logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜାହାଜ କାହିଁକି ବୁଡ଼ିଲା କହିଦେଲେ ବଂଚିଯାଇଥିବା ଦୁଇଜଣ ll Big Breaking News ll ଜାହାଜ କାହିଁକି ବୁଡ଼ିଲା କହିଦେଲେ ବଂଚିଯାଇଥିବା ଦୁଇଜଣ ll Big Breaking News ll

1 hr ago
user_Purnima Biswal
Purnima Biswal
Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
1 hr ago

ଜାହାଜ କାହିଁକି ବୁଡ଼ିଲା କହିଦେଲେ ବଂଚିଯାଇଥିବା ଦୁଇଜଣ ll Big Breaking News ll ଜାହାଜ କାହିଁକି ବୁଡ଼ିଲା କହିଦେଲେ ବଂଚିଯାଇଥିବା ଦୁଇଜଣ ll Big Breaking News ll

More news from ଓଡ଼ିଶା and nearby areas
  • ଜାହାଜ କାହିଁକି ବୁଡ଼ିଲା କହିଦେଲେ ବଂଚିଯାଇଥିବା ଦୁଇଜଣ ll Big Breaking News ll ଜାହାଜ କାହିଁକି ବୁଡ଼ିଲା କହିଦେଲେ ବଂଚିଯାଇଥିବା ଦୁଇଜଣ ll Big Breaking News ll
    1
    ଜାହାଜ କାହିଁକି ବୁଡ଼ିଲା କହିଦେଲେ ବଂଚିଯାଇଥିବା ଦୁଇଜଣ ll Big Breaking News ll 
ଜାହାଜ କାହିଁକି ବୁଡ଼ିଲା କହିଦେଲେ ବଂଚିଯାଇଥିବା ଦୁଇଜଣ ll Big Breaking News ll
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    1 hr ago
  • କଟକ ମହାନଦୀ ରେ ଭାସି ଯାଇ ଯୁବକ ନିଖୋଜ ଅଗ୍ନିଶମ ବାହିନୀର ଚାଲିଛି ଖୋଜା
    1
    କଟକ ମହାନଦୀ ରେ  ଭାସି ଯାଇ ଯୁବକ ନିଖୋଜ 
ଅଗ୍ନିଶମ ବାହିନୀର ଚାଲିଛି ଖୋଜା
    user_Bikram Mohapatra
    Bikram Mohapatra
    Artist ଏରସମା, ଜଗତସିଂହପୁର, ଓଡ଼ିଶା•
    4 hrs ago
  • ଜିଲ୍ଲା ଖୋର୍ଦ୍ଧା ବ୍ଳକ ବାଲିଅନ୍ତା ଗ୍ରା: ପ୍ର:ଓ ଗ୍ରାମ କାକ ରୁଦ୍ରପୁର ଓମ୍ ଫେଡ଼େ ଘରଠାରୁ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା ଗ୍ରା: ପ୍ର: ପ୍ରତାପରୁଦ୍ରପୁର ର ମିଛୁ ମରା ଚକ ପର୍ଯ୍ୟାନ୍ତ ରାସ୍ତା ମରଣ ଜନ୍ତା କାମକରିବା ପାଇଁ ମୁଁ ଖ୍ୟମନ୍ତ୍ରୀଙ୍କୁ ଚିଠି ତା ୨୯/୮/୨୦୨୬
    2
    ଜିଲ୍ଲା ଖୋର୍ଦ୍ଧା ବ୍ଳକ ବାଲିଅନ୍ତା ଗ୍ରା: ପ୍ର:ଓ ଗ୍ରାମ କାକ ରୁଦ୍ରପୁର ଓମ୍ ଫେଡ଼େ ଘରଠାରୁ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା  ଗ୍ରା: ପ୍ର: ପ୍ରତାପରୁଦ୍ରପୁର  ର ମିଛୁ ମରା ଚକ ପର୍ଯ୍ୟାନ୍ତ ରାସ୍ତା ମରଣ ଜନ୍ତା କାମକରିବା ପାଇଁ ମୁଁ ଖ୍ୟମନ୍ତ୍ରୀଙ୍କୁ ଚିଠି ତା ୨୯/୮/୨୦୨୬
    user_KSHIROD CHANDRA PANDA
    KSHIROD CHANDRA PANDA
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    12 hrs ago
  • ଖେଳ ପଡ଼ିଆରୁ ବିଶ୍ୱ ଦରବାର ପର୍ଯ୍ୟନ୍ତ ଓଡ଼ିଶାର ଏହି କାୟାକଳ୍ପକୁ ‘ପଡ଼ିଆରୁ ପୋଡ଼ିୟମ୍’ ଆଭିମୁଖ୍ୟ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଆଜି ଭାରତର ଏକ ପ୍ରମୁଖ କ୍ରୀଡ଼ା ଶକ୍ତିକେନ୍ଦ୍ର ଭାବେ ଉଭା ହୋଇଛି। ରାଜ୍ୟର ପିଲାମାନଙ୍କ ପାଇଁ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରିବା ଏବଂ ଆମ ପିଲାମାନଙ୍କ ପାଇଁ ସର୍ବୋତ୍ତମ ତାଲିମ ସୁବିଧା ପ୍ରଦାନ ନିମନ୍ତେ ଆମେ ପ୍ରତିବଦ୍ଧତାର ସହ କାର୍ଯ୍ୟରତ ଅଛୁ ବୋଲି ଦର୍ଶାଇ ସେ କହିଥିଲେ, ତୃଣମୂଳ ସ୍ତରରୁ କ୍ରୀଡ଼ାର ବିକାଶ ପାଇଁ ରାଜ୍ୟର ୩୧୪ଟି ବ୍ଲକରେ ୪,୧୨୪ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ, ଭୁବନେଶ୍ୱରର ଗୋଠପାଟଣାଠାରେ ବିଶ୍ୱସ୍ତରୀୟ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ଢେଙ୍କାନାଳରେ 'ବାଜି ରାଉତ ରିଜିଓନାଲ ସ୍ପୋର୍ଟ୍ସ ହବ୍' ସମେତ ଅନ୍ୟ ୫ଟି ଆଞ୍ଚଳିକ ହବ୍ ସ୍ଥାପନ କରାଯାଉଛି।
    1
    ଖେଳ ପଡ଼ିଆରୁ ବିଶ୍ୱ ଦରବାର ପର୍ଯ୍ୟନ୍ତ ଓଡ଼ିଶାର ଏହି କାୟାକଳ୍ପକୁ ‘ପଡ଼ିଆରୁ ପୋଡ଼ିୟମ୍’ ଆଭିମୁଖ୍ୟ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଆଜି ଭାରତର ଏକ ପ୍ରମୁଖ କ୍ରୀଡ଼ା ଶକ୍ତିକେନ୍ଦ୍ର ଭାବେ ଉଭା ହୋଇଛି। ରାଜ୍ୟର ପିଲାମାନଙ୍କ ପାଇଁ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରିବା ଏବଂ ଆମ ପିଲାମାନଙ୍କ ପାଇଁ ସର୍ବୋତ୍ତମ ତାଲିମ ସୁବିଧା ପ୍ରଦାନ ନିମନ୍ତେ ଆମେ ପ୍ରତିବଦ୍ଧତାର ସହ କାର୍ଯ୍ୟରତ ଅଛୁ ବୋଲି ଦର୍ଶାଇ ସେ କହିଥିଲେ, ତୃଣମୂଳ ସ୍ତରରୁ କ୍ରୀଡ଼ାର ବିକାଶ ପାଇଁ ରାଜ୍ୟର ୩୧୪ଟି ବ୍ଲକରେ ୪,୧୨୪ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ, ଭୁବନେଶ୍ୱରର ଗୋଠପାଟଣାଠାରେ ବିଶ୍ୱସ୍ତରୀୟ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ଢେଙ୍କାନାଳରେ 'ବାଜି ରାଉତ ରିଜିଓନାଲ ସ୍ପୋର୍ଟ୍ସ ହବ୍' ସମେତ ଅନ୍ୟ ୫ଟି ଆଞ୍ଚଳିକ ହବ୍ ସ୍ଥାପନ କରାଯାଉଛି।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    47 min ago
  • ନିଆଳି ମହିଳା ମୋର୍ଚ୍ଚା ତରଫରୁ ରକ୍ଷା ବନ୍ଧନ କର୍ଯ୍ୟକମ । ଯୋଗ ଦେଲେ କଟକ ଜିଲ୍ଲା ସଭାପତି ସହିତ ବହୁ ଜିଲ୍ଲା ନେତୃତ୍ୱ ଓ ଶତାଧିକ ମହିଳା ନିଆଳି ମହିଳା ମୋର୍ଚ୍ଚା ତରଫରୁ ରକ୍ଷା ବନ୍ଧନ କର୍ଯ୍ୟକମ । ଯୋଗ ଦେଲେ କଟକ ଜିଲ୍ଲା ସଭାପତି ସହିତ ବହୁ ଜିଲ୍ଲା ନେତୃତ୍ୱ ଓ ଶତାଧିକ ମହିଳା #LatestNews #UpdateNews #apanankakhabara #Niali #news #rakhi #news #OdishaNews #odisha
    1
    ନିଆଳି ମହିଳା ମୋର୍ଚ୍ଚା ତରଫରୁ ରକ୍ଷା ବନ୍ଧନ କର୍ଯ୍ୟକମ । ଯୋଗ ଦେଲେ କଟକ ଜିଲ୍ଲା ସଭାପତି ସହିତ ବହୁ ଜିଲ୍ଲା ନେତୃତ୍ୱ ଓ ଶତାଧିକ ମହିଳା 
ନିଆଳି ମହିଳା ମୋର୍ଚ୍ଚା ତରଫରୁ ରକ୍ଷା ବନ୍ଧନ କର୍ଯ୍ୟକମ । ଯୋଗ ଦେଲେ କଟକ ଜିଲ୍ଲା ସଭାପତି ସହିତ ବହୁ ଜିଲ୍ଲା ନେତୃତ୍ୱ ଓ ଶତାଧିକ ମହିଳା #LatestNews #UpdateNews #apanankakhabara #Niali #news #rakhi #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    3 hrs ago
  • କୋରେଇ ପୋଲିସକୁ ଏକ ବଡ଼ ସଫଳତା ପୂର୍ବାକୋଟ ଚୋରକୁ କାବୁ କରି କୋର୍ଟ ଚାଲାଣ କଲେ।
    1
    କୋରେଇ ପୋଲିସକୁ ଏକ ବଡ଼ ସଫଳତା ପୂର୍ବାକୋଟ ଚୋରକୁ କାବୁ କରି କୋର୍ଟ ଚାଲାଣ କଲେ।
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    5 hrs ago
  • *ଖବର ଆଜିର, ୨୯ ଅଗଷ୍ଟ ଶନିବାର* ================= ଉପକୂଳ ଓଡ଼ିଶା ସହିତ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା। ପୁରୀ ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ସହ ମାର୍କଣ୍ଡ ପୁଷ୍କରିଣୀରେ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି ସମ୍ପନ୍ନ ହେଲା। ଓଡ଼ିଶାରେ ଉପ ମୁଖ୍ୟମନ୍ତ୍ରୀ ପଦର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ, ହାଇକୋର୍ଟରେ ଶୁଣାଣି ଶେଷ। କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଜଳବନ୍ଦୀ ସମସ୍ୟାକୁ ନେଇ ହାଇକୋର୍ଟ ବର୍ଷିଲେ। ରାଜନୀତିରୁ ରେଭେନ୍ସାକୁ ଦୂରେଇ ରଖ ବୋଲି ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ସମୂହ ପ୍ରତିବାଦ। କଟକ ସଦର ବିଜେପି ବିଧାୟକ ପ୍ରକାଶ ସେଠିଙ୍କ ରେଭେନ୍ସା କ୍ୟାମ୍ପସରେ ରାଜନୀତିରୁ ଉପୁଜିଥିବା ପରିସ୍ଥିତିକୁ ବିରୋଧ କରି ସମୂହ ଛୁଟିରେ ରେଭେନ୍ସା ଅଧ୍ୟାପକ-ଅଧ୍ୟାପିକା। ରାଜ୍ୟର କଲେଜ ହଷ୍ଟେଲ ମେନୁରେ ବଡ଼ ପରିବର୍ତ୍ତନ। ଥାଳିରେ ମିଳିବନି ପୁରୀ, ବରା ଆଳୁଚପ ପରି ଛଣା ଖାଦ୍ୟ। ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର- ଅମରାବତୀ ଗ୍ରୀନ୍‌ କରିଡର୍‌। ରାୟଗଡ଼ା ଜିଲ୍ଲା ମଧ୍ୟରେ ୫୩ କିମି ରାସ୍ତା। ସରକାରଙ୍କ ‘ଶୂନ ସାପ କାମୁଡ଼ା ମୃତ୍ୟୁ’ ଯୋଜନା ବିଫଳ। ବର୍ତ୍ତମାନ ସୁଦ୍ଧା ୩ ଶହ ଲୋକଙ୍କ ମୃତ୍ୟୁ। ଯେଉଁଠି ପାରୁଛନ୍ତି, ଗଛ ଚାରାଟିଏ ଲଗାନ୍ତୁ ବୋଲି ଅନୁରୋଧ କରିଛନ୍ତି ଭୁବନେଶ୍ୱର ବିଏମସି କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ। ସମ୍ବଲପୁରରେ ବଡ଼ ନେତାଙ୍କ ଝଗଡ଼ାରେ କର୍ମୀଙ୍କ ସ୍ବପ୍ନ ଚୂରମାର। ପଦପଦବୀରୁ ବଞ୍ଚିତ ହେଉଛନ୍ତି ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା। କଟକ ମେଡିକାଲରେ ପ୍ରାୟ ୧.୪୦ କୋଟି ଟଙ୍କାର ହେରଫେର ଅଭିଯୋଗରେ ଅଧୀକ୍ଷକଙ୍କ ଡାଟା ଏଣ୍ଟ୍ରି ଅପରେଟର ଗିରଫ। ଅଠାବୋଳି ଖସିଯିବେ ବଡ ବଡ଼ିଆ। ପୁରୀ ସହରକୁ ଆସିଥିବା ମୂଷା ନଈପଠାକୁ ପ୍ଲଟିଂ କରି ବିକି ଦେଲେ, ନଈ ମଝିରେ ରାସ୍ତାକରି ଜଳପ୍ରବାହକୁ ବନ୍ଦ କରିଦେଲେ ମାଫିଆ। ମୟୁରଭଞ୍ଜ ଜିଲ୍ଲାରେ ବିକିଦେଲେ ବୁଢ଼ାବଳଙ୍ଗ ନଦୀପଠା। ବଡ଼ ବନ୍ୟା ହେଲେ ଭାସିଯିବ ୧୦୧ ଗାଁ। ଆନ୍ଧ୍ରପ୍ରଦେଶରେ କନ୍ଧମାଳର ୨୭ ବର୍ଷୀୟ ଦାଦନ ମୃତ। ଗତ ଏକ ମାସରେ ଜିଲ୍ଲାର ୧୦ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ରାଉରକେଲା ସର୍କିଟ ହାଉସ ଦାଗୀ ବିଜେପି ବିହାରୀ ଯୁବନେତା ପ୍ରକାଶ ପାଶୱାନର ଆଉ ୨ ସହଯୋଗୀ ଗିରଫ, ଦାଦାବଟି ପାଇଁ ଡିଲ୍‌ କରୁଥିଲେ। ରାଉରକେଲା ମାମଲାରେ ଜୁଏଲ ଓରାମଙ୍କୁ ବଦନାମ କରିବା ପାଇଁ କିଛି ବିଜେପି ନେତା ଟଙ୍କା ଖର୍ଚ୍ଚ କରୁଥିବା ଅଭିଯୋଗ ଆଣିବା ସହ ସିଧାସଳଖ ଧମକ ଦେଲେ ଜୁଏଲ। ରାୟଗଡାର ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିପା ଶିବା ଉପରେ ଜାତୀୟ ସୁରକ୍ଷା ଆଇନ ଲାଗିଲା। ଯାଜପୁର କାଳିଆପାଣିରେ ଦେଶୀ ମଦ ଭାଟି ଉପରେ ଅବକାରୀ ଚଢ଼ଉ, ୬ ମହିଳା ସହ ୯ ଗିରଫ। ଭୁବନେଶ୍ବରରେ ନକଲି ସୁନା ଦେଇ ଅସଲି ସୁନା ଠକେଇ ଅଭିଯୋଗ। ବନ୍ଧା ହେଲେ ୟୁପି ନଣନ୍ଦ- ଭାଉଜ ଗ୍ୟାଙ୍ଗ। ଭୁବନେଶ୍ୱର ରେଳ ଷ୍ଟେସନରେ ପ୍ରଥମ ଥର ପାଇଁ ଇନଷ୍ଟଲ୍ ହୋଇଛି ବଡ଼ ପାର୍ସଲ ସ୍କାନର ମେସିନ୍। 🇳🇪 ଜମ୍ମୁ କାଶ୍ମୀରରେ ପଣ୍ଡିତଙ୍କୁ ପୁଣି ଧମକ, ଚଳିତ ମାସରେ ଚତୁର୍ଥ ଧମକପୂର୍ଣ୍ଣ ଚିଠି ମିଳିଲା। ଦ୍ରୁତ ତରଳୁଛି ହିମାଳୟର ହିମଶୈଳ; ୨୭ ମିଟର ପର୍ଯ୍ୟନ୍ତ କମିଛି ବରଫର ଘନତା ତିବ୍ଦତ ହ୍ରଦରେ ଫାଟ, ନେପାଳରେ ପୁଣି ଭୟଙ୍କର ବନ୍ୟା ଆଶଙ୍କା। ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା ୫୪୭ ଛୁଇଁଲା। ୩୨୦ ଭାରତୀୟ ନିଖୋଜ, ୨୧ ଭାରତୀୟ ଫେରିଲେ। 🚴🏾‍♂️⚽🏏 ଆଗାମୀ ଏସୀୟ କ୍ରୀଡ଼ା କ୍ରିକେଟ୍‌ ପ୍ରତିଯୋଗିତା ଲାଗି ଭାରତ ‘ବି’ ଦଳ ପଠାଇପାରେ। ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ଭାରତୀୟ ମହିଳା ପଞ୍ଚମ ସ୍ଥାନରେ ରହିଲେ। ଭାରତୀୟ ଜାଭ୍‌ଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍‌ ଫାଇନାଲ୍‌ ଲାଗି ନିଜ ସ୍ଥାନ ପକ୍କା କରିଛନ୍ତି। ଗ୍ରାଣ୍ଡ ଚେସ୍‌ ଟୁର୍‌ ଫାଇନାଲ୍ସ ଜିତିବାରେ ପ୍ରଥମ ଭାରତୀୟ ହେଲେ ପ୍ରଜ୍ଞାନନ୍ଦ। ଗତବର୍ଷ ଏଇ ସମୟରେ ଉତ୍ତର ପ୍ରଦେଶରେ ଦ୍ରୁତ ଗତିରେ ହିନ୍ଦୁ ଜନସଂଖ୍ୟା କମୁଥିବା ରିପୋର୍ଟ ହୋଇଥିଲା। ମୋହନ ଭାଗବତ କହିଥିଲେ, ଦେଶ ସୁରକ୍ଷା ପାଇଁ ପ୍ରତ୍ୟେକ ଦମ୍ପତ୍ତି ତିନୋଟି ସନ୍ତାନ ଜନ୍ମ କରିବା ଦରକାର। ଆଜି ଜାତୀୟ ଖେଳ ଦିବସ ଆଜି ତେଲୁଗୁ ଭାଷା ଦିବସ ଆଜି ଜନ୍ମଦିନ: ମାଇକେଲ ଜାକସନ, ଧ୍ୟାନଚାନ୍ଦ (ହକି), ଲୀନା ଚନ୍ଦାଭରକର, ନାଗାର୍ଜୁନ, ଅନାରା ଗୁପ୍ତା, ନନ୍ଦିତା ବେହେରା (ନୃତ୍ୟ), ଚନ୍ଦନ ରାୟ (ଲେଗ କ୍ରିକେଟ, ଅତାବିରା) ଆଜି ତିରୋଧାନ: କାଜି ନଜରୁଲ ଇସଲାମ, ଦୀନାନାଥ ପାଠୀ, ଡଃ ଆଇଜାକ ସାନ୍ତ୍ରା ଇତିହାସରେ ଆଜିଦିନ: (୧୮୯୮) ଗୁଡ଼ଇୟର ଟାୟାର କମ୍ପାନୀ ପ୍ରତିଷ୍ଠା ହେଲା/ (୧୮୩୧) ଇଲେକ୍ଟ୍ରୋ ମ୍ୟାଗନେଟିକ ଇଣ୍ଡକସନ ବାହାର କଲେ ମାଇକେଲ ଫାରାଡେ/ (୧୯୪୯) ସୋଭିଏତ ରୁଷ ପ୍ରଥମ ଆଣବିକ ପରୀକ୍ଷା କଲା ================ ବନ୍ଦେ ଉତ୍କଳ ଜନନୀ
    1
    *ଖବର ଆଜିର, ୨୯ ଅଗଷ୍ଟ ଶନିବାର*
=================

ଉପକୂଳ ଓଡ଼ିଶା ସହିତ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା। 

ପୁରୀ ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ସହ ମାର୍କଣ୍ଡ ପୁଷ୍କରିଣୀରେ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି ସମ୍ପନ୍ନ ହେଲା।

ଓଡ଼ିଶାରେ ଉପ ମୁଖ୍ୟମନ୍ତ୍ରୀ ପଦର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ, ହାଇକୋର୍ଟରେ ଶୁଣାଣି ଶେଷ।

କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଜଳବନ୍ଦୀ ସମସ୍ୟାକୁ ନେଇ ହାଇକୋର୍ଟ ବର୍ଷିଲେ।

ରାଜନୀତିରୁ ରେଭେନ୍ସାକୁ ଦୂରେଇ ରଖ ବୋଲି ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ସମୂହ ପ୍ରତିବାଦ।

କଟକ ସଦର ବିଜେପି ବିଧାୟକ ପ୍ରକାଶ ସେଠିଙ୍କ ରେଭେନ୍ସା କ୍ୟାମ୍ପସରେ ରାଜନୀତିରୁ ଉପୁଜିଥିବା ପରିସ୍ଥିତିକୁ ବିରୋଧ କରି ସମୂହ ଛୁଟିରେ ରେଭେନ୍ସା ଅଧ୍ୟାପକ-ଅଧ୍ୟାପିକା।

ରାଜ୍ୟର କଲେଜ ହଷ୍ଟେଲ ମେନୁରେ ବଡ଼ ପରିବର୍ତ୍ତନ। ଥାଳିରେ ମିଳିବନି ପୁରୀ, ବରା ଆଳୁଚପ ପରି ଛଣା ଖାଦ୍ୟ।

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର- ଅମରାବତୀ ଗ୍ରୀନ୍‌ କରିଡର୍‌। ରାୟଗଡ଼ା ଜିଲ୍ଲା ମଧ୍ୟରେ ୫୩ କିମି ରାସ୍ତା।

ସରକାରଙ୍କ ‘ଶୂନ ସାପ କାମୁଡ଼ା ମୃତ୍ୟୁ’ ଯୋଜନା ବିଫଳ। ବର୍ତ୍ତମାନ ସୁଦ୍ଧା ୩ ଶହ ଲୋକଙ୍କ ମୃତ୍ୟୁ।

ଯେଉଁଠି ପାରୁଛନ୍ତି, ଗଛ ଚାରାଟିଏ ଲଗାନ୍ତୁ ବୋଲି ଅନୁରୋଧ କରିଛନ୍ତି ଭୁବନେଶ୍ୱର ବିଏମସି କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ।

ସମ୍ବଲପୁରରେ ବଡ଼ ନେତାଙ୍କ ଝଗଡ଼ାରେ କର୍ମୀଙ୍କ ସ୍ବପ୍ନ ଚୂରମାର। ପଦପଦବୀରୁ ବଞ୍ଚିତ ହେଉଛନ୍ତି ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା।

କଟକ ମେଡିକାଲରେ ପ୍ରାୟ ୧.୪୦ କୋଟି ଟଙ୍କାର ହେରଫେର ଅଭିଯୋଗରେ ଅଧୀକ୍ଷକଙ୍କ ଡାଟା ଏଣ୍ଟ୍ରି ଅପରେଟର ଗିରଫ। ଅଠାବୋଳି ଖସିଯିବେ ବଡ ବଡ଼ିଆ।

ପୁରୀ ସହରକୁ ଆସିଥିବା ମୂଷା ନଈପଠାକୁ ପ୍ଲଟିଂ କରି ବିକି ଦେଲେ, ନଈ ମଝିରେ ରାସ୍ତାକରି ଜଳପ୍ରବାହକୁ ବନ୍ଦ କରିଦେଲେ ମାଫିଆ।

ମୟୁରଭଞ୍ଜ ଜିଲ୍ଲାରେ ବିକିଦେଲେ ବୁଢ଼ାବଳଙ୍ଗ ନଦୀପଠା। ବଡ଼ ବନ୍ୟା ହେଲେ ଭାସିଯିବ ୧୦୧ ଗାଁ।

ଆନ୍ଧ୍ରପ୍ରଦେଶରେ କନ୍ଧମାଳର ୨୭ ବର୍ଷୀୟ ଦାଦନ ମୃତ। ଗତ ଏକ ମାସରେ ଜିଲ୍ଲାର ୧୦ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି।

ରାଉରକେଲା ସର୍କିଟ ହାଉସ ଦାଗୀ ବିଜେପି ବିହାରୀ ଯୁବନେତା ପ୍ରକାଶ ପାଶୱାନର ଆଉ ୨ ସହଯୋଗୀ ଗିରଫ, ଦାଦାବଟି ପାଇଁ ଡିଲ୍‌ କରୁଥିଲେ।

ରାଉରକେଲା ମାମଲାରେ ଜୁଏଲ ଓରାମଙ୍କୁ ବଦନାମ କରିବା ପାଇଁ କିଛି ବିଜେପି ନେତା ଟଙ୍କା ଖର୍ଚ୍ଚ କରୁଥିବା ଅଭିଯୋଗ ଆଣିବା ସହ ସିଧାସଳଖ ଧମକ ଦେଲେ ଜୁଏଲ। 

ରାୟଗଡାର ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିପା ଶିବା ଉପରେ ଜାତୀୟ ସୁରକ୍ଷା ଆଇନ ଲାଗିଲା।

ଯାଜପୁର କାଳିଆପାଣିରେ ଦେଶୀ ମଦ ଭାଟି ଉପରେ ଅବକାରୀ ଚଢ଼ଉ, ୬ ମହିଳା ସହ ୯ ଗିରଫ।

ଭୁବନେଶ୍ବରରେ ନକଲି ସୁନା ଦେଇ ଅସଲି ସୁନା ଠକେଇ ଅଭିଯୋଗ। ବନ୍ଧା ହେଲେ ୟୁପି ନଣନ୍ଦ- ଭାଉଜ ଗ୍ୟାଙ୍ଗ।

ଭୁବନେଶ୍ୱର ରେଳ ଷ୍ଟେସନରେ ପ୍ରଥମ ଥର ପାଇଁ ଇନଷ୍ଟଲ୍ ହୋଇଛି ବଡ଼ ପାର୍ସଲ ସ୍କାନର ମେସିନ୍। 

🇳🇪
ଜମ୍ମୁ କାଶ୍ମୀରରେ ପଣ୍ଡିତଙ୍କୁ ପୁଣି ଧମକ, ଚଳିତ ମାସରେ ଚତୁର୍ଥ ଧମକପୂର୍ଣ୍ଣ ଚିଠି ମିଳିଲା।

ଦ୍ରୁତ ତରଳୁଛି ହିମାଳୟର ହିମଶୈଳ; ୨୭ ମିଟର ପର୍ଯ୍ୟନ୍ତ କମିଛି ବରଫର ଘନତା

ତିବ୍ଦତ ହ୍ରଦରେ ଫାଟ, ନେପାଳରେ ପୁଣି ଭୟଙ୍କର ବନ୍ୟା ଆଶଙ୍କା।

ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା ୫୪୭ ଛୁଇଁଲା। ୩୨୦ ଭାରତୀୟ ନିଖୋଜ, ୨୧ ଭାରତୀୟ ଫେରିଲେ।

🚴🏾‍♂️⚽🏏
ଆଗାମୀ ଏସୀୟ କ୍ରୀଡ଼ା କ୍ରିକେଟ୍‌ ପ୍ରତିଯୋଗିତା ଲାଗି ଭାରତ ‘ବି’ ଦଳ ପଠାଇପାରେ।

ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ଭାରତୀୟ ମହିଳା ପଞ୍ଚମ ସ୍ଥାନରେ ରହିଲେ।

ଭାରତୀୟ ଜାଭ୍‌ଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍‌ ଫାଇନାଲ୍‌ ଲାଗି ନିଜ ସ୍ଥାନ ପକ୍କା କରିଛନ୍ତି। 

ଗ୍ରାଣ୍ଡ ଚେସ୍‌ ଟୁର୍‌ ଫାଇନାଲ୍ସ ଜିତିବାରେ ପ୍ରଥମ ଭାରତୀୟ ହେଲେ ପ୍ରଜ୍ଞାନନ୍ଦ।

ଗତବର୍ଷ ଏଇ ସମୟରେ

ଉତ୍ତର ପ୍ରଦେଶରେ ଦ୍ରୁତ ଗତିରେ ହିନ୍ଦୁ ଜନସଂଖ୍ୟା କମୁଥିବା ରିପୋର୍ଟ ହୋଇଥିଲା।

ମୋହନ ଭାଗବତ କହିଥିଲେ, ଦେଶ ସୁରକ୍ଷା ପାଇଁ ପ୍ରତ୍ୟେକ ଦମ୍ପତ୍ତି ତିନୋଟି ସନ୍ତାନ ଜନ୍ମ କରିବା ଦରକାର।

ଆଜି ଜାତୀୟ ଖେଳ ଦିବସ
ଆଜି ତେଲୁଗୁ ଭାଷା ଦିବସ

ଆଜି ଜନ୍ମଦିନ: ମାଇକେଲ ଜାକସନ, ଧ୍ୟାନଚାନ୍ଦ (ହକି), ଲୀନା ଚନ୍ଦାଭରକର, ନାଗାର୍ଜୁନ, ଅନାରା ଗୁପ୍ତା, ନନ୍ଦିତା ବେହେରା (ନୃତ୍ୟ), ଚନ୍ଦନ ରାୟ (ଲେଗ କ୍ରିକେଟ, ଅତାବିରା)

ଆଜି ତିରୋଧାନ: କାଜି ନଜରୁଲ ଇସଲାମ, ଦୀନାନାଥ ପାଠୀ, ଡଃ ଆଇଜାକ ସାନ୍ତ୍ରା

ଇତିହାସରେ ଆଜିଦିନ: (୧୮୯୮) ଗୁଡ଼ଇୟର ଟାୟାର କମ୍ପାନୀ ପ୍ରତିଷ୍ଠା ହେଲା/ (୧୮୩୧) ଇଲେକ୍ଟ୍ରୋ ମ୍ୟାଗନେଟିକ ଇଣ୍ଡକସନ ବାହାର କଲେ ମାଇକେଲ ଫାରାଡେ/ (୧୯୪୯) ସୋଭିଏତ ରୁଷ ପ୍ରଥମ ଆଣବିକ ପରୀକ୍ଷା କଲା
================
ବନ୍ଦେ ଉତ୍କଳ ଜନନୀ
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    12 hrs ago
  • ଆଠ ମିନିଟ୍ ରେ କେମିତି ବୁଡ଼ିଗଲା ଜାହାଜ ll ଦେଖନ୍ତୁ କଣ ଥିଲା ପୁରା ଘଟଣା ll ଆଠ ମିନିଟ୍ ରେ କେମିତି ବୁଡ଼ିଗଲା ଜାହାଜ ll ଦେଖନ୍ତୁ କଣ ଥିଲା ପୁରା ଘଟଣା ll
    1
    ଆଠ ମିନିଟ୍ ରେ କେମିତି ବୁଡ଼ିଗଲା ଜାହାଜ ll ଦେଖନ୍ତୁ କଣ ଥିଲା ପୁରା ଘଟଣା ll 
ଆଠ ମିନିଟ୍ ରେ କେମିତି ବୁଡ଼ିଗଲା ଜାହାଜ ll ଦେଖନ୍ତୁ କଣ ଥିଲା ପୁରା ଘଟଣା ll
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.