Shuru
Apke Nagar Ki App…
କୋରେଇ କଲେଜରେ ହେଉଥିବା ରକ୍ତଦାନ ଶିବିରରେ କୋରେଇ ବିଧାୟକ ଓ କୋରେଇ ବିଡ଼ିଓ ମହୋଦୟ ଉପସ୍ଥିତ ହୋଇଥିଲେ।
ଯାଜପୁର ଖବର ପ୍ରସାରିତ
କୋରେଇ କଲେଜରେ ହେଉଥିବା ରକ୍ତଦାନ ଶିବିରରେ କୋରେଇ ବିଧାୟକ ଓ କୋରେଇ ବିଡ଼ିଓ ମହୋଦୟ ଉପସ୍ଥିତ ହୋଇଥିଲେ।
More news from ଓଡ଼ିଶା and nearby areas
- Post by ଯାଜପୁର ଖବର ପ୍ରସାରିତ1
- ଯାଜପୁର ଜିଲ୍ଲାରେ ଦିନକୁ ଦିନ ଅବନତି ହେଉଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ (SP)ଙ୍କୁ ଭେଟି ଯାଜପୁର ଜିଲ୍ଲା ବିଜେଡି ନେତା ଓ ନେତ୍ରୀ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ ।ଜିଲ୍ଲାରେ ବୃଦ୍ଧି ପାଉଥିବା ଅପରାଧିକ କାର୍ଯ୍ୟକଳାପ,ସାଧାରଣ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ଭୟ ଓ ଅସୁରକ୍ଷାବୋଧ ଏବେ ଗଭୀର ଚିନ୍ତାର କାରଣ ହୋଇଛି । ଯାହାକି ଏହି ପରିସ୍ଥିତିକୁ ଗୁରୁତ୍ୱ ସହ ନେଇ, ଶୀଘ୍ର ଓ କଠୋର ପଦକ୍ଷେପ ଗ୍ରହଣ କରି ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଦୃଢ଼ ଦାବି ବିଜେଡି ପକ୍ଷରୁ କରାଯାଇଛି ।1
- ସୋସିଆଲ ମିଡିଆ ଏବେ କୁତ୍ସିତ ମିଡିଆ ହୋଇସାରିିଛି, ଏଠି କିଏ କାହା ପାଇଁ କ'ଣ ଲେଖୁଛି ତାହା ଦେଖିଲେ ଦୁଃଖ ଲାଗୁଛି : ପୃଥ୍ୱୀରାଜ ହରିଚନ୍ଦନ, ଆଇନମନ୍ତ୍ରୀ1
- ଖାକି ମାଗୁଛି ଖାକି କୁ ନ୍ୟାୟ ।1
- Post by ନିଷ୍ଠୁର ଦୁନିଆ Live1
- ଜଳସେଚନ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍ ଜଳସେଚନ ସର୍କଲ ମୁଖ୍ୟ ଯନ୍ତ୍ରୀ ତଥା କେନ୍ଦ୍ରୀୟ ଜଳସେଚନ ସର୍କଲ ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି ଙ୍କ ଘରେ ଭିଜିଲାନ୍ସ ରେଡ || ଢେଙ୍କାନାଳ ସମେତ କଟକ, ଭୁବନେଶ୍ୱର ଓ ଯାଜପୁର ସମେତ ୬ଟି ଜାଗାରେ ଚାଲିଛି ରେଡ | ଢେଙ୍କାନାଳ ଫାର୍ମ ହାଉସ1
- Cuttack jila re barsha start1
- ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ କନ୍ତପଡ଼ା ବ୍ରାହ୍ମଣୀ ବ୍ରିଜ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ବ୍ରିଜ୍ ଉପରୁ ପ୍ରାୟ ୩୦ ଫୁଟ ତଳକୁ ଏକ ମୋଟର ସାଇକେଲ ଖସି ପଡ଼ିବାରୁ ଦୁଇ ଜଣ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆହତ ଦୁଇ ଯୁବକ ହେଉଛନ୍ତି ଜେନାପୁର ଥାନା ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତ ବାରକଣା ଗ୍ରାମର ପ୍ରଶାନ୍ତ ମହାରଣାଙ୍କ ପୁଅ ମଳୟ କୁମାର ମହାରଣା ଏବଂ ଧନେଶ୍ୱର ବାରିକ ଙ୍କ ପୁଅ ଲୁନା ବାରିକ ଉଭୟ ଏକ ବାଇକ୍ ଯୋଗେ ଜାତୀୟ ରାଜପଥ ଦେଇ ଯାଉଥିବା ସମୟରେ କୌଣସି କାରଣବଶତଃ ଗାଡ଼ିଟି ଭାରସାମ୍ୟ ହରାଇ ବ୍ରାହ୍ମଣୀ ବ୍ରିଜ୍ ତଳକୁ ଖସି ପଡ଼ିଥିଲା। ପ୍ରାୟ ୩୦ ଫୁଟ ଗଭୀରକୁ ଖସି ପଡ଼ିବା ଫଳରେ ଉଭୟଙ୍କ ଶରୀରରେ ଗଭୀର ଆଘାତ ଲାଗିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ଥିବା ଜଣାପଡ଼ିଛି।1