logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କଟକ ଜିଲ୍ଲା ଅସୁରେଶ୍ୱର ବିଷ୍ଣୁପୁର Ri office ଚାରି ପାଶ୍ୱରେ ଥିବା ସରକାରୀ ଜମି ଉଛେଦ ପ୍ରକ୍ରିୟା ଶେଷ

5 hrs ago
user_ନିଷ୍ଠୁର ଦୁନିଆ Live
ନିଷ୍ଠୁର ଦୁନିଆ Live
Nischintakoili, Cuttack•
5 hrs ago

କଟକ ଜିଲ୍ଲା ଅସୁରେଶ୍ୱର ବିଷ୍ଣୁପୁର Ri office ଚାରି ପାଶ୍ୱରେ ଥିବା ସରକାରୀ ଜମି ଉଛେଦ ପ୍ରକ୍ରିୟା ଶେଷ

More news from Cuttack and nearby areas
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    5 hrs ago
  • Cuttack jila re barsha start
    1
    Cuttack jila re barsha start
    user_Rabindra Kumar sahoo
    Rabindra Kumar sahoo
    କଟକ ସଦର, କଟକ, ଓଡ଼ିଶା•
    1 hr ago
  • ଖାକି ମାଗୁଛି ଖାକି କୁ ନ୍ୟାୟ ।
    1
    ଖାକି ମାଗୁଛି ଖାକି କୁ ନ୍ୟାୟ ।
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    17 hrs ago
  • ଜଗତସିଂହପୁର ୭/୪- ଜଗତସିଂହପୁର ଅବକାରୀ ବିଭାଗ ପକ୍ଷରୁ ମାର୍କାଣ୍ଡେଶ୍ୱର ଗ୍ରାମରେ ଥିବା ମାକାଣ୍ଡେଶ୍ୱର ମନ୍ଦିର ନିକଟରେ ରାସ୍ତାରେ ଚଢ଼ାଉ କରି ୨୮ ଗ୍ରାମ ହିରୋଇନ୍ ଜବତ ହୋଇଥିବା ସୂଚନା ମିଳିଛି । ଏଥିରେ ସମ୍ପୃକ୍ତ ଥିବା ସିଙ୍ଗରପୁରର ସିଲୁ @ ସିଲୁଆ ସିଂ ନାମକ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରଯାଇଥିବା ଅବକାରୀ ଅଧିକାରୀ ପ୍ରଭାସ କୁମାର ଚୌଧୁରୀ ସୂଚନା ଦେଇଥିଲେ l ଜବତ ହେରୋଇନିର ବଜାରରେ ଆନୁମାନିକ ମୂଲ୍ୟ ୨,୮୦,୦୦୦ ଟଙ୍କା ( ଦୁଇ ଲକ୍ଷ ଅଶୀ ହଜାର) ହେବ l ଏହି ଚଢ଼ାଉ କାର୍ଯ୍ୟକ୍ରମରେ ଏକ୍ସାଇଜ୍ ଜିଲ୍ଲା ମୋବାଇଲ୍ ୟୁନିଟ୍ ଇନ୍ସପେକ୍ଟର, ଜଗତ୍ସିଂହପୁରର ପ୍ରଭାସ କୁମାର ଚୌଧୁରୀ, ଏକ୍ସାଇଜ୍ ର ଏସ ଆଇ ସାନ୍ତୋଶ ନାୟକ, କନେଷ୍ଟବଳ ସବିତା ନାୟକ, କନେଷ୍ଟବଳ ବିଶ୍ଵରଞ୍ଜନ ସ୍ୱାଇଁ, ଏକ୍ସାଇଜ୍ କନଷ୍ଟେବଳ ସୁକାନ୍ତ ମାଝି ପ୍ରମୁଖ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ  |
    2
    ଜଗତସିଂହପୁର ୭/୪- ଜଗତସିଂହପୁର ଅବକାରୀ ବିଭାଗ ପକ୍ଷରୁ ମାର୍କାଣ୍ଡେଶ୍ୱର ଗ୍ରାମରେ ଥିବା ମାକାଣ୍ଡେଶ୍ୱର ମନ୍ଦିର ନିକଟରେ ରାସ୍ତାରେ ଚଢ଼ାଉ କରି ୨୮ ଗ୍ରାମ ହିରୋଇନ୍ ଜବତ ହୋଇଥିବା ସୂଚନା ମିଳିଛି । ଏଥିରେ ସମ୍ପୃକ୍ତ ଥିବା ସିଙ୍ଗରପୁରର ସିଲୁ @ ସିଲୁଆ ସିଂ ନାମକ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରଯାଇଥିବା ଅବକାରୀ ଅଧିକାରୀ ପ୍ରଭାସ କୁମାର ଚୌଧୁରୀ ସୂଚନା ଦେଇଥିଲେ l ଜବତ ହେରୋଇନିର ବଜାରରେ ଆନୁମାନିକ ମୂଲ୍ୟ ୨,୮୦,୦୦୦ ଟଙ୍କା ( ଦୁଇ ଲକ୍ଷ ଅଶୀ ହଜାର) ହେବ l ଏହି ଚଢ଼ାଉ କାର୍ଯ୍ୟକ୍ରମରେ ଏକ୍ସାଇଜ୍ ଜିଲ୍ଲା ମୋବାଇଲ୍ ୟୁନିଟ୍ ଇନ୍ସପେକ୍ଟର, ଜଗତ୍ସିଂହପୁରର ପ୍ରଭାସ କୁମାର ଚୌଧୁରୀ, ଏକ୍ସାଇଜ୍ ର ଏସ ଆଇ ସାନ୍ତୋଶ ନାୟକ, କନେଷ୍ଟବଳ ସବିତା ନାୟକ, କନେଷ୍ଟବଳ ବିଶ୍ଵରଞ୍ଜନ ସ୍ୱାଇଁ, ଏକ୍ସାଇଜ୍ କନଷ୍ଟେବଳ ସୁକାନ୍ତ ମାଝି ପ୍ରମୁଖ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ  |
    user_Ranjan Khuntia
    Ranjan Khuntia
    Jagatsinghapur, Odisha•
    22 hrs ago
  • କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବାତିଲ କଟକ ବିଜେଡ଼ି ପକ୍ଷରୁ ବିକ୍ଷୋଭ। ବିଜେପି ସରକାର ମେଟ୍ରୋ ପ୍ରକଳ୍ପ ବନ୍ଦ କରି ଭୁବନେଶ୍ୱର-କଟକର ସ୍ୱପ୍ନକୁ ଧୂଳିସାତ କରିଛି: ବିଜେଡି କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ବର୍ତ୍ତମାନ ସରକାର ବାତିଲ କରିବା ପରିପ୍ରେକ୍ଷୀରେ କଟକ ବିଜେଡ଼ି ପକ୍ଷରୁ ପ୍ରତିବାଦ।
    1
    କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବାତିଲ
କଟକ ବିଜେଡ଼ି ପକ୍ଷରୁ ବିକ୍ଷୋଭ। ବିଜେପି ସରକାର ମେଟ୍ରୋ ପ୍ରକଳ୍ପ ବନ୍ଦ କରି ଭୁବନେଶ୍ୱର-କଟକର ସ୍ୱପ୍ନକୁ ଧୂଳିସାତ କରିଛି: ବିଜେଡି
କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ବର୍ତ୍ତମାନ ସରକାର  ବାତିଲ କରିବା  ପରିପ୍ରେକ୍ଷୀରେ କଟକ ବିଜେଡ଼ି ପକ୍ଷରୁ ପ୍ରତିବାଦ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    1 hr ago
  • ଯାଜପୁର ଜିଲ୍ଲାରେ ଦିନକୁ ଦିନ ଅବନତି ହେଉଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ (SP)ଙ୍କୁ ଭେଟି ଯାଜପୁର ଜିଲ୍ଲା ବିଜେଡି ନେତା ଓ ନେତ୍ରୀ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ ।ଜିଲ୍ଲାରେ ବୃଦ୍ଧି ପାଉଥିବା ଅପରାଧିକ କାର୍ଯ୍ୟକଳାପ,ସାଧାରଣ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ଭୟ ଓ ଅସୁରକ୍ଷାବୋଧ ଏବେ ଗଭୀର ଚିନ୍ତାର କାରଣ ହୋଇଛି । ଯାହାକି ଏହି ପରିସ୍ଥିତିକୁ ଗୁରୁତ୍ୱ ସହ ନେଇ, ଶୀଘ୍ର ଓ କଠୋର ପଦକ୍ଷେପ ଗ୍ରହଣ କରି ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଦୃଢ଼ ଦାବି ବିଜେଡି ପକ୍ଷରୁ କରାଯାଇଛି ।
    1
    ଯାଜପୁର ଜିଲ୍ଲାରେ ଦିନକୁ ଦିନ ଅବନତି ହେଉଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ (SP)ଙ୍କୁ ଭେଟି ଯାଜପୁର ଜିଲ୍ଲା ବିଜେଡି ନେତା ଓ ନେତ୍ରୀ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ ।ଜିଲ୍ଲାରେ ବୃଦ୍ଧି ପାଉଥିବା ଅପରାଧିକ କାର୍ଯ୍ୟକଳାପ,ସାଧାରଣ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ଭୟ ଓ ଅସୁରକ୍ଷାବୋଧ ଏବେ ଗଭୀର ଚିନ୍ତାର କାରଣ ହୋଇଛି । ଯାହାକି 
ଏହି ପରିସ୍ଥିତିକୁ ଗୁରୁତ୍ୱ ସହ ନେଇ, ଶୀଘ୍ର ଓ କଠୋର ପଦକ୍ଷେପ ଗ୍ରହଣ କରି ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଦୃଢ଼ ଦାବି ବିଜେଡି ପକ୍ଷରୁ କରାଯାଇଛି ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    2 hrs ago
  • ଚକ୍ର ପାଣି ଙ୍କ ଚକ୍ରାନ୍ତ ରେ ପେଶୀ ହେବାକୁ ଦଶାନନ ରାବଣ ଶ୍ରୀ ମନ୍ଦିର କୁ ସିଂହ ଦ୍ୱାର ଦେଇ ପ୍ରବେଶ କରୁଛନ୍ତି..... ଜଗମୋହନ ପାଖରେ ନିଜ କଳା ର ଠାଣି ଦେଖାଇ ଆଜ୍ଞା ଆଣିବେ ରାମ ଲକ୍ଷ୍ମଣ ବେନି ଭାଇ ଙ୍କୁ ପରାଜିତ କରିବେ ! ମହାପ୍ରଭୁ ଚତୁରତାର ସହ ଆଜ୍ଞା ଦେବେ ହେଲେ ଫଳ ସ୍ୱରୂପରେ ମନ୍ଦାର ମାଳ...
    1
    ଚକ୍ର ପାଣି  ଙ୍କ ଚକ୍ରାନ୍ତ ରେ ପେଶୀ ହେବାକୁ  ଦଶାନନ  ରାବଣ ଶ୍ରୀ ମନ୍ଦିର କୁ  ସିଂହ ଦ୍ୱାର ଦେଇ ପ୍ରବେଶ କରୁଛନ୍ତି..... ଜଗମୋହନ ପାଖରେ   ନିଜ କଳା ର ଠାଣି ଦେଖାଇ ଆଜ୍ଞା ଆଣିବେ ରାମ ଲକ୍ଷ୍ମଣ ବେନି ଭାଇ ଙ୍କୁ ପରାଜିତ କରିବେ !  ମହାପ୍ରଭୁ ଚତୁରତାର ସହ ଆଜ୍ଞା  ଦେବେ ହେଲେ ଫଳ ସ୍ୱରୂପରେ  ମନ୍ଦାର ମାଳ...
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    8 hrs ago
  • କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅସୁରେଶ୍ୱର ପଞ୍ଚାୟତ ର Ri office ପରିସରରେ ଥିବା ଜବରଦଖଲ କାରୀଙ୍କୁ ପ୍ରଶାସନ ଉଛେଦ କରିଛି
    1
    କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅସୁରେଶ୍ୱର ପଞ୍ଚାୟତ ର Ri office ପରିସରରେ ଥିବା ଜବରଦଖଲ କାରୀଙ୍କୁ ପ୍ରଶାସନ ଉଛେଦ କରିଛି
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.