଷପତି କେମିତି ହେବେ ! କେବଳ ମୋବାଇଲରେ ଆପଣ ରୋଜଗାର କରି ପାରିବେ |
ଭୁବନେଶ୍ବର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    19 hrs ago
  • ଖଣ୍ଡପଡ଼ାରେ ନୂତନ ଖଣ୍ଡପଡ଼ାରେ ବିବାଦୀୟ ପୋଲିସ ଅଧିକାରି ବଦଳି ପରେ ପୋଲିସ ଉପରକୁ ପ୍ରଶ୍ନ ହେଉଛି.
    1
    ଖଣ୍ଡପଡ଼ାରେ ନୂତନ ଖଣ୍ଡପଡ଼ାରେ ବିବାଦୀୟ ପୋଲିସ ଅଧିକାରି ବଦଳି ପରେ ପୋଲିସ ଉପରକୁ ପ୍ରଶ୍ନ  ହେଉଛି.
    user_Manas sethi
    Manas sethi
    ଖଣ୍ଡପଡ଼ା, ନୟାଗଡ଼, ଓଡ଼ିଶା•
    12 hrs ago
  • tarabalo ରେ ଟିଫିନି ଦୋକାନ ଦେଇଥିବା ଭାଇ ମାନଙ୍କୁ ମୋର 🙏 ଅନୁରୋଧ ଡ୍ରେନ କୁ ଫିଙ୍ଗନ୍ତୁ ନାହିଁ 🙏🙏ସ୍କଲୁ ଭିତରେ ଡ୍ରେନ ପାଣି ପଶୁଚି ପିଲାଙ୍କୁ ଅସୁବିଧା ହାଉଛି
    2
    tarabalo ରେ  ଟିଫିନି ଦୋକାନ ଦେଇଥିବା  
ଭାଇ ମାନଙ୍କୁ ମୋର 🙏 ଅନୁରୋଧ ଡ୍ରେନ କୁ 
ଫିଙ୍ଗନ୍ତୁ ନାହିଁ 🙏🙏ସ୍କଲୁ ଭିତରେ ଡ୍ରେନ ପାଣି ପଶୁଚି ପିଲାଙ୍କୁ ଅସୁବିଧା ହାଉଛି
    user_Santosh pradhan
    Santosh pradhan
    ଫତେଗଡ଼, ନୟାଗଡ଼, ଓଡ଼ିଶା•
    16 hrs ago
  • Post by Ramachandraswain
    1
    Post by Ramachandraswain
    user_Ramachandraswain
    Ramachandraswain
    ଆଠମଲ୍ଲିକ, ଅନୁଗୁଳ, ଓଡ଼ିଶା•
    19 hrs ago
  • ଭାରତରେ ପଙ୍ଖାରେ ୩ ଟି ବ୍ଲେଡ କିନ୍ତୁ ଆମେରିକା ରେ ୫ ଟି ବ୍ଲେଡ କଣ ପାଇଁ ଜାଣନ୍ତୁ ପଛର ରହସ୍ୟ #LatestNews #UpdateNews #apanankakhabara #news #OdishaNews #Odisha
    1
    ଭାରତରେ ପଙ୍ଖାରେ ୩ ଟି ବ୍ଲେଡ କିନ୍ତୁ ଆମେରିକା ରେ ୫ ଟି ବ୍ଲେଡ କଣ ପାଇଁ ଜାଣନ୍ତୁ ପଛର ରହସ୍ୟ #LatestNews #UpdateNews #apanankakhabara #news #OdishaNews #Odisha
    user_Apananka Khabara
    Apananka Khabara
    Local News Reporter Cuttack (M.Corp.) P.S, Odisha•
    1 hr ago
  • ଆଲୋ ଆଲୋ ଇଏ କାଳେ କରିବ ସିନେମା।ବେହିଆଙ୍କର ବାର ଭାଟି ଚାଷ। ସ୍ୱାମୀ ଛୁଆଙ୍କୁ ଛାଡ଼ି ଅନ୍ୟ ପୁରୁଷ ସହ ପଳେଇଲା।ଏବେ ପୁଣି ସିନେମା କରିବ।
    1
    ଆଲୋ ଆଲୋ ଇଏ କାଳେ କରିବ ସିନେମା।ବେହିଆଙ୍କର ବାର ଭାଟି ଚାଷ। ସ୍ୱାମୀ ଛୁଆଙ୍କୁ ଛାଡ଼ି ଅନ୍ୟ ପୁରୁଷ ସହ ପଳେଇଲା।ଏବେ ପୁଣି ସିନେମା କରିବ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    7 hrs ago
  • କଟକ ସି ଡି ଏ ଅଞ୍ଚଳରେ ଆଜି ପୁନର୍ବାର କଟକ ମହାନଗର ନିଗମ ପକ୍ଷରୁ ଜବର ଦଖଲ ଉଚ୍ଛେଦ କରାଯାଇଛି।
    1
    କଟକ ସି ଡି ଏ ଅଞ୍ଚଳରେ ଆଜି ପୁନର୍ବାର କଟକ ମହାନଗର ନିଗମ ପକ୍ଷରୁ ଜବର ଦଖଲ ଉଚ୍ଛେଦ କରାଯାଇଛି।
    user_SOUMYA RANJAN
    SOUMYA RANJAN
    Extended stay hotel Balianta, Khordha•
    34 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.