Shuru
Apke Nagar Ki App…
ଦୟା ସେତୁ ନିକଟରେ ସ୍କୁଟିକୁ ପିଟିଲା ଟ୍ରକ...ସ୍କୁଟି ଚାଳକ ମୃତ । ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦୟା ନଦୀ ସେତୁ ନିକଟରେ
Gagan Bhoi
ଦୟା ସେତୁ ନିକଟରେ ସ୍କୁଟିକୁ ପିଟିଲା ଟ୍ରକ...ସ୍କୁଟି ଚାଳକ ମୃତ । ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦୟା ନଦୀ ସେତୁ ନିକଟରେ
More news from ଓଡ଼ିଶା and nearby areas
- Post by Gagan Bhoi3
- ଭାରତମାତା କି ଜୟ ସ୍ଲୋଗାନକୁ ନେଇ କୋର୍ଟ ପରିସର ପାଲଟିଥିଲା ରଣକ୍ଷେତ୍ର। ଜଗତସିଂହପୁର ଓକିଲ ସଂଘ ନିର୍ବାଚନ ଫଳାଫଳ ବାହାରିବା ପର ର ଦୃଶ୍ୟ। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିଲେ ହାତାହାତି I ଗୋଟିଏ ଗୋଷ୍ଠୀର କିଛି ଯୁବକ ଭାରତମାତା କି ଜୟ ସ୍ଲୋଗାନ ଦେଇଥିଲେ । ଅନ୍ୟ ଗୋଷ୍ଠୀ ଏହାକୁ ମନା କରିଥିଲେ | ଶେଷରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ହୋଇଥିଲେ | ଯାହା ସମଗ୍ର ଜଗତସିଂହପୁର ଅଂଚଳରେ ଚର୍ଚ୍ଚାର ଖୋରାକ ଯୋଗାଇଛି ।1
- Post by Dhenkanal News1
- Post by Dipak Kumar Nayak1
- ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଜମୁନା କୋଟ ନିକଟ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସୁଚନା ମୁତାବକ ବାରୁଆଁ ବି ଗ୍ରାମର ଯୁବକ ଭାବଗ୍ରାହୀ ଖୁଣ୍ଟିଆ ଜମୁନାକୋଟ ନିକଟରେ ଚାଲିଚାଲି ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଭାବଗ୍ରାହୀ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ହେଲେ ଅଧିକ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ ।1
- ଭଲପାଇ ବିବାହ କରିଥିବା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା କରୁକୁଡୁପା ଗ୍ରାମର ଫିଲମନ ଦିଗାଲ କଣାସ ବ୍ଲକ କୋଟକଣା ଛକରେ ସ୍ୱାମୀ ସ୍ତ୍ରୀ ଭଡାଘରେ ରହୁଥିବାବେଳେ ଫିଲମନର ଶଶ୍ୱୁର କୃଷ୍ଣପ୍ରସାଦର ବ୍ଲକର ମୋହନ ବେହେରା ଫେବୃଆରୀ ୯ ତାରିଖରେ ଜ୍ୱାଇଁଙ୍କ ଭଡାଘରେ ପହଁଚି ଜ୍ୱାଇଁକୁ ବଜାରକୁ ଯିବା ବୋଲି ଡାକି ନେଇ ମଝି ରାସ୍ତାରେ ଝାଡା ବସିବା କଥା କହି ଖସିଯାଇଥିବାବେଳେ ଫୂର୍ବରୁ ପ୍ରସ୍ତୁତି ଅନୁଯାୟୀ ଚାରି ପା ଜଣ ବ୍ୟକ୍ତି ଫିଲମନକୁ ଅପହରଣ କରି ନେଇ ମାରି ଦେଇଥିବା ଫିଲମାନର ପତ୍ନୀ ଝାନ୍ସୀ ବେହେରା ଗଡିଶାଗୋଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଗଡିଶାଗୋଦା ଥାନା ଅଧିକାରୀ ତଦନ୍ତ କରି ଅପହରଣ କରିଥିବା ଶଶ୍ୱୁର ମୋହନ ବେହେରାଙ୍କୁ ବାହାର ରାଜ୍ୟରୁ ଏକ ମାସ ପରେ ବଗିରଫ କରି କୋର୍ଟ ଚାଲଣ କରିଥିଲେ । ତିନି ଦିନ ହେଲା ହତ୍ୟାକାଣ୍ଡରେ ସହ ଯୋଗ କରିଥିବା ଆସାମୀମାନଙ୍କୁ ପୁଲିସ ବାହାର ରାଜ୍ୟରୁ ଗିରଫ କରି ଫିଲମନକୁ ହତ୍ୟାକରି କେଉଁଠାରେ ପକାଇଛ ସ୍ଥାନ ଦେଖାଇବାକୁ ପଚାରିବାରୁ ନୂଆ ନଈରେ ହତ୍ୟାକାଣ୍ଡ ପରେ ଫିଲମନର ଶବକୁ ପକାଇଥିବା କହିବାରୁ ଆସାମୀ ମାନଙ୍କୁ ଘଟଣା ସ୍ଥଳକୁ ନେଇ ଅଗ୍ନିସମ ବିଭାଗର କର୍ମଚାରୀମାନଙ୍କ ଦ୍ୱାରା ନୂଆନଈ ଖୋଜାଖୋଜି କରିଥିଲେ ମଧ୍ୟ ଫିଲମନର ଶବ କୈାଣସି ସନ୍ଧାନ ନପାଇ ପୁଲିସ ନିରାଶରେ ଫେରି ଆସିଛି ।3
- Post by NEWS MANORANJAN1
- Post by Gagan Bhoi1
- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଂହା ପ୍ରାଥମିକ କୃଷି ସମବାୟ ସମିତିର ଚାଷିମାନଙ୍କ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଘେରାଉ କରିଥିଲେ । ସେମାନେ ଲିଖିତ ଅଭିଯୋଗ କରିଛନ୍ତି ତୁମୁସିଂହା ପ୍ରାଥମିକ କୃଷି ସମବାୟ ସମିତିରେ ୧୧୩ ଜଣ ଚାଷିଙ୍କର ୨୪୦୪ କୁଇଣ୍ଟାଲ ଧାନ ଦେବା ପାଇଁ ଧାର୍ଯ୍ୟ କରାଯାଇଛି । ହେଲେ ଅବଧିର ସମୟ ସୀମା ମଙ୍ଗଳବାର ଦିନ ପୁରିବାକୁ ଯାଉଛି ହେଲେ ମିଲର ଧାନ କିଣିବାକୁ ନାରାଜ । ଏଥିପାଇଁ ୧୧୩ ଚାଷି ଧାନ ବିକ୍ରି କରିବାରୁ ବଞ୍ଚିତ ହେବେ ସେଥିପାଇଁ ଋଷିମାନେ ସୋସାଇଟରେ ଧାରଣା ଦେଇଥିଲେ । ପରେ ମଧ୍ୟାହ୍ନ ୨ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ ।1