Shuru
Apke Nagar Ki App…
ଉଦଳାରେ ଲଗାଣ ବର୍ଷାରେ ଦେଓ ନଦୀରେ ବନ୍ୟା.........।..........
Damayanti behera
ଉଦଳାରେ ଲଗାଣ ବର୍ଷାରେ ଦେଓ ନଦୀରେ ବନ୍ୟା.........।..........
More news from ଓଡ଼ିଶା and nearby areas
- ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅଞ୍ଚଳରେ ଘର ବାହାରୁ ତାଲା ମାରି ନିଆଁ ଲଗାଇଦେଲେ ଦୁର୍ବୁତ୍ତ l ଜଳିଗଲା ୩ ବଖରା ଘର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି l1
- #ନେପାଳର_ବନ୍ୟାକୁ_ହରାଇଦେଲା_ଏହି_କୁନି_ଝିଅ ନେପାଳର ଭୟଙ୍କର ବନ୍ୟା ପରେ ପଙ୍କ ତଳେ ୨୪ ଘଣ୍ଟା ସଂଘର୍ଷ କରି ଜୀବନ୍ତ ଉଦ୍ଧାର ହେଲା କୁନି ଝିଅ। ଯବାନଙ୍କ ସାହସିକ ରେସ୍କ୍ୟୁରେ ଶିଶୁଙ୍କୁ ମିଳିଲା ନୂଆ ଜୀବନ—ଦେଖନ୍ତୁ ହୃଦୟସ୍ପର୍ଶୀ ଦୃଶ୍ୟ।1
- ଥାନାରେ ନ୍ୟାୟ ନପାଇ ନ୍ୟାୟ ପାଇଁ ଏସପି ଙ୍କ ଗୁହାରି କଲେ ପରିବାର ଲୋକ1
- ଚୋରି-ଡକାୟତି ମାମଲାରେ ୪ ଗିରଫ, ସୁନା-ରୂପା ସହ ଗାଡ଼ି ଓ ମୋବାଇଲ ଜବତ l #Odisha #Jajpur #JajpurPolice #CrimeNews #TheftCase #RobberyCase #PolicePressMeet #CrimeUpdate #4Arrested #GoldSeized #SilverSeized #VehicleSeized #MobileSeized #BreakingNews #OdishaNews #news7odia #NewsUpdate #PoliceAction #CrimeNewsOdisha #JajpurNews1
- ଭାରତୀୟ ପାଣିପାଗ ବିଭାଗର ସୂଚନା ଏବଂ ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗର ନିର୍ଦ୍ଦେଶ ପରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମନା । ପୁଣି ଅଶାନ୍ତ ହେବ ବଙ୍ଗୋପସାଗର। ସମୁଦ୍ରରେ ସୃଷ୍ଟି ହୋଇଛି ଲଘୁଚାପ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନର ବେଗ ବଢ଼ିବା ଆଶଙ୍କା ରହିଛି। ଫଳରେ ସମୁଦ୍ର ଅଶାନ୍ତ ରହିବା ନେଇ ସତର୍କ କରାଯାଇଛି। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ବାଲେଶ୍ୱର ଉପକୂଳରେ ବଢ଼ିଛି ସତର୍କତା। ଭାରତୀୟ ପାଣିପାଗ ବିଭାଗର ସୂଚନା ଏବଂ ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗର ନିର୍ଦ୍ଦେଶ ପରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ସଚେତନ କରାଯାଇଛି। ଚନ୍ଦନେଶ୍ୱର ମତ୍ସ୍ୟ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ବିଭିନ୍ନ ସମୁଦ୍ରକୂଳିଆ ଅଞ୍ଚଳରେ ମତ୍ସ୍ୟଜୀବୀ ଏବଂ ସାଧାରଣ ଲୋକଙ୍କୁ ସତର୍କ କରାଯାଇଛି। ବିଶେଷ କରି ଉଦୟପୁରରୁ ଆରମ୍ଭ କରି ତାଳସାରୀ, ବିଚିତ୍ରପୁର ଏବଂ କୀର୍ତ୍ତନୀୟ ସମୁଦ୍ରମୁହାଣ ପର୍ଯ୍ୟନ୍ତ ବିଭିନ୍ନ ଉପକୂଳ ଅଞ୍ଚଳରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ସୂଚନା ଅନୁଯାୟୀ, ୨୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ପାଗ ଅସ୍ଥିର ରହିବା ସହ ପ୍ରବଳ ବର୍ଷା ଓ ପବନ ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇପାରେ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ଏହି ସମୟ ମଧ୍ୟରେ ସମୁଦ୍ରକୁ ନଯିବା ସହ ନିଜ ନିଜର ଡଙ୍ଗା ଓ ମାଛଧରା ଜାଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି। କେବଳ ମତ୍ସ୍ୟଜୀବୀ ନୁହେଁ, ଉପକୂଳବାସୀ ଏବଂ ତଳିଆ ଅଞ୍ଚଳର ଲୋକମାନଙ୍କୁ ମଧ୍ୟ ସଜାଗ ରହିବାକୁ ମତ୍ସ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ପାଣିପାଗରେ ପରିବର୍ତ୍ତନ ଥିବାରୁ ସମୁଦ୍ରକୁ ଯିବାର ବିପଦ ନନେଇ ପ୍ରଶାସନର ନିର୍ଦ୍ଦେଶକୁ ମାନିବାକୁ ମତ୍ସ୍ୟଜୀବୀମାନଙ୍କୁ ଅନୁରୋଧ କରାଯାଇଛି। ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ଧନଜୀବନ ସୁରକ୍ଷାକୁ ଗୁରୁତ୍ୱ ଦେଇ ସମୁଦ୍ରରୁ ଦୂରେ ରହିବା ଏବଂ ପ୍ରଶାସନର ସମସ୍ତ ସତର୍କତାମୂଳକ ନିର୍ଦ୍ଦେଶ ପାଳନ କରିବା ଅତ୍ୟନ୍ତ ଜରୁରୀ।4
- ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରିଣୀଙ୍କ ଛେନା ବେପାରୀଙ୍କ ଉପରେ ଚଡାଉ, ଜୋରିମାନା ଆଦାୟ l ସିମୁଳିଆ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରିଣୀଙ୍କ ଛେନା ବେପାରୀଙ୍କ ଉପରେ ଚଡାଉ, ଜୋରିମାନା ଆଦାୟ l ସିମୁଳିଆ1
- ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ବାରୁଆଁ ପଞ୍ଚାୟତ ଜବରଦସ୍ତପୁର ଗାଁରେ ଅଭାବନୀୟ ଘଟଣା। ପୁଅ ସାମ୍ନାରେ ମାଆଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛିl ମୃତ ମହିଳା ଜଣକ ହେଲେ ଜବରଦସ୍ତପୁର ଗାଁର ଶାନ୍ତି ପଧାନ। ଗାଁରେ ଏକ ଶୁଦ୍ଧିକ୍ରିୟା ଭୋଜିକୁ କେନ୍ଦ୍ର କରି ଝଗଡ଼ା ଚାଲିଥିବା ବେଳେ ପୁଅକୁ ରକ୍ଷା କରିବାକୁ ଯାଇ ଶାନ୍ତି ପଧାନ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।ଘଟଣା ପରେ ତୁମୁସିଙ୍ଗା ପୋଲିସ ୩ ଜଣଙ୍କୁ ଅଟକ ରଖିଛି। ଘଟଣାସ୍ଥଳରେ ତୁମୁସିଙ୍ଗା ପୋଲିସ ସହ ଜିଲ୍ଲା ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର ପ୍ରକୃତ କାରଣ ଓ ମୃତ୍ୟୁର ପରିସ୍ଥିତି ନେଇ ପୋଲିସ ତଦନ୍ତ ଜାରି ରଖିଛି।1
- #ନେପାଳ_ବନ୍ୟାରେ_ନିଖୋଜ_Infosys_ସିଇଓ କୁଆଡ଼େ ଗଲେ କୋଟି କୋଟି ଟଙ୍କାର ମାଲିକ? ଭସାଇ ନେଲା କି ନେପାଳ ବନ୍ୟା? ମିଳୁନି Infosys ସିଇଓଙ୍କ ପତ୍ତା । ବନ୍ୟା ପରେ କାହିଁକି ତାଙ୍କ ସହ ହୋଇପାରୁନି ଯୋଗାଯୋଗ?1
- ଚତୁର୍ଥ ବର୍ଷ ପୂର୍ତ୍ତିରେ ଜଳେଶ୍ଵର ପୌରପାଳିକାର ରିପୋର୍ଟ କାର୍ଡ୍ ପ୍ରଦାନ କଲେ ନଗରପାଳ ପ୍ରତିପ କୁମାର ପ୍ରଧାନ ଜଳେଶ୍ଵର ପୌରପାଳିକା ପୌର ପରିଷଦର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଗତ ଚାରି ବର୍ଷ ମଧ୍ୟରେ କରାଯାଇଥିବା ମୁଖ୍ୟ ଉନ୍ନୟନମୂଳକ କାର୍ଯ୍ୟର ରିପୋର୍ଟ କାର୍ଡ୍ ଏହି ଅବସରରେ ପ୍ରଦାନ କରାଯାଇଛି। ଜଳେଶ୍ଵର ପୌରପାଳିକା ପୌର ପରିଷଦର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହୋଇଛି। ସାମ୍ବାଦିକ ସମ୍ମିଳନୀ।ଏହି ଅବସରରେ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଗତ ଚାରି ବର୍ଷ ମଧ୍ୟରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଥ୍ୟ ଉପସ୍ଥାପନ କରାଯାଇଥିଲା। ରାସ୍ତାଘାଟ, ଡ୍ରେନେଜ୍ ବ୍ୟବସ୍ଥା, ପାନୀୟ ଜଳ, ଆଲୋକୀକରଣ ସମେତ ପୌରାଞ୍ଚଳର ମୌଳିକ ସମସ୍ୟାର ସମାଧାନ ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା।ପୌର ପରିଷଦ ପକ୍ଷରୁ ଗତ ଚାରି ବର୍ଷରେ କେଉଁ ୱାର୍ଡରେ କେତେ ଉନ୍ନୟନ କାର୍ଯ୍ୟ ହୋଇଛି, କେଉଁ ପ୍ରକଳ୍ପ ଶେଷ ହୋଇଛି ଏବଂ ଆଗାମୀ ଦିନରେ କେଉଁ କାର୍ଯ୍ୟକୁ ପ୍ରାଥମିକତା ଦିଆଯିବ—ସେନେଇ ମଧ୍ୟ ତଥ୍ୟ ରଖାଯାଇଥିଲା।ସାମ୍ବାଦିକ ସମ୍ମିଳନୀରେ ପୌର ପରିଷଦର କାର୍ଯ୍ୟକଳାପ ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ। ପୌରପାଳିକା ପକ୍ଷରୁ ସେସବୁ ପ୍ରଶ୍ନର ଉତ୍ତର ରଖାଯାଇଥିଲା। ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଏହି ରିପୋର୍ଟ କାର୍ଡ୍ ପ୍ରଦାନ ମାଧ୍ୟମରେ ପୌର ପରିଷଦ ନିଜର ଚାରି ବର୍ଷର କାର୍ଯ୍ୟର ହିସାବ ଜନସାଧାରଣଙ୍କ ସମ୍ମୁଖରେ ରଖିଛି।ତେବେ ଆଗାମୀ ଦିନରେ ଜଳେଶ୍ଵର ପୌରାଞ୍ଚଳର ବିକାଶ ଧାରାକୁ ଆହୁରି ତ୍ୱରାନ୍ୱିତ କରିବା ସହ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରିବା ପୌର ପରିଷଦ ପାଇଁ ରହିବ ଏକ ବଡ଼ ଚ୍ୟାଲେଞ୍ଜ।1