logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପୋଖରୀ ପାଣିରେ ବୁଡି ଜଣଙ୍କର ମୃତ୍ୟୁ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ ବୌଦ୍ଧ ଜିଲ୍ଲା ସରସରା ପଞ୍ଚାୟତ ଅନ୍ତର୍ଗତ ମହୁଲପାଳୀ ଗ୍ରାମରେ ଥିବା, ଗେଣ୍ଡା ବାନ୍ଧଲି ପୋଖରୀରେ ବୁଡି ଜଣକର ମୃତ୍ୟୁ l ମିଳିଥିବା ସୂଚନା ଅନୁସାରେ ପୋଖରୀକୁ ଗାଆଧୋଇ ଯାଇ ପାଣିରେ ବୁଡି ଯାଇଥିଲା l ପରିବାର ଲୋକେ ପୋଖରୀ ପାଣିରେ ଖୋଜାଖୋଜି କରିଲା ପରେ ନମିଳିବାରୁ, ତୁରନ୍ତ ବୌଦ୍ଧ ଅଗ୍ନିଶମ ବାହିନୀକୁ ଜଣାଇ ଥିଲେ l ଅଗ୍ନିଶମ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ଆସି ସବକୁ ପୋଖରୀରୁ ବାହାର କରିଥିଲେ l

6 hrs ago
user_Baidyanath Samal Mozillakhabra
Baidyanath Samal Mozillakhabra
Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
6 hrs ago

ପୋଖରୀ ପାଣିରେ ବୁଡି ଜଣଙ୍କର ମୃତ୍ୟୁ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ ବୌଦ୍ଧ ଜିଲ୍ଲା ସରସରା ପଞ୍ଚାୟତ ଅନ୍ତର୍ଗତ ମହୁଲପାଳୀ ଗ୍ରାମରେ ଥିବା, ଗେଣ୍ଡା ବାନ୍ଧଲି ପୋଖରୀରେ ବୁଡି ଜଣକର ମୃତ୍ୟୁ l ମିଳିଥିବା ସୂଚନା ଅନୁସାରେ ପୋଖରୀକୁ ଗାଆଧୋଇ ଯାଇ ପାଣିରେ ବୁଡି ଯାଇଥିଲା l ପରିବାର ଲୋକେ ପୋଖରୀ ପାଣିରେ ଖୋଜାଖୋଜି କରିଲା ପରେ ନମିଳିବାରୁ, ତୁରନ୍ତ ବୌଦ୍ଧ ଅଗ୍ନିଶମ ବାହିନୀକୁ ଜଣାଇ ଥିଲେ l ଅଗ୍ନିଶମ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ଆସି ସବକୁ ପୋଖରୀରୁ ବାହାର କରିଥିଲେ l

More news from ଓଡ଼ିଶା and nearby areas
  • ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକର ତାଳସରଡା ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ୍ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ମହେନ୍ଦ୍ର କୁମାର ସାହୁ, ସରପଂଚ ସସ୍ମିତା ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ l ଆଜିର ଶିବିରରେ ୩୮ଗୋଟି ବ୍ୟକ୍ତିଗତ ଓ ୮ଟି ଗୋଷ୍ଠିଗତ ଏଭଳି ମୋଟ ୪୬ ଗୋଟି ଅଭିଯୋଗର ଶୁଣାଣି ଜିଲ୍ଲାପାଳ କରିଥିଲେ । ୧୮ ଟି ଅଭିଯୋଗର ତୁରନ୍ତ ସମାଧାନ ହୋଇଥିଲା l ସଭାରେ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ,ଲାଇନ୍ ବିଭାଗ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଓ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l
    1
    ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକର ତାଳସରଡା ଗ୍ରାମ ପଞ୍ଚାୟତରେ  ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ୍ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା,  ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ମହେନ୍ଦ୍ର କୁମାର ସାହୁ, ସରପଂଚ ସସ୍ମିତା ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ l ଆଜିର ଶିବିରରେ ୩୮ଗୋଟି ବ୍ୟକ୍ତିଗତ ଓ ୮ଟି ଗୋଷ୍ଠିଗତ ଏଭଳି ମୋଟ ୪୬ ଗୋଟି ଅଭିଯୋଗର ଶୁଣାଣି ଜିଲ୍ଲାପାଳ କରିଥିଲେ ।  ୧୮ ଟି  ଅଭିଯୋଗର ତୁରନ୍ତ ସମାଧାନ ହୋଇଥିଲା l ସଭାରେ  ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ,ଲାଇନ୍ ବିଭାଗ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଓ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    23 min ago
  • Post by Satyajit Panda
    1
    Post by Satyajit Panda
    user_Satyajit Panda
    Satyajit Panda
    Journalist ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    1 hr ago
  • ଢେଙ୍କାନାଳ: ଗାନ୍ଧୀ ମନ୍ଦିର ରୋଡ଼ସ୍ଥିତ ମା’ ତାରିଣୀଙ୍କ ୨୨ତମ ଜନ୍ମ ବାର୍ଷିକୀ ଉତ୍ସବ ଉପଲକ୍ଷେ ମା’ଙ୍କର ସୁନାବେଶ ଓ ୫୬ଭଗ ଲାଗି ପରେ ପୂର୍ଣାହୁତି ଅନୁଷ୍ଠିତ ହୋଇଥୁଲା। ଭାଗିରଥୀ ସାଗର କୂଳରେ ପୂଜାର୍ଚ୍ଚନା କରାଯାଇ ଘଂଟବାଦ୍ୟ ଦ୍ବାରା ୧୦୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ସହର ପରିକ୍ରମା କରି ମନ୍ଦିର ପ୍ରାଙ୍ଗଣରେ ସ୍ଥାପିତ କରିଥିଲେ। ଗତ ୧୭ ତାରିଖ ଶୁକ୍ରବାର ଦିନ ଅଙ୍କୁରାରୋପଣ ଅନୁଷ୍ଠିତ ହୋଇଥିଲା। ୨୬ତାରିଖ ରବିବାର ଦିନ ଗୀତାଯଜ୍ଞ ଅନୁଷ୍ଟିତ ହୋଇଥୁଲା। ୨୭ ତାରିଖ ସୋମବାର ଦିନ ଚଣ୍ଡୀ ଯଜ୍ଞ ଓ ପୂର୍ଣ୍ଣାହୁତି ଏବଂ ଭକ୍ତମାନଙ୍କ ପାଇଁ ରାତ୍ରରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ଗୋ ପୂଜା, କଳସ ପୂଜା, ମଣ୍ଡଳ ପୂଜା, ଷୋଡଶ ଉପଚାର ପୂଜା, ବିଭିନ୍ନ ପ୍ରକାର ଭୋଗ ମା’ଙ୍କ ପାଖରେ ଲାଗି କରାଯାଉଥିଲା । ମନ୍ଦିର ପୂଜକ ଆପୁଲି ରଣା, ଯଜ୍ଞ ପୂଜକ ଲିଙ୍ଗରାଜ ପତି, କର୍ତା ଅଭିମନ୍ୟୁ ବେହେରା, କର୍ତୀ ସସ୍ମିତା ବେହେରା ପ୍ରମୁଖ ସମସ୍ତ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି । ସଭାପତି କେଶବ ବେହେରା, ସମ୍ପାଦକ ମନ୍ମଥ ରାଓ, ସହଯୋଗୀ ନିରାକାର ପଟ୍ଟନାୟକ, ନରେଶ ଚନ୍ଦ୍ର ବାରିକ, ସମ୍ବିତ୍ ପଟ୍ଟନାୟକ, ରାଜେନ୍ଦ୍ର ବସ୍ତୀ, ମୁନା ବାରିକ୍, ରିଙ୍କୁ ମହାପାତ୍ର, କୃଷ୍ଣ ଚନ୍ଦ୍ର ବେହେରା, ଅଜିତ୍ କୁମାର ହୋତା, ସୁଶାନ୍ତ ବେହେରା ଓ ପ୍ରକାଶ ବେହେରାଙ୍କ ସମେତ ସମସ୍ତ କର୍ମକର୍ତା ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରୁଛନ୍ତି ।
    1
    ଢେଙ୍କାନାଳ: ଗାନ୍ଧୀ ମନ୍ଦିର ରୋଡ଼ସ୍ଥିତ ମା’ ତାରିଣୀଙ୍କ ୨୨ତମ ଜନ୍ମ ବାର୍ଷିକୀ ଉତ୍ସବ ଉପଲକ୍ଷେ ମା’ଙ୍କର ସୁନାବେଶ ଓ ୫୬ଭଗ ଲାଗି ପରେ ପୂର୍ଣାହୁତି ଅନୁଷ୍ଠିତ ହୋଇଥୁଲା। ଭାଗିରଥୀ ସାଗର କୂଳରେ ପୂଜାର୍ଚ୍ଚନା କରାଯାଇ ଘଂଟବାଦ୍ୟ ଦ୍ବାରା ୧୦୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ସହର ପରିକ୍ରମା କରି ମନ୍ଦିର ପ୍ରାଙ୍ଗଣରେ ସ୍ଥାପିତ କରିଥିଲେ। ଗତ ୧୭ ତାରିଖ ଶୁକ୍ରବାର ଦିନ ଅଙ୍କୁରାରୋପଣ ଅନୁଷ୍ଠିତ ହୋଇଥିଲା। ୨୬ତାରିଖ ରବିବାର ଦିନ ଗୀତାଯଜ୍ଞ ଅନୁଷ୍ଟିତ ହୋଇଥୁଲା। ୨୭ ତାରିଖ ସୋମବାର ଦିନ ଚଣ୍ଡୀ ଯଜ୍ଞ ଓ ପୂର୍ଣ୍ଣାହୁତି ଏବଂ ଭକ୍ତମାନଙ୍କ ପାଇଁ ରାତ୍ରରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ଗୋ ପୂଜା, କଳସ ପୂଜା, ମଣ୍ଡଳ ପୂଜା, ଷୋଡଶ ଉପଚାର ପୂଜା, ବିଭିନ୍ନ ପ୍ରକାର ଭୋଗ ମା’ଙ୍କ ପାଖରେ ଲାଗି କରାଯାଉଥିଲା । ମନ୍ଦିର ପୂଜକ ଆପୁଲି ରଣା, ଯଜ୍ଞ ପୂଜକ ଲିଙ୍ଗରାଜ ପତି, କର୍ତା ଅଭିମନ୍ୟୁ ବେହେରା, କର୍ତୀ ସସ୍ମିତା ବେହେରା ପ୍ରମୁଖ ସମସ୍ତ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି । ସଭାପତି କେଶବ ବେହେରା, ସମ୍ପାଦକ ମନ୍ମଥ ରାଓ, ସହଯୋଗୀ ନିରାକାର ପଟ୍ଟନାୟକ, ନରେଶ ଚନ୍ଦ୍ର ବାରିକ, ସମ୍ବିତ୍ ପଟ୍ଟନାୟକ, ରାଜେନ୍ଦ୍ର ବସ୍ତୀ, ମୁନା ବାରିକ୍, ରିଙ୍କୁ ମହାପାତ୍ର, କୃଷ୍ଣ ଚନ୍ଦ୍ର ବେହେରା, ଅଜିତ୍ କୁମାର ହୋତା, ସୁଶାନ୍ତ ବେହେରା ଓ ପ୍ରକାଶ ବେହେରାଙ୍କ ସମେତ ସମସ୍ତ କର୍ମକର୍ତା ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରୁଛନ୍ତି ।
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    1 hr ago
  • ଚଳନ୍ତା ଟ୍ରକରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଗଲେ ଚାଳକ ଅନୁଗୁଳ ଜାତୀୟ ରାଜପଥ ୫୫ ର ଠେଲକନାଳୀ ନିକଟରେ ଟ୍ରକରେ ଲାଗିଲା ନିଆଁ। ।ସୂଚନା ଅନୁସାରେ ପାରାଦୀପରୁ ଆଲୁମିନିୟମ ନାଇଟ୍ରେଟ ନେଇ ଏକ ଟ୍ରକ ମହାରାଷ୍ଟ୍ର ଅଭିମୁଖେ ଯାଉଥିବା ସମୟରେ ଘଟିଥିଲା ଅଗ୍ନିକାଣ୍ଡ।
    1
    ଚଳନ୍ତା ଟ୍ରକରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଗଲେ ଚାଳକ  ଅନୁଗୁଳ ଜାତୀୟ ରାଜପଥ ୫୫ ର ଠେଲକନାଳୀ ନିକଟରେ ଟ୍ରକରେ ଲାଗିଲା ନିଆଁ। ।ସୂଚନା ଅନୁସାରେ ପାରାଦୀପରୁ ଆଲୁମିନିୟମ ନାଇଟ୍ରେଟ ନେଇ ଏକ ଟ୍ରକ ମହାରାଷ୍ଟ୍ର ଅଭିମୁଖେ  ଯାଉଥିବା ସମୟରେ ଘଟିଥିଲା ଅଗ୍ନିକାଣ୍ଡ।
    user_Kishore nagar Shuru
    Kishore nagar Shuru
    Local News Reporter କିଶୋରନଗର, ଅନୁଗୁଳ, ଓଡ଼ିଶା•
    12 hrs ago
  • Post by SONEPUR NEWS
    1
    Post by SONEPUR NEWS
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    36 min ago
  • ଜନ ଆକ୍ରୋଶ ମହିଳା ସମାବେଶ ଉପରେ ପ୍ରତିକ୍ରିୟା ରଖିଲେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା
    1
    ଜନ ଆକ୍ରୋଶ ମହିଳା ସମାବେଶ ଉପରେ ପ୍ରତିକ୍ରିୟା ରଖିଲେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    51 min ago
  • ସୁବର୍ଣ୍ଣପୁର ପୁର ଜିଲ୍ଲା ସୋନପୁର ବ୍ଲକ ସଦର ରେ ଝୁପୁଡିପଡା ମହିମା ମଠ ଠାରେ ୪୦ତମ ବାର୍ଷିକ ମହୋତ୍ସବ ରେ ମହାନଦୀ ରୁ କଳସ ଯାତ୍ରା କରିବା ସହିତ ମଠରେ ମହିମା ବ୍ରାହ୍ମଧୁନୀ ସ୍ଥାପନା କରିଥିଲେ। ଏହି ମହୋତ୍ସବ ରେ ମହିମା ଧର୍ମୀ ସାଧ୍ବୀ ଟିକେନନୀ କୁମ୍ଭାର ଙ୍କ ନେତୃତ୍ୱ ବହୁ ଉଚ୍ଚ କୋଟିର ହେଇଥିବାର ଅନୁମାନ କରାଯାଏ।
    4
    ସୁବର୍ଣ୍ଣପୁର ପୁର ଜିଲ୍ଲା ସୋନପୁର ବ୍ଲକ ସଦର ରେ ଝୁପୁଡିପଡା ମହିମା ମଠ ଠାରେ ୪୦ତମ ବାର୍ଷିକ ମହୋତ୍ସବ ରେ ମହାନଦୀ ରୁ କଳସ ଯାତ୍ରା କରିବା ସହିତ ମଠରେ ମହିମା ବ୍ରାହ୍ମଧୁନୀ ସ୍ଥାପନା କରିଥିଲେ। ଏହି ମହୋତ୍ସବ ରେ ମହିମା ଧର୍ମୀ ସାଧ୍ବୀ ଟିକେନନୀ କୁମ୍ଭାର ଙ୍କ ନେତୃତ୍ୱ ବହୁ ଉଚ୍ଚ କୋଟିର ହେଇଥିବାର ଅନୁମାନ କରାଯାଏ।
    user_BAHUJAN ADHIKAR
    BAHUJAN ADHIKAR
    Media house Sonapur, Sonepur•
    1 hr ago
  • ସର୍ବ ଭାରତୀୟ ସ୍ତରରେ ଗୋ-ମାତା ଙ୍କୁ ସେବା , ସୁରକ୍ଷା ଓ ସମ୍ମାନ ଦୃଷ୍ଟିରୁ ଦେଶର 5100 ତହସିଲ ରେ ଆଜି , ଦସ୍ତଖତ ଅଭିଯାନ ଚାଲୁ ରହି, ମହାମହିମ ରାଷ୍ଟ୍ରପତି୍, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ, ହରଭଙ୍ଗl ତହସିଲ ର ତହସିଲଦାର ଶ୍ରୀ ବଳଦେବ ବେହେରା ଙ୍କୁ, ତ୍ରିଲୋଚନ ଦାସ ବାବା, ଟlକରl , ଖଦlଳ ବାନପ୍ରସ୍ତି , ଛତ୍ରଙ୍ଗ, ଓ ଧୂଳିଆ ବାବା, ରlମ୍ଭିକଟl ର ସହ, କୋକୋ ଭାଇ, ବବୁଲ ଭାଇ, ରବି ଭାଇ, ରାଜୁ ଭାଇ ଙ୍କ ସହ ମିଶି ଜ୍ଞାପନ ଦାଖଲ କରିଥିଲେ l ପ୍ରମୁଖ ଦାବି ଗୁଡ଼ିକ ହେଲା, ଗୋ- ମାତା ଙ୍କୁ ସେବା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ଗୋମାତା ଙ୍କ ଅନୁସନ୍ଧାନ ମୂଳକ ଗବେଷଣା କେନ୍ଦ୍ର କରା ଯିବା ସଙ୍ଗେ ସଙ୍ଗେ , ସେହି ଅନୁସାରେ ଅନୁଦାନ ର ବ୍ୟବସ୍ଥା ରଖାଯାଉ l ଗୋ- ମାତା ଙ୍କୁ ସୁରକ୍ଷା ଦୃଷ୍ଟିରୁ, ସଂପୂର୍ଣ୍ଣ ଭାରତ ରେ ଗୋହତ୍ୟା ବନ୍ଦ ହେଉ ଓ ଗୋହତ୍ୟାକlରୀ ଙ୍କୁ କଠୋର ରୁ କଠୋର ଦଣ୍ଡ ବିଧାନ କରାଯାଉ l ଗୋମାତା ଙ୍କୁ ସୁରକ୍ଷା ଦିଆଗଲେ, ଗୋବର, ଗୋମୁତ୍ର, ଜୈବିକ ସାର, ଓ କୀଟନାଶକ ମାଟି କୁ ଉର୍ବର କରିବା ସାଙ୍ଗେ ସାଙ୍ଗେ , ଜୈବିକ କୃଷି କୁ ପ୍ରୋଛlହନ ଦେଇଥାଏ l ସ୍ୱାସ୍ଥ୍ୟ ର ସୁରକ୍ଷା, ସଂସ୍କୃତି ସମ୍ମାନ ଦେବା ସାଙ୍ଗେ ସାଙ୍ଗେ ଅର୍ଥନୀତି ର ସୁଧୃଢ଼ତା ସୃଷ୍ଟି କରିଥାଏ l ଗୋମାତା ଙ୍କୁ ସମ୍ମାନ ଦୃଷ୍ଟିରୁ, ଗୋ- ମାତା ଙ୍କୁ ରାଷ୍ଟ୍ରମାତା ରୂପେ ଘୋଷଣା କରା ଯାଉ l
    1
    ସର୍ବ ଭାରତୀୟ ସ୍ତରରେ ଗୋ-ମାତା ଙ୍କୁ ସେବା , ସୁରକ୍ଷା ଓ ସମ୍ମାନ ଦୃଷ୍ଟିରୁ ଦେଶର 5100 ତହସିଲ ରେ ଆଜି , ଦସ୍ତଖତ ଅଭିଯାନ ଚାଲୁ ରହି, ମହାମହିମ ରାଷ୍ଟ୍ରପତି୍, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ, ହରଭଙ୍ଗl ତହସିଲ ର ତହସିଲଦାର ଶ୍ରୀ ବଳଦେବ ବେହେରା ଙ୍କୁ, ତ୍ରିଲୋଚନ ଦାସ ବାବା, ଟlକରl , ଖଦlଳ ବାନପ୍ରସ୍ତି , ଛତ୍ରଙ୍ଗ, ଓ ଧୂଳିଆ ବାବା, ରlମ୍ଭିକଟl ର ସହ, କୋକୋ ଭାଇ, ବବୁଲ ଭାଇ, ରବି ଭାଇ, ରାଜୁ ଭାଇ ଙ୍କ ସହ ମିଶି ଜ୍ଞାପନ ଦାଖଲ କରିଥିଲେ l
ପ୍ରମୁଖ ଦାବି ଗୁଡ଼ିକ ହେଲା, 
ଗୋ- ମାତା ଙ୍କୁ ସେବା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ଗୋମାତା ଙ୍କ ଅନୁସନ୍ଧାନ ମୂଳକ ଗବେଷଣା କେନ୍ଦ୍ର କରା ଯିବା ସଙ୍ଗେ ସଙ୍ଗେ , ସେହି ଅନୁସାରେ ଅନୁଦାନ ର ବ୍ୟବସ୍ଥା ରଖାଯାଉ l
ଗୋ- ମାତା ଙ୍କୁ ସୁରକ୍ଷା ଦୃଷ୍ଟିରୁ,
ସଂପୂର୍ଣ୍ଣ ଭାରତ ରେ ଗୋହତ୍ୟା ବନ୍ଦ ହେଉ ଓ  ଗୋହତ୍ୟାକlରୀ ଙ୍କୁ କଠୋର ରୁ କଠୋର ଦଣ୍ଡ ବିଧାନ କରାଯାଉ l
ଗୋମାତା ଙ୍କୁ ସୁରକ୍ଷା ଦିଆଗଲେ, ଗୋବର, ଗୋମୁତ୍ର, ଜୈବିକ ସାର, ଓ କୀଟନାଶକ ମାଟି କୁ ଉର୍ବର କରିବା ସାଙ୍ଗେ ସାଙ୍ଗେ , ଜୈବିକ କୃଷି କୁ ପ୍ରୋଛlହନ ଦେଇଥାଏ l 
ସ୍ୱାସ୍ଥ୍ୟ ର ସୁରକ୍ଷା, ସଂସ୍କୃତି ସମ୍ମାନ ଦେବା ସାଙ୍ଗେ ସାଙ୍ଗେ ଅର୍ଥନୀତି ର ସୁଧୃଢ଼ତା ସୃଷ୍ଟି କରିଥାଏ l
ଗୋମାତା ଙ୍କୁ ସମ୍ମାନ ଦୃଷ୍ଟିରୁ, 
ଗୋ- ମାତା ଙ୍କୁ ରାଷ୍ଟ୍ରମାତା ରୂପେ ଘୋଷଣା କରା ଯାଉ l
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.