Shuru
Apke Nagar Ki App…
ଜଗତସିଂହପୁର ଅବକାରୀ ଚଢ଼ାଉ, ୨୮ ଗ୍ରାମର ହେରୋଇନି ଜବତ ଜଣେ କୋର୍ଟ ଚାଲାଣ ଜଗତସିଂହପୁର ୭/୪- ଜଗତସିଂହପୁର ଅବକାରୀ ବିଭାଗ ପକ୍ଷରୁ ମାର୍କାଣ୍ଡେଶ୍ୱର ଗ୍ରାମରେ ଥିବା ମାକାଣ୍ଡେଶ୍ୱର ମନ୍ଦିର ନିକଟରେ ରାସ୍ତାରେ ଚଢ଼ାଉ କରି ୨୮ ଗ୍ରାମ ହିରୋଇନ୍ ଜବତ ହୋଇଥିବା ସୂଚନା ମିଳିଛି । ଏଥିରେ ସମ୍ପୃକ୍ତ ଥିବା ସିଙ୍ଗରପୁରର ସିଲୁ @ ସିଲୁଆ ସିଂ ନାମକ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରଯାଇଥିବା ଅବକାରୀ ଅଧିକାରୀ ପ୍ରଭାସ କୁମାର ଚୌଧୁରୀ ସୂଚନା ଦେଇଥିଲେ l ଜବତ ହେରୋଇନିର ବଜାରରେ ଆନୁମାନିକ ମୂଲ୍ୟ ୨,୮୦,୦୦୦ ଟଙ୍କା ( ଦୁଇ ଲକ୍ଷ ଅଶୀ ହଜାର) ହେବ l ଏହି ଚଢ଼ାଉ କାର୍ଯ୍ୟକ୍ରମରେ ଏକ୍ସାଇଜ୍ ଜିଲ୍ଲା ମୋବାଇଲ୍ ୟୁନିଟ୍ ଇନ୍ସପେକ୍ଟର, ଜଗତ୍ସିଂହପୁରର ପ୍ରଭାସ କୁମାର ଚୌଧୁରୀ, ଏକ୍ସାଇଜ୍ ର ଏସ ଆଇ ସାନ୍ତୋଶ ନାୟକ, କନେଷ୍ଟବଳ ସବିତା ନାୟକ, କନେଷ୍ଟବଳ ବିଶ୍ଵରଞ୍ଜନ ସ୍ୱାଇଁ, ଏକ୍ସାଇଜ୍ କନଷ୍ଟେବଳ ସୁକାନ୍ତ ମାଝି ପ୍ରମୁଖ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ |
Ranjan Khuntia

More news from Cuttack and nearby areas
- Post by ନିଷ୍ଠୁର ଦୁନିଆ Live1
- Post by Bikram Mohapatra1
- Post by Soumya Ranjan das4
- Cuttack jila re barsha start1
- କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବାତିଲ କଟକ ବିଜେଡ଼ି ପକ୍ଷରୁ ବିକ୍ଷୋଭ। ବିଜେପି ସରକାର ମେଟ୍ରୋ ପ୍ରକଳ୍ପ ବନ୍ଦ କରି ଭୁବନେଶ୍ୱର-କଟକର ସ୍ୱପ୍ନକୁ ଧୂଳିସାତ କରିଛି: ବିଜେଡି କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ବର୍ତ୍ତମାନ ସରକାର ବାତିଲ କରିବା ପରିପ୍ରେକ୍ଷୀରେ କଟକ ବିଜେଡ଼ି ପକ୍ଷରୁ ପ୍ରତିବାଦ।1
- ଚକ୍ର ପାଣି ଙ୍କ ଚକ୍ରାନ୍ତ ରେ ପେଶୀ ହେବାକୁ ଦଶାନନ ରାବଣ ଶ୍ରୀ ମନ୍ଦିର କୁ ସିଂହ ଦ୍ୱାର ଦେଇ ପ୍ରବେଶ କରୁଛନ୍ତି..... ଜଗମୋହନ ପାଖରେ ନିଜ କଳା ର ଠାଣି ଦେଖାଇ ଆଜ୍ଞା ଆଣିବେ ରାମ ଲକ୍ଷ୍ମଣ ବେନି ଭାଇ ଙ୍କୁ ପରାଜିତ କରିବେ ! ମହାପ୍ରଭୁ ଚତୁରତାର ସହ ଆଜ୍ଞା ଦେବେ ହେଲେ ଫଳ ସ୍ୱରୂପରେ ମନ୍ଦାର ମାଳ...1
- ଖାକି ମାଗୁଛି ଖାକି କୁ ନ୍ୟାୟ ।1
- କଟକ ସିଏମସିରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହେଉଥିବା ଅଭିଯୋଗ। ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।କଟକ ସିଏମସିରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହେଉଥିବା ଅଭିଯୋଗ। ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।1