ଚତୁର୍ଥ ବର୍ଷ ପୂର୍ତ୍ତିରେ ଜଳେଶ୍ଵର ପୌରପାଳିକାର ରିପୋର୍ଟ କାର୍ଡ୍ ପ୍ରଦାନ କଲେ ନଗରପାଳ ପ୍ରତିପ କୁମାର ପ୍ରଧାନ ଜଳେଶ୍ଵର ପୌରପାଳିକା ପୌର ପରିଷଦର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଗତ ଚାରି ବର୍ଷ ମଧ୍ୟରେ କରାଯାଇଥିବା ମୁଖ୍ୟ ଉନ୍ନୟନମୂଳକ କାର୍ଯ୍ୟର ରିପୋର୍ଟ କାର୍ଡ୍ ଏହି ଅବସରରେ ପ୍ରଦାନ କରାଯାଇଛି। ଜଳେଶ୍ଵର ପୌରପାଳିକା ପୌର ପରିଷଦର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହୋଇଛି। ସାମ୍ବାଦିକ ସମ୍ମିଳନୀ।ଏହି ଅବସରରେ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଗତ ଚାରି ବର୍ଷ ମଧ୍ୟରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଥ୍ୟ ଉପସ୍ଥାପନ କରାଯାଇଥିଲା। ରାସ୍ତାଘାଟ, ଡ୍ରେନେଜ୍ ବ୍ୟବସ୍ଥା, ପାନୀୟ ଜଳ, ଆଲୋକୀକରଣ ସମେତ ପୌରାଞ୍ଚଳର ମୌଳିକ ସମସ୍ୟାର ସମାଧାନ ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା।ପୌର ପରିଷଦ ପକ୍ଷରୁ ଗତ ଚାରି ବର୍ଷରେ କେଉଁ ୱାର୍ଡରେ କେତେ ଉନ୍ନୟନ କାର୍ଯ୍ୟ ହୋଇଛି, କେଉଁ ପ୍ରକଳ୍ପ ଶେଷ ହୋଇଛି ଏବଂ ଆଗାମୀ ଦିନରେ କେଉଁ କାର୍ଯ୍ୟକୁ ପ୍ରାଥମିକତା ଦିଆଯିବ—ସେନେଇ ମଧ୍ୟ ତଥ୍ୟ ରଖାଯାଇଥିଲା।ସାମ୍ବାଦିକ ସମ୍ମିଳନୀରେ ପୌର ପରିଷଦର କାର୍ଯ୍ୟକଳାପ ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ। ପୌରପାଳିକା ପକ୍ଷରୁ ସେସବୁ ପ୍ରଶ୍ନର ଉତ୍ତର ରଖାଯାଇଥିଲା। ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଏହି ରିପୋର୍ଟ କାର୍ଡ୍ ପ୍ରଦାନ ମାଧ୍ୟମରେ ପୌର ପରିଷଦ ନିଜର ଚାରି ବର୍ଷର କାର୍ଯ୍ୟର ହିସାବ ଜନସାଧାରଣଙ୍କ ସମ୍ମୁଖରେ ରଖିଛି।ତେବେ ଆଗାମୀ ଦିନରେ ଜଳେଶ୍ଵର ପୌରାଞ୍ଚଳର ବିକାଶ ଧାରାକୁ ଆହୁରି ତ୍ୱରାନ୍ୱିତ କରିବା ସହ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରିବା ପୌର ପରିଷଦ ପାଇଁ ରହିବ ଏକ ବଡ଼ ଚ୍ୟାଲେଞ୍ଜ।

- ଭାରତୀୟ ପାଣିପାଗ ବିଭାଗର ସୂଚନା ଏବଂ ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗର ନିର୍ଦ୍ଦେଶ ପରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମନା । ପୁଣି ଅଶାନ୍ତ ହେବ ବଙ୍ଗୋପସାଗର। ସମୁଦ୍ରରେ ସୃଷ୍ଟି ହୋଇଛି ଲଘୁଚାପ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନର ବେଗ ବଢ଼ିବା ଆଶଙ୍କା ରହିଛି। ଫଳରେ ସମୁଦ୍ର ଅଶାନ୍ତ ରହିବା ନେଇ ସତର୍କ କରାଯାଇଛି। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ବାଲେଶ୍ୱର ଉପକୂଳରେ ବଢ଼ିଛି ସତର୍କତା। ଭାରତୀୟ ପାଣିପାଗ ବିଭାଗର ସୂଚନା ଏବଂ ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗର ନିର୍ଦ୍ଦେଶ ପରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ସଚେତନ କରାଯାଇଛି। ଚନ୍ଦନେଶ୍ୱର ମତ୍ସ୍ୟ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ବିଭିନ୍ନ ସମୁଦ୍ରକୂଳିଆ ଅଞ୍ଚଳରେ ମତ୍ସ୍ୟଜୀବୀ ଏବଂ ସାଧାରଣ ଲୋକଙ୍କୁ ସତର୍କ କରାଯାଇଛି। ବିଶେଷ କରି ଉଦୟପୁରରୁ ଆରମ୍ଭ କରି ତାଳସାରୀ, ବିଚିତ୍ରପୁର ଏବଂ କୀର୍ତ୍ତନୀୟ ସମୁଦ୍ରମୁହାଣ ପର୍ଯ୍ୟନ୍ତ ବିଭିନ୍ନ ଉପକୂଳ ଅଞ୍ଚଳରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ସୂଚନା ଅନୁଯାୟୀ, ୨୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ପାଗ ଅସ୍ଥିର ରହିବା ସହ ପ୍ରବଳ ବର୍ଷା ଓ ପବନ ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇପାରେ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ଏହି ସମୟ ମଧ୍ୟରେ ସମୁଦ୍ରକୁ ନଯିବା ସହ ନିଜ ନିଜର ଡଙ୍ଗା ଓ ମାଛଧରା ଜାଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି। କେବଳ ମତ୍ସ୍ୟଜୀବୀ ନୁହେଁ, ଉପକୂଳବାସୀ ଏବଂ ତଳିଆ ଅଞ୍ଚଳର ଲୋକମାନଙ୍କୁ ମଧ୍ୟ ସଜାଗ ରହିବାକୁ ମତ୍ସ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ପାଣିପାଗରେ ପରିବର୍ତ୍ତନ ଥିବାରୁ ସମୁଦ୍ରକୁ ଯିବାର ବିପଦ ନନେଇ ପ୍ରଶାସନର ନିର୍ଦ୍ଦେଶକୁ ମାନିବାକୁ ମତ୍ସ୍ୟଜୀବୀମାନଙ୍କୁ ଅନୁରୋଧ କରାଯାଇଛି। ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ଧନଜୀବନ ସୁରକ୍ଷାକୁ ଗୁରୁତ୍ୱ ଦେଇ ସମୁଦ୍ରରୁ ଦୂରେ ରହିବା ଏବଂ ପ୍ରଶାସନର ସମସ୍ତ ସତର୍କତାମୂଳକ ନିର୍ଦ୍ଦେଶ ପାଳନ କରିବା ଅତ୍ୟନ୍ତ ଜରୁରୀ।4
- ସିମୁଳିଆ ଅଞ୍ଚଳରେ ଅବକାରୀ ବିଭାଗର ଚଡାଉ, ଦେଶୀ ମଦ ଜବତ, ତିନି ଗିରଫ l ସିମୁଳିଆ ଅବକାରୀ ବିଭାଗର ଚଡାଉ, ଦେଶୀ ମଦ ଜବତ, ତିନି ଗିରଫ l ସିମୁଳିଆ1
- କମର୍ଦ୍ଦାରେ ବାଇକ କୁ ଧକ୍କା ଦେଲା ବାଇକ ।। କମର୍ଦ୍ଦା ହସ୍ପିଟାଲ ଛକରେ ଥିବା ଗ୍ୟାରେଜ ମିସ୍ତ୍ରୀ କମର୍ଦ୍ଦାରେ ବାଇକ କୁ ଧକ୍କା ଦେଲା ବାଇକ ।। ଭୋଗରାଇ, ୨୯/୮ ମଟର ସାଇକେଲ ଗ୍ୟାରେଜ ମିସ୍ତ୍ରୀ ଗୁରୁତର ।। ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ କମର୍ଦ୍ଦା ହସ୍ପିଟାଲ ଛକରେ ଥିବା ଗ୍ୟାରେଜ ମିସ୍ତ୍ରୀ ( ମାନୁଆ ) ଘର - ନିଯାମପୂର୍ ଦୁର୍ଘଟଣାରେ ଶିକାର ହୋଇ ପ୍ରଥମେ କମର୍ଦ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ପରେ ତାଙ୍କୁ ଡାକ୍ତର ବାଲେଶ୍ଵର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।।1
- ହୀରାପୁର ଠାରେ ସନ୍ତୋଷୀ ମାତା ଙ୍କ ୨୧ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ।1
- ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟର କ୍ରୀଡା ବିଭାଗ ତରଫରୁ ଜାତୀୟ କ୍ରୀଡା ଦିବସ ୨୦୨୬ ପାଳିତ ଆଜି ଅର୍ଥାତ୍ ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟର କ୍ରୀଡା ବିଭାଗ ତରଫରୁ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ କ୍ରିଡା ବିଭାଗର ଅଧିକାରୀ ଅଧ୍ୟାପକ ତପନ କୁମାର ବାରିକ୍ ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ ରଞ୍ଜନ ତ୍ରିପାଠୀ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟର କ୍ରିଡା ପ୍ରଶିକ୍ଷକ କିଶୋର ଚନ୍ଦ୍ର ଦାଶ ବିଭିନ୍ନ କ୍ରିଡା ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିବା ସହ ଯୁବ ବର୍ଗଙ୍କୁ ବିଭିନ୍ନ ବିଭାଗରେ ସାମିଲ ହୋଇ ଉତ୍କର୍ଷ ପ୍ରଦର୍ଶନ ନିମନ୍ତେ ଆହ୍ଵାନ କରିଥିଲେ । ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଏଥିରେ ସାମିଲ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ଖେଳ ଯଥା ହକି,ଫୁଟବଲ, ବାସ୍କେଟବଲ, ଭଲିବଲ ଆଦି କ୍ରୀଡା ଅନୁଷ୍ଠିତ ହୋଇଥିଲା।4
- ଉଦଳାରେ ଲଗାଣ ବର୍ଷାରେ ଦେଓ ନଦୀରେ ବନ୍ୟା.........।..........1
- ଚତୁର୍ଥ ବର୍ଷ ପୂର୍ତ୍ତିରେ ଜଳେଶ୍ଵର ପୌରପାଳିକାର ରିପୋର୍ଟ କାର୍ଡ୍ ପ୍ରଦାନ କଲେ ନଗରପାଳ ପ୍ରତିପ କୁମାର ପ୍ରଧାନ ଜଳେଶ୍ଵର ପୌରପାଳିକା ପୌର ପରିଷଦର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଗତ ଚାରି ବର୍ଷ ମଧ୍ୟରେ କରାଯାଇଥିବା ମୁଖ୍ୟ ଉନ୍ନୟନମୂଳକ କାର୍ଯ୍ୟର ରିପୋର୍ଟ କାର୍ଡ୍ ଏହି ଅବସରରେ ପ୍ରଦାନ କରାଯାଇଛି। ଜଳେଶ୍ଵର ପୌରପାଳିକା ପୌର ପରିଷଦର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହୋଇଛି। ସାମ୍ବାଦିକ ସମ୍ମିଳନୀ।ଏହି ଅବସରରେ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଗତ ଚାରି ବର୍ଷ ମଧ୍ୟରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଥ୍ୟ ଉପସ୍ଥାପନ କରାଯାଇଥିଲା। ରାସ୍ତାଘାଟ, ଡ୍ରେନେଜ୍ ବ୍ୟବସ୍ଥା, ପାନୀୟ ଜଳ, ଆଲୋକୀକରଣ ସମେତ ପୌରାଞ୍ଚଳର ମୌଳିକ ସମସ୍ୟାର ସମାଧାନ ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା।ପୌର ପରିଷଦ ପକ୍ଷରୁ ଗତ ଚାରି ବର୍ଷରେ କେଉଁ ୱାର୍ଡରେ କେତେ ଉନ୍ନୟନ କାର୍ଯ୍ୟ ହୋଇଛି, କେଉଁ ପ୍ରକଳ୍ପ ଶେଷ ହୋଇଛି ଏବଂ ଆଗାମୀ ଦିନରେ କେଉଁ କାର୍ଯ୍ୟକୁ ପ୍ରାଥମିକତା ଦିଆଯିବ—ସେନେଇ ମଧ୍ୟ ତଥ୍ୟ ରଖାଯାଇଥିଲା।ସାମ୍ବାଦିକ ସମ୍ମିଳନୀରେ ପୌର ପରିଷଦର କାର୍ଯ୍ୟକଳାପ ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ। ପୌରପାଳିକା ପକ୍ଷରୁ ସେସବୁ ପ୍ରଶ୍ନର ଉତ୍ତର ରଖାଯାଇଥିଲା। ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଏହି ରିପୋର୍ଟ କାର୍ଡ୍ ପ୍ରଦାନ ମାଧ୍ୟମରେ ପୌର ପରିଷଦ ନିଜର ଚାରି ବର୍ଷର କାର୍ଯ୍ୟର ହିସାବ ଜନସାଧାରଣଙ୍କ ସମ୍ମୁଖରେ ରଖିଛି।ତେବେ ଆଗାମୀ ଦିନରେ ଜଳେଶ୍ଵର ପୌରାଞ୍ଚଳର ବିକାଶ ଧାରାକୁ ଆହୁରି ତ୍ୱରାନ୍ୱିତ କରିବା ସହ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରିବା ପୌର ପରିଷଦ ପାଇଁ ରହିବ ଏକ ବଡ଼ ଚ୍ୟାଲେଞ୍ଜ।1
- #ଶାଳୀକୁ_ଧରି_ପଳାଉଥିଲେ #ଶିକାରୀ_ଫାଶ_ଜୀବନ_ନେଲା ରାତି ଅଧରେ ଶାଳୀକୁ ଧରି ଘରୁ ଚମ୍ପଟ ମାରୁଥିଲା ଭିଣୋଇ । ଜଙ୍ଗଲରେ ଚାଲି ଚାଲି ଦୁହେଁ ପଳାଇ ଯାଉଥିବା ବେଳେ ରାସ୍ତାରେ ଛକି ବସିଥିଲା ଯମ । ବାରହା ଶିକାର କରିବା ପାଇଁ ଜଙ୍ଗଲ ରାସ୍ତାରେ ଶିକାରୀ ବିଛାଇଥିବା ବିଦ୍ୟୁତ ଫାଶରେ ଲାଗିଗଲେ ଉଭୟ । #1