logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜାତୀୟ ରାଜପଥରୁ ଅଜଣା ଉଲଗ୍ନ ମହିଳା ଉଦ୍ଧାର ଦେବଗଡ଼: ଆଜି ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାୟକ ଦେବଗଡ ସଦର ମହକୁମାରୁ ବIରକୋଟ ବ୍ଲକ ଅଭିମୁଖେ ଯାଉଥିବା ସମୟରେ ଜଣେ ଅଜଣା ମହିଳା , ବୟସ ପାଖାପାଖି ୩୦ ଭିତରେ ହେବ , କIଲକଟ ଛକ ଜାତୀୟ ରାଜପଥରେ ସମ୍ପୂର୍ଣ ଉଲଗ୍ନ ଅବସ୍ଥାରେ ଚାଲି ଚାଲି ଯାଉଥିବାର ଦେଖିବାକୁ ପାଇଲେ I ସେ ତୁରନ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କୁ ଫୋନ ଯୋଗେ ସୂଚନା ଦେଲେ I ସୂଚନା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ନିଜ ଅଫିସରୁ ଡୋର ସ୍କିନ ଖଣ୍ଡିଏ ସାଙ୍ଗରେ ନେଇ ସୁରକ୍ଷା ଅଧିକାରିଣୀ କ୍ରାନ୍ତି ମଞ୍ଜରି ଧIଉନଲିଆ , ଚାଇଲ୍ଡଲାଇନର ତପସ୍ଵିନୀ ମହାକୁଳ ଓ ନଲିନୀ ମହାନନ୍ଦଙ୍କ ସହିତ ଘଟନା ସ୍ଥଳରେ ପହଞ୍ଚିଲେ I ଅଜଣା ମହିଳା ଜଣକୁ ଉଲଗ୍ନ ଅବସ୍ଥାରେ କIଲକଟ ଛକ ଦୁର୍ଗI ମନ୍ଦିର ପାଖରେ ଦେଖିବାକୁ ମିଳିଥିଲା I ଜାତୀୟ ରାଜପଥରେ ଅନେକ ଟ୍ରକ କିଛି ସମୟ ଅଟକି ଉଲଗ୍ନ ମହିଳାକୁ ଚାହିଁ ଦେଇ ଚାଲି ଯାଉଥିଲେ I ପ୍ରାଥମିକ ତଦନ୍ତରୁ ଜଣ ପଡିଲା ମହିଳା ଜଣକ ଖଣ୍ଡି ଓଡିଆ କହୁଛନ୍ତି I ନିଜ ପରିଚୟ ଠିକରେ ଦେଇପାରୁ ନାହାନ୍ତି , ସୁନ୍ଦରଗଡ କିମ୍ବା ଝାରଖଣ୍ଡ ଅଞ୍ଚଳର ବୋଲି ମନେ ହେଉ ଥିଲା I କୌଣସି ଟ୍ରକ ଡ୍ରାଇଭର ଏଠାରେ ଛାଡି ଚାଲିଯାଇଥିବାର ବି ସନ୍ଦେହ କରାଯାଇପାରେ I ମହିଳା ଜଣଙ୍କର ମାନସିକ ସ୍ଥିତି ଠିକ ନ ଥିବାରୁ ନିଜ ଠିକଣା କହିପାରୁ ନ ଥିଲେ I ଜାତୀୟ ରାଜପଥରୁ ମହିଳାଙ୍କୁ ଉଦ୍ଧାର କରି ନୂଆ ଡାକ୍ତରଖାନା ସ୍ଥିତ ସଖୀ କେନ୍ଦ୍ରରେ ସାମୟିକ ଭାବେ ଆଶ୍ରୟ ଦିଆଯାଇ ଥିବାର ସୂଚନା ମିଳିଛି I

on 4 October
user_Nilesh Anirudha Nayak
Nilesh Anirudha Nayak
Journalist Kundheigola, Deogarh•
on 4 October
7d61e2b0-6a5b-4f40-ae44-c3feccb69012

ଜାତୀୟ ରାଜପଥରୁ ଅଜଣା ଉଲଗ୍ନ ମହିଳା ଉଦ୍ଧାର ଦେବଗଡ଼: ଆଜି ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାୟକ ଦେବଗଡ ସଦର ମହକୁମାରୁ ବIରକୋଟ ବ୍ଲକ ଅଭିମୁଖେ ଯାଉଥିବା ସମୟରେ ଜଣେ ଅଜଣା ମହିଳା , ବୟସ ପାଖାପାଖି ୩୦ ଭିତରେ ହେବ , କIଲକଟ ଛକ ଜାତୀୟ ରାଜପଥରେ ସମ୍ପୂର୍ଣ ଉଲଗ୍ନ ଅବସ୍ଥାରେ ଚାଲି ଚାଲି ଯାଉଥିବାର ଦେଖିବାକୁ ପାଇଲେ I ସେ ତୁରନ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କୁ ଫୋନ ଯୋଗେ ସୂଚନା ଦେଲେ I ସୂଚନା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ନିଜ ଅଫିସରୁ ଡୋର ସ୍କିନ ଖଣ୍ଡିଏ ସାଙ୍ଗରେ ନେଇ ସୁରକ୍ଷା ଅଧିକାରିଣୀ କ୍ରାନ୍ତି ମଞ୍ଜରି ଧIଉନଲିଆ , ଚାଇଲ୍ଡଲାଇନର ତପସ୍ଵିନୀ ମହାକୁଳ ଓ ନଲିନୀ ମହାନନ୍ଦଙ୍କ ସହିତ ଘଟନା ସ୍ଥଳରେ ପହଞ୍ଚିଲେ I ଅଜଣା ମହିଳା ଜଣକୁ ଉଲଗ୍ନ ଅବସ୍ଥାରେ କIଲକଟ ଛକ ଦୁର୍ଗI ମନ୍ଦିର ପାଖରେ ଦେଖିବାକୁ ମିଳିଥିଲା I ଜାତୀୟ ରାଜପଥରେ ଅନେକ ଟ୍ରକ କିଛି ସମୟ ଅଟକି ଉଲଗ୍ନ ମହିଳାକୁ ଚାହିଁ ଦେଇ ଚାଲି ଯାଉଥିଲେ I ପ୍ରାଥମିକ ତଦନ୍ତରୁ ଜଣ ପଡିଲା ମହିଳା ଜଣକ ଖଣ୍ଡି ଓଡିଆ କହୁଛନ୍ତି I ନିଜ ପରିଚୟ ଠିକରେ ଦେଇପାରୁ ନାହାନ୍ତି , ସୁନ୍ଦରଗଡ କିମ୍ବା ଝାରଖଣ୍ଡ ଅଞ୍ଚଳର ବୋଲି ମନେ ହେଉ ଥିଲା I କୌଣସି ଟ୍ରକ ଡ୍ରାଇଭର ଏଠାରେ ଛାଡି ଚାଲିଯାଇଥିବାର ବି ସନ୍ଦେହ କରାଯାଇପାରେ I ମହିଳା ଜଣଙ୍କର ମାନସିକ ସ୍ଥିତି ଠିକ ନ ଥିବାରୁ ନିଜ ଠିକଣା କହିପାରୁ ନ ଥିଲେ I ଜାତୀୟ ରାଜପଥରୁ ମହିଳାଙ୍କୁ ଉଦ୍ଧାର କରି ନୂଆ ଡାକ୍ତରଖାନା ସ୍ଥିତ ସଖୀ କେନ୍ଦ୍ରରେ ସାମୟିକ ଭାବେ ଆଶ୍ରୟ ଦିଆଯାଇ ଥିବାର ସୂଚନା ମିଳିଛି I

More news from Anugul and nearby areas
  • ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୁତିରେ ଦେଉଳବେଡା ତେଲିସାହି ଠାରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ତାଳଚେର :-ତାଳଚେର ପୌରାଞ୍ଚଳର ହାଣ୍ଡିଧୁଆ ସ୍ଥିତ ଦେଉଳବେଡା ତେଲିସାହି ମାଉସୀ ମା' ମନ୍ଦିର ପ୍ରାଗଣରେ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି ଭୂମି ପୁଜନ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ନିରୋଦ ପ୍ରଧାନଙ୍କ ସହ ଦେଉଳବେଡ଼ା ତେଲିସାହି ଗ୍ରାମ କମିଟି ସଭାପତି ନବକିଶୋର ସାହୁ ପୂଜାରେ ବସିଥିଲେ । ଏହି କାର୍ଯ୍ୟକ୍ରମରେ ତାଳଚେର ସମସ୍ତ ଜନସାଧାରଣ ସାମିଲ ହେବା ସହ ପୂର୍ବତନ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ନଗରପାଳ ପବିତ୍ର ଭୂତିଆ, କାଉନସିଲର ଲୀନା ସାହୁ, ଅନୀତା ବିଶ୍ୱାଳ, ବିଜେପି ଜ଼ିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ଉପସଭାପତି ମନୋଜ ପ୍ରଧାନ, ବିଭୁତି ସାହୁ, ପୂର୍ବତନ ଉପ ନଗରପାଳ ଶୁଫଳା ପୃଷ୍ଟି, ପୂର୍ବତନ କାଉନସିଲର ଶଙ୍କର୍ଷଣ ବେହେରା ଓ ଆଇନଜୀବୀ ଦୟାସାଗର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଦେବେନ୍ଦ୍ର ପ୍ରଧାନ ସୃତି ସଂସଦର ସଭାପତି ତୁଷାର କୁମାର ସାହୁ ଓ ସାଧାରଣ ସମ୍ପାଦକ ଜ୍ଞାନେସ୍ୱର ସାହୁଙ୍କ ତତ୍ତ୍ୱାବଧାନରେ ଏହି ଭବ୍ୟ ଆୟୋଜନ ହେଇଥିଲା l ଡାକ୍ତର ଦେବେନ୍ଦ୍ର ପ୍ରଧାନ ତାଳଚେରରେ ତାଙ୍କର କର୍ମଭୂମି ଭାବେ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ l ଏହି ଠାରୁ ମଧ୍ୟ ବିଜେପି ଦଳ ପାଇଁ ତାଙ୍କର କାର୍ଯ୍ୟ କରିଥିଲେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l
    4
    ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୁତିରେ ଦେଉଳବେଡା ତେଲିସାହି ଠାରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ
ତାଳଚେର :-ତାଳଚେର ପୌରାଞ୍ଚଳର ହାଣ୍ଡିଧୁଆ ସ୍ଥିତ ଦେଉଳବେଡା ତେଲିସାହି ମାଉସୀ ମା' ମନ୍ଦିର ପ୍ରାଗଣରେ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି ଭୂମି ପୁଜନ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ନିରୋଦ ପ୍ରଧାନଙ୍କ ସହ ଦେଉଳବେଡ଼ା ତେଲିସାହି ଗ୍ରାମ କମିଟି ସଭାପତି ନବକିଶୋର ସାହୁ ପୂଜାରେ ବସିଥିଲେ । ଏହି କାର୍ଯ୍ୟକ୍ରମରେ ତାଳଚେର ସମସ୍ତ ଜନସାଧାରଣ ସାମିଲ ହେବା ସହ ପୂର୍ବତନ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ନଗରପାଳ ପବିତ୍ର ଭୂତିଆ, କାଉନସିଲର ଲୀନା ସାହୁ, ଅନୀତା ବିଶ୍ୱାଳ, ବିଜେପି ଜ଼ିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ଉପସଭାପତି ମନୋଜ ପ୍ରଧାନ, ବିଭୁତି ସାହୁ, ପୂର୍ବତନ ଉପ ନଗରପାଳ ଶୁଫଳା ପୃଷ୍ଟି, ପୂର୍ବତନ କାଉନସିଲର ଶଙ୍କର୍ଷଣ ବେହେରା ଓ ଆଇନଜୀବୀ ଦୟାସାଗର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଦେବେନ୍ଦ୍ର ପ୍ରଧାନ ସୃତି ସଂସଦର ସଭାପତି ତୁଷାର କୁମାର ସାହୁ ଓ ସାଧାରଣ ସମ୍ପାଦକ ଜ୍ଞାନେସ୍ୱର ସାହୁଙ୍କ ତତ୍ତ୍ୱାବଧାନରେ ଏହି ଭବ୍ୟ ଆୟୋଜନ ହେଇଥିଲା l ଡାକ୍ତର ଦେବେନ୍ଦ୍ର ପ୍ରଧାନ ତାଳଚେରରେ ତାଙ୍କର କର୍ମଭୂମି ଭାବେ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ l ଏହି ଠାରୁ ମଧ୍ୟ ବିଜେପି ଦଳ ପାଇଁ ତାଙ୍କର କାର୍ଯ୍ୟ କରିଥିଲେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l
    user_Priyamadhaba Das
    Priyamadhaba Das
    Journalists Talcher Sadar, Anugul•
    1 hr ago
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡ଼ା ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ଭୂମି ପୂଜନ। ତାଳଚେର:ତାଳଚେର ପୌରାଞ୍ଚଳ ୧୮ନଂ ୱାର୍ଡ ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡ ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ର ଭୂମି ପୂଜନ ଅନୁଷ୍ଠିତ। ଏହି ଭୂମି ପୂଜନ କାର୍ଯ୍ୟକ୍ରମ ରେ ବିଜେପି ର ଜିଲ୍ଲା ସଭାପତି ଯଯାତି କେଶରୀ ପଟ୍ଟନାୟକ,ପୂର୍ବତନ ସାଂସଦ ମହେଶ ସାହୁ, ନଗରପାଳ ପବିତ୍ର ଭୂତିଆ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
    1
    ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡ଼ା ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ଭୂମି ପୂଜନ।
ତାଳଚେର:ତାଳଚେର ପୌରାଞ୍ଚଳ ୧୮ନଂ ୱାର୍ଡ ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡ ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ର ଭୂମି ପୂଜନ ଅନୁଷ୍ଠିତ। ଏହି ଭୂମି ପୂଜନ କାର୍ଯ୍ୟକ୍ରମ ରେ ବିଜେପି ର ଜିଲ୍ଲା ସଭାପତି ଯଯାତି କେଶରୀ ପଟ୍ଟନାୟକ,ପୂର୍ବତନ ସାଂସଦ ମହେଶ ସାହୁ, ନଗରପାଳ ପବିତ୍ର ଭୂତିଆ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
    user_BIMBADHAR MOHAPATRA
    BIMBADHAR MOHAPATRA
    Journalist, Matrubhasa Talcher Sadar, Anugul•
    8 hrs ago
  • ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଠାରେ ସୁଶାସନ ସପ୍ତାହ ଅବସରରେ ଅଟଳ ସ୍ମୃତି ସମ୍ମିଳନୀ।
    1
    ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଠାରେ ସୁଶାସନ ସପ୍ତାହ ଅବସରରେ ଅଟଳ ସ୍ମୃତି ସମ୍ମିଳନୀ।
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    19 min ago
  • କୁଚିଣ୍ଡା ମହାବିଦ୍ୟାଳୟ ପ୍ରେକ୍ଷାଲୟରେ କୁଚିଣ୍ଡା ଭାରତୀୟ ଜନତା ପାର୍ଟି 🪷ନଗର ମଣ୍ଡଳ ପକ୍ଷରୁ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ।
    1
    କୁଚିଣ୍ଡା ମହାବିଦ୍ୟାଳୟ ପ୍ରେକ୍ଷାଲୟରେ କୁଚିଣ୍ଡା ଭାରତୀୟ ଜନତା ପାର୍ଟି 🪷ନଗର ମଣ୍ଡଳ ପକ୍ଷରୁ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ।
    user_Tanaya Mahapatra
    Tanaya Mahapatra
    Journalist Kochinda, Sambalpur•
    4 hrs ago
  • କେଉଁଟିପାଲି ଗୋଲ୍ଡେନ ହିଲ୍ ପବ୍ଲିକ ସ୍କୁଲରେ ଵାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
    1
    କେଉଁଟିପାଲି ଗୋଲ୍ଡେନ ହିଲ୍ ପବ୍ଲିକ ସ୍କୁଲରେ ଵାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
    user_Ajira Samachar
    Ajira Samachar
    Journalist Sonepur, Odisha•
    44 min ago
  • Dhanu jatra BARGARD 2025-26
    1
    Dhanu jatra BARGARD 2025-26
    user_ODISHA NEWS
    ODISHA NEWS
    Reporter Balangir, Odisha•
    9 hrs ago
  • Samanta sir vs Panda
    1
    Samanta sir vs Panda
    user_Thabira Majhi
    Thabira Majhi
    Bhubaneswar (M.Corp.), Khordha•
    12 hrs ago
  • ଚାଷୀଙ୍କ ବିକାଶ ପାଇଁ FPO ପକ୍ଷରୁ ନୀତି ନିର୍ଦ୍ଧାରଣ ବୈଠକ I Boudh News I @ranjankumardash
    1
    ଚାଷୀଙ୍କ ବିକାଶ ପାଇଁ FPO ପକ୍ଷରୁ ନୀତି ନିର୍ଦ୍ଧାରଣ ବୈଠକ I Boudh News I @ranjankumardash
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.