logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମାନବିକତା ଏବେ ବି ଜୀବନ୍ତ ଅଛି । ବିପର୍ଯ୍ୟୟ ଯେତେ ଭୟଙ୍କର ହେଉନା କାହିଁକି। ନେପାଳ ବନ୍ୟା ମଧ୍ୟରେ ଏପରି କିଛି ହୃଦୟସ୍ପର୍ଶୀ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ପ୍ରମାଣ କରେ ଯେ ମାନବୀୟ ସହାନୁଭୂତି ଆଗରେ ପ୍ରକୃତିର କୋପ ମଧ୍ୟ ଫିକା ପଡ଼ିଯାଏ । ଯେତେବେଳେ ପକୃତି ଦାଉ ସାଧେ ସେତେବେଳେ ମଣିଷ ନିରୁପାୟ କିନ୍ତୁ ସେହି ମଣିଷ ଯେତେବେଳେ ନିସ୍ଵାର୍ଥପର ଭାବରେ କାର୍ଯ୍ୟ କରେ ପକୃତି ମଧ୍ୟ ତା' ସାଥ ଦିଏ ।

12 hrs ago
user_ରଞ୍ଜନ କୁମାର ଦଳାଇ
ରଞ୍ଜନ କୁମାର ଦଳାଇ
ଧର୍ମଶାଳା, ଯାଜପୁର, ଓଡ଼ିଶା•
12 hrs ago

ମାନବିକତା ଏବେ ବି ଜୀବନ୍ତ ଅଛି । ବିପର୍ଯ୍ୟୟ ଯେତେ ଭୟଙ୍କର ହେଉନା କାହିଁକି। ନେପାଳ ବନ୍ୟା ମଧ୍ୟରେ ଏପରି କିଛି ହୃଦୟସ୍ପର୍ଶୀ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ପ୍ରମାଣ କରେ ଯେ ମାନବୀୟ ସହାନୁଭୂତି ଆଗରେ ପ୍ରକୃତିର କୋପ ମଧ୍ୟ ଫିକା ପଡ଼ିଯାଏ । ଯେତେବେଳେ ପକୃତି ଦାଉ ସାଧେ ସେତେବେଳେ ମଣିଷ ନିରୁପାୟ କିନ୍ତୁ ସେହି ମଣିଷ ଯେତେବେଳେ ନିସ୍ଵାର୍ଥପର ଭାବରେ କାର୍ଯ୍ୟ କରେ ପକୃତି ମଧ୍ୟ ତା' ସାଥ ଦିଏ ।

More news from ଓଡ଼ିଶା and nearby areas
  • *ଖବର ଆଜିର, ୨୯ ଅଗଷ୍ଟ ଶନିବାର* ================= ଉପକୂଳ ଓଡ଼ିଶା ସହିତ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା। ପୁରୀ ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ସହ ମାର୍କଣ୍ଡ ପୁଷ୍କରିଣୀରେ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି ସମ୍ପନ୍ନ ହେଲା। ଓଡ଼ିଶାରେ ଉପ ମୁଖ୍ୟମନ୍ତ୍ରୀ ପଦର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ, ହାଇକୋର୍ଟରେ ଶୁଣାଣି ଶେଷ। କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଜଳବନ୍ଦୀ ସମସ୍ୟାକୁ ନେଇ ହାଇକୋର୍ଟ ବର୍ଷିଲେ। ରାଜନୀତିରୁ ରେଭେନ୍ସାକୁ ଦୂରେଇ ରଖ ବୋଲି ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ସମୂହ ପ୍ରତିବାଦ। କଟକ ସଦର ବିଜେପି ବିଧାୟକ ପ୍ରକାଶ ସେଠିଙ୍କ ରେଭେନ୍ସା କ୍ୟାମ୍ପସରେ ରାଜନୀତିରୁ ଉପୁଜିଥିବା ପରିସ୍ଥିତିକୁ ବିରୋଧ କରି ସମୂହ ଛୁଟିରେ ରେଭେନ୍ସା ଅଧ୍ୟାପକ-ଅଧ୍ୟାପିକା। ରାଜ୍ୟର କଲେଜ ହଷ୍ଟେଲ ମେନୁରେ ବଡ଼ ପରିବର୍ତ୍ତନ। ଥାଳିରେ ମିଳିବନି ପୁରୀ, ବରା ଆଳୁଚପ ପରି ଛଣା ଖାଦ୍ୟ। ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର- ଅମରାବତୀ ଗ୍ରୀନ୍‌ କରିଡର୍‌। ରାୟଗଡ଼ା ଜିଲ୍ଲା ମଧ୍ୟରେ ୫୩ କିମି ରାସ୍ତା। ସରକାରଙ୍କ ‘ଶୂନ ସାପ କାମୁଡ଼ା ମୃତ୍ୟୁ’ ଯୋଜନା ବିଫଳ। ବର୍ତ୍ତମାନ ସୁଦ୍ଧା ୩ ଶହ ଲୋକଙ୍କ ମୃତ୍ୟୁ। ଯେଉଁଠି ପାରୁଛନ୍ତି, ଗଛ ଚାରାଟିଏ ଲଗାନ୍ତୁ ବୋଲି ଅନୁରୋଧ କରିଛନ୍ତି ଭୁବନେଶ୍ୱର ବିଏମସି କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ। ସମ୍ବଲପୁରରେ ବଡ଼ ନେତାଙ୍କ ଝଗଡ଼ାରେ କର୍ମୀଙ୍କ ସ୍ବପ୍ନ ଚୂରମାର। ପଦପଦବୀରୁ ବଞ୍ଚିତ ହେଉଛନ୍ତି ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା। କଟକ ମେଡିକାଲରେ ପ୍ରାୟ ୧.୪୦ କୋଟି ଟଙ୍କାର ହେରଫେର ଅଭିଯୋଗରେ ଅଧୀକ୍ଷକଙ୍କ ଡାଟା ଏଣ୍ଟ୍ରି ଅପରେଟର ଗିରଫ। ଅଠାବୋଳି ଖସିଯିବେ ବଡ ବଡ଼ିଆ। ପୁରୀ ସହରକୁ ଆସିଥିବା ମୂଷା ନଈପଠାକୁ ପ୍ଲଟିଂ କରି ବିକି ଦେଲେ, ନଈ ମଝିରେ ରାସ୍ତାକରି ଜଳପ୍ରବାହକୁ ବନ୍ଦ କରିଦେଲେ ମାଫିଆ। ମୟୁରଭଞ୍ଜ ଜିଲ୍ଲାରେ ବିକିଦେଲେ ବୁଢ଼ାବଳଙ୍ଗ ନଦୀପଠା। ବଡ଼ ବନ୍ୟା ହେଲେ ଭାସିଯିବ ୧୦୧ ଗାଁ। ଆନ୍ଧ୍ରପ୍ରଦେଶରେ କନ୍ଧମାଳର ୨୭ ବର୍ଷୀୟ ଦାଦନ ମୃତ। ଗତ ଏକ ମାସରେ ଜିଲ୍ଲାର ୧୦ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ରାଉରକେଲା ସର୍କିଟ ହାଉସ ଦାଗୀ ବିଜେପି ବିହାରୀ ଯୁବନେତା ପ୍ରକାଶ ପାଶୱାନର ଆଉ ୨ ସହଯୋଗୀ ଗିରଫ, ଦାଦାବଟି ପାଇଁ ଡିଲ୍‌ କରୁଥିଲେ। ରାଉରକେଲା ମାମଲାରେ ଜୁଏଲ ଓରାମଙ୍କୁ ବଦନାମ କରିବା ପାଇଁ କିଛି ବିଜେପି ନେତା ଟଙ୍କା ଖର୍ଚ୍ଚ କରୁଥିବା ଅଭିଯୋଗ ଆଣିବା ସହ ସିଧାସଳଖ ଧମକ ଦେଲେ ଜୁଏଲ। ରାୟଗଡାର ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିପା ଶିବା ଉପରେ ଜାତୀୟ ସୁରକ୍ଷା ଆଇନ ଲାଗିଲା। ଯାଜପୁର କାଳିଆପାଣିରେ ଦେଶୀ ମଦ ଭାଟି ଉପରେ ଅବକାରୀ ଚଢ଼ଉ, ୬ ମହିଳା ସହ ୯ ଗିରଫ। ଭୁବନେଶ୍ବରରେ ନକଲି ସୁନା ଦେଇ ଅସଲି ସୁନା ଠକେଇ ଅଭିଯୋଗ। ବନ୍ଧା ହେଲେ ୟୁପି ନଣନ୍ଦ- ଭାଉଜ ଗ୍ୟାଙ୍ଗ। ଭୁବନେଶ୍ୱର ରେଳ ଷ୍ଟେସନରେ ପ୍ରଥମ ଥର ପାଇଁ ଇନଷ୍ଟଲ୍ ହୋଇଛି ବଡ଼ ପାର୍ସଲ ସ୍କାନର ମେସିନ୍। 🇳🇪 ଜମ୍ମୁ କାଶ୍ମୀରରେ ପଣ୍ଡିତଙ୍କୁ ପୁଣି ଧମକ, ଚଳିତ ମାସରେ ଚତୁର୍ଥ ଧମକପୂର୍ଣ୍ଣ ଚିଠି ମିଳିଲା। ଦ୍ରୁତ ତରଳୁଛି ହିମାଳୟର ହିମଶୈଳ; ୨୭ ମିଟର ପର୍ଯ୍ୟନ୍ତ କମିଛି ବରଫର ଘନତା ତିବ୍ଦତ ହ୍ରଦରେ ଫାଟ, ନେପାଳରେ ପୁଣି ଭୟଙ୍କର ବନ୍ୟା ଆଶଙ୍କା। ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା ୫୪୭ ଛୁଇଁଲା। ୩୨୦ ଭାରତୀୟ ନିଖୋଜ, ୨୧ ଭାରତୀୟ ଫେରିଲେ। 🚴🏾‍♂️⚽🏏 ଆଗାମୀ ଏସୀୟ କ୍ରୀଡ଼ା କ୍ରିକେଟ୍‌ ପ୍ରତିଯୋଗିତା ଲାଗି ଭାରତ ‘ବି’ ଦଳ ପଠାଇପାରେ। ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ଭାରତୀୟ ମହିଳା ପଞ୍ଚମ ସ୍ଥାନରେ ରହିଲେ। ଭାରତୀୟ ଜାଭ୍‌ଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍‌ ଫାଇନାଲ୍‌ ଲାଗି ନିଜ ସ୍ଥାନ ପକ୍କା କରିଛନ୍ତି। ଗ୍ରାଣ୍ଡ ଚେସ୍‌ ଟୁର୍‌ ଫାଇନାଲ୍ସ ଜିତିବାରେ ପ୍ରଥମ ଭାରତୀୟ ହେଲେ ପ୍ରଜ୍ଞାନନ୍ଦ। ଗତବର୍ଷ ଏଇ ସମୟରେ ଉତ୍ତର ପ୍ରଦେଶରେ ଦ୍ରୁତ ଗତିରେ ହିନ୍ଦୁ ଜନସଂଖ୍ୟା କମୁଥିବା ରିପୋର୍ଟ ହୋଇଥିଲା। ମୋହନ ଭାଗବତ କହିଥିଲେ, ଦେଶ ସୁରକ୍ଷା ପାଇଁ ପ୍ରତ୍ୟେକ ଦମ୍ପତ୍ତି ତିନୋଟି ସନ୍ତାନ ଜନ୍ମ କରିବା ଦରକାର। ଆଜି ଜାତୀୟ ଖେଳ ଦିବସ ଆଜି ତେଲୁଗୁ ଭାଷା ଦିବସ ଆଜି ଜନ୍ମଦିନ: ମାଇକେଲ ଜାକସନ, ଧ୍ୟାନଚାନ୍ଦ (ହକି), ଲୀନା ଚନ୍ଦାଭରକର, ନାଗାର୍ଜୁନ, ଅନାରା ଗୁପ୍ତା, ନନ୍ଦିତା ବେହେରା (ନୃତ୍ୟ), ଚନ୍ଦନ ରାୟ (ଲେଗ କ୍ରିକେଟ, ଅତାବିରା) ଆଜି ତିରୋଧାନ: କାଜି ନଜରୁଲ ଇସଲାମ, ଦୀନାନାଥ ପାଠୀ, ଡଃ ଆଇଜାକ ସାନ୍ତ୍ରା ଇତିହାସରେ ଆଜିଦିନ: (୧୮୯୮) ଗୁଡ଼ଇୟର ଟାୟାର କମ୍ପାନୀ ପ୍ରତିଷ୍ଠା ହେଲା/ (୧୮୩୧) ଇଲେକ୍ଟ୍ରୋ ମ୍ୟାଗନେଟିକ ଇଣ୍ଡକସନ ବାହାର କଲେ ମାଇକେଲ ଫାରାଡେ/ (୧୯୪୯) ସୋଭିଏତ ରୁଷ ପ୍ରଥମ ଆଣବିକ ପରୀକ୍ଷା କଲା ================ ବନ୍ଦେ ଉତ୍କଳ ଜନନୀ
    1
    *ଖବର ଆଜିର, ୨୯ ଅଗଷ୍ଟ ଶନିବାର*
=================

ଉପକୂଳ ଓଡ଼ିଶା ସହିତ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା। 

ପୁରୀ ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ସହ ମାର୍କଣ୍ଡ ପୁଷ୍କରିଣୀରେ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି ସମ୍ପନ୍ନ ହେଲା।

ଓଡ଼ିଶାରେ ଉପ ମୁଖ୍ୟମନ୍ତ୍ରୀ ପଦର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ, ହାଇକୋର୍ଟରେ ଶୁଣାଣି ଶେଷ।

କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଜଳବନ୍ଦୀ ସମସ୍ୟାକୁ ନେଇ ହାଇକୋର୍ଟ ବର୍ଷିଲେ।

ରାଜନୀତିରୁ ରେଭେନ୍ସାକୁ ଦୂରେଇ ରଖ ବୋଲି ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ସମୂହ ପ୍ରତିବାଦ।

କଟକ ସଦର ବିଜେପି ବିଧାୟକ ପ୍ରକାଶ ସେଠିଙ୍କ ରେଭେନ୍ସା କ୍ୟାମ୍ପସରେ ରାଜନୀତିରୁ ଉପୁଜିଥିବା ପରିସ୍ଥିତିକୁ ବିରୋଧ କରି ସମୂହ ଛୁଟିରେ ରେଭେନ୍ସା ଅଧ୍ୟାପକ-ଅଧ୍ୟାପିକା।

ରାଜ୍ୟର କଲେଜ ହଷ୍ଟେଲ ମେନୁରେ ବଡ଼ ପରିବର୍ତ୍ତନ। ଥାଳିରେ ମିଳିବନି ପୁରୀ, ବରା ଆଳୁଚପ ପରି ଛଣା ଖାଦ୍ୟ।

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର- ଅମରାବତୀ ଗ୍ରୀନ୍‌ କରିଡର୍‌। ରାୟଗଡ଼ା ଜିଲ୍ଲା ମଧ୍ୟରେ ୫୩ କିମି ରାସ୍ତା।

ସରକାରଙ୍କ ‘ଶୂନ ସାପ କାମୁଡ଼ା ମୃତ୍ୟୁ’ ଯୋଜନା ବିଫଳ। ବର୍ତ୍ତମାନ ସୁଦ୍ଧା ୩ ଶହ ଲୋକଙ୍କ ମୃତ୍ୟୁ।

ଯେଉଁଠି ପାରୁଛନ୍ତି, ଗଛ ଚାରାଟିଏ ଲଗାନ୍ତୁ ବୋଲି ଅନୁରୋଧ କରିଛନ୍ତି ଭୁବନେଶ୍ୱର ବିଏମସି କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ।

ସମ୍ବଲପୁରରେ ବଡ଼ ନେତାଙ୍କ ଝଗଡ଼ାରେ କର୍ମୀଙ୍କ ସ୍ବପ୍ନ ଚୂରମାର। ପଦପଦବୀରୁ ବଞ୍ଚିତ ହେଉଛନ୍ତି ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା।

କଟକ ମେଡିକାଲରେ ପ୍ରାୟ ୧.୪୦ କୋଟି ଟଙ୍କାର ହେରଫେର ଅଭିଯୋଗରେ ଅଧୀକ୍ଷକଙ୍କ ଡାଟା ଏଣ୍ଟ୍ରି ଅପରେଟର ଗିରଫ। ଅଠାବୋଳି ଖସିଯିବେ ବଡ ବଡ଼ିଆ।

ପୁରୀ ସହରକୁ ଆସିଥିବା ମୂଷା ନଈପଠାକୁ ପ୍ଲଟିଂ କରି ବିକି ଦେଲେ, ନଈ ମଝିରେ ରାସ୍ତାକରି ଜଳପ୍ରବାହକୁ ବନ୍ଦ କରିଦେଲେ ମାଫିଆ।

ମୟୁରଭଞ୍ଜ ଜିଲ୍ଲାରେ ବିକିଦେଲେ ବୁଢ଼ାବଳଙ୍ଗ ନଦୀପଠା। ବଡ଼ ବନ୍ୟା ହେଲେ ଭାସିଯିବ ୧୦୧ ଗାଁ।

ଆନ୍ଧ୍ରପ୍ରଦେଶରେ କନ୍ଧମାଳର ୨୭ ବର୍ଷୀୟ ଦାଦନ ମୃତ। ଗତ ଏକ ମାସରେ ଜିଲ୍ଲାର ୧୦ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି।

ରାଉରକେଲା ସର୍କିଟ ହାଉସ ଦାଗୀ ବିଜେପି ବିହାରୀ ଯୁବନେତା ପ୍ରକାଶ ପାଶୱାନର ଆଉ ୨ ସହଯୋଗୀ ଗିରଫ, ଦାଦାବଟି ପାଇଁ ଡିଲ୍‌ କରୁଥିଲେ।

ରାଉରକେଲା ମାମଲାରେ ଜୁଏଲ ଓରାମଙ୍କୁ ବଦନାମ କରିବା ପାଇଁ କିଛି ବିଜେପି ନେତା ଟଙ୍କା ଖର୍ଚ୍ଚ କରୁଥିବା ଅଭିଯୋଗ ଆଣିବା ସହ ସିଧାସଳଖ ଧମକ ଦେଲେ ଜୁଏଲ। 

ରାୟଗଡାର ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିପା ଶିବା ଉପରେ ଜାତୀୟ ସୁରକ୍ଷା ଆଇନ ଲାଗିଲା।

ଯାଜପୁର କାଳିଆପାଣିରେ ଦେଶୀ ମଦ ଭାଟି ଉପରେ ଅବକାରୀ ଚଢ଼ଉ, ୬ ମହିଳା ସହ ୯ ଗିରଫ।

ଭୁବନେଶ୍ବରରେ ନକଲି ସୁନା ଦେଇ ଅସଲି ସୁନା ଠକେଇ ଅଭିଯୋଗ। ବନ୍ଧା ହେଲେ ୟୁପି ନଣନ୍ଦ- ଭାଉଜ ଗ୍ୟାଙ୍ଗ।

ଭୁବନେଶ୍ୱର ରେଳ ଷ୍ଟେସନରେ ପ୍ରଥମ ଥର ପାଇଁ ଇନଷ୍ଟଲ୍ ହୋଇଛି ବଡ଼ ପାର୍ସଲ ସ୍କାନର ମେସିନ୍। 

🇳🇪
ଜମ୍ମୁ କାଶ୍ମୀରରେ ପଣ୍ଡିତଙ୍କୁ ପୁଣି ଧମକ, ଚଳିତ ମାସରେ ଚତୁର୍ଥ ଧମକପୂର୍ଣ୍ଣ ଚିଠି ମିଳିଲା।

ଦ୍ରୁତ ତରଳୁଛି ହିମାଳୟର ହିମଶୈଳ; ୨୭ ମିଟର ପର୍ଯ୍ୟନ୍ତ କମିଛି ବରଫର ଘନତା

ତିବ୍ଦତ ହ୍ରଦରେ ଫାଟ, ନେପାଳରେ ପୁଣି ଭୟଙ୍କର ବନ୍ୟା ଆଶଙ୍କା।

ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା ୫୪୭ ଛୁଇଁଲା। ୩୨୦ ଭାରତୀୟ ନିଖୋଜ, ୨୧ ଭାରତୀୟ ଫେରିଲେ।

🚴🏾‍♂️⚽🏏
ଆଗାମୀ ଏସୀୟ କ୍ରୀଡ଼ା କ୍ରିକେଟ୍‌ ପ୍ରତିଯୋଗିତା ଲାଗି ଭାରତ ‘ବି’ ଦଳ ପଠାଇପାରେ।

ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ଭାରତୀୟ ମହିଳା ପଞ୍ଚମ ସ୍ଥାନରେ ରହିଲେ।

ଭାରତୀୟ ଜାଭ୍‌ଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍‌ ଫାଇନାଲ୍‌ ଲାଗି ନିଜ ସ୍ଥାନ ପକ୍କା କରିଛନ୍ତି। 

ଗ୍ରାଣ୍ଡ ଚେସ୍‌ ଟୁର୍‌ ଫାଇନାଲ୍ସ ଜିତିବାରେ ପ୍ରଥମ ଭାରତୀୟ ହେଲେ ପ୍ରଜ୍ଞାନନ୍ଦ।

ଗତବର୍ଷ ଏଇ ସମୟରେ

ଉତ୍ତର ପ୍ରଦେଶରେ ଦ୍ରୁତ ଗତିରେ ହିନ୍ଦୁ ଜନସଂଖ୍ୟା କମୁଥିବା ରିପୋର୍ଟ ହୋଇଥିଲା।

ମୋହନ ଭାଗବତ କହିଥିଲେ, ଦେଶ ସୁରକ୍ଷା ପାଇଁ ପ୍ରତ୍ୟେକ ଦମ୍ପତ୍ତି ତିନୋଟି ସନ୍ତାନ ଜନ୍ମ କରିବା ଦରକାର।

ଆଜି ଜାତୀୟ ଖେଳ ଦିବସ
ଆଜି ତେଲୁଗୁ ଭାଷା ଦିବସ

ଆଜି ଜନ୍ମଦିନ: ମାଇକେଲ ଜାକସନ, ଧ୍ୟାନଚାନ୍ଦ (ହକି), ଲୀନା ଚନ୍ଦାଭରକର, ନାଗାର୍ଜୁନ, ଅନାରା ଗୁପ୍ତା, ନନ୍ଦିତା ବେହେରା (ନୃତ୍ୟ), ଚନ୍ଦନ ରାୟ (ଲେଗ କ୍ରିକେଟ, ଅତାବିରା)

ଆଜି ତିରୋଧାନ: କାଜି ନଜରୁଲ ଇସଲାମ, ଦୀନାନାଥ ପାଠୀ, ଡଃ ଆଇଜାକ ସାନ୍ତ୍ରା

ଇତିହାସରେ ଆଜିଦିନ: (୧୮୯୮) ଗୁଡ଼ଇୟର ଟାୟାର କମ୍ପାନୀ ପ୍ରତିଷ୍ଠା ହେଲା/ (୧୮୩୧) ଇଲେକ୍ଟ୍ରୋ ମ୍ୟାଗନେଟିକ ଇଣ୍ଡକସନ ବାହାର କଲେ ମାଇକେଲ ଫାରାଡେ/ (୧୯୪୯) ସୋଭିଏତ ରୁଷ ପ୍ରଥମ ଆଣବିକ ପରୀକ୍ଷା କଲା
================
ବନ୍ଦେ ଉତ୍କଳ ଜନନୀ
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    10 hrs ago
  • ମାନବିକତା ଏବେ ବି ଜୀବନ୍ତ ଅଛି । ବିପର୍ଯ୍ୟୟ ଯେତେ ଭୟଙ୍କର ହେଉନା କାହିଁକି। ନେପାଳ ବନ୍ୟା ମଧ୍ୟରେ ଏପରି କିଛି ହୃଦୟସ୍ପର୍ଶୀ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ପ୍ରମାଣ କରେ ଯେ ମାନବୀୟ ସହାନୁଭୂତି ଆଗରେ ପ୍ରକୃତିର କୋପ ମଧ୍ୟ ଫିକା ପଡ଼ିଯାଏ । ଯେତେବେଳେ ପକୃତି ଦାଉ ସାଧେ ସେତେବେଳେ ମଣିଷ ନିରୁପାୟ କିନ୍ତୁ ସେହି ମଣିଷ ଯେତେବେଳେ ନିସ୍ଵାର୍ଥପର ଭାବରେ କାର୍ଯ୍ୟ କରେ ପକୃତି ମଧ୍ୟ ତା' ସାଥ ଦିଏ ।
    1
    ମାନବିକତା ଏବେ ବି ଜୀବନ୍ତ ଅଛି । ବିପର୍ଯ୍ୟୟ ଯେତେ ଭୟଙ୍କର ହେଉନା କାହିଁକି।
ନେପାଳ ବନ୍ୟା ମଧ୍ୟରେ ଏପରି କିଛି ହୃଦୟସ୍ପର୍ଶୀ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ପ୍ରମାଣ କରେ ଯେ ମାନବୀୟ ସହାନୁଭୂତି ଆଗରେ ପ୍ରକୃତିର କୋପ ମଧ୍ୟ ଫିକା ପଡ଼ିଯାଏ । ଯେତେବେଳେ ପକୃତି ଦାଉ ସାଧେ ସେତେବେଳେ ମଣିଷ ନିରୁପାୟ କିନ୍ତୁ ସେହି ମଣିଷ ଯେତେବେଳେ ନିସ୍ଵାର୍ଥପର ଭାବରେ କାର୍ଯ୍ୟ କରେ ପକୃତି ମଧ୍ୟ ତା' ସାଥ ଦିଏ ।
    user_ରଞ୍ଜନ କୁମାର ଦଳାଇ
    ରଞ୍ଜନ କୁମାର ଦଳାଇ
    ଧର୍ମଶାଳା, ଯାଜପୁର, ଓଡ଼ିଶା•
    12 hrs ago
  • ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି;ଛାତ୍ରଛାତ୍ରୀଙ୍କ ଉପସ୍ଥାନ ରେକର୍ଡ କରିବ ବାୟୋମେଟ୍ରିକ୍‌,୨୫ ଅଗଷ୍ଟରୁ ଆରମ୍ଭ  ହୋଇଛି  ପାଇଲଟ୍ ପ୍ରକଳ୍ପ । ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା (Student Biometric Attendance System) ଲାଗୁ କରିବାକୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିକ୍ଷାଗତ ବାତାବରଣକୁ ସୁଦୃଢ଼ କରିବା ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ଡିଜିଟାଲ୍ ଉପାୟରେ ରେକର୍ଡ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।ପାଇଲଟ୍ ପ୍ରୋଜେକ୍ଟ ଓ ଆରମ୍ଭପ୍ରଥମ ପର୍ଯ୍ୟାୟରେ ଏହାକୁ ରାଜ୍ୟର ୧୦ଟି ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଇଲଟ୍ ଭିତ୍ତିରେ ଆରମ୍ଭ କରାଯାଇଛି । ୭୫% ଉପସ୍ଥାନ ବାଧ୍ୟତାମୂଳକ
    1
    ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି;ଛାତ୍ରଛାତ୍ରୀଙ୍କ ଉପସ୍ଥାନ ରେକର୍ଡ କରିବ ବାୟୋମେଟ୍ରିକ୍‌,୨୫ ଅଗଷ୍ଟରୁ ଆରମ୍ଭ  ହୋଇଛି  ପାଇଲଟ୍ ପ୍ରକଳ୍ପ ।
ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା (Student Biometric Attendance System) ଲାଗୁ କରିବାକୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିକ୍ଷାଗତ ବାତାବରଣକୁ ସୁଦୃଢ଼ କରିବା ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ଡିଜିଟାଲ୍ ଉପାୟରେ ରେକର୍ଡ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।ପାଇଲଟ୍ ପ୍ରୋଜେକ୍ଟ ଓ ଆରମ୍ଭପ୍ରଥମ ପର୍ଯ୍ୟାୟରେ ଏହାକୁ ରାଜ୍ୟର ୧୦ଟି ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଇଲଟ୍ ଭିତ୍ତିରେ ଆରମ୍ଭ କରାଯାଇଛି । ୭୫% ଉପସ୍ଥାନ ବାଧ୍ୟତାମୂଳକ
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    12 hrs ago
  • କୋରେଇ ପୋଲିସ ର ପେଟ୍ରୋଲିଅମ ସମୟରେ ବଡ଼ ସଫଳତା କୋରେଇ ବ୍ଲକ ପୂର୍ବକୋର୍ଟ ରେ ଦୁଇଟି ପିସ୍ତଲ ଏକ ବିଏମ ଡବ୍ଲୁ ବାଇକ ଜବତ କୁ ନେଇ କୋରେଇ ପୋଲିସ ର ସାମ୍ବାଦିକ ସମିଳନୀ ରେ। ଯାଜପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିତିକାନ୍ଥ କାନୁଗୋ ଙ୍କ ବଡ଼ ବୟାନ।#KoraiPolice #JajpurPolice #OdishaPolice #Police #AdditionalSP #SPJajpur #JajpurSP #DIG #IGPolice #DGP #OdishaDGP #IIC #KoraiPS #PoliceDepartment #LawAndOrder #CrimeNews #CrimeControl #PoliceAction #PolicePressConference #JajpurNews #KoraiNews #OdishaNews #BreakingNews #NewsUpdate #News19Odisha
    1
    କୋରେଇ ପୋଲିସ ର ପେଟ୍ରୋଲିଅମ ସମୟରେ ବଡ଼ ସଫଳତା
କୋରେଇ ବ୍ଲକ ପୂର୍ବକୋର୍ଟ ରେ ଦୁଇଟି ପିସ୍ତଲ ଏକ  ବିଏମ ଡବ୍ଲୁ ବାଇକ ଜବତ କୁ ନେଇ
କୋରେଇ ପୋଲିସ ର ସାମ୍ବାଦିକ ସମିଳନୀ ରେ। ଯାଜପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ 
ଶିତିକାନ୍ଥ କାନୁଗୋ ଙ୍କ ବଡ଼ ବୟାନ।#KoraiPolice #JajpurPolice #OdishaPolice #Police #AdditionalSP #SPJajpur #JajpurSP #DIG #IGPolice #DGP #OdishaDGP #IIC #KoraiPS #PoliceDepartment #LawAndOrder #CrimeNews #CrimeControl #PoliceAction #PolicePressConference #JajpurNews #KoraiNews #OdishaNews #BreakingNews #NewsUpdate #News19Odisha
    user_Rajashree maharana
    Rajashree maharana
    Advertising agency ପାଣିକୋଇଲି, ଯାଜପୁର, ଓଡ଼ିଶା•
    3 hrs ago
  • କୋରେଇ ପୋଲିସକୁ ଏକ ବଡ଼ ସଫଳତା ପୂର୍ବାକୋଟ ଚୋରକୁ କାବୁ କରି କୋର୍ଟ ଚାଲାଣ କଲେ।
    1
    କୋରେଇ ପୋଲିସକୁ ଏକ ବଡ଼ ସଫଳତା ପୂର୍ବାକୋଟ ଚୋରକୁ କାବୁ କରି କୋର୍ଟ ଚାଲାଣ କଲେ।
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    3 hrs ago
  • ଚୋରି-ଡକାୟତି ମାମଲାରେ ୪ ଗିରଫ, ସୁନା-ରୂପା ସହ ଗାଡ଼ି ଓ ମୋବାଇଲ ଜବତ l #Odisha #Jajpur #JajpurPolice #CrimeNews #TheftCase #RobberyCase #PolicePressMeet #CrimeUpdate #4Arrested #GoldSeized #SilverSeized #VehicleSeized #MobileSeized #BreakingNews #OdishaNews #news7odia #NewsUpdate #PoliceAction #CrimeNewsOdisha #JajpurNews
    1
    ଚୋରି-ଡକାୟତି ମାମଲାରେ ୪ ଗିରଫ, ସୁନା-ରୂପା ସହ ଗାଡ଼ି ଓ ମୋବାଇଲ ଜବତ l 
#Odisha #Jajpur #JajpurPolice #CrimeNews #TheftCase #RobberyCase #PolicePressMeet #CrimeUpdate #4Arrested #GoldSeized #SilverSeized #VehicleSeized #MobileSeized #BreakingNews #OdishaNews #news7odia  #NewsUpdate #PoliceAction #CrimeNewsOdisha #JajpurNews
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    7 hrs ago
  • ମହାପୁରୁଷ ମହମ୍ମଦ ଙ୍କ ୧୫୦୧ ତମ ଜନ୍ମଦିନ ରେ । ଧୁମଧାମରେ ପାଳନ ଦେଖିବାକୁ ମିଳିଛି। କୋରେଇ ବ୍ଲକ ଅନ୍ତର୍ଗତ ବରୁଣ୍ଡେଇ ଗ୍ରାମ ପଞ୍ଚାୟତ ରେ।#HazratMuhammad #ProphetMuhammad #Allah #AllahBlessings #MiladUnNabi #EidMiladUnNabi #Barundei #Korei #Jajpur #Odisha #News19ଓଡ଼ିଶା
    1
    ମହାପୁରୁଷ ମହମ୍ମଦ ଙ୍କ  ୧୫୦୧ ତମ ଜନ୍ମଦିନ ରେ । ଧୁମଧାମରେ ପାଳନ ଦେଖିବାକୁ 
ମିଳିଛି। କୋରେଇ ବ୍ଲକ ଅନ୍ତର୍ଗତ ବରୁଣ୍ଡେଇ ଗ୍ରାମ ପଞ୍ଚାୟତ ରେ।#HazratMuhammad #ProphetMuhammad #Allah #AllahBlessings #MiladUnNabi #EidMiladUnNabi #Barundei #Korei #Jajpur #Odisha
#News19ଓଡ଼ିଶା
    user_Jitubehera     news19ଓଡ଼ିଶା
    Jitubehera news19ଓଡ଼ିଶା
    ଯାଜପୁର, ଯାଜପୁର, ଓଡ଼ିଶା•
    14 hrs ago
  • ମୋହନଙ୍କ ଟାର୍ଗେଟ୍‌ରେ ନବୀନ ; ଆଟାକିଂ ମୁଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,24 ବର୍ଷର ସରକାରକୁ ସମାଲୋଚନା କଲେ । ଆଟାକିଂ ମୁଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗଞ୍ଜାମ ଗସ୍ତରେ ଯାଇ ନବୀନଙ୍କୁ ନିଜ ଜିଲ୍ଲାରେ ସମାଲୋଚନା କଲେ । ଆଉ ଆଜି ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ପାଇଁ ନୟାଗଡ ଯାଇ ସେଠି ମଧ୍ୟ 24 ବର୍ଷର ସରକାରରେ ଥିବା ବିଜେଡି ଦଳକୁ ସମାଲୋଚନା କଲେ ।
    1
    ମୋହନଙ୍କ ଟାର୍ଗେଟ୍‌ରେ ନବୀନ ;
ଆଟାକିଂ ମୁଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,24 ବର୍ଷର ସରକାରକୁ ସମାଲୋଚନା କଲେ । 
ଆଟାକିଂ ମୁଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗଞ୍ଜାମ ଗସ୍ତରେ ଯାଇ ନବୀନଙ୍କୁ  ନିଜ ଜିଲ୍ଲାରେ ସମାଲୋଚନା କଲେ । ଆଉ ଆଜି ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ପାଇଁ ନୟାଗଡ ଯାଇ ସେଠି ମଧ୍ୟ 24 ବର୍ଷର ସରକାରରେ ଥିବା ବିଜେଡି ଦଳକୁ ସମାଲୋଚନା କଲେ ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.