Shuru
Apke Nagar Ki App…
କମର୍ଦ୍ଦାରେ ବାଇକ କୁ ଧକ୍କା ଦେଲା ବାଇକ ।। କମର୍ଦ୍ଦା ହସ୍ପିଟାଲ ଛକରେ ଥିବା ଗ୍ୟାରେଜ ମିସ୍ତ୍ରୀ କମର୍ଦ୍ଦାରେ ବାଇକ କୁ ଧକ୍କା ଦେଲା ବାଇକ ।। ଭୋଗରାଇ, ୨୯/୮ ମଟର ସାଇକେଲ ଗ୍ୟାରେଜ ମିସ୍ତ୍ରୀ ଗୁରୁତର ।। ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ କମର୍ଦ୍ଦା ହସ୍ପିଟାଲ ଛକରେ ଥିବା ଗ୍ୟାରେଜ ମିସ୍ତ୍ରୀ ( ମାନୁଆ ) ଘର - ନିଯାମପୂର୍ ଦୁର୍ଘଟଣାରେ ଶିକାର ହୋଇ ପ୍ରଥମେ କମର୍ଦ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ପରେ ତାଙ୍କୁ ଡାକ୍ତର ବାଲେଶ୍ଵର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।।
ଶିଶିର କୁମାର ପ୍ରଧାନ
କମର୍ଦ୍ଦାରେ ବାଇକ କୁ ଧକ୍କା ଦେଲା ବାଇକ ।। କମର୍ଦ୍ଦା ହସ୍ପିଟାଲ ଛକରେ ଥିବା ଗ୍ୟାରେଜ ମିସ୍ତ୍ରୀ କମର୍ଦ୍ଦାରେ ବାଇକ କୁ ଧକ୍କା ଦେଲା ବାଇକ ।। ଭୋଗରାଇ, ୨୯/୮ ମଟର ସାଇକେଲ ଗ୍ୟାରେଜ ମିସ୍ତ୍ରୀ ଗୁରୁତର ।। ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ କମର୍ଦ୍ଦା ହସ୍ପିଟାଲ ଛକରେ ଥିବା ଗ୍ୟାରେଜ ମିସ୍ତ୍ରୀ ( ମାନୁଆ ) ଘର - ନିଯାମପୂର୍ ଦୁର୍ଘଟଣାରେ ଶିକାର ହୋଇ ପ୍ରଥମେ କମର୍ଦ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ପରେ ତାଙ୍କୁ ଡାକ୍ତର ବାଲେଶ୍ଵର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।।
More news from ଓଡ଼ିଶା and nearby areas
- ଚତୁର୍ଥ ବର୍ଷ ପୂର୍ତ୍ତିରେ ଜଳେଶ୍ଵର ପୌରପାଳିକାର ରିପୋର୍ଟ କାର୍ଡ୍ ପ୍ରଦାନ କଲେ ନଗରପାଳ ପ୍ରତିପ କୁମାର ପ୍ରଧାନ ଜଳେଶ୍ଵର ପୌରପାଳିକା ପୌର ପରିଷଦର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଗତ ଚାରି ବର୍ଷ ମଧ୍ୟରେ କରାଯାଇଥିବା ମୁଖ୍ୟ ଉନ୍ନୟନମୂଳକ କାର୍ଯ୍ୟର ରିପୋର୍ଟ କାର୍ଡ୍ ଏହି ଅବସରରେ ପ୍ରଦାନ କରାଯାଇଛି। ଜଳେଶ୍ଵର ପୌରପାଳିକା ପୌର ପରିଷଦର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହୋଇଛି। ସାମ୍ବାଦିକ ସମ୍ମିଳନୀ।ଏହି ଅବସରରେ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଗତ ଚାରି ବର୍ଷ ମଧ୍ୟରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଥ୍ୟ ଉପସ୍ଥାପନ କରାଯାଇଥିଲା। ରାସ୍ତାଘାଟ, ଡ୍ରେନେଜ୍ ବ୍ୟବସ୍ଥା, ପାନୀୟ ଜଳ, ଆଲୋକୀକରଣ ସମେତ ପୌରାଞ୍ଚଳର ମୌଳିକ ସମସ୍ୟାର ସମାଧାନ ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା।ପୌର ପରିଷଦ ପକ୍ଷରୁ ଗତ ଚାରି ବର୍ଷରେ କେଉଁ ୱାର୍ଡରେ କେତେ ଉନ୍ନୟନ କାର୍ଯ୍ୟ ହୋଇଛି, କେଉଁ ପ୍ରକଳ୍ପ ଶେଷ ହୋଇଛି ଏବଂ ଆଗାମୀ ଦିନରେ କେଉଁ କାର୍ଯ୍ୟକୁ ପ୍ରାଥମିକତା ଦିଆଯିବ—ସେନେଇ ମଧ୍ୟ ତଥ୍ୟ ରଖାଯାଇଥିଲା।ସାମ୍ବାଦିକ ସମ୍ମିଳନୀରେ ପୌର ପରିଷଦର କାର୍ଯ୍ୟକଳାପ ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ। ପୌରପାଳିକା ପକ୍ଷରୁ ସେସବୁ ପ୍ରଶ୍ନର ଉତ୍ତର ରଖାଯାଇଥିଲା। ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଏହି ରିପୋର୍ଟ କାର୍ଡ୍ ପ୍ରଦାନ ମାଧ୍ୟମରେ ପୌର ପରିଷଦ ନିଜର ଚାରି ବର୍ଷର କାର୍ଯ୍ୟର ହିସାବ ଜନସାଧାରଣଙ୍କ ସମ୍ମୁଖରେ ରଖିଛି।ତେବେ ଆଗାମୀ ଦିନରେ ଜଳେଶ୍ଵର ପୌରାଞ୍ଚଳର ବିକାଶ ଧାରାକୁ ଆହୁରି ତ୍ୱରାନ୍ୱିତ କରିବା ସହ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରିବା ପୌର ପରିଷଦ ପାଇଁ ରହିବ ଏକ ବଡ଼ ଚ୍ୟାଲେଞ୍ଜ।1
- ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅଞ୍ଚଳରେ ଘର ବାହାରୁ ତାଲା ମାରି ନିଆଁ ଲଗାଇଦେଲେ ଦୁର୍ବୁତ୍ତ l ଜଳିଗଲା ୩ ବଖରା ଘର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି l1
- ଉଦଳା ଭୀମତାଳି ରାସ୍ତା ଆବୁଡ଼ାଖାବୁଡା ଥିବା ବେଳେ ଅଭିଯୋଗ ପରେ ରାସ୍ତା କାମରେ ଆସିଲା ସୁଧାର1
- #ନେପାଳର_ବନ୍ୟାକୁ_ହରାଇଦେଲା_ଏହି_କୁନି_ଝିଅ ନେପାଳର ଭୟଙ୍କର ବନ୍ୟା ପରେ ପଙ୍କ ତଳେ ୨୪ ଘଣ୍ଟା ସଂଘର୍ଷ କରି ଜୀବନ୍ତ ଉଦ୍ଧାର ହେଲା କୁନି ଝିଅ। ଯବାନଙ୍କ ସାହସିକ ରେସ୍କ୍ୟୁରେ ଶିଶୁଙ୍କୁ ମିଳିଲା ନୂଆ ଜୀବନ—ଦେଖନ୍ତୁ ହୃଦୟସ୍ପର୍ଶୀ ଦୃଶ୍ୟ।1
- ଭଦ୍ରକ ରେ ଦୁଇ କିନ୍ନର ଗୋଷ୍ଠୀ ଙ୍କ ମଧ୍ୟରେ ଗଣ୍ଡଗୋଳ, ମେଡିକାଲ ରେ ଭର୍ତି1
- କୋରେଇ ପୋଲିସକୁ ଏକ ବଡ଼ ସଫଳତା ପୂର୍ବାକୋଟ ଚୋରକୁ କାବୁ କରି କୋର୍ଟ ଚାଲାଣ କଲେ।1
- ବିଜେଡି ମାଇନରିଟି ସେଲ୍ର ରାଜ୍ୟ ସମ୍ପାଦକ ହେଲେ ଶେଖ୍ ଅବଦୁଲ ରହିମ ଜଳେଶ୍ଵର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଜନତା ଦଳର ମାଇନରିଟି ସେଲ୍ର ନୂତନ ରାଜ୍ୟସମ୍ପାଦକ ଭାବେ ଶେଖ୍ ଅବଦୁଲ ରହିମ ମନୋନୀତ ହୋଇଛନ୍ତି। ଏହି ନିଯୁକ୍ତିକୁ ନେଇ ଜଳେଶ୍ଵର ବିଜୁ ଜନତା ଦଳର କର୍ମୀ ଓ ନେତାମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଶେଖ୍ ଅବଦୁଲ ରହିମଙ୍କ ନୂତନ ଦାୟିତ୍ୱ ପାଇଁ ଜଳେଶ୍ଵର ଟାଉନ ଠାରେ ବିଜୁ ଜନତା ଦଳ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ନୂତନ ଦାୟିତ୍ୱରେ ସେ ଦଳକୁ ଆହୁରି ସୁଦୃଢ଼ କରିବା ସହ ମାଇନରିଟି ସମ୍ପ୍ରଦାୟର ଲୋକଙ୍କ ସହ ଦଳର ସମ୍ପର୍କକୁ ଆହୁରି ମଜବୁତ କରିବେ ବୋଲି ଦଳୀୟ କର୍ମୀମାନେ ଆଶା ପ୍ରକାଶ କରିଛନ୍ତି।2
- ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ବାରୁଆଁ ପଞ୍ଚାୟତ ଜବରଦସ୍ତପୁର ଗାଁରେ ଅଭାବନୀୟ ଘଟଣା। ପୁଅ ସାମ୍ନାରେ ମାଆଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛିl ମୃତ ମହିଳା ଜଣକ ହେଲେ ଜବରଦସ୍ତପୁର ଗାଁର ଶାନ୍ତି ପଧାନ। ଗାଁରେ ଏକ ଶୁଦ୍ଧିକ୍ରିୟା ଭୋଜିକୁ କେନ୍ଦ୍ର କରି ଝଗଡ଼ା ଚାଲିଥିବା ବେଳେ ପୁଅକୁ ରକ୍ଷା କରିବାକୁ ଯାଇ ଶାନ୍ତି ପଧାନ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।ଘଟଣା ପରେ ତୁମୁସିଙ୍ଗା ପୋଲିସ ୩ ଜଣଙ୍କୁ ଅଟକ ରଖିଛି। ଘଟଣାସ୍ଥଳରେ ତୁମୁସିଙ୍ଗା ପୋଲିସ ସହ ଜିଲ୍ଲା ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର ପ୍ରକୃତ କାରଣ ଓ ମୃତ୍ୟୁର ପରିସ୍ଥିତି ନେଇ ପୋଲିସ ତଦନ୍ତ ଜାରି ରଖିଛି।1
- #ନେପାଳ_ବନ୍ୟାରେ_ନିଖୋଜ_Infosys_ସିଇଓ କୁଆଡ଼େ ଗଲେ କୋଟି କୋଟି ଟଙ୍କାର ମାଲିକ? ଭସାଇ ନେଲା କି ନେପାଳ ବନ୍ୟା? ମିଳୁନି Infosys ସିଇଓଙ୍କ ପତ୍ତା । ବନ୍ୟା ପରେ କାହିଁକି ତାଙ୍କ ସହ ହୋଇପାରୁନି ଯୋଗାଯୋଗ?1