Shuru
Apke Nagar Ki App…
ଥାନାରେ ନ୍ୟାୟ ନପାଇ ନ୍ୟାୟ ପାଇଁ ଏସପି ଙ୍କ ଗୁହାରି କଲେ ପରିବାର ଲୋକ
Bhadrak bulletin
ଥାନାରେ ନ୍ୟାୟ ନପାଇ ନ୍ୟାୟ ପାଇଁ ଏସପି ଙ୍କ ଗୁହାରି କଲେ ପରିବାର ଲୋକ
More news from ଓଡ଼ିଶା and nearby areas
- ଉଦଳା ଭୀମତାଳି ରାସ୍ତା ଆବୁଡ଼ାଖାବୁଡା ଥିବା ବେଳେ ଅଭିଯୋଗ ପରେ ରାସ୍ତା କାମରେ ଆସିଲା ସୁଧାର1
- ମାନବିକତା ଏବେ ବି ଜୀବନ୍ତ ଅଛି । ବିପର୍ଯ୍ୟୟ ଯେତେ ଭୟଙ୍କର ହେଉନା କାହିଁକି। ନେପାଳ ବନ୍ୟା ମଧ୍ୟରେ ଏପରି କିଛି ହୃଦୟସ୍ପର୍ଶୀ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ପ୍ରମାଣ କରେ ଯେ ମାନବୀୟ ସହାନୁଭୂତି ଆଗରେ ପ୍ରକୃତିର କୋପ ମଧ୍ୟ ଫିକା ପଡ଼ିଯାଏ । ଯେତେବେଳେ ପକୃତି ଦାଉ ସାଧେ ସେତେବେଳେ ମଣିଷ ନିରୁପାୟ କିନ୍ତୁ ସେହି ମଣିଷ ଯେତେବେଳେ ନିସ୍ଵାର୍ଥପର ଭାବରେ କାର୍ଯ୍ୟ କରେ ପକୃତି ମଧ୍ୟ ତା' ସାଥ ଦିଏ ।1
- ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି;ଛାତ୍ରଛାତ୍ରୀଙ୍କ ଉପସ୍ଥାନ ରେକର୍ଡ କରିବ ବାୟୋମେଟ୍ରିକ୍,୨୫ ଅଗଷ୍ଟରୁ ଆରମ୍ଭ ହୋଇଛି ପାଇଲଟ୍ ପ୍ରକଳ୍ପ । ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା (Student Biometric Attendance System) ଲାଗୁ କରିବାକୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିକ୍ଷାଗତ ବାତାବରଣକୁ ସୁଦୃଢ଼ କରିବା ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ଡିଜିଟାଲ୍ ଉପାୟରେ ରେକର୍ଡ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।ପାଇଲଟ୍ ପ୍ରୋଜେକ୍ଟ ଓ ଆରମ୍ଭପ୍ରଥମ ପର୍ଯ୍ୟାୟରେ ଏହାକୁ ରାଜ୍ୟର ୧୦ଟି ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଇଲଟ୍ ଭିତ୍ତିରେ ଆରମ୍ଭ କରାଯାଇଛି । ୭୫% ଉପସ୍ଥାନ ବାଧ୍ୟତାମୂଳକ1
- ହୀରାପୁର ଠାରେ ସନ୍ତୋଷୀ ମାତା ଙ୍କ ୨୧ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ।1
- ସାନ୍ତରାପୁର ଦୁଖିଆ ସାହିର ଦୁଃଖ କାହାଣୀ ଶୁଣିବାକୁ କେହି ନାହିଁ ମେଡ଼ିସିନ ଅଭାବ ରୁ ରୋଗ ରେ ପଡିରହିଛନ୍ତି ଜଣେ ଆଦିବାସୀ ରୋଗୀ ଘର ଟିଏ ମଧ୍ୟ ଲଗାଣ ବର୍ଷା ରେ ଭାଙ୍ଗି ଜାଇଛି1
- ମୋହନଙ୍କ ଟାର୍ଗେଟ୍ରେ ନବୀନ ; ଆଟାକିଂ ମୁଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,24 ବର୍ଷର ସରକାରକୁ ସମାଲୋଚନା କଲେ । ଆଟାକିଂ ମୁଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗଞ୍ଜାମ ଗସ୍ତରେ ଯାଇ ନବୀନଙ୍କୁ ନିଜ ଜିଲ୍ଲାରେ ସମାଲୋଚନା କଲେ । ଆଉ ଆଜି ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ପାଇଁ ନୟାଗଡ ଯାଇ ସେଠି ମଧ୍ୟ 24 ବର୍ଷର ସରକାରରେ ଥିବା ବିଜେଡି ଦଳକୁ ସମାଲୋଚନା କଲେ ।1
- ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅଞ୍ଚଳରେ ଘର ବାହାରୁ ତାଲା ମାରି ନିଆଁ ଲଗାଇଦେଲେ ଦୁର୍ବୁତ୍ତ l ଜଳିଗଲା ୩ ବଖରା ଘର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି l1
- ଜାହାଜ କାହିଁକି ବୁଡ଼ିଲା କହିଦେଲେ ବଂଚିଯାଇଥିବା ଦୁଇଜଣ ll Big Breaking News ll ଜାହାଜ କାହିଁକି ବୁଡ଼ିଲା କହିଦେଲେ ବଂଚିଯାଇଥିବା ଦୁଇଜଣ ll Big Breaking News ll1
- ଘଟଗାଁ / ମଦ ପିଇବାକୁ ମନା କରିବାରୁ ବିଷ ପିଇଦେଲେ ବୃଦ୍ଧ, ଭୋଳବେଡା ରୁ ଆସିଲା ଅଭାବନୀୟ ଦୃଶ୍ୟ - କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଭୋଳବେଡ଼ା ଗ୍ରାମର ଜଣେ ବୃଦ୍ଧ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ବୃଦ୍ଧ ଜଣକ ଉକ୍ତ ଗ୍ରାମର ପଦ୍ମନାଭ ନାଏକ (୬୦) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ରାତିରେ ପରିବାର ଲୋକେ ରାତ୍ରିଭୋଜନ ସାରି ବାହାରେ ବସିଥିବା ସମୟରେ ପଦ୍ମନାଭ ମଦ ପିଇବା ପାଇଁ ଚାହିଁଥିଲେ। ତେବେ ତାଙ୍କ ସ୍ତ୍ରୀ ଏଥିରେ ବାରଣ କରିବାରୁ ସେ ଉତକ୍ଷିପ୍ତ ହୋଇ ଘରେ ଥିବା କୀଟନାଶକ ପିଇ ଦେଇଥିଲେ। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।ହେଲେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। Report by Muna Mahendra patra @Ghatgaonmirror1