logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

आखिर क्यों आम आदमी पार्टी राघव चढ़ा के पीछे पड़ी हुई है और क्यों उन्हें संसद में बोलने नहीं दिया जा रहा है ओर उनके बोलने पर क्यों रोक लगाया जा रहा है #raghavchadda #ParliamentSession #AamAadmiParty आखिर क्यों आम आदमी पार्टी राघव चढ़ा के पीछे पड़ी हुई है और क्यों उन्हें संसद में बोलने नहीं दिया जा रहा है ओर उनके बोलने पर क्यों रोक लगाया जा रहा है #raghavchadda #ParliamentSession #AamAadmiParty

6 hrs ago
user_Anuj Shrma
Anuj Shrma
Voice of people Ainthapali, Sambalpur•
6 hrs ago

आखिर क्यों आम आदमी पार्टी राघव चढ़ा के पीछे पड़ी हुई है और क्यों उन्हें संसद में बोलने नहीं दिया जा रहा है ओर उनके बोलने पर क्यों रोक लगाया जा रहा है #raghavchadda #ParliamentSession #AamAadmiParty आखिर क्यों आम आदमी पार्टी राघव चढ़ा के पीछे पड़ी हुई है और क्यों उन्हें संसद में बोलने नहीं दिया जा रहा है ओर उनके बोलने पर क्यों रोक लगाया जा रहा है #raghavchadda #ParliamentSession #AamAadmiParty

More news from ଓଡ଼ିଶା and nearby areas
  • Post by SonepurSambad
    1
    Post by SonepurSambad
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    12 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଗମ୍ଭାରୀପାଲି ଗ୍ରାମରେ l ବୃଦ୍ଧା ଜଣ କ ରୋଷେଇ ପାଇଁ କlଠ ସଂଗ୍ରହ ପାଇଁ ଯାଇଥିବା ବେଳେ 11 kv ଇଲେକ୍ଟ୍ରି ତାର ରେ ଲାଗି ସକାଳ ରେ ଚାଲିଗଲା ବୃଦ୍ଧା ର ଜୀବନ l ମୃତ ମହିଳା ଜଣକ ହେଲେ ଗମ୍ଭାରୀପାଲି ଗାଁ ର ଅଜ୍ଞାନୀ ସୁନା ବୋଲି ଜଣା ପଡିଛି l ଘଟଣl ସ୍ଥଳେ ଡୁଙ୍ଗୁରିପାଲି ପୋଲିସ ପହଁଚି ବୃଦ୍ଧା କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷାଣ କରିଛନ୍ତି l
    1
    ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଗମ୍ଭାରୀପାଲି ଗ୍ରାମରେ l ବୃଦ୍ଧା ଜଣ କ ରୋଷେଇ ପାଇଁ କlଠ ସଂଗ୍ରହ ପାଇଁ ଯାଇଥିବା ବେଳେ 11 kv ଇଲେକ୍ଟ୍ରି ତାର ରେ ଲାଗି ସକାଳ ରେ ଚାଲିଗଲା ବୃଦ୍ଧା ର ଜୀବନ l ମୃତ ମହିଳା ଜଣକ ହେଲେ ଗମ୍ଭାରୀପାଲି ଗାଁ ର ଅଜ୍ଞାନୀ ସୁନା ବୋଲି ଜଣା ପଡିଛି l ଘଟଣl ସ୍ଥଳେ ଡୁଙ୍ଗୁରିପାଲି ପୋଲିସ ପହଁଚି ବୃଦ୍ଧା କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷାଣ କରିଛନ୍ତି l
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    19 hrs ago
  • #ମୁକ୍ତି_ତୀର୍ଥ_ମେଡ଼ିକାଲ_ଷ୍ଟୋର_ମୁକ୍ତି_ପାଇଲେ! #ପ୍ରଶାସନ_ସିଲ୍_କଲା ସୁବର୍ଣ୍ଣପୁର: ବୀରମହାରାଜପୁର ସ୍ଥିତ ମୁକ୍ତି ତୀର୍ଥ ମେଡ଼ିକାଲ ଷ୍ଟୋରକୁ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସିଲ୍ କରାଯାଇଛି। ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ମେଡ଼ିକାଲ ଷ୍ଟୋରରେ ଜଣେ ବ୍ୟକ୍ତି ଡାକ୍ତର ସାଜି ରୋଗୀ ସେବା କରୁଥିଲେ। ଛାତିରେ ଟେଥୋସ୍କୋପ ପକାଉ ଥିଲେ। ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ପ୍ରଶାସନ ଘଟଣାକୁ ହାଲୁକା ଭାବେ ନେଇ କାର୍ଯ୍ୟାନୁଷ୍ଠାନ ନେଉ ନଥିଲା। ଆଜି ସିଡିଏମଓ ଙ୍କୁ ଏନେଇ ସାମ୍ବାଦିକମାନେ ଗୋଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲେ। ଫଳରେ ବାଧ୍ୟ ହୋଇ ମୁକ୍ତି ତୀର୍ଥ ମେଡ଼ିକାଲ ଷ୍ଟୋରକୁ ଅପରାହ୍ନରେ ସ୍ୱାସ୍ଥ୍ୟ ବିଭାଗ ସିଲ୍ କରିଛି। ସନ୍ଧ୍ୟା ମେଡ଼ିକାଲ ଭଳି ଦୁଇ ଦିନ ବନ୍ଦ କରୁଛି ନା ମୁକ୍ତି ତୀର୍ଥ ମେଡ଼ିକାଲ ଷ୍ଟୋରକୁ ସବୁଦିନ ପାଇଁ ବନ୍ଦ୍ କରୁଛି ପ୍ରଶାସନ ଦେଖିବାକୁ ରହିଲା।
    1
    #ମୁକ୍ତି_ତୀର୍ଥ_ମେଡ଼ିକାଲ_ଷ୍ଟୋର_ମୁକ୍ତି_ପାଇଲେ! #ପ୍ରଶାସନ_ସିଲ୍_କଲା
ସୁବର୍ଣ୍ଣପୁର: ବୀରମହାରାଜପୁର ସ୍ଥିତ ମୁକ୍ତି ତୀର୍ଥ ମେଡ଼ିକାଲ ଷ୍ଟୋରକୁ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସିଲ୍ କରାଯାଇଛି। ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ମେଡ଼ିକାଲ ଷ୍ଟୋରରେ ଜଣେ ବ୍ୟକ୍ତି ଡାକ୍ତର ସାଜି ରୋଗୀ ସେବା କରୁଥିଲେ। ଛାତିରେ ଟେଥୋସ୍କୋପ ପକାଉ ଥିଲେ। ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ପ୍ରଶାସନ ଘଟଣାକୁ ହାଲୁକା ଭାବେ ନେଇ କାର୍ଯ୍ୟାନୁଷ୍ଠାନ ନେଉ ନଥିଲା। ଆଜି ସିଡିଏମଓ ଙ୍କୁ ଏନେଇ ସାମ୍ବାଦିକମାନେ ଗୋଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲେ। ଫଳରେ ବାଧ୍ୟ ହୋଇ ମୁକ୍ତି ତୀର୍ଥ ମେଡ଼ିକାଲ ଷ୍ଟୋରକୁ ଅପରାହ୍ନରେ ସ୍ୱାସ୍ଥ୍ୟ ବିଭାଗ ସିଲ୍ କରିଛି। ସନ୍ଧ୍ୟା ମେଡ଼ିକାଲ ଭଳି ଦୁଇ ଦିନ ବନ୍ଦ କରୁଛି ନା ମୁକ୍ତି ତୀର୍ଥ ମେଡ଼ିକାଲ ଷ୍ଟୋରକୁ ସବୁଦିନ ପାଇଁ ବନ୍ଦ୍ କରୁଛି ପ୍ରଶାସନ ଦେଖିବାକୁ ରହିଲା।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    19 hrs ago
  • ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ମହତ୍ୱାକାଂକ୍ଷୀ 'ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଭିତ୍ତିଭୂମି ମିଶନ'। ହେଲେ ଗ୍ରାଉଣ୍ଡ ଜିରୋର ଚିତ୍ର କିନ୍ତୁ କିଛି ଅଲଗା ବୟାନ କରୁଛି। କେଉଁଠି ଅଧାପନ୍ତରିଆ କୋଠା ତ ଆଉ କେଉଁଠି ନିର୍ମାଣ କାମରେ ବ୍ୟାପକ ଅନିୟମିତତା। ଲୋକଙ୍କ ପାଖକୁ ସେବା ପହଞ୍ଚିବା ପୂର୍ବରୁ ଯୋଜନା ଫେଲ୍ ମାରିବାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ।  ଗରିବ ଓ ସାଧାରଣ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। କିନ୍ତୁ ପ୍ରଶାସନିକ ଅବହେଳା ଏବଂ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏହି ଯୋଜନା ବାଟବଣା ହେଉଛି। ତଳସରା ପଞ୍ଚାୟତର ରାଉଲଡେଗା ଭଳି ଅଞ୍ଚଳରେ ନିର୍ମାଣ ହେଉଥିବା ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକ ଏହାର ଜ୍ୱଳନ୍ତ ଉଦାହରଣ। ଧାର୍ଯ୍ୟ ସମୟ ମଧ୍ୟରେ କାମ ଶେଷ ହୋଇଥିବା ଫଳକର ସୂଚୀତ କରାଯାଇଛି ହେଲେ ବାସ୍ତବିକ୍ ଚିତ୍ର ଅଲଗା , ଆଜି କେନ୍ଦ୍ରରେ ପାଣିର ସୁବିଧା ସହିତ ଆଲୁଅ ବ୍ୟବସ୍ଥା ଶୂନ୍ୟ । ତା ସହିତ ତଳସରା ରେ ସ୍ବାସ୍ଥ୍ୟ କେନ୍ଦ୍ର ଥାଇ ମାତ୍ର ଦୁଇ କିଲୋମିଟର ବ୍ୟବଧାନରେ ୪୫ ଲକ୍ଷ ୯ଶହ ୮୬ ଟଙ୍କାର ସ୍ବାସ୍ଥ୍ୟ ଯୋଜନା ହେବା ପ୍ରଶ୍ନ ଘେରରେ । ଏଥିରେ ଯୋଜନା ମୂଳକ ଭାବେ ପ୍ରତ୍ୟେକ ପ୍ରଶାସନିକ ଅଧିକାରୀ ସହିତ ଅଞ୍ଚଳ ର ପ୍ରତିନିଧି ସଂଶ୍ଳିଷ୍ଟ ଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଯୋଜନାର ଟଙ୍କା ଉପଯୁକ୍ଟ କାର୍ଯ୍ୟରେ ଖର୍ଚ୍ଚ ନ ହେବା ଫଳରେ ଲୋକେ ମୌଳିକ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି। 'ହରିଲୁଟ୍' ଶବ୍ଦ ଏବେ ଏହି ପ୍ରକଳ୍ପ ଗୁଡ଼ିକ ପାଇଁ ସାଧାରଣ ପାଲଟିଛି। ଆଜକୁ ୨ବର୍ଷ ହେବ ଏହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତିଆରି ହୋଇଛି କିନ୍ତୁ ଅଧୋପନ୍ତରିଆ ଭାବରେ ପଡି ରହିଛି l ସୁବିଧା ନ ଯୋଗାଇ ସ୍ଥାନୀୟ କର୍ମଚାରୀଙ୍କୁ ସ୍ଥାନରେ ରହି ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ବାଧ୍ୟ କରୁଥିବା ବିଶେଷ ସୂତ୍ରରୁ ସୂଚନା ରହିଛି । ଏ ନେଇ ତଲସରା ସରପଞ୍ଚ ଶ୍ରୀଯୁକ୍ତ ତ୍ରିଲୋଚନ ପ୍ରଧାନ ବାଲିଶଙ୍କରା ବ୍ଲକରେ ହୋଇଥିବା ଜିଲ୍ଲାପାଳ ଙ୍କ ଜନ ଶୁଣାଣି ରେ ଲିଖିତ ଦରଖାସ୍ତ ଦେଇଥିବା ଜଣାପଡିଛି । lସରକାରୀ ଯୋଜନାକୁ ବାସ୍ତବ ରୂପ ଦେବାରେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା କୁଆଡ଼େ ଗଲା? କାହିଁକି ବ୍ୟୟବହୁଳ ଯୋଜନା ଗୁଡ଼ିକ ତୃଣମୂଳ ସ୍ତରରେ ବିଫଳ ହେଉଛି? ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବ ନା ସାଧାରଣ ଜନତା ଏମିତି ହଇରାଣ ହେଉଥିବେ, ତାହା ଦେଖିବାକୁ ବାକି ରହିଲା।
    1
    ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ମହତ୍ୱାକାଂକ୍ଷୀ 'ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଭିତ୍ତିଭୂମି ମିଶନ'। ହେଲେ ଗ୍ରାଉଣ୍ଡ ଜିରୋର ଚିତ୍ର କିନ୍ତୁ କିଛି ଅଲଗା ବୟାନ କରୁଛି। କେଉଁଠି ଅଧାପନ୍ତରିଆ କୋଠା ତ ଆଉ କେଉଁଠି ନିର୍ମାଣ କାମରେ ବ୍ୟାପକ ଅନିୟମିତତା। ଲୋକଙ୍କ ପାଖକୁ ସେବା ପହଞ୍ଚିବା ପୂର୍ବରୁ ଯୋଜନା ଫେଲ୍ ମାରିବାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ।  ଗରିବ ଓ ସାଧାରଣ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। କିନ୍ତୁ ପ୍ରଶାସନିକ ଅବହେଳା ଏବଂ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏହି ଯୋଜନା ବାଟବଣା ହେଉଛି। ତଳସରା ପଞ୍ଚାୟତର ରାଉଲଡେଗା ଭଳି ଅଞ୍ଚଳରେ ନିର୍ମାଣ ହେଉଥିବା ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକ ଏହାର ଜ୍ୱଳନ୍ତ ଉଦାହରଣ। ଧାର୍ଯ୍ୟ ସମୟ ମଧ୍ୟରେ କାମ ଶେଷ ହୋଇଥିବା ଫଳକର ସୂଚୀତ କରାଯାଇଛି  ହେଲେ ବାସ୍ତବିକ୍ ଚିତ୍ର ଅଲଗା , ଆଜି କେନ୍ଦ୍ରରେ ପାଣିର ସୁବିଧା ସହିତ ଆଲୁଅ ବ୍ୟବସ୍ଥା ଶୂନ୍ୟ ।  ତା ସହିତ ତଳସରା ରେ  ସ୍ବାସ୍ଥ୍ୟ କେନ୍ଦ୍ର ଥାଇ ମାତ୍ର ଦୁଇ କିଲୋମିଟର ବ୍ୟବଧାନରେ  ୪୫ ଲକ୍ଷ ୯ଶହ ୮୬ ଟଙ୍କାର ସ୍ବାସ୍ଥ୍ୟ ଯୋଜନା ହେବା ପ୍ରଶ୍ନ ଘେରରେ । ଏଥିରେ ଯୋଜନା ମୂଳକ ଭାବେ ପ୍ରତ୍ୟେକ ପ୍ରଶାସନିକ ଅଧିକାରୀ ସହିତ ଅଞ୍ଚଳ ର ପ୍ରତିନିଧି ସଂଶ୍ଳିଷ୍ଟ ଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।  ଯୋଜନାର ଟଙ୍କା ଉପଯୁକ୍ଟ କାର୍ଯ୍ୟରେ ଖର୍ଚ୍ଚ ନ ହେବା  ଫଳରେ ଲୋକେ ମୌଳିକ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି। 'ହରିଲୁଟ୍' ଶବ୍ଦ ଏବେ ଏହି ପ୍ରକଳ୍ପ ଗୁଡ଼ିକ ପାଇଁ ସାଧାରଣ ପାଲଟିଛି। ଆଜକୁ ୨ବର୍ଷ ହେବ ଏହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତିଆରି ହୋଇଛି କିନ୍ତୁ ଅଧୋପନ୍ତରିଆ ଭାବରେ ପଡି ରହିଛି l ସୁବିଧା ନ ଯୋଗାଇ ସ୍ଥାନୀୟ କର୍ମଚାରୀଙ୍କୁ ସ୍ଥାନରେ ରହି ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ବାଧ୍ୟ କରୁଥିବା ବିଶେଷ ସୂତ୍ରରୁ ସୂଚନା ରହିଛି । ଏ ନେଇ ତଲସରା ସରପଞ୍ଚ  ଶ୍ରୀଯୁକ୍ତ ତ୍ରିଲୋଚନ ପ୍ରଧାନ  ବାଲିଶଙ୍କରା ବ୍ଲକରେ ହୋଇଥିବା ଜିଲ୍ଲାପାଳ  ଙ୍କ ଜନ ଶୁଣାଣି ରେ ଲିଖିତ ଦରଖାସ୍ତ ଦେଇଥିବା ଜଣାପଡିଛି । lସରକାରୀ ଯୋଜନାକୁ ବାସ୍ତବ ରୂପ ଦେବାରେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା କୁଆଡ଼େ ଗଲା? କାହିଁକି ବ୍ୟୟବହୁଳ ଯୋଜନା ଗୁଡ଼ିକ ତୃଣମୂଳ ସ୍ତରରେ ବିଫଳ ହେଉଛି? ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବ ନା ସାଧାରଣ ଜନତା ଏମିତି ହଇରାଣ ହେଉଥିବେ, ତାହା ଦେଖିବାକୁ ବାକି ରହିଲା।
    user_Raju kumar patel
    Raju kumar patel
    Mechanic ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    23 hrs ago
  • ଥାନା ପରିସରରେ ଶିଶୁଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଲକ୍ଷରେ ସରକାର ଶିଶୁ ମିତ୍ର ଥାନାର ପରିକଳ୍ପନା କରିଛନ୍ତି । ଦେବଗଡ ଜିଲ୍ଲା ବାରକୋଟ ଥାନା ଆଜି ଏଥିରେ ଯୋଡି ହୋଇଥିବା ବେଳେ ଶିଶୁମିତ୍ର ଥାନାର ଉଦଘାଟନ କରାଯାଇଛି । ଥାନା ଭିତରେ ପିଲାଙ୍କ ପାଇଁ ଶିଶୁ ଅନୁକୂଳ ପ୍ରକୋଷ୍ଠ ଖୋଲାଯାଇଛି । ଦେବଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ପ୍ରକୋଷ୍ଠକୁ ଫିତାକାଟି ଉଦଘାଟନ କରିଛନ୍ତି । ବିଭିନ୍ନ ସମୟରେ ପୋଲିସର ସହାୟତା ପାଇଁ କିମ୍ବା ପରିବାର ଲୋକଙ୍କ ସହିତ ଶିଶୁ ମାନେ ଥାନା ପରିସରକୁ ଆସିଥାନ୍ତି । ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନଙ୍କୁ ଥାନାରେ ରହିବାକୁ ମଧ୍ୟ ପଡିଥାଏ । ଉକ୍ତ ସମୟରେ ଥାନା ପରିସରରେ ଶିିଶୁ ମାନେ ଯେଭଳି ଏକ ଅନୁକୂଳ ପରିବେଶ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେଇ ପୁଲିସ ତରଫରୁ ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ଶିଶୁଙ୍କ ପାଇଁ ଖୋଲାଯାଇଥିବା ସ୍ୱତନ୍ତ୍ର ପ୍ରକୋଷ୍ଠ ଭିତରେ ବିଭିନ୍ନ ପ୍ରକାରର ଖେଳଣା ରଖାଯାଇଛି । ପଢିବା ପାଇଁ ପିଲାଙ୍କ ବହି ରଖାଯାଇଥିବା ବେଳେ ଥାନା ପରିସରରେ ବିଭିନ୍ନ ପ୍ରକାରର ଦୋଳି ଖଂଜା ଯାଇଛି । ପ୍ରକୋଷ୍ଠର ସମସ୍ତ କାନ୍ଥରେ ପିଲାଙ୍କୁ ସୁହାଇଲା ଭଳି ରଙ୍ଗ ବେରଙ୍ଗର ବିଭିନ୍ନ ଚିତ୍ର ଅଙ୍କାଯାଇଛି । ଶିଶୁ ଆଇନ, ଶିଶୁ ସୁରକ୍ଷା ଏବଂ ଶିଶୁଙ୍କ ଅଧିକାର ସମ୍ବଳିତ ବିଭିନ୍ନ ବ୍ୟାନର ଲଗାଯାଇଛି । ଖାଲି ଏତିକି ନୁହେଁ କୌଣସି ମହିଳା ଯଦି ଶିଶୁଙ୍କୁ ସାଙ୍ଗରେ ନେଇ ଆସିଥାନ୍ତି ସ୍ତନ୍ୟପାନ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଉକ୍ତ ପ୍ରକୋଷ୍ଠ ପାଇଁ ଜଣେ ମହିଳା ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଥାନା ଭିତରେ ପୁଲିସ ପ୍ରତି ଜଣେ ଶିଶୁର ଭୟ ଯେଭଳି ସୃଷ୍ଟି ନହେବ ଏବଂ ଏକ ଉତମ ପରିବେଶ ଭିତରେ ନିଜକୁ ସାମିଲ କରିପାରିବ ସେଥିପ୍ରତି ସମ୍ପୁର୍ଣ୍ଣ ଧ୍ୟାନ ଦିଆଯାଇଛି । ଏଥିପାଇଁ ପୁଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦିଆଯାଇଥିବା ଜଣାପଡିଛି । ତେବେ ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ଶତାଧିକ କୁନିକୁନୀ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ବାରକୋଟ ଥାନା ଅଧିକାରୀ ସୁଶାନ୍ତ କୁମାର ବଢେଇଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଆଜି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରମେଶ କୁମାର ମାହାନା, ଡିଆଇବି ଡିଏସପି ପବିତ୍ର କିସାନ, ଏଚଆରପିସି ଡିଏସପି ଅମୂଲ୍ୟ ପୁନମ ଲାକ୍ରା, ଦେବଗଡ ଥାନା ଅଧିକାରୀ ସବ୍ୟଶାଚୀ ଶତପଥି, ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, କିଶୋର ନ୍ୟାୟ ପରିଷଦ ସଦସ୍ୟା ଗାୟତ୍ରୀ ଦ୍ୱିବେଦୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଲିଗାଲ ପ୍ରୋବେସନ ଅଫିସର ଚିନ୍ମୟ ସ୍ୱାଇଁ, ଅଭିଯୋଜନ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ, ନିରଞ୍ଜନ ନାୟକ, ଚାଇଲ୍ଟ ହେଲ୍ପଲାଇନ କରିସ୍ମା ମହାକୁଡ ପ୍ରମୁଖ ଯୋଗଦେଇଥିଲେ । ବାରକୋଟ ଥାନାର ସମସ୍ତ ଅଧିକାରୀ ଏବଂ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ପର୍ଯ୍ୟାୟକ୍ରମେ ଜିଲ୍ଲାର ଅନ୍ୟ ସମସ୍ତ ରିଆମାଳ, କୁଣ୍ଢେଇଗୋଳା ଏବଂ ଲଇମୁରା ଥାନାକୁ ମଧ୍ୟ ଏହି ଅଭିଯାନରେ ସାମିଲ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି ।
    4
    ଥାନା ପରିସରରେ ଶିଶୁଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଲକ୍ଷରେ ସରକାର ଶିଶୁ ମିତ୍ର ଥାନାର ପରିକଳ୍ପନା କରିଛନ୍ତି । ଦେବଗଡ ଜିଲ୍ଲା ବାରକୋଟ ଥାନା ଆଜି ଏଥିରେ ଯୋଡି ହୋଇଥିବା ବେଳେ ଶିଶୁମିତ୍ର ଥାନାର ଉଦଘାଟନ କରାଯାଇଛି । ଥାନା ଭିତରେ ପିଲାଙ୍କ ପାଇଁ ଶିଶୁ ଅନୁକୂଳ ପ୍ରକୋଷ୍ଠ ଖୋଲାଯାଇଛି । ଦେବଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ପ୍ରକୋଷ୍ଠକୁ ଫିତାକାଟି ଉଦଘାଟନ କରିଛନ୍ତି । ବିଭିନ୍ନ ସମୟରେ ପୋଲିସର ସହାୟତା ପାଇଁ କିମ୍ବା ପରିବାର ଲୋକଙ୍କ ସହିତ ଶିଶୁ ମାନେ ଥାନା ପରିସରକୁ ଆସିଥାନ୍ତି । ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନଙ୍କୁ ଥାନାରେ ରହିବାକୁ ମଧ୍ୟ ପଡିଥାଏ । ଉକ୍ତ ସମୟରେ ଥାନା ପରିସରରେ ଶିିଶୁ ମାନେ ଯେଭଳି ଏକ ଅନୁକୂଳ ପରିବେଶ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେଇ ପୁଲିସ ତରଫରୁ ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ଶିଶୁଙ୍କ ପାଇଁ ଖୋଲାଯାଇଥିବା ସ୍ୱତନ୍ତ୍ର ପ୍ରକୋଷ୍ଠ ଭିତରେ ବିଭିନ୍ନ ପ୍ରକାରର ଖେଳଣା ରଖାଯାଇଛି । ପଢିବା ପାଇଁ ପିଲାଙ୍କ ବହି ରଖାଯାଇଥିବା ବେଳେ ଥାନା ପରିସରରେ ବିଭିନ୍ନ ପ୍ରକାରର ଦୋଳି ଖଂଜା ଯାଇଛି । ପ୍ରକୋଷ୍ଠର ସମସ୍ତ କାନ୍ଥରେ ପିଲାଙ୍କୁ ସୁହାଇଲା ଭଳି ରଙ୍ଗ ବେରଙ୍ଗର ବିଭିନ୍ନ ଚିତ୍ର ଅଙ୍କାଯାଇଛି । ଶିଶୁ ଆଇନ, ଶିଶୁ ସୁରକ୍ଷା ଏବଂ ଶିଶୁଙ୍କ ଅଧିକାର ସମ୍ବଳିତ ବିଭିନ୍ନ ବ୍ୟାନର ଲଗାଯାଇଛି ।  ଖାଲି ଏତିକି ନୁହେଁ କୌଣସି ମହିଳା ଯଦି ଶିଶୁଙ୍କୁ ସାଙ୍ଗରେ ନେଇ ଆସିଥାନ୍ତି ସ୍ତନ୍ୟପାନ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଉକ୍ତ ପ୍ରକୋଷ୍ଠ ପାଇଁ ଜଣେ ମହିଳା ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଥାନା ଭିତରେ ପୁଲିସ ପ୍ରତି ଜଣେ ଶିଶୁର ଭୟ ଯେଭଳି ସୃଷ୍ଟି ନହେବ ଏବଂ ଏକ ଉତମ ପରିବେଶ ଭିତରେ ନିଜକୁ ସାମିଲ କରିପାରିବ ସେଥିପ୍ରତି ସମ୍ପୁର୍ଣ୍ଣ ଧ୍ୟାନ ଦିଆଯାଇଛି । ଏଥିପାଇଁ ପୁଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦିଆଯାଇଥିବା ଜଣାପଡିଛି । ତେବେ ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ଶତାଧିକ କୁନିକୁନୀ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ବାରକୋଟ ଥାନା ଅଧିକାରୀ ସୁଶାନ୍ତ କୁମାର ବଢେଇଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଆଜି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରମେଶ କୁମାର ମାହାନା, ଡିଆଇବି ଡିଏସପି ପବିତ୍ର କିସାନ, ଏଚଆରପିସି ଡିଏସପି ଅମୂଲ୍ୟ ପୁନମ ଲାକ୍ରା, ଦେବଗଡ ଥାନା ଅଧିକାରୀ ସବ୍ୟଶାଚୀ ଶତପଥି, ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, କିଶୋର ନ୍ୟାୟ ପରିଷଦ ସଦସ୍ୟା ଗାୟତ୍ରୀ ଦ୍ୱିବେଦୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଲିଗାଲ ପ୍ରୋବେସନ ଅଫିସର ଚିନ୍ମୟ ସ୍ୱାଇଁ, ଅଭିଯୋଜନ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ, ନିରଞ୍ଜନ ନାୟକ, ଚାଇଲ୍ଟ ହେଲ୍ପଲାଇନ କରିସ୍ମା ମହାକୁଡ ପ୍ରମୁଖ ଯୋଗଦେଇଥିଲେ । ବାରକୋଟ ଥାନାର ସମସ୍ତ ଅଧିକାରୀ ଏବଂ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ପର୍ଯ୍ୟାୟକ୍ରମେ ଜିଲ୍ଲାର ଅନ୍ୟ ସମସ୍ତ ରିଆମାଳ, କୁଣ୍ଢେଇଗୋଳା ଏବଂ ଲଇମୁରା ଥାନାକୁ ମଧ୍ୟ ଏହି ଅଭିଯାନରେ ସାମିଲ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି ।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    5 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    7 min ago
  • हजारीबाग के विष्णुगढ़ में अबोध बालिका के निर्मम हत्या मामले का हुआ खुलासा। झारखंड डीजीपी तादाशा मिश्रा ने इस बड़े मामले का किया खुलासा। #hazaribaghupdate #jharkhand #hazaribaghpolice
    1
    हजारीबाग के विष्णुगढ़ में अबोध बालिका के निर्मम हत्या मामले का हुआ खुलासा। झारखंड डीजीपी तादाशा मिश्रा ने  इस बड़े मामले का किया खुलासा। #hazaribaghupdate #jharkhand #hazaribaghpolice
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    9 hrs ago
  • Post by SonepurSambad
    1
    Post by SonepurSambad
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    12 hrs ago
  • ବିଭାଗୀୟ ଅବହେଳା ଯୋଗୁଁ ବିଦ୍ୟୁତ୍ ସ୍ପଂସର୍ଶରେ ବୃଦ୍ଧାଙ୍କ ମୃତ୍ୟୁ ସୁବର୍ଣ୍ଣପୁର: ଜିଲ୍ଲାର ଡୁଙ୍ଗୁରିପାଲି ଥାନା ଗମ୍ଭାରୀପାଲି ଗ୍ରାମରେ ବିଦ୍ୟୁତ ଆଘାତରେ ବୃଦ୍ଧା ମୃତ। ସୂଚନା ମୁତାବକ ସକାଳ 9 ଘଣ୍ଟା ସମୟରେ ଗମ୍ଭାରୀପାଲିରୁ ଡୁଙ୍ଗୁରିପାଲି ଗଲା ରାସ୍ତା କଡ଼ରେ ଜମି ହିଡ଼ରେ କାଠ ସାଂଗ୍ରହ କରୁଥିବାବେଳେ ଛିଡି ପଡିଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧା ଅଚେତ ହୋଇ ପଡି ଯାଇଥିଲେ। ରାସ୍ତା ରେ ଯାଉଥିବା ଲୋକେ ବିଦ୍ୟୁତ ବିଭାଗକୁ ଖବର ଦେଇ ଥିଲେ। ବିଦ୍ୟୁତ କାଟି ବୃଦ୍ଧାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଅଣା ଯାଇଥିଲା। ସେଠାରେ ଡାକ୍ତର ବୃଦ୍ଧା ଅଜ୍ଞନୀ ସୁନା ୬୫ଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟଯେ, ବାରମ୍ବାର ବିଦ୍ୟୁତ୍ ତାର ଛିଡ଼ୁ ଥିଲେହେଁ ମରାମତି କରି କାମ ଚଳାଇ ନିଆଯାଉଛି। ବିଦ୍ୟୁତ ବିଭାଗର ଖାମଖିଆଲି ଯୋଗୁଁ ଜଣଙ୍କର ବହୁମୂଲ୍ୟ ଜୀବନ ଚାଲିଗଲା। ପରିବାର ପକ୍ଷରୁ କ୍ଷୟକ୍ଷତି ପାଇଁ ବିଦ୍ୟୁତ ବିଭାଗ ତଥା ସରକାର ଲଙ୍କର ଠାରେ ଦାବି ରଖିଛନ୍ତି। ଉକ୍ତ ଘଟଣାକୁ ନେଇ ବୃଦ୍ଧାଙ୍କର ପୁତ୍ର ଜବଦୁ ସୁନା ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ କରିଥିବା ବେଳେ ଡୁଙ୍ଗୁରିପାଲି ପୋଲିସ ଶବ କୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।
    1
    ବିଭାଗୀୟ ଅବହେଳା ଯୋଗୁଁ ବିଦ୍ୟୁତ୍ ସ୍ପଂସର୍ଶରେ ବୃଦ୍ଧାଙ୍କ ମୃତ୍ୟୁ 
ସୁବର୍ଣ୍ଣପୁର: ଜିଲ୍ଲାର ଡୁଙ୍ଗୁରିପାଲି ଥାନା ଗମ୍ଭାରୀପାଲି ଗ୍ରାମରେ ବିଦ୍ୟୁତ ଆଘାତରେ ବୃଦ୍ଧା ମୃତ। ସୂଚନା ମୁତାବକ ସକାଳ 9 ଘଣ୍ଟା ସମୟରେ ଗମ୍ଭାରୀପାଲିରୁ ଡୁଙ୍ଗୁରିପାଲି ଗଲା ରାସ୍ତା କଡ଼ରେ ଜମି ହିଡ଼ରେ  କାଠ ସାଂଗ୍ରହ କରୁଥିବାବେଳେ ଛିଡି ପଡିଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧା ଅଚେତ ହୋଇ ପଡି ଯାଇଥିଲେ। ରାସ୍ତା ରେ ଯାଉଥିବା ଲୋକେ ବିଦ୍ୟୁତ ବିଭାଗକୁ ଖବର ଦେଇ ଥିଲେ। ବିଦ୍ୟୁତ କାଟି ବୃଦ୍ଧାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଅଣା  ଯାଇଥିଲା। ସେଠାରେ ଡାକ୍ତର ବୃଦ୍ଧା ଅଜ୍ଞନୀ ସୁନା ୬୫ଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟଯେ, ବାରମ୍ବାର ବିଦ୍ୟୁତ୍ ତାର ଛିଡ଼ୁ ଥିଲେହେଁ ମରାମତି କରି କାମ ଚଳାଇ ନିଆଯାଉଛି। ବିଦ୍ୟୁତ ବିଭାଗର ଖାମଖିଆଲି ଯୋଗୁଁ ଜଣଙ୍କର ବହୁମୂଲ୍ୟ ଜୀବନ ଚାଲିଗଲା। ପରିବାର ପକ୍ଷରୁ  କ୍ଷୟକ୍ଷତି ପାଇଁ ବିଦ୍ୟୁତ ବିଭାଗ ତଥା ସରକାର ଲଙ୍କର ଠାରେ ଦାବି ରଖିଛନ୍ତି। ଉକ୍ତ ଘଟଣାକୁ ନେଇ ବୃଦ୍ଧାଙ୍କର ପୁତ୍ର ଜବଦୁ ସୁନା ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ କରିଥିବା ବେଳେ ଡୁଙ୍ଗୁରିପାଲି ପୋଲିସ ଶବ କୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.