କପ୍ତିପଦାରୁ ଧରା ହେଲା ଗଞ୍ଜେଇ, ବାଙ୍ଗିରିପୋଷିରେ ଲିଙ୍କ! ଅଭିଯୁକ୍ତଙ୍କୁ ଖୋଜୁଛି ଟିମ୍ – ପୋଲିସ ଚୁପ୍ କାହିଁକି? ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଞ୍ଚଳରୁ ଧରା ଯାଇଥିବା ଗଞ୍ଜେଇ ମାମଲାରେ ବାଙ୍ଗିରିପୋଷି ଥାନା ଅଞ୍ଚଳର ସଂପୃକ୍ତି ଥିବା ସୂତ୍ର ମିଳିଥିବାରୁ ତଦନ୍ତ ଗତିଶୀଳ ହୋଇଛି। ବିଶେଷ ଟିମ୍ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ବୋଲି ଜଣାପଡ଼ିଛି। ସୂତ୍ରମାନଙ୍କ କହିବା ଅନୁସାରେ, ଗଞ୍ଜେଇ ଚାଲାଣ ରାକେଟ୍ର ସୂତ୍ର ବାଙ୍ଗିରିପୋଷି ଅଞ୍ଚଳ ସହ ଜଡିତ ଥିବା ସନ୍ଦେହ କରାଯାଉଛି। ତେବେ ଏତେ ବଡ଼ ଚାଲାଣ ଚକ୍ର ସକ୍ରିୟ ଥିବା ସତ୍ତ୍ୱେ ବାଙ୍ଗିରିପୋଷି ପୋଲିସ ନିରବ ରହିଥିବାକୁ ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟ ମହଳରେ ଚର୍ଚ୍ଚା—ଯଦି ଲିଙ୍କ ସ୍ପଷ୍ଟ, ତେବେ କାର୍ଯ୍ୟାନୁଷ୍ଠାନ କାହିଁକି ବିଳମ୍ବ? ପୋଲିସ ପୂର୍ବରୁ ତଥ୍ୟ ଜାଣିଥିଲେ କି? ନାକି ତଦନ୍ତ ଗୁପ୍ତ ରଖାଯାଇଛି? ଏପର୍ଯ୍ୟନ୍ତ ବାଙ୍ଗିରିପୋଷି ପୋଲିସ ପକ୍ଷରୁ ସ୍ପଷ୍ଟ ପ୍ରତିକ୍ରିୟା ମିଳିନଥିବା ବେଳେ, ସମ୍ପୂର୍ଣ୍ଣ ଘଟଣାକୁ ନେଇ ଜନମନରେ ସନ୍ଦେହ ଘନୀଭୂତ ହେଉଛି। ଜିଲ୍ଲା ପୋଲିସ ପକ୍ଷରୁ ଶୀଘ୍ର ସ୍ପଷ୍ଟିକରଣ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି

- ମୟୁରଭଞ୍ଜ କିନ୍ନର ସଂଘର ସଭାପତି ମନୀଷା ସେନାପତିଙ୍କ 32ତମ ଜନ୍ମ ବାର୍ଷିକୀ କେମିତି ହେଲା?1
- ଆଜିକାର ଇଣ୍ଟରନେଟ୍ ଯୁଗରେ ଡିଜିଟାଲ୍ ସୁରକ୍ଷା ଏବଂ ସାଇବର୍ ଅପରାଧରୁ ସୁରକ୍ଷା ନିୟମିତ ସଚେତନତାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ଏମ୍ପିସି ଅଟୋନୋମସ୍ କଲେଜ ଠାରେ ସେଫାର୍ ଇଣ୍ଟରନେଟ୍ ଡେ ଭବ୍ୟତାର ସହିତ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ GET 2 NET କମ୍ପ୍ୟୁଟର୍ ଷ୍ଟଡି ସେଣ୍ଟର ଦ୍ୱାରା ଓଡ଼ିଶା କମ୍ପ୍ୟୁଟର୍ ଅପ୍ପଲିକେସନ ସେଣ୍ଟର (OCAC) ଏବଂ ଓଡ଼ିଶା ନଲେଜ କର୍ପୋରେସନ ଲିମିଟେଡ଼ (OKCL) ର ସହଯୋଗରେ ଆୟୋଜିତ ହୋଇଥିଲା।1
- କାଲି ଭାରତ ବନ୍ଦ ଡାକରା ସମର୍ଥନ ଦେଲା କଂଗ୍ରେସ ପ୍ରବାଭ ରେ ସବୁ ସରକାରୀ ଅଫିସ ରହିବ ବନ୍ଦ ସହିତ ବ୍ୟାଙ୍କ୍ ସ୍କୁଲ1
- Post by Khabar1
- ୨୦୨୭ ଜନଗଣନା ପାଇଁ ଜିଲ୍ଲା ସ୍ତରୀୟ ଜନଗଣନା ଅଧିକାରୀଙ୍କ ସମୀକ୍ଷା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ମାନେ ସାମିଲ ହୋଇଥିଲେ। ପ୍ରକାଶ ଥାଉ କି ଆସନ୍ତା ଏପ୍ରିଲ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଗୃହତାଲିକା ଓ ଗୃହ ଗଣନା କାର୍ଯ୍ୟ ଆରମ୍ଭ ହେବା ନେଇ ଏହି ବୈଠକରେ ସୂଚନା ପ୍ରଦାନ କରା ଯାଇଛି।1
- 👉 ଗାଙ୍ଗୁଲି କହିଛନ୍ତି – କ୍ରୀଡା ଓ ରାଜନୀତି ଭିନ୍ନ। ଭାରତ-ପାକିସ୍ତାନ ମ୍ୟାଚ୍ ସଦା ରୋମାଞ୍ଚକର। ଭାରତ ଦଳ ଶକ୍ତିଶାଳୀ, ପାକିସ୍ତାନ ପାଇଁ ଜିତିବା ସହଜ ହେବ ନାହିଁ। 📌 କିନ୍ତୁ ଦୁଇ ଦଳ ମଧ୍ୟରେ ହେବ ଜୋରଦାର ମୁକାବିଲା! #SouravGanguly #T20WorldCup #IndiaVsPakistan #Cricket #TeamIndia #PakistanCricket #CricketLovers #OdiaSports #T20Match #CricketNews1
- ସାରା ଓଡ଼ିଶାରେ ମଙ୍ଗଳବାର ଦିନ ପ୍ରଦେଶ କିଶାନ କଂଗ୍ରେସ କମିଟି ପକ୍ଷରୁ କୁଶ ପୁତ୍ତଳିକା ଦାହ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲା ପୂର୍ବ ଶାଖା ପକ୍ଷରୁ ଜିଲ୍ଲା ସଭାପତି ଦୀପକ ଦାଶ ଙ୍କ ସଭାପତିତ୍ବରେ ବିକ୍ଷଭ ପ୍ରଦର୍ଶନ ସହ ବାରିପଦାର ଶିଶୁ ଉଦ୍ୟାନ ନିକଟରୁ ଏକ ରାଲି ରେ ଆସି ଜିଲ୍ଲାପାଳ କାର୍ଯ୍ୟାଳୟ ରେ ପହଞ୍ଚିବା ପରେ ସେଠାରେ ବିକ୍ଷଭ ପ୍ରଦର୍ଶନ କରାଯାଇଥିଲା। ଏହାପରେ କୃଷକ ବିରୋଧୀ ଓ କୃଷି ବିରୋଧୀ କୃଷି ମନ୍ତ୍ରୀ କେବି ସିଂ ଦେଓ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିବା ନେଇ କିଶାନ କଂଗ୍ରେସ କମିଟି ର ଅଧ୍ୟକ୍ଷ ଅଭୟ ସାହୁ ଏନେଇ ପ୍ରତିକ୍ରିୟାରେ ସୂଚନା ଦେଇଛନ୍ତି।1
- ବାରିପଦା - ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ପ୍ରେସ ମିଟ (ବାରିପଦା ଷ୍ଟାଡିଅମ କନଫରେନ୍ସ ହଲ )11/2/261
- ମୋ ସାନ ଭାଇ ଟା ସବୁ ବିଗାଡି ଦେଇଚି ମାଟି କରିଦେଲା ବିଜେଡ଼ି କୁ ସଫା କରିଦେଲା ଭାଇ ଟା ବୁଢ଼ା ଟାକୁ କେରେକେରା କରିଦେଲା ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣଗ୍ରାହୀ କହିଲେ ସବୁ1