Shuru
Apke Nagar Ki App…
ଭିର୍ଣ୍ଣକ୍ଷମ ହେଲେବି ସେ ସକ୍ଷମ । କର୍ମ ମଣିଷକୁ କରିଛି ମହାନ । ଅନନ୍ୟ ବ୍ୟକ୍ତିତ୍ୱ ଶ୍ରୀକ୍ଷେତ୍ର ସାହୁ। ଯାଜପୁର :-ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବନ୍ୟା ପ୍ଲାବିତ ଅଂଚଳରୁ । ନିଜ ଭତ୍ତା ପଇସାରେ ବନ୍ୟା ବିପନ୍ନମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କଲେ ଶ୍ରୀକ୍ଷେତ୍ର ସାହୁ | ବର୍ଷାକୁ ଖାତିର ନକରି ନିଜ ଏହି ତିନି ଚକିଆ ସାଇକଲ ସାହାଯ୍ୟରେ ବନ୍ୟା ବିପନ୍ନଙ୍କ ପାଖରେ ପହଁଚିଲେ | ମନରେ ଦରଦ ଆଉ ଅନ୍ୟର ଦୁଃଖକୁ ହୃଦୟଙ୍ଗମ କରିପାରୁଥିବା ମଣିଷଟିଏ | ଆପଣମାନେ ଚିନ୍ତା କରନ୍ତୁ ସେ କେତେ ଟଙ୍କା ବା ଭତ୍ତା ପାଉଥିଲେ କିନ୍ତୁ ବନ୍ୟା ବିପନ୍ନଙ୍କ ଦୁଃଖ ସହିନପାରି ସେମାନଙ୍କ ନିକଟରେ କିଛି ଶୁଖିଲା ଖାଦ୍ୟ ସହ ପହଁଚିଛନ୍ତି |
ରଞ୍ଜନ କୁମାର ଦଳାଇ

More news from ଓଡ଼ିଶା and nearby areas
- ❤️❤️❤️🌺🌺🌺🙏🙏🙏ଓଁ ଜୟ ଜଗଦୀଶ ହରେ. 🙏🙏🙏🌺🌺🌺❤️❤️❤️..1
- ରିଲିଫ କୁ ନେଇ ପ୍ରମିଳା ଓ ବବିତା ମୁହାଁମୁହିଁ, ବନ୍ୟା ବେଳେ ବାଦିପାଲା,ନେତାମାନଙ୍କ ମଧ୍ୟରେ ଥମିବାର ନାଁ ଧରୁନି ବାକ୍ ଯୁଦ୍ଧ । ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ବନ୍ୟା ଓ ରିଲିଫ ବଣ୍ଟନକୁ ନେଇ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ବିଜେପି ନେତ୍ରୀ ବବିତା ମଲ୍ଲିକଙ୍କ ମଧ୍ୟରେ ରାଜନୈତିକ ତର୍କ ଏବଂ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି।ପ୍ରମିଳା ବନ୍ୟା ଓ ରିଲିଫ ବଣ୍ଟନରେ ଅବହେଳା ଏବଂ ପ୍ରଶାସନିକ ବିଳମ୍ବ ପ୍ରସଙ୍ଗରେ ବିଜେଡି MLA ପ୍ରମିଳା ମଲ୍ଲିକ ସରକାର ତଥା କର୍ତ୍ତୃପକ୍ଷଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।ଅନ୍ୟପକ୍ଷରେ ବିଜେପି ନେତ୍ରୀ ବବିତା ମଲ୍ଲିକ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରମିଳା ମଲ୍ଲିକଙ୍କ ରାଜନୀତିକୁ ଟାର୍ଗେଟ କରି କଡ଼ା ଜବାବ ଦେଇଛନ୍ତି1
- ଚୋରା ନିଶାଦ୍ରବ୍ୟ କାରବାର ବିରୋଧରେ ରାଷ୍ଟ୍ରୀୟ ବଜରଂଗ ଦଳ ଘେରୋଉ କଲେ ଅବକାରୀ ଅଫିସ। ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚୋରା ନିଶାଦ୍ରବ୍ୟ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି। ଆଜିର ଦିନରେ ଗାଁ ଗଣ୍ଡାରେ ଯୁବ ପିଢିଙ୍କୁ ପଥଭ୍ରଷ୍ଟ କରୁଛି ବିଭିନ୍ନ ପ୍ରକାରର ନିଶା । ଏହି ନିଶା ବେପାରୀଙ୍କ ବିରୋଧରେ ରାଷ୍ଟ୍ରୀୟ ବଜରଂଗ ଦଳ ଘେରାଉ କଲେ ଅବକାରୀ ଅଫିସ ।1
- balibil gopala sahi ra pani rastare jami rahithibaru jiba asiba pani asubidha hauchi1
- ଧାନ ମଣ୍ଡିରେ ପଞ୍ଜିକରଣ ଅବଧି ବୃଦ୍ଧି ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଧାନ ମଣ୍ଡିରେ ପଞ୍ଜିକରଣ ଅବଧି ବୃଦ୍ଧି ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ #LatestNews #UpdateNews #apanankakhabara #jagatsinghpur #news #OdishaNews #odisha1
- ଢେଙ୍କାନାଳ ପୌରଅଧ୍ୟକ୍ଷ୍ୟା ପ୍ରୋସ ମିଟିଙ୍ଗି ରେ ବରିଷ୍ଟ ସମାଜସେବି ରାମଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା1
- Post by KSHIROD CHANDRA PANDA1
- 🌺🌺🌺🌺🌺🙏🙏🙏🙏🙏ଜୟ ଶ୍ରୀରାମ 🙏🙏🙏🙏🙏🌺🌺🌺🌺🌺.....1