logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସୋନପୁର ଜିଲ୍ଲାରେ ନିଶା ମାଫିଆଙ୍କୁ ପୋଲିସର ଶକ୍ତ ଧକ୍କା ସୋନପୁର

10 hrs ago
user_SonepurSambad
SonepurSambad
Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
10 hrs ago

ସୋନପୁର ଜିଲ୍ଲାରେ ନିଶା ମାଫିଆଙ୍କୁ ପୋଲିସର ଶକ୍ତ ଧକ୍କା ସୋନପୁର

More news from ଓଡ଼ିଶା and nearby areas
  • ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଗମ୍ଭାରୀପାଲି ଗ୍ରାମରେ l ବୃଦ୍ଧା ଜଣ କ ରୋଷେଇ ପାଇଁ କlଠ ସଂଗ୍ରହ ପାଇଁ ଯାଇଥିବା ବେଳେ 11 kv ଇଲେକ୍ଟ୍ରି ତାର ରେ ଲାଗି ସକାଳ ରେ ଚାଲିଗଲା ବୃଦ୍ଧା ର ଜୀବନ l ମୃତ ମହିଳା ଜଣକ ହେଲେ ଗମ୍ଭାରୀପାଲି ଗାଁ ର ଅଜ୍ଞାନୀ ସୁନା ବୋଲି ଜଣା ପଡିଛି l ଘଟଣl ସ୍ଥଳେ ଡୁଙ୍ଗୁରିପାଲି ପୋଲିସ ପହଁଚି ବୃଦ୍ଧା କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷାଣ କରିଛନ୍ତି l
    1
    ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଗମ୍ଭାରୀପାଲି ଗ୍ରାମରେ l ବୃଦ୍ଧା ଜଣ କ ରୋଷେଇ ପାଇଁ କlଠ ସଂଗ୍ରହ ପାଇଁ ଯାଇଥିବା ବେଳେ 11 kv ଇଲେକ୍ଟ୍ରି ତାର ରେ ଲାଗି ସକାଳ ରେ ଚାଲିଗଲା ବୃଦ୍ଧା ର ଜୀବନ l ମୃତ ମହିଳା ଜଣକ ହେଲେ ଗମ୍ଭାରୀପାଲି ଗାଁ ର ଅଜ୍ଞାନୀ ସୁନା ବୋଲି ଜଣା ପଡିଛି l ଘଟଣl ସ୍ଥଳେ ଡୁଙ୍ଗୁରିପାଲି ପୋଲିସ ପହଁଚି ବୃଦ୍ଧା କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷାଣ କରିଛନ୍ତି l
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    17 hrs ago
  • #ମୁକ୍ତି_ତୀର୍ଥ_ମେଡ଼ିକାଲ_ଷ୍ଟୋର_ମୁକ୍ତି_ପାଇଲେ! #ପ୍ରଶାସନ_ସିଲ୍_କଲା ସୁବର୍ଣ୍ଣପୁର: ବୀରମହାରାଜପୁର ସ୍ଥିତ ମୁକ୍ତି ତୀର୍ଥ ମେଡ଼ିକାଲ ଷ୍ଟୋରକୁ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସିଲ୍ କରାଯାଇଛି। ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ମେଡ଼ିକାଲ ଷ୍ଟୋରରେ ଜଣେ ବ୍ୟକ୍ତି ଡାକ୍ତର ସାଜି ରୋଗୀ ସେବା କରୁଥିଲେ। ଛାତିରେ ଟେଥୋସ୍କୋପ ପକାଉ ଥିଲେ। ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ପ୍ରଶାସନ ଘଟଣାକୁ ହାଲୁକା ଭାବେ ନେଇ କାର୍ଯ୍ୟାନୁଷ୍ଠାନ ନେଉ ନଥିଲା। ଆଜି ସିଡିଏମଓ ଙ୍କୁ ଏନେଇ ସାମ୍ବାଦିକମାନେ ଗୋଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲେ। ଫଳରେ ବାଧ୍ୟ ହୋଇ ମୁକ୍ତି ତୀର୍ଥ ମେଡ଼ିକାଲ ଷ୍ଟୋରକୁ ଅପରାହ୍ନରେ ସ୍ୱାସ୍ଥ୍ୟ ବିଭାଗ ସିଲ୍ କରିଛି। ସନ୍ଧ୍ୟା ମେଡ଼ିକାଲ ଭଳି ଦୁଇ ଦିନ ବନ୍ଦ କରୁଛି ନା ମୁକ୍ତି ତୀର୍ଥ ମେଡ଼ିକାଲ ଷ୍ଟୋରକୁ ସବୁଦିନ ପାଇଁ ବନ୍ଦ୍ କରୁଛି ପ୍ରଶାସନ ଦେଖିବାକୁ ରହିଲା।
    1
    #ମୁକ୍ତି_ତୀର୍ଥ_ମେଡ଼ିକାଲ_ଷ୍ଟୋର_ମୁକ୍ତି_ପାଇଲେ! #ପ୍ରଶାସନ_ସିଲ୍_କଲା
ସୁବର୍ଣ୍ଣପୁର: ବୀରମହାରାଜପୁର ସ୍ଥିତ ମୁକ୍ତି ତୀର୍ଥ ମେଡ଼ିକାଲ ଷ୍ଟୋରକୁ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସିଲ୍ କରାଯାଇଛି। ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ମେଡ଼ିକାଲ ଷ୍ଟୋରରେ ଜଣେ ବ୍ୟକ୍ତି ଡାକ୍ତର ସାଜି ରୋଗୀ ସେବା କରୁଥିଲେ। ଛାତିରେ ଟେଥୋସ୍କୋପ ପକାଉ ଥିଲେ। ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ପ୍ରଶାସନ ଘଟଣାକୁ ହାଲୁକା ଭାବେ ନେଇ କାର୍ଯ୍ୟାନୁଷ୍ଠାନ ନେଉ ନଥିଲା। ଆଜି ସିଡିଏମଓ ଙ୍କୁ ଏନେଇ ସାମ୍ବାଦିକମାନେ ଗୋଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲେ। ଫଳରେ ବାଧ୍ୟ ହୋଇ ମୁକ୍ତି ତୀର୍ଥ ମେଡ଼ିକାଲ ଷ୍ଟୋରକୁ ଅପରାହ୍ନରେ ସ୍ୱାସ୍ଥ୍ୟ ବିଭାଗ ସିଲ୍ କରିଛି। ସନ୍ଧ୍ୟା ମେଡ଼ିକାଲ ଭଳି ଦୁଇ ଦିନ ବନ୍ଦ କରୁଛି ନା ମୁକ୍ତି ତୀର୍ଥ ମେଡ଼ିକାଲ ଷ୍ଟୋରକୁ ସବୁଦିନ ପାଇଁ ବନ୍ଦ୍ କରୁଛି ପ୍ରଶାସନ ଦେଖିବାକୁ ରହିଲା।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    18 hrs ago
  • କଳାହାଣ୍ଡିର ପାହାଡ଼ ମଧ୍ୟରେ ଲୁଚିଥିବା ଫୁଲ୍ଡୁମେର ଆଜିବି ମୌଳିକ ବିକାଶ—ରାସ୍ତା, ସ୍ୱାସ୍ଥ୍ୟ ସେବା ଓ ସୁଯୋଗ—ପାଇଁ ଅପେକ୍ଷା କରୁଛି। ଧନୀ ବକ୍ସାଇଟ୍ ଭଣ୍ଡାର ଥିବା ସତ୍ୱେ ମଧ୍ୟ, ଏହି ଗାଁ ଅଲଗା ରହିଛି, ଯାହା ଲୋକମାନଙ୍କୁ ପ୍ରବାସ ଓ କଷ୍ଟକୁ ବାଧ୍ୟ କରୁଛି। ପ୍ରଶ୍ନ ଏହା ନୁହେଁ ଯେ ବିକାଶ ଏଠାକୁ ଆସିବ କି— ପ୍ରଶ୍ନ ହେଉଛି ଏତେ ଦେର କାହିଁକି? #Kalahandi #Odisha #RuralIndia #Development
    1
    କଳାହାଣ୍ଡିର ପାହାଡ଼ ମଧ୍ୟରେ ଲୁଚିଥିବା ଫୁଲ୍ଡୁମେର ଆଜିବି ମୌଳିକ ବିକାଶ—ରାସ୍ତା, ସ୍ୱାସ୍ଥ୍ୟ ସେବା ଓ ସୁଯୋଗ—ପାଇଁ ଅପେକ୍ଷା କରୁଛି।
ଧନୀ ବକ୍ସାଇଟ୍ ଭଣ୍ଡାର ଥିବା ସତ୍ୱେ ମଧ୍ୟ, ଏହି ଗାଁ ଅଲଗା ରହିଛି, ଯାହା ଲୋକମାନଙ୍କୁ ପ୍ରବାସ ଓ କଷ୍ଟକୁ ବାଧ୍ୟ କରୁଛି।
ପ୍ରଶ୍ନ ଏହା ନୁହେଁ ଯେ ବିକାଶ ଏଠାକୁ ଆସିବ କି—
ପ୍ରଶ୍ନ ହେଉଛି ଏତେ ଦେର କାହିଁକି?
#Kalahandi #Odisha #RuralIndia #Development
    user_B Putel
    B Putel
    Mission ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    19 hrs ago
  • आखिर क्यों आम आदमी पार्टी राघव चढ़ा के पीछे पड़ी हुई है और क्यों उन्हें संसद में बोलने नहीं दिया जा रहा है ओर उनके बोलने पर क्यों रोक लगाया जा रहा है #raghavchadda #ParliamentSession #AamAadmiParty
    1
    आखिर क्यों आम आदमी पार्टी राघव चढ़ा के पीछे पड़ी हुई है और क्यों उन्हें संसद में बोलने नहीं दिया जा रहा है ओर उनके बोलने पर क्यों रोक लगाया जा रहा है  #raghavchadda #ParliamentSession #AamAadmiParty
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    4 hrs ago
  • ମା ବୁଢ଼ୀ ଦେଈ ଙ୍କର କଳସ ଯାତ୍ରା ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରା:ପ ର କେଞ୍ଚୁଆ ବେରେଣୀ ମୌଜାର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଦେଈ ଙ୍କର ନୂତନ ଗୃହ ପ୍ରବେଶ ଉତ୍ସବ ତା ୦୧/୦୪/୨୦୨୬ ରିଖ ଠାରୁ ତା ୦୨/୦୪/୨୦୨୬ ରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁଅଛି। ପ୍ରଥମ ଦିନ ବ୍ରାହ୍ମଣୀ ନଦୀ ତଟ ଠାରୁ ସକାଳ ୯ ଘଟିକା ୫୧ ଟି କଳସ ସହିତ ସଙ୍କୀର୍ତ୍ତନ ମଣ୍ଡଳୀ ମଣ୍ଡଳୀ ଓ DG ବାଜା ସହ ନେଇ ପରିକ୍ରମା କରାଯାଇଅଛି। ଉକ୍ତ ଉତ୍ସବରେ ଶ୍ରୀ ସୁବ୍ରତ କୁମାର ମଲ୍ଲିକ ସସ୍ତ୍ରୀକ ସହ କର୍ତ୍ତା ରୂପେ କାର୍ଯ୍ୟ କରିବା ସହ ପୁରୋଧା ଶ୍ରୀ ସୁଶାନ୍ତ ରଥ ଦେବୀଙ୍କର କଳସ ପୂଜା କରିଥିଲେ। ଉକ୍ତ ଉତ୍ସବକୁ କେଞ୍ଚୁଆ ବେରେଣୀ ମୌଜାର ଅଧିବାସୀ ଓ ଗେଙ୍ଗୁଟିଆ ଗ୍ରାମର ଅଧିବାସୀ ଓ ସହଯୋଗୀ ଦାମ ସାମନ୍ତରାୟ ସ୍ୱୟଂ ସଙ୍ଗଠନ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗରେ କାର୍ଯ୍ୟକ୍ରମ ଆଦି ସମ୍ପର୍ଣ୍ଣ ହୋଇଛି।
    1
    ମା ବୁଢ଼ୀ ଦେଈ ଙ୍କର କଳସ ଯାତ୍ରା 
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରା:ପ ର କେଞ୍ଚୁଆ ବେରେଣୀ ମୌଜାର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଦେଈ ଙ୍କର ନୂତନ ଗୃହ ପ୍ରବେଶ ଉତ୍ସବ ତା ୦୧/୦୪/୨୦୨୬ ରିଖ ଠାରୁ ତା ୦୨/୦୪/୨୦୨୬ ରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁଅଛି। ପ୍ରଥମ ଦିନ ବ୍ରାହ୍ମଣୀ ନଦୀ ତଟ ଠାରୁ ସକାଳ ୯ ଘଟିକା ୫୧ ଟି କଳସ ସହିତ ସଙ୍କୀର୍ତ୍ତନ ମଣ୍ଡଳୀ ମଣ୍ଡଳୀ ଓ DG ବାଜା ସହ ନେଇ ପରିକ୍ରମା କରାଯାଇଅଛି। ଉକ୍ତ ଉତ୍ସବରେ ଶ୍ରୀ ସୁବ୍ରତ କୁମାର ମଲ୍ଲିକ ସସ୍ତ୍ରୀକ ସହ କର୍ତ୍ତା ରୂପେ କାର୍ଯ୍ୟ କରିବା ସହ ପୁରୋଧା ଶ୍ରୀ ସୁଶାନ୍ତ ରଥ ଦେବୀଙ୍କର କଳସ ପୂଜା କରିଥିଲେ। ଉକ୍ତ ଉତ୍ସବକୁ କେଞ୍ଚୁଆ ବେରେଣୀ ମୌଜାର ଅଧିବାସୀ ଓ ଗେଙ୍ଗୁଟିଆ ଗ୍ରାମର ଅଧିବାସୀ ଓ ସହଯୋଗୀ ଦାମ ସାମନ୍ତରାୟ ସ୍ୱୟଂ ସଙ୍ଗଠନ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗରେ କାର୍ଯ୍ୟକ୍ରମ ଆଦି ସମ୍ପର୍ଣ୍ଣ ହୋଇଛି।
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    18 hrs ago
  • 🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯
    1
    🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    8 hrs ago
  • Post by SonepurSambad
    1
    Post by SonepurSambad
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    10 hrs ago
  • ବିଭାଗୀୟ ଅବହେଳା ଯୋଗୁଁ ବିଦ୍ୟୁତ୍ ସ୍ପଂସର୍ଶରେ ବୃଦ୍ଧାଙ୍କ ମୃତ୍ୟୁ ସୁବର୍ଣ୍ଣପୁର: ଜିଲ୍ଲାର ଡୁଙ୍ଗୁରିପାଲି ଥାନା ଗମ୍ଭାରୀପାଲି ଗ୍ରାମରେ ବିଦ୍ୟୁତ ଆଘାତରେ ବୃଦ୍ଧା ମୃତ। ସୂଚନା ମୁତାବକ ସକାଳ 9 ଘଣ୍ଟା ସମୟରେ ଗମ୍ଭାରୀପାଲିରୁ ଡୁଙ୍ଗୁରିପାଲି ଗଲା ରାସ୍ତା କଡ଼ରେ ଜମି ହିଡ଼ରେ କାଠ ସାଂଗ୍ରହ କରୁଥିବାବେଳେ ଛିଡି ପଡିଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧା ଅଚେତ ହୋଇ ପଡି ଯାଇଥିଲେ। ରାସ୍ତା ରେ ଯାଉଥିବା ଲୋକେ ବିଦ୍ୟୁତ ବିଭାଗକୁ ଖବର ଦେଇ ଥିଲେ। ବିଦ୍ୟୁତ କାଟି ବୃଦ୍ଧାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଅଣା ଯାଇଥିଲା। ସେଠାରେ ଡାକ୍ତର ବୃଦ୍ଧା ଅଜ୍ଞନୀ ସୁନା ୬୫ଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟଯେ, ବାରମ୍ବାର ବିଦ୍ୟୁତ୍ ତାର ଛିଡ଼ୁ ଥିଲେହେଁ ମରାମତି କରି କାମ ଚଳାଇ ନିଆଯାଉଛି। ବିଦ୍ୟୁତ ବିଭାଗର ଖାମଖିଆଲି ଯୋଗୁଁ ଜଣଙ୍କର ବହୁମୂଲ୍ୟ ଜୀବନ ଚାଲିଗଲା। ପରିବାର ପକ୍ଷରୁ କ୍ଷୟକ୍ଷତି ପାଇଁ ବିଦ୍ୟୁତ ବିଭାଗ ତଥା ସରକାର ଲଙ୍କର ଠାରେ ଦାବି ରଖିଛନ୍ତି। ଉକ୍ତ ଘଟଣାକୁ ନେଇ ବୃଦ୍ଧାଙ୍କର ପୁତ୍ର ଜବଦୁ ସୁନା ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ କରିଥିବା ବେଳେ ଡୁଙ୍ଗୁରିପାଲି ପୋଲିସ ଶବ କୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।
    1
    ବିଭାଗୀୟ ଅବହେଳା ଯୋଗୁଁ ବିଦ୍ୟୁତ୍ ସ୍ପଂସର୍ଶରେ ବୃଦ୍ଧାଙ୍କ ମୃତ୍ୟୁ 
ସୁବର୍ଣ୍ଣପୁର: ଜିଲ୍ଲାର ଡୁଙ୍ଗୁରିପାଲି ଥାନା ଗମ୍ଭାରୀପାଲି ଗ୍ରାମରେ ବିଦ୍ୟୁତ ଆଘାତରେ ବୃଦ୍ଧା ମୃତ। ସୂଚନା ମୁତାବକ ସକାଳ 9 ଘଣ୍ଟା ସମୟରେ ଗମ୍ଭାରୀପାଲିରୁ ଡୁଙ୍ଗୁରିପାଲି ଗଲା ରାସ୍ତା କଡ଼ରେ ଜମି ହିଡ଼ରେ  କାଠ ସାଂଗ୍ରହ କରୁଥିବାବେଳେ ଛିଡି ପଡିଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧା ଅଚେତ ହୋଇ ପଡି ଯାଇଥିଲେ। ରାସ୍ତା ରେ ଯାଉଥିବା ଲୋକେ ବିଦ୍ୟୁତ ବିଭାଗକୁ ଖବର ଦେଇ ଥିଲେ। ବିଦ୍ୟୁତ କାଟି ବୃଦ୍ଧାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଅଣା  ଯାଇଥିଲା। ସେଠାରେ ଡାକ୍ତର ବୃଦ୍ଧା ଅଜ୍ଞନୀ ସୁନା ୬୫ଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟଯେ, ବାରମ୍ବାର ବିଦ୍ୟୁତ୍ ତାର ଛିଡ଼ୁ ଥିଲେହେଁ ମରାମତି କରି କାମ ଚଳାଇ ନିଆଯାଉଛି। ବିଦ୍ୟୁତ ବିଭାଗର ଖାମଖିଆଲି ଯୋଗୁଁ ଜଣଙ୍କର ବହୁମୂଲ୍ୟ ଜୀବନ ଚାଲିଗଲା। ପରିବାର ପକ୍ଷରୁ  କ୍ଷୟକ୍ଷତି ପାଇଁ ବିଦ୍ୟୁତ ବିଭାଗ ତଥା ସରକାର ଲଙ୍କର ଠାରେ ଦାବି ରଖିଛନ୍ତି। ଉକ୍ତ ଘଟଣାକୁ ନେଇ ବୃଦ୍ଧାଙ୍କର ପୁତ୍ର ଜବଦୁ ସୁନା ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ କରିଥିବା ବେଳେ ଡୁଙ୍ଗୁରିପାଲି ପୋଲିସ ଶବ କୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    18 hrs ago
  • ओडिशा सरकार की एक और नई योजना की शुरुआत मिलेगी कन्याओं को भरपूर सुविधा #pravatiparidabjp
    1
    ओडिशा सरकार की एक और नई योजना की शुरुआत मिलेगी कन्याओं को भरपूर सुविधा #pravatiparidabjp
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.