logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଘରୋଇ କଳହ ରୁ ହତ୍ୟାକାଣ୍ଡ, ପୁଅ ର ଟାଙ୍ଗିଆ ଚୋଟ ରେ ବାପା ମୃତ, ସାନ ଭାଇ ଗୁରୁତର ପୁଅର ଟାଙ୍ଗିଆ ମାଡ଼ରେ ଗୁରୁତର ବାପା ମୃତ, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ମନାପାଲି ଗାଁରେ ଘରୋଇ କଳହର କରୁଣ ପରିଣତି ପୁଅ କୁଚିଣ୍ଡା ଥାନାରେ ଅଟକ। ଗତକାଲି ବିଳମ୍ବିତ ରାତିରେ କୌଣସି କାରଣ କୁ ନେଇ ବାପ ପୁଅ ମଧ୍ୟରେ ବଚସା ହୋଇଥିବା ବେଳେ, ତାହା ଉଗ୍ର ରୂପ ନେଇ ହତ୍ୟା କାଣ୍ଡ ହୋଇଛି। ଖବର ପାଇ କୁଚିଣ୍ଡା ପୋଲିସ ଗୁରୁତର ବାପା କୁ ପ୍ରଥମେ କୁଚିଣ୍ଡା ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା କୁ ପଠାଇ ଥିବା ବେଳେ,ଗୁରୁତ୍ତର ଅବସ୍ଥାରେ ବୁର୍ଲା କୁ ସ୍ଥାନାନ୍ତର ବେଳେ, ବାଟରେ ଗୁରୁତର ବାପା ଧନେଶ୍ୱର ଭୋଇ ଙ୍କ ମୃତ୍ୟୁ ହୋଇଛି। ଲଇଡା ଡାକ୍ତରଖାନାରେ ମୃତ ଶରୀର ରଖା ଯାଇଥିବା ବେଳେ ବାପା ଙ୍କୁ ରକ୍ଷା କରିବା ପାଈଁ ସାନ ପୁଅ ଚେଷ୍ଟା କରିବା ସମୟରେ ସେ ମଧ୍ୟ ଗୋବିନ୍ଦ ର ଟାଙ୍ଗିଆ ଚୋଟ ରେ ଗୁରୁତର ଆହତ ହୋଇ ଚିକିତ୍ସିଚିତ ହେଉଛନ୍ତି,ଅଭିଯୁକ୍ତ ପୁଅ ଗୋବିନ୍ଦ ଭୋଇ କୁ ଅଟକ ରଖି ଅଧିକ ତଦନ୍ତ କରୁଛି କୁଚିଣ୍ଡା ପୋଲିସ।

4 hrs ago
user_Jitendra Muduli
Jitendra Muduli
Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
4 hrs ago

ଘରୋଇ କଳହ ରୁ ହତ୍ୟାକାଣ୍ଡ, ପୁଅ ର ଟାଙ୍ଗିଆ ଚୋଟ ରେ ବାପା ମୃତ, ସାନ ଭାଇ ଗୁରୁତର ପୁଅର ଟାଙ୍ଗିଆ ମାଡ଼ରେ ଗୁରୁତର ବାପା ମୃତ, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ମନାପାଲି ଗାଁରେ ଘରୋଇ କଳହର କରୁଣ ପରିଣତି ପୁଅ କୁଚିଣ୍ଡା ଥାନାରେ ଅଟକ। ଗତକାଲି ବିଳମ୍ବିତ ରାତିରେ କୌଣସି କାରଣ କୁ ନେଇ ବାପ ପୁଅ ମଧ୍ୟରେ ବଚସା ହୋଇଥିବା ବେଳେ, ତାହା ଉଗ୍ର ରୂପ ନେଇ ହତ୍ୟା କାଣ୍ଡ ହୋଇଛି। ଖବର ପାଇ କୁଚିଣ୍ଡା ପୋଲିସ ଗୁରୁତର ବାପା କୁ ପ୍ରଥମେ କୁଚିଣ୍ଡା ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା କୁ ପଠାଇ ଥିବା ବେଳେ,ଗୁରୁତ୍ତର ଅବସ୍ଥାରେ ବୁର୍ଲା କୁ ସ୍ଥାନାନ୍ତର ବେଳେ, ବାଟରେ ଗୁରୁତର ବାପା ଧନେଶ୍ୱର ଭୋଇ ଙ୍କ ମୃତ୍ୟୁ ହୋଇଛି। ଲଇଡା ଡାକ୍ତରଖାନାରେ ମୃତ ଶରୀର ରଖା ଯାଇଥିବା ବେଳେ ବାପା ଙ୍କୁ ରକ୍ଷା କରିବା ପାଈଁ ସାନ ପୁଅ ଚେଷ୍ଟା କରିବା ସମୟରେ ସେ ମଧ୍ୟ ଗୋବିନ୍ଦ ର ଟାଙ୍ଗିଆ ଚୋଟ ରେ ଗୁରୁତର ଆହତ ହୋଇ ଚିକିତ୍ସିଚିତ ହେଉଛନ୍ତି,ଅଭିଯୁକ୍ତ ପୁଅ ଗୋବିନ୍ଦ ଭୋଇ କୁ ଅଟକ ରଖି ଅଧିକ ତଦନ୍ତ କରୁଛି କୁଚିଣ୍ଡା ପୋଲିସ।

More news from ଓଡ଼ିଶା and nearby areas
  • एक अति साधारण सा परंतु अति आवश्यक प्रश्न : 👹👹👹👹👹👹👹 एक अति साधारण सा परंतु अति आवश्यक प्रश्न : 👹👹👹👹👹👹👹 👆👆👆👆 एक अति साधारण सा परंतु अति आवश्यक प्रश्न : 👹👹👹👹👹👹👹 अगर यह नीट पेपर लीक के खिलाफ आंदोलन केवल भारत के ही छात्रों का है तो फिर अमेरिका, इंग्लैंड, सऊदी अरब, दुबई, कतर, कुवैत, पाकिस्तान, चीन और बांग्लादेश इत्यादि इत्यादि देशों से ट्रकें भर भर कर ढेर सारे आलीशान खाने के पैकेट क्यों और कैसे पहुंच रहे हैं और प्रोटेस्ट समाप्त करने की घोषणा के बाद भी तथाकथित हजारों फर्जी और गुंडे बदमाश भयानक नशाखोर छात्र जंतर मंतर पर ही डेरा डाले हुए हैं और पुलिस, मोदी और सरकार के विरुद्ध नारे लगा रहे हैं और २४ घंटे लड़ाई झगड़ा और भयानक संघर्ष करने को तैयार हैं । इनमें आवारा, बिल्कुल ही कम कपड़ों में अधनंगी और नशेड़ी लड़कियां और औरतें भी सम्मिलित हैं । पता नहीं कौन है इन लड़कों, जवान लड़कियों और औरतों के घरवाले, संरक्षक ? उनको इन आवारा और अपराधी तत्वों की कोई परवाह और चिंता है भी या नहीं ? अत्यधिक आश्चर्यजनक बात है कि रोजाना करीब चालीस लाख रुपये का आलीशान खाने का आर्डर और भुगतान विदेशों से हो रहा है ? क्या उद्देश्य है ? उद्देश्य है भारत में सता परिवर्तन करवाना, देश में छात्रों के वेश में इन भयानक अपराधी तत्वों से देश में भयानक अराजकता, अशांति, हिंसा, हत्याएं और भयानक तोड़ फोड़ करना । भारत के समस्त सनातन हिंदुओं से प्रार्थना है कि समस्त लोग सामूहिक रूप से इकट्ठा होकर प्रबल शक्ति से इन भयानक जहरीले राक्षसों के जहरीले विषदंत तोड़ने चाहिए ताकि समस्त सनातन हिंदू जनता शांति, चैन से और सुखपूर्वक रह सके ! ॐ वंदे मातरम !! ॐ भारत माता की जय !! ॐ नमस्ते सदा वत्सले मातृभूमे !! निवेदक :- 🕉️🕉️🕉️🕉️🕉️ डा. ओम प्रकाश आर्य PhD लाडनूं , राजस्थान 🏵️🏵️🏵️🏵️🏵️🏵️🏵️
    1
    एक अति साधारण सा परंतु अति आवश्यक प्रश्न  : 
👹👹👹👹👹👹👹
एक अति साधारण सा परंतु अति आवश्यक प्रश्न  : 
👹👹👹👹👹👹👹
👆👆👆👆
एक अति साधारण सा परंतु अति आवश्यक प्रश्न  : 
👹👹👹👹👹👹👹
अगर यह नीट पेपर लीक के खिलाफ आंदोलन केवल भारत के ही छात्रों का है तो फिर अमेरिका, इंग्लैंड, सऊदी अरब, दुबई, कतर, कुवैत, पाकिस्तान, चीन और बांग्लादेश इत्यादि इत्यादि देशों से ट्रकें भर भर कर ढेर सारे आलीशान खाने के पैकेट क्यों और कैसे पहुंच रहे हैं और प्रोटेस्ट समाप्त करने की घोषणा के बाद भी तथाकथित हजारों फर्जी और गुंडे बदमाश भयानक नशाखोर छात्र जंतर मंतर पर ही डेरा डाले हुए हैं और पुलिस, मोदी और सरकार के विरुद्ध नारे लगा रहे हैं और २४ घंटे लड़ाई झगड़ा और भयानक संघर्ष करने को तैयार हैं । इनमें आवारा, बिल्कुल ही कम कपड़ों में अधनंगी और नशेड़ी लड़कियां और औरतें भी सम्मिलित हैं । पता नहीं कौन है इन लड़कों, जवान लड़कियों और औरतों के घरवाले, संरक्षक ? उनको इन आवारा और अपराधी तत्वों की कोई परवाह और चिंता है भी या नहीं ?
अत्यधिक आश्चर्यजनक बात है कि रोजाना करीब चालीस लाख रुपये का आलीशान खाने का आर्डर और भुगतान विदेशों से हो रहा है ? क्या उद्देश्य है ? उद्देश्य है भारत में सता परिवर्तन करवाना, देश में छात्रों के वेश में इन भयानक अपराधी तत्वों से देश में भयानक अराजकता, अशांति, हिंसा, हत्याएं और भयानक तोड़ फोड़ करना ।
भारत के समस्त सनातन हिंदुओं से प्रार्थना है कि समस्त लोग सामूहिक रूप से इकट्ठा होकर प्रबल शक्ति से इन भयानक जहरीले राक्षसों के जहरीले विषदंत तोड़ने चाहिए ताकि समस्त सनातन हिंदू जनता शांति, चैन से और सुखपूर्वक रह सके ! 
ॐ वंदे मातरम !!
ॐ भारत माता की जय !!
ॐ नमस्ते सदा वत्सले मातृभूमे !! 
निवेदक :-
🕉️🕉️🕉️🕉️🕉️
डा.  ओम प्रकाश आर्य PhD
लाडनूं ,  राजस्थान
🏵️🏵️🏵️🏵️🏵️🏵️🏵️
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    8 hrs ago
  • CM Mohan Charan Majhi Felicitates Indian Idol Winner Jyotirmayee Nayak, Announces ₹5 Lakh Reward ଇଣ୍ଡିଆନ୍ ଆଇଡଲ୍‌ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି। ତାଙ୍କ ଅସାଧାରଣ ସଫଳତାକୁ ସ୍ୱୀକୃତି ଜଣାଇ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି। #IndianIdol #JyotirmayeeNayak #MohanCharanMajhi #Odisha #OdishaNews #EntertainmentNews #BreakingNews
    1
    CM Mohan Charan Majhi Felicitates Indian Idol Winner Jyotirmayee Nayak, Announces ₹5 Lakh Reward
ଇଣ୍ଡିଆନ୍ ଆଇଡଲ୍‌ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି। ତାଙ୍କ ଅସାଧାରଣ ସଫଳତାକୁ ସ୍ୱୀକୃତି ଜଣାଇ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି।
#IndianIdol #JyotirmayeeNayak #MohanCharanMajhi #Odisha #OdishaNews #EntertainmentNews #BreakingNews
    user_The Voice News Odisha
    The Voice News Odisha
    News Anchor ବେଲପାହାଡ଼, ଝାରସୁଗୁଡ଼ା, ଓଡ଼ିଶା•
    11 hrs ago
  • ଗୌରୀ ନର୍ସିଂ କଲେଜର ବଡ଼ ସଫଳତା,ପୃଥକ୍ ପୃଥକ୍ ସ୍ଥାନରେ ନିଯୁକ୍ତି ପାଇଥିବାରୁ ସ୍ଵାଗତ ସମ୍ବର୍ଦ୍ଧନା ବଣାଇଁ, ୨୮/୦୭:- ବଣାଇଁ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ପଞ୍ଚାୟତ ଅଧିନସ୍ଥ ମଧୁପୁର ଠାରେ ଥିବା ଗୌରୀ ନର୍ସିଂ କଲେଜରେ ପାଠପଢୁ ଥିବାବେଳେ ୩୦ ଜଣ ଛାତ୍ରୀ ମଧ୍ୟରୁ ୧୬ ଜଣ ଛାତ୍ରୀ ANM କେ।ର୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସହିତ ତାଙ୍କୁ ମେଡ୍ ଟେଲ୍ କମ୍ପାନୀ ତରଫରୁ ବିଭିନ୍ନ ଜାଗାରେ କମ୍ୟୁନିଟ୍ ପାରାମେଡିକ୍ ଭାବରେ ଚୟନ କରାଯାଇଛି। ପ୍ରତ୍ୟେକ ଛାତ୍ରୀ ମାନଙ୍କ ମଧ୍ୟରୁ ରାଜଗାଙ୍ଗପୁର, କୁଆଁରମୁଣ୍ଡା, କେ।ଇଡା, ହେମଗିରି, ଲହୁଣୀପଡା ଏପରି ଜାଗାରେ ପୋଷ୍ଟିଙ୍ଗ୍ ପାଇ ଥିବାରୁ ଛାତ୍ରୀ ମାନଙ୍କ ମଧ୍ୟରେ ଖୁସି ଅନୁଭବ କରିଛନ୍ତି। ଗୌରୀ ନର୍ସିଂ କଲେଜର ଏହି ସଫଳତା ପରେ ମ୍ୟାନେଜିଂ ଡାଇରେକ୍ଟର ରାଜୁ ପୃଷେଠ୍, ପ୍ରିନ୍ସପାଲ୍ ରିନା ବେହେରା ଓ ଅଧ୍ୟାପକ ଅଧ୍ୟାପିକା ମାନେ ଏହି ୧୬ ଜଣ ଛାତ୍ରୀଙ୍କର ବଡ ସଫଳତା ହାସଲ କରି ଥିବାରୁ ସେମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବଣାଇରୁ ସୁରଜ ପ୍ରତାପ ମହାନ୍ତି ଙ୍କ ରିପୋର୍ଟ
    4
    ଗୌରୀ ନର୍ସିଂ କଲେଜର ବଡ଼ ସଫଳତା,ପୃଥକ୍ ପୃଥକ୍ ସ୍ଥାନରେ ନିଯୁକ୍ତି ପାଇଥିବାରୁ ସ୍ଵାଗତ ସମ୍ବର୍ଦ୍ଧନା 

ବଣାଇଁ, ୨୮/୦୭:- ବଣାଇଁ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ପଞ୍ଚାୟତ ଅଧିନସ୍ଥ ମଧୁପୁର ଠାରେ ଥିବା ଗୌରୀ ନର୍ସିଂ କଲେଜରେ ପାଠପଢୁ ଥିବାବେଳେ ୩୦ ଜଣ ଛାତ୍ରୀ  ମଧ୍ୟରୁ ୧୬ ଜଣ ଛାତ୍ରୀ ANM କେ।ର୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସହିତ ତାଙ୍କୁ ମେଡ୍ ଟେଲ୍ କମ୍ପାନୀ ତରଫରୁ ବିଭିନ୍ନ ଜାଗାରେ କମ୍ୟୁନିଟ୍ ପାରାମେଡିକ୍ ଭାବରେ ଚୟନ କରାଯାଇଛି। ପ୍ରତ୍ୟେକ ଛାତ୍ରୀ ମାନଙ୍କ ମଧ୍ୟରୁ ରାଜଗାଙ୍ଗପୁର, କୁଆଁରମୁଣ୍ଡା, କେ।ଇଡା, ହେମଗିରି, ଲହୁଣୀପଡା ଏପରି ଜାଗାରେ ପୋଷ୍ଟିଙ୍ଗ୍ ପାଇ ଥିବାରୁ ଛାତ୍ରୀ ମାନଙ୍କ ମଧ୍ୟରେ ଖୁସି ଅନୁଭବ କରିଛନ୍ତି।  ଗୌରୀ ନର୍ସିଂ କଲେଜର ଏହି ସଫଳତା ପରେ ମ୍ୟାନେଜିଂ ଡାଇରେକ୍ଟର ରାଜୁ ପୃଷେଠ୍,  ପ୍ରିନ୍ସପାଲ୍ ରିନା ବେହେରା ଓ ଅଧ୍ୟାପକ ଅଧ୍ୟାପିକା ମାନେ ଏହି ୧୬ ଜଣ  ଛାତ୍ରୀଙ୍କର ବଡ ସଫଳତା ହାସଲ କରି ଥିବାରୁ ସେମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବଣାଇରୁ ସୁରଜ ପ୍ରତାପ ମହାନ୍ତି ଙ୍କ ରିପୋର୍ଟ
    user_ସୁରଜ ପ୍ରତାପ ମହାନ୍ତି
    ସୁରଜ ପ୍ରତାପ ମହାନ୍ତି
    Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
    20 hrs ago
  • ବର୍ଷା ରେ ଭାଂଗିଲା ମାଟି ଘର /ଅଳ୍ପକେ ବର୍ତିଲେ ପରିବାର / ଉଦାରମା ପୋଲ ଭାଂଗିଲା ବଡ଼ଗାଁ ବ୍ଲକ ଅଂଚଳ ରେ ଗତ ସାତ ଦିନରୁ ଅଧିକ ହେଲା ବର୍ଷା ଲାଗିରହିଛି l ଫଳରେ ଅନେକ ସ୍ଥାନରେ ରାସ୍ତା ଘାଟ ଭାଙ୍ଗି ଯାଇଛି l ଆଜି ସକାଳୁ ବଡ଼ଗାଁ ଲଟାପଡା ର ମୃଗlଙ୍ଗ ନାଏକ ଙ୍କ ମାଟି ଘର ଭାଙ୍ଗି ଯାଇଛି l ପରିବାର ଲୋକ ବାହାରେ ଥିବା ବେଳେ ଏହା ଧସି ଥିବା ଯୋଗୁଁ ପରିବାର ଏକ ବଡ଼ ଦୁର୍ଘଟଣା ରୁ ବଞ୍ଚିଯାଇଛନ୍ତି l ଏହି ପରିବାର ଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଏକ ଆବାସ ଯୋଗାଇଦେବା କୁ ଦାବୀ ହୋଇଛି l ସୂଚନା ଯୋଗ୍ୟ ଯେ ବଡ଼ଗାଁ ବ୍ଲକ ର ଉଦାରମା ରୁ ତୁଡାଲଗା କୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ଟି ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ରହିଛି l ଏହି ରାସ୍ତା ଦେଇ ଯାତ୍ରୀବାହିଁ ବସ ରୁ ଆରମ୍ଭ କରି ଛୋଟ ବଡ଼ ଅନେକ ଯାନ ବାହାନ ସବୁବେଳେ ଯାତାୟତ କରିଥାନ୍ତି l ତେଣୁ ବିଭାଗ ପକ୍ଷରୁ ଶୀଘ୍ର ଏହାର ମରାମତି କରିବାକୁ ଦାବୀ ହେଉଛି l
    1
    ବର୍ଷା ରେ ଭାଂଗିଲା ମାଟି ଘର /ଅଳ୍ପକେ ବର୍ତିଲେ ପରିବାର / ଉଦାରମା ପୋଲ ଭାଂଗିଲା 
ବଡ଼ଗାଁ ବ୍ଲକ ଅଂଚଳ ରେ ଗତ ସାତ ଦିନରୁ ଅଧିକ ହେଲା ବର୍ଷା ଲାଗିରହିଛି l ଫଳରେ ଅନେକ ସ୍ଥାନରେ ରାସ୍ତା ଘାଟ ଭାଙ୍ଗି ଯାଇଛି l ଆଜି ସକାଳୁ ବଡ଼ଗାଁ ଲଟାପଡା ର ମୃଗlଙ୍ଗ ନାଏକ ଙ୍କ ମାଟି ଘର ଭାଙ୍ଗି ଯାଇଛି l ପରିବାର ଲୋକ ବାହାରେ ଥିବା ବେଳେ ଏହା ଧସି ଥିବା ଯୋଗୁଁ ପରିବାର ଏକ ବଡ଼ ଦୁର୍ଘଟଣା ରୁ ବଞ୍ଚିଯାଇଛନ୍ତି l ଏହି ପରିବାର ଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଏକ ଆବାସ ଯୋଗାଇଦେବା କୁ ଦାବୀ ହୋଇଛି l ସୂଚନା ଯୋଗ୍ୟ ଯେ ବଡ଼ଗାଁ ବ୍ଲକ ର ଉଦାରମା ରୁ ତୁଡାଲଗା କୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ଟି ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ରହିଛି l ଏହି ରାସ୍ତା ଦେଇ ଯାତ୍ରୀବାହିଁ ବସ ରୁ ଆରମ୍ଭ କରି ଛୋଟ ବଡ଼ ଅନେକ ଯାନ ବାହାନ ସବୁବେଳେ ଯାତାୟତ କରିଥାନ୍ତି l ତେଣୁ ବିଭାଗ ପକ୍ଷରୁ ଶୀଘ୍ର ଏହାର ମରାମତି କରିବାକୁ ଦାବୀ ହେଉଛି l
    user_Anup kumar Bísi
    Anup kumar Bísi
    ବାରଗାଁ, ସୁନ୍ଦରଗଡ଼, ଓଡ଼ିଶା•
    21 hrs ago
  • Allu Arjun Earns Praise for Respectful Gesture While Accepting Lord Jagannath Idol AAFA ବାର୍ଷିକ ସମ୍ମିଳନୀରେ ଅଲ୍ଲୁ ଅର୍ଜୁନଙ୍କୁ ଭଗବାନ ଜଗନ୍ନାଥଙ୍କ ଏକ ସୁନ୍ଦର ମୂର୍ତ୍ତି ଉପହାର ସ୍ୱରୂପ ଦିଆଯାଇଥିଲା। ଏହାକୁ ଗ୍ରହଣ କରିବା ପୂର୍ବରୁ ସେ ଜୋତା ଖୋଲି ସମ୍ମାନ ପ୍ରଦର୍ଶନ କରିଥିଲେ। ଏହି ମୁହୂର୍ତ୍ତର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ ହୋଇଛି ଏବଂ ପ୍ରଶଂସକମାନେ ତାଙ୍କର ନମ୍ରତା ଓ ସଂସ୍କାରକୁ ପ୍ରଶଂସା କରୁଛନ୍ତି। #AlluArjun #LordJagannath #AAFA #Respect #Tollywood #IndiaNews #EntertainmentNews
    1
    Allu Arjun Earns Praise for Respectful Gesture While Accepting Lord Jagannath Idol
AAFA ବାର୍ଷିକ ସମ୍ମିଳନୀରେ ଅଲ୍ଲୁ ଅର୍ଜୁନଙ୍କୁ ଭଗବାନ ଜଗନ୍ନାଥଙ୍କ ଏକ ସୁନ୍ଦର ମୂର୍ତ୍ତି ଉପହାର ସ୍ୱରୂପ ଦିଆଯାଇଥିଲା। ଏହାକୁ ଗ୍ରହଣ କରିବା ପୂର୍ବରୁ ସେ ଜୋତା ଖୋଲି ସମ୍ମାନ ପ୍ରଦର୍ଶନ କରିଥିଲେ। ଏହି ମୁହୂର୍ତ୍ତର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ ହୋଇଛି ଏବଂ ପ୍ରଶଂସକମାନେ ତାଙ୍କର ନମ୍ରତା ଓ ସଂସ୍କାରକୁ ପ୍ରଶଂସା କରୁଛନ୍ତି।
#AlluArjun #LordJagannath #AAFA #Respect #Tollywood #IndiaNews #EntertainmentNews
    user_The Voice News Odisha
    The Voice News Odisha
    News Anchor ବେଲପାହାଡ଼, ଝାରସୁଗୁଡ଼ା, ଓଡ଼ିଶା•
    20 hrs ago
  • ଅଁଳାପାଲି ଅଙ୍ଗନ ବାଡି କେନ୍ଦ୍ର ଶୌଚାଳୟରୁ ମହୁଲ ଖାଇ ମୂଷା ଉଦ୍ଧାର
    1
    ଅଁଳାପାଲି ଅଙ୍ଗନ ବାଡି କେନ୍ଦ୍ର ଶୌଚାଳୟରୁ ମହୁଲ ଖାଇ ମୂଷା ଉଦ୍ଧାର
    user_Satyajit Panda
    Satyajit Panda
    Journalist ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    23 hrs ago
  • ଲଗାଣ ବର୍ଷା ଯୋଗୁଁ ପିପଳ ଗଛ ଘର ଉପରେ ପଡିବାରୁ ଘରକାନ୍ଥ ଭୁଶୁଡି ୧୦ ଜଣ ଆହତ ବୌଦ୍ଧ:ବୌଦ୍ଧରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି l ଗତକାଲି ରାତି ୧୨ ଟା ସମୟରେ ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକ୍ ସରସରl ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲପାଲି ଗ୍ରାମରେ ପ୍ରବଳ ବର୍ଷା ଓ ପ୍ରଚଣ୍ଡ ପବନ ବହିବା ଫଳରେ ପ୍ରାୟ ୧୫୦ ବର୍ଷର ଏକ ପିପ୍ପଳ ଗଛ ଚେର ସହିତ ଉପୁଡ଼ି ପଡ଼ି ଲବଣୀ ଅମାତ୍ ଙ୍କ ଘର ଉପରେ ପଡିଯିବା ଫଳରେ ଘର ଓ କାନ୍ଥ ଭାଙ୍ଗି ଯାଇଥିଲା ଓ ଶୋଇଥିବା ଅବସ୍ଥାରେ ସେମାନଙ୍କ ଉପରେ ଆଜବେଷ୍ଟସ ଓ କାନ୍ଥ ପଡ଼ି ଯାଇଥିବାରୁ ଘରେ ବାସ କରୁଥିବା ୧୦ ଜଣ ଆହତ ହୋଇଥିଲେ l ସେମାନଙ୍କ ମଧ୍ୟରୁ ସଞ୍ଜୀବ ଅମାତ ଓ ତାଙ୍କର ସ୍ରୀ ସୁଜାତା ଅମାତ ଓ ତାଙ୍କ ଝିଅ ଗୁରୁତର ଆହତ ହୋଇଥିଲେ l ରାତିରେ ଗଛ ମାଡ଼ି ବସିଥିବା ଓ ଘର ଭିତରେ ଚାପି ହୋଇ ଯାଇଥିବା ପରିବାରର ୧୦ ଜଣଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିଲେ ଓ ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ l ଗଛ ମାଡ଼ି ବସିଥିବା ହେତୁ ତାର ଛିଣ୍ଡି ଯାଇଥିବା ବେଳେ ଖବର ପାଇ ଟାଟା ପାୱାରର କର୍ମଚାରୀ ମାନେ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିବା ଓ ଅଗ୍ନିଶମ ବାହିନୀ ଘର ଉପରେ ପଡି ରହିଥିବା ଗଛ କାଟୁଥିବା ଦେଖିବlକୁ ମିଳିଥିଲା l ତେଣେ ସରସରl ଗ୍ରାମ ପଞ୍ଚାୟତ ତରଫରୁ ପୀଡ଼ିତ ମାନଙ୍କ ପାଇଁ ଶୁଖିଲା ଖାଦ୍ଯ ତଥା ଚାଉଳ ଡାଲି ଇତ୍ଯାଦି ଯୋଗେଇ ଦିଆଯାଇଥିବା ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ଧିରେନ ବିଶୋଇ ପ୍ରକାଶ କରିଥିଲେ l ଜମିହୀନ ପୀଡ଼ିତ ପରିବାରକୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି l
    4
    ଲଗାଣ ବର୍ଷା ଯୋଗୁଁ ପିପଳ ଗଛ ଘର ଉପରେ ପଡିବାରୁ ଘରକାନ୍ଥ ଭୁଶୁଡି ୧୦ ଜଣ ଆହତ
ବୌଦ୍ଧ:ବୌଦ୍ଧରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି l ଗତକାଲି ରାତି ୧୨ ଟା ସମୟରେ ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକ୍ ସରସରl ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲପାଲି ଗ୍ରାମରେ ପ୍ରବଳ ବର୍ଷା ଓ ପ୍ରଚଣ୍ଡ ପବନ ବହିବା ଫଳରେ ପ୍ରାୟ ୧୫୦ ବର୍ଷର ଏକ ପିପ୍ପଳ ଗଛ ଚେର ସହିତ ଉପୁଡ଼ି ପଡ଼ି ଲବଣୀ ଅମାତ୍ ଙ୍କ ଘର ଉପରେ ପଡିଯିବା ଫଳରେ ଘର ଓ କାନ୍ଥ ଭାଙ୍ଗି ଯାଇଥିଲା ଓ ଶୋଇଥିବା ଅବସ୍ଥାରେ ସେମାନଙ୍କ ଉପରେ ଆଜବେଷ୍ଟସ ଓ କାନ୍ଥ ପଡ଼ି ଯାଇଥିବାରୁ ଘରେ ବାସ କରୁଥିବା ୧୦ ଜଣ ଆହତ ହୋଇଥିଲେ l ସେମାନଙ୍କ ମଧ୍ୟରୁ ସଞ୍ଜୀବ ଅମାତ ଓ ତାଙ୍କର ସ୍ରୀ ସୁଜାତା ଅମାତ ଓ ତାଙ୍କ ଝିଅ ଗୁରୁତର ଆହତ ହୋଇଥିଲେ l ରାତିରେ ଗଛ ମାଡ଼ି ବସିଥିବା ଓ ଘର ଭିତରେ ଚାପି ହୋଇ ଯାଇଥିବା ପରିବାରର ୧୦ ଜଣଙ୍କୁ ଗ୍ରାମବାସୀ  ଉଦ୍ଧାର କରିଥିଲେ ଓ ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ l ଗଛ ମାଡ଼ି ବସିଥିବା ହେତୁ ତାର ଛିଣ୍ଡି ଯାଇଥିବା ବେଳେ ଖବର ପାଇ ଟାଟା ପାୱାରର କର୍ମଚାରୀ ମାନେ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିବା ଓ ଅଗ୍ନିଶମ ବାହିନୀ ଘର ଉପରେ ପଡି ରହିଥିବା ଗଛ କାଟୁଥିବା ଦେଖିବlକୁ ମିଳିଥିଲା l ତେଣେ ସରସରl ଗ୍ରାମ ପଞ୍ଚାୟତ ତରଫରୁ ପୀଡ଼ିତ ମାନଙ୍କ ପାଇଁ ଶୁଖିଲା ଖାଦ୍ଯ ତଥା ଚାଉଳ ଡାଲି ଇତ୍ଯାଦି ଯୋଗେଇ ଦିଆଯାଇଥିବା ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ଧିରେନ ବିଶୋଇ ପ୍ରକାଶ କରିଥିଲେ l ଜମିହୀନ ପୀଡ଼ିତ ପରିବାରକୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି l
    user_RABINDRA PATTNAIK
    RABINDRA PATTNAIK
    Social worker ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.