Shuru
Apke Nagar Ki App…
ଖାକି ମାଗୁଛି ଖାକି କୁ ନ୍ୟାୟ ।
Prafulla Kumar Malla
ଖାକି ମାଗୁଛି ଖାକି କୁ ନ୍ୟାୟ ।
More news from ଓଡ଼ିଶା and nearby areas
- ଖାକି ମାଗୁଛି ଖାକି କୁ ନ୍ୟାୟ ।1
- Post by ନିଷ୍ଠୁର ଦୁନିଆ Live1
- *ମାନବ ଚାଲାଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ 5 ଗିରଫ । *6 ଯୁବତୀ ଓ 30 ରୁ ଉର୍ଦ୍ଧ ଅଣ ଓଡ଼ିଆ ଯୁବକ ଉଦ୍ଧାର । ଜଗତସିଂହପୁର ସଦର ଥାନା ହାଟ ବଜାର ନିକଟରେ ଏକ କୋଠା ଘରେ ପୋଲିସ ଚଢ଼ାଉ କରି 6 ଜଣ ଅଣ ଓଡ଼ିଆ ଯୁବତୀଙ୍କ ସହ 30 ଜଣରୁ ଉର୍ଦ୍ଧ ଯୁବକଙ୍କୁ ଉଦ୍ଧାର କରିବା ସହ ଏମାନଙ୍କୁ ଆଣି ରଖିଥିବା ମୁଖ୍ୟ ଅଭିଯୁକ୍ତ ଏରସମା ଥାନା କୁଞ୍ଜ କୋଠି ଗାଁର ମଦନ ଘଡେଇ ଓ ତାର ଅନ୍ୟ ଚାରି ଜଣ ସହଯୋଗୀଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଛି । ଥାନାରେ ଅଟକ ରଖିବା ସହ ତଦନ୍ତ ଚଳାଇଛି ।1
- Post by ଯାଜପୁର ଖବର ପ୍ରସାରିତ1
- Post by Bikram Mohapatra1
- ଜଗତସିଂହପୁର ୭/୪- ଜଗତସିଂହପୁର ଅବକାରୀ ବିଭାଗ ପକ୍ଷରୁ ମାର୍କାଣ୍ଡେଶ୍ୱର ଗ୍ରାମରେ ଥିବା ମାକାଣ୍ଡେଶ୍ୱର ମନ୍ଦିର ନିକଟରେ ରାସ୍ତାରେ ଚଢ଼ାଉ କରି ୨୮ ଗ୍ରାମ ହିରୋଇନ୍ ଜବତ ହୋଇଥିବା ସୂଚନା ମିଳିଛି । ଏଥିରେ ସମ୍ପୃକ୍ତ ଥିବା ସିଙ୍ଗରପୁରର ସିଲୁ @ ସିଲୁଆ ସିଂ ନାମକ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରଯାଇଥିବା ଅବକାରୀ ଅଧିକାରୀ ପ୍ରଭାସ କୁମାର ଚୌଧୁରୀ ସୂଚନା ଦେଇଥିଲେ l ଜବତ ହେରୋଇନିର ବଜାରରେ ଆନୁମାନିକ ମୂଲ୍ୟ ୨,୮୦,୦୦୦ ଟଙ୍କା ( ଦୁଇ ଲକ୍ଷ ଅଶୀ ହଜାର) ହେବ l ଏହି ଚଢ଼ାଉ କାର୍ଯ୍ୟକ୍ରମରେ ଏକ୍ସାଇଜ୍ ଜିଲ୍ଲା ମୋବାଇଲ୍ ୟୁନିଟ୍ ଇନ୍ସପେକ୍ଟର, ଜଗତ୍ସିଂହପୁରର ପ୍ରଭାସ କୁମାର ଚୌଧୁରୀ, ଏକ୍ସାଇଜ୍ ର ଏସ ଆଇ ସାନ୍ତୋଶ ନାୟକ, କନେଷ୍ଟବଳ ସବିତା ନାୟକ, କନେଷ୍ଟବଳ ବିଶ୍ଵରଞ୍ଜନ ସ୍ୱାଇଁ, ଏକ୍ସାଇଜ୍ କନଷ୍ଟେବଳ ସୁକାନ୍ତ ମାଝି ପ୍ରମୁଖ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ |2
- ଯାଜପୁର ଜିଲ୍ଲାରେ ଦିନକୁ ଦିନ ଅବନତି ହେଉଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ (SP)ଙ୍କୁ ଭେଟି ଯାଜପୁର ଜିଲ୍ଲା ବିଜେଡି ନେତା ଓ ନେତ୍ରୀ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ ।ଜିଲ୍ଲାରେ ବୃଦ୍ଧି ପାଉଥିବା ଅପରାଧିକ କାର୍ଯ୍ୟକଳାପ,ସାଧାରଣ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ଭୟ ଓ ଅସୁରକ୍ଷାବୋଧ ଏବେ ଗଭୀର ଚିନ୍ତାର କାରଣ ହୋଇଛି । ଯାହାକି ଏହି ପରିସ୍ଥିତିକୁ ଗୁରୁତ୍ୱ ସହ ନେଇ, ଶୀଘ୍ର ଓ କଠୋର ପଦକ୍ଷେପ ଗ୍ରହଣ କରି ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଦୃଢ଼ ଦାବି ବିଜେଡି ପକ୍ଷରୁ କରାଯାଇଛି ।1
- ଷଣ୍ଢକୁଦ ବସ୍ତିରେ ଅସାମାଜିକ ଯୁବକ ର ଉନ୍ମକ୍ତ କାଣ୍ଡ, ମହିଳା ଙ୍କୁ ଅଶ୍ଳୀଳ ଗାଳି ସହିତ ଘରେ ପଶି ଆକ୍ରମଣ, ଅଭିଯୁକ୍ତ କୁ ପୋଲିସ ଘଣ୍ଟ ଘୋଡାଉଥିବା ନେଇ ଅଭିଯୋଗ ଆଣିଲେ ବସ୍ତିବାସିନ୍ଦା.....1