କାଗଜ କଲମରେ ସ୍ବାସ୍ଥ୍ୟ ସେବା, ବାସ୍ତବରେ ଅବହେଳା ଫେଲ୍ ମାରିଛି କି ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଭିତ୍ତିଭୂମି ଯୋଜନା? ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ମହତ୍ୱାକାଂକ୍ଷୀ 'ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଭିତ୍ତିଭୂମି ମିଶନ'। ହେଲେ ଗ୍ରାଉଣ୍ଡ ଜିରୋର ଚିତ୍ର କିନ୍ତୁ କିଛି ଅଲଗା ବୟାନ କରୁଛି। କେଉଁଠି ଅଧାପନ୍ତରିଆ କୋଠା ତ ଆଉ କେଉଁଠି ନିର୍ମାଣ କାମରେ ବ୍ୟାପକ ଅନିୟମିତତା। ଲୋକଙ୍କ ପାଖକୁ ସେବା ପହଞ୍ଚିବା ପୂର୍ବରୁ ଯୋଜନା ଫେଲ୍ ମାରିବାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ। ଗରିବ ଓ ସାଧାରଣ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। କିନ୍ତୁ ପ୍ରଶାସନିକ ଅବହେଳା ଏବଂ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏହି ଯୋଜନା ବାଟବଣା ହେଉଛି। ତଳସରା ପଞ୍ଚାୟତର ରାଉଲଡେଗା ଭଳି ଅଞ୍ଚଳରେ ନିର୍ମାଣ ହେଉଥିବା ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକ ଏହାର ଜ୍ୱଳନ୍ତ ଉଦାହରଣ। ଧାର୍ଯ୍ୟ ସମୟ ମଧ୍ୟରେ କାମ ଶେଷ ହୋଇଥିବା ଫଳକର ସୂଚୀତ କରାଯାଇଛି ହେଲେ ବାସ୍ତବିକ୍ ଚିତ୍ର ଅଲଗା , ଆଜି କେନ୍ଦ୍ରରେ ପାଣିର ସୁବିଧା ସହିତ ଆଲୁଅ ବ୍ୟବସ୍ଥା ଶୂନ୍ୟ । ତା ସହିତ ତଳସରା ରେ ସ୍ବାସ୍ଥ୍ୟ କେନ୍ଦ୍ର ଥାଇ ମାତ୍ର ଦୁଇ କିଲୋମିଟର ବ୍ୟବଧାନରେ ୪୫ ଲକ୍ଷ ୯ଶହ ୮୬ ଟଙ୍କାର ସ୍ବାସ୍ଥ୍ୟ ଯୋଜନା ହେବା ପ୍ରଶ୍ନ ଘେରରେ । ଏଥିରେ ଯୋଜନା ମୂଳକ ଭାବେ ପ୍ରତ୍ୟେକ ପ୍ରଶାସନିକ ଅଧିକାରୀ ସହିତ ଅଞ୍ଚଳ ର ପ୍ରତିନିଧି ସଂଶ୍ଳିଷ୍ଟ ଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଯୋଜନାର ଟଙ୍କା ଉପଯୁକ୍ଟ କାର୍ଯ୍ୟରେ ଖର୍ଚ୍ଚ ନ ହେବା ଫଳରେ ଲୋକେ ମୌଳିକ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି। 'ହରିଲୁଟ୍' ଶବ୍ଦ ଏବେ ଏହି ପ୍ରକଳ୍ପ ଗୁଡ଼ିକ ପାଇଁ ସାଧାରଣ ପାଲଟିଛି। ଆଜକୁ ୨ବର୍ଷ ହେବ ଏହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତିଆରି ହୋଇଛି କିନ୍ତୁ ଅଧୋପନ୍ତରିଆ ଭାବରେ ପଡି ରହିଛି l ସୁବିଧା ନ ଯୋଗାଇ ସ୍ଥାନୀୟ କର୍ମଚାରୀଙ୍କୁ ସ୍ଥାନରେ ରହି ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ବାଧ୍ୟ କରୁଥିବା ବିଶେଷ ସୂତ୍ରରୁ ସୂଚନା ରହିଛି । ଏ ନେଇ ତଲସରା ସରପଞ୍ଚ ଶ୍ରୀଯୁକ୍ତ ତ୍ରିଲୋଚନ ପ୍ରଧାନ ବାଲିଶଙ୍କରା ବ୍ଲକରେ ହୋଇଥିବା ଜିଲ୍ଲାପାଳ ଙ୍କ ଜନ ଶୁଣାଣି ରେ ଲିଖିତ ଦରଖାସ୍ତ ଦେଇଥିବା ଜଣାପଡିଛି । lସରକାରୀ ଯୋଜନାକୁ ବାସ୍ତବ ରୂପ ଦେବାରେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା କୁଆଡ଼େ ଗଲା? କାହିଁକି ବ୍ୟୟବହୁଳ ଯୋଜନା ଗୁଡ଼ିକ ତୃଣମୂଳ ସ୍ତରରେ ବିଫଳ ହେଉଛି? ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବ ନା ସାଧାରଣ ଜନତା ଏମିତି ହଇରାଣ ହେଉଥିବେ, ତାହା ଦେଖିବାକୁ ବାକି ରହିଲା।

- ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ମହତ୍ୱାକାଂକ୍ଷୀ 'ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଭିତ୍ତିଭୂମି ମିଶନ'। ହେଲେ ଗ୍ରାଉଣ୍ଡ ଜିରୋର ଚିତ୍ର କିନ୍ତୁ କିଛି ଅଲଗା ବୟାନ କରୁଛି। କେଉଁଠି ଅଧାପନ୍ତରିଆ କୋଠା ତ ଆଉ କେଉଁଠି ନିର୍ମାଣ କାମରେ ବ୍ୟାପକ ଅନିୟମିତତା। ଲୋକଙ୍କ ପାଖକୁ ସେବା ପହଞ୍ଚିବା ପୂର୍ବରୁ ଯୋଜନା ଫେଲ୍ ମାରିବାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ। ଗରିବ ଓ ସାଧାରଣ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। କିନ୍ତୁ ପ୍ରଶାସନିକ ଅବହେଳା ଏବଂ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏହି ଯୋଜନା ବାଟବଣା ହେଉଛି। ତଳସରା ପଞ୍ଚାୟତର ରାଉଲଡେଗା ଭଳି ଅଞ୍ଚଳରେ ନିର୍ମାଣ ହେଉଥିବା ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକ ଏହାର ଜ୍ୱଳନ୍ତ ଉଦାହରଣ। ଧାର୍ଯ୍ୟ ସମୟ ମଧ୍ୟରେ କାମ ଶେଷ ହୋଇଥିବା ଫଳକର ସୂଚୀତ କରାଯାଇଛି ହେଲେ ବାସ୍ତବିକ୍ ଚିତ୍ର ଅଲଗା , ଆଜି କେନ୍ଦ୍ରରେ ପାଣିର ସୁବିଧା ସହିତ ଆଲୁଅ ବ୍ୟବସ୍ଥା ଶୂନ୍ୟ । ତା ସହିତ ତଳସରା ରେ ସ୍ବାସ୍ଥ୍ୟ କେନ୍ଦ୍ର ଥାଇ ମାତ୍ର ଦୁଇ କିଲୋମିଟର ବ୍ୟବଧାନରେ ୪୫ ଲକ୍ଷ ୯ଶହ ୮୬ ଟଙ୍କାର ସ୍ବାସ୍ଥ୍ୟ ଯୋଜନା ହେବା ପ୍ରଶ୍ନ ଘେରରେ । ଏଥିରେ ଯୋଜନା ମୂଳକ ଭାବେ ପ୍ରତ୍ୟେକ ପ୍ରଶାସନିକ ଅଧିକାରୀ ସହିତ ଅଞ୍ଚଳ ର ପ୍ରତିନିଧି ସଂଶ୍ଳିଷ୍ଟ ଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଯୋଜନାର ଟଙ୍କା ଉପଯୁକ୍ଟ କାର୍ଯ୍ୟରେ ଖର୍ଚ୍ଚ ନ ହେବା ଫଳରେ ଲୋକେ ମୌଳିକ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି। 'ହରିଲୁଟ୍' ଶବ୍ଦ ଏବେ ଏହି ପ୍ରକଳ୍ପ ଗୁଡ଼ିକ ପାଇଁ ସାଧାରଣ ପାଲଟିଛି। ଆଜକୁ ୨ବର୍ଷ ହେବ ଏହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତିଆରି ହୋଇଛି କିନ୍ତୁ ଅଧୋପନ୍ତରିଆ ଭାବରେ ପଡି ରହିଛି l ସୁବିଧା ନ ଯୋଗାଇ ସ୍ଥାନୀୟ କର୍ମଚାରୀଙ୍କୁ ସ୍ଥାନରେ ରହି ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ବାଧ୍ୟ କରୁଥିବା ବିଶେଷ ସୂତ୍ରରୁ ସୂଚନା ରହିଛି । ଏ ନେଇ ତଲସରା ସରପଞ୍ଚ ଶ୍ରୀଯୁକ୍ତ ତ୍ରିଲୋଚନ ପ୍ରଧାନ ବାଲିଶଙ୍କରା ବ୍ଲକରେ ହୋଇଥିବା ଜିଲ୍ଲାପାଳ ଙ୍କ ଜନ ଶୁଣାଣି ରେ ଲିଖିତ ଦରଖାସ୍ତ ଦେଇଥିବା ଜଣାପଡିଛି । lସରକାରୀ ଯୋଜନାକୁ ବାସ୍ତବ ରୂପ ଦେବାରେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା କୁଆଡ଼େ ଗଲା? କାହିଁକି ବ୍ୟୟବହୁଳ ଯୋଜନା ଗୁଡ଼ିକ ତୃଣମୂଳ ସ୍ତରରେ ବିଫଳ ହେଉଛି? ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବ ନା ସାଧାରଣ ଜନତା ଏମିତି ହଇରାଣ ହେଉଥିବେ, ତାହା ଦେଖିବାକୁ ବାକି ରହିଲା।1
- आखिर क्यों आम आदमी पार्टी राघव चढ़ा के पीछे पड़ी हुई है और क्यों उन्हें संसद में बोलने नहीं दिया जा रहा है ओर उनके बोलने पर क्यों रोक लगाया जा रहा है #raghavchadda #ParliamentSession #AamAadmiParty1
- ओडिशा के पुरी बीच पर मुस्तैद लाइफगार्ड्स ने अपनी सतर्कता से दो पर्यटकों की जान बचाकर देवदूत की भूमिका निभाई है। एक पर्यटक को नहाते समय दौरा पड़ा, जबकि दूसरा लहरों में बह गया था। समय पर रेस्क्यू कर दोनों को सुरक्षित बाहर निकाला गया। पर्यटकों से अपील है कि समंदर में नहाते समय लाइफगार्ड्स की हिदायतों का पालन करें।1
- ଥାନା ପରିସରରେ ଶିଶୁଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଲକ୍ଷରେ ସରକାର ଶିଶୁ ମିତ୍ର ଥାନାର ପରିକଳ୍ପନା କରିଛନ୍ତି । ଦେବଗଡ ଜିଲ୍ଲା ବାରକୋଟ ଥାନା ଆଜି ଏଥିରେ ଯୋଡି ହୋଇଥିବା ବେଳେ ଶିଶୁମିତ୍ର ଥାନାର ଉଦଘାଟନ କରାଯାଇଛି । ଥାନା ଭିତରେ ପିଲାଙ୍କ ପାଇଁ ଶିଶୁ ଅନୁକୂଳ ପ୍ରକୋଷ୍ଠ ଖୋଲାଯାଇଛି । ଦେବଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ପ୍ରକୋଷ୍ଠକୁ ଫିତାକାଟି ଉଦଘାଟନ କରିଛନ୍ତି । ବିଭିନ୍ନ ସମୟରେ ପୋଲିସର ସହାୟତା ପାଇଁ କିମ୍ବା ପରିବାର ଲୋକଙ୍କ ସହିତ ଶିଶୁ ମାନେ ଥାନା ପରିସରକୁ ଆସିଥାନ୍ତି । ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନଙ୍କୁ ଥାନାରେ ରହିବାକୁ ମଧ୍ୟ ପଡିଥାଏ । ଉକ୍ତ ସମୟରେ ଥାନା ପରିସରରେ ଶିିଶୁ ମାନେ ଯେଭଳି ଏକ ଅନୁକୂଳ ପରିବେଶ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେଇ ପୁଲିସ ତରଫରୁ ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ଶିଶୁଙ୍କ ପାଇଁ ଖୋଲାଯାଇଥିବା ସ୍ୱତନ୍ତ୍ର ପ୍ରକୋଷ୍ଠ ଭିତରେ ବିଭିନ୍ନ ପ୍ରକାରର ଖେଳଣା ରଖାଯାଇଛି । ପଢିବା ପାଇଁ ପିଲାଙ୍କ ବହି ରଖାଯାଇଥିବା ବେଳେ ଥାନା ପରିସରରେ ବିଭିନ୍ନ ପ୍ରକାରର ଦୋଳି ଖଂଜା ଯାଇଛି । ପ୍ରକୋଷ୍ଠର ସମସ୍ତ କାନ୍ଥରେ ପିଲାଙ୍କୁ ସୁହାଇଲା ଭଳି ରଙ୍ଗ ବେରଙ୍ଗର ବିଭିନ୍ନ ଚିତ୍ର ଅଙ୍କାଯାଇଛି । ଶିଶୁ ଆଇନ, ଶିଶୁ ସୁରକ୍ଷା ଏବଂ ଶିଶୁଙ୍କ ଅଧିକାର ସମ୍ବଳିତ ବିଭିନ୍ନ ବ୍ୟାନର ଲଗାଯାଇଛି । ଖାଲି ଏତିକି ନୁହେଁ କୌଣସି ମହିଳା ଯଦି ଶିଶୁଙ୍କୁ ସାଙ୍ଗରେ ନେଇ ଆସିଥାନ୍ତି ସ୍ତନ୍ୟପାନ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଉକ୍ତ ପ୍ରକୋଷ୍ଠ ପାଇଁ ଜଣେ ମହିଳା ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଥାନା ଭିତରେ ପୁଲିସ ପ୍ରତି ଜଣେ ଶିଶୁର ଭୟ ଯେଭଳି ସୃଷ୍ଟି ନହେବ ଏବଂ ଏକ ଉତମ ପରିବେଶ ଭିତରେ ନିଜକୁ ସାମିଲ କରିପାରିବ ସେଥିପ୍ରତି ସମ୍ପୁର୍ଣ୍ଣ ଧ୍ୟାନ ଦିଆଯାଇଛି । ଏଥିପାଇଁ ପୁଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦିଆଯାଇଥିବା ଜଣାପଡିଛି । ତେବେ ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ଶତାଧିକ କୁନିକୁନୀ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ବାରକୋଟ ଥାନା ଅଧିକାରୀ ସୁଶାନ୍ତ କୁମାର ବଢେଇଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଆଜି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରମେଶ କୁମାର ମାହାନା, ଡିଆଇବି ଡିଏସପି ପବିତ୍ର କିସାନ, ଏଚଆରପିସି ଡିଏସପି ଅମୂଲ୍ୟ ପୁନମ ଲାକ୍ରା, ଦେବଗଡ ଥାନା ଅଧିକାରୀ ସବ୍ୟଶାଚୀ ଶତପଥି, ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, କିଶୋର ନ୍ୟାୟ ପରିଷଦ ସଦସ୍ୟା ଗାୟତ୍ରୀ ଦ୍ୱିବେଦୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଲିଗାଲ ପ୍ରୋବେସନ ଅଫିସର ଚିନ୍ମୟ ସ୍ୱାଇଁ, ଅଭିଯୋଜନ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ, ନିରଞ୍ଜନ ନାୟକ, ଚାଇଲ୍ଟ ହେଲ୍ପଲାଇନ କରିସ୍ମା ମହାକୁଡ ପ୍ରମୁଖ ଯୋଗଦେଇଥିଲେ । ବାରକୋଟ ଥାନାର ସମସ୍ତ ଅଧିକାରୀ ଏବଂ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ପର୍ଯ୍ୟାୟକ୍ରମେ ଜିଲ୍ଲାର ଅନ୍ୟ ସମସ୍ତ ରିଆମାଳ, କୁଣ୍ଢେଇଗୋଳା ଏବଂ ଲଇମୁରା ଥାନାକୁ ମଧ୍ୟ ଏହି ଅଭିଯାନରେ ସାମିଲ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି ।4
- Post by SonepurSambad1
- ୩ଟି ସ୍ଥାନରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ସୁବର୍ଣ୍ଣପୁର: ଦୁଇ ଦିନ ବ୍ୟବଧାନରେ ଆଜି ପୁଣି ୩ଟି ସ୍ଥାନରୁ ସୁବର୍ଣ୍ଣପୁର ପୋଲିସ ହାତରେ ଗଞ୍ଜେଇ ଚାଲାଣ ଧରା ପଡ଼ିଛି। ବୀରମହାରାଜପୁର ଥାନା ବାଘଲପୁରଠାରେ ଏକ ଡାଲା ଗାଡ଼ିକୁ ଧରିଥିବାବେଳେ ସୋନପୁର ବୁଢ଼ାରଜା ଛକରୁ ଆର୍ଟିଗା ଗାଡ଼ି ହୋଇଛି ଜବତ। ଆର୍ଟିଗାରେ ଦୁଇ ଯୁବତୀଙ୍କ ସହ ଡ୍ରାଇଭର ଗିରଫ। ୩୦ ପ୍ୟାକେଟ ଗଞ୍ଜେଇ ଜବତ। ଅନ୍ୟ ପଟରେ ବାଘଲପୁରଠାରେ ଧରା ପଡ଼ିଥିବା ଡ଼ାଲା ଗାଡ଼ିରେ ୧୧୮ ପ୍ୟାକେଟରେ ୧.୨୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ସେହିପରି ଲଛିପୁର ଥାନା ତିଲେଇମାଲ ରାସ୍ତାରୁ ଅଳ୍ପ ପରିମାଣର ଗଞ୍ଜେଇ ଜବତ କରିଛି ପୁଲିସ। ପୁଲିସ ଅଧିକ ଅନୁସନ୍ଧାନ ଜାରି ରଖିଛି।1
- ୫୦ ବର୍ଷର ରେକର୍ଡ ଭାଙ୍ଗି ୪ଜଣ ମହାକାଶ ଚାରି ଚନ୍ଦ୍ରକୁ ଗଲେ1
- ओडिशा सरकार की एक और नई योजना की शुरुआत मिलेगी कन्याओं को भरपूर सुविधा #pravatiparidabjp1