Shuru
Apke Nagar Ki App…
ସାନ୍ତରାପୁର ଦୁଖିଆ ସାହିର ଦୁଃଖ କାହାଣୀ ଶୁଣିବାକୁ କେହି ନାହିଁ ମେଡ଼ିସିନ ଅଭାବ ରୁ ରୋଗ ରେ ପଡିରହିଛନ୍ତି ଜଣେ ଆଦିବାସୀ ରୋଗୀ ଘର ଟିଏ ମଧ୍ୟ ଲଗାଣ ବର୍ଷା ରେ ଭାଙ୍ଗି ଜାଇଛି
ସନ୍ତୋଷ କୁମାର ନାୟକ
ସାନ୍ତରାପୁର ଦୁଖିଆ ସାହିର ଦୁଃଖ କାହାଣୀ ଶୁଣିବାକୁ କେହି ନାହିଁ ମେଡ଼ିସିନ ଅଭାବ ରୁ ରୋଗ ରେ ପଡିରହିଛନ୍ତି ଜଣେ ଆଦିବାସୀ ରୋଗୀ ଘର ଟିଏ ମଧ୍ୟ ଲଗାଣ ବର୍ଷା ରେ ଭାଙ୍ଗି ଜାଇଛି
More news from ଓଡ଼ିଶା and nearby areas
- ସାନ୍ତରାପୁର ଦୁଖିଆ ସାହିର ଦୁଃଖ କାହାଣୀ ଶୁଣିବାକୁ କେହି ନାହିଁ ମେଡ଼ିସିନ ଅଭାବ ରୁ ରୋଗ ରେ ପଡିରହିଛନ୍ତି ଜଣେ ଆଦିବାସୀ ରୋଗୀ ଘର ଟିଏ ମଧ୍ୟ ଲଗାଣ ବର୍ଷା ରେ ଭାଙ୍ଗି ଜାଇଛି1
- ଆଉଟ୍ସୋର୍ସିଂ କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ ଦାବି ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରୁ:ଆମ୍ ଆଦମୀ ପାର୍ଟି କେନ୍ଦୁଝର,୨୯।୮(ଦୁର୍ଯ୍ୟୋଧନ ପାତ୍ର):କ୍ୟାପିଟାଲ ଓଡ଼ିଶା ଆଉଟ୍ସୋର୍ସିଂ ମେନେଜମେଣ୍ଟ (COAM) ସଂସ୍ଥା ମାଧ୍ୟମରେ ନିଯୁକ୍ତି ପାଇ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଜଡ଼ିପଦା, ବରଦାପାଳ, ଜଗନ୍ନାଥପୁର ଓ ପଦ୍ମପୁର ଅଞ୍ଚଳରେ କାର୍ଯ୍ୟରତ ଆଉଟ୍ସୋର୍ସିଂ କର୍ମଚାରୀମାନେ ୩–୪ ମାସ ଧରି ଦରମା ପାଇନଥିବା ଅଭିଯୋଗ କରି ଆନ୍ଦୋଳନରେ ବସିଛନ୍ତି। ଦିନରାତି ରୋଗୀ ସେବା, ହାଉସ୍ କିପିଂ ଓ ପେସେଣ୍ଟ ଆଟେଣ୍ଡାଣ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ କାମ କରୁଥିବା ଏହି କର୍ମଚାରୀମାନେ ନିଜ ପରିବାର ଚଳାଇବା ପାଇଁ ନିର୍ଭର କରୁଥିବା ଦରମା ମାସ ମାସ ଧରି ନ ପାଇବା ଅତ୍ୟନ୍ତ ଚିନ୍ତାଜନକ ବିଷୟ।ଏ ସମ୍ପର୍କରେ ଆମ୍ ଆଦମୀ ପାର୍ଟି କେନ୍ଦୁଝରର ସଭାପତି ଶ୍ରୀ ପ୍ରେମାନନ୍ଦ ସିଂହ ପଚାରି ବୁଝିବା ସହ COAM ମେନେଜରଙ୍କ ସହ ଯୋଗାଯୋଗ କରିଥିଲେ। ମେନେଜରଙ୍କ ପକ୍ଷରୁ କୁହାଯାଇଥିବା ଅନୁସାରେ, ସରକାରଙ୍କ ପକ୍ଷରୁ ପେମେଣ୍ଟ ମିଳିନଥିବାରୁ ଏଜେନ୍ସୀ ପକ୍ଷରୁ କର୍ମଚାରୀଙ୍କ ପେମେଣ୍ଟ ବନ୍ଦ ରହିଛି। ଆମ୍ ଆଦମୀ ପାର୍ଟି ପ୍ରଶ୍ନ କରୁଛି ସରକାର ଓ ଆଉଟ୍ସୋର୍ସିଂ ଏଜେନ୍ସୀ ମଧ୍ୟରେ ଟଙ୍କା ପ୍ରଦାନକୁ ନେଇ ଯଦି କୌଣସି ସମସ୍ୟା ରହିଛି,ତାହାର ଦଣ୍ଡ କାହିଁକି ନିରୀହ କର୍ମଚାରୀମାନେ ଭୋଗିବେ।କର୍ମଚାରୀମାନେ ନିଜ କର୍ତ୍ତବ୍ୟ ପାଳନ କରିଥିବା ସତ୍ତ୍ୱେ ମାସ ମାସ ଦରମା ନ ପାଇବା ତାଙ୍କ ଜୀବନ ଓ ପରିବାର ଉପରେ ଗୁରୁତର ଆର୍ଥିକ ଚାପ ସୃଷ୍ଟି କରୁଛି। ଏଜେନ୍ସୀମାନଙ୍କ ଏପରି ମନମୁଖୀ କାର୍ଯ୍ୟ ଉପରେ ପ୍ରଶାସନ ନିରବ ରହିବା ଉଚିତ ନୁହେଁ।ଦାବି ଗୁଡିକ ମଧ୍ୟରେ ସମସ୍ତ ବକେୟା ୩–୪ ମାସର ଦରମା ତୁରନ୍ତ ପ୍ରଦାନ,ଦରମା ବିଳମ୍ବର ପ୍ରକୃତ କାରଣ ତଦନ୍ତ,ସରକାର ଓ ଏଜେନ୍ସୀ ମଧ୍ୟରେ ଥିବା ଆର୍ଥିକ ବିବାଦର ପ୍ରଭାବ କର୍ମଚାରୀଙ୍କ ଉପରେ ନପଡୁ।ଆଉଟ୍ସୋର୍ସିଂ କର୍ମଚାରୀଙ୍କ ଦରମା ନିୟମିତ ଭାବେ ମିଳୁଛି କି ନାହିଁ,ପ୍ରଶାସନ ପକ୍ଷରୁ ନିୟମିତ ଯାଞ୍ଚ,ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ।କର୍ମଚାରୀ କାମ କରିଛନ୍ତି, ତେଣୁ ତାଙ୍କ ଦରମା ତାଙ୍କ ଅଧିକାର ସରକାର ଓ ଏଜେନ୍ସୀର ମଧ୍ୟରେ ଟଣାଓଟରା ର ଶିକାର କର୍ମଚାରୀ ହେବେ ନାହିଁ।4
- ଚୋରି-ଡକାୟତି ମାମଲାରେ ୪ ଗିରଫ, ସୁନା-ରୂପା ସହ ଗାଡ଼ି ଓ ମୋବାଇଲ ଜବତ l #Odisha #Jajpur #JajpurPolice #CrimeNews #TheftCase #RobberyCase #PolicePressMeet #CrimeUpdate #4Arrested #GoldSeized #SilverSeized #VehicleSeized #MobileSeized #BreakingNews #OdishaNews #news7odia #NewsUpdate #PoliceAction #CrimeNewsOdisha #JajpurNews1
- କୋରେଇ ପୋଲିସ ର ପେଟ୍ରୋଲିଅମ ସମୟରେ ବଡ଼ ସଫଳତା କୋରେଇ ବ୍ଲକ ପୂର୍ବକୋର୍ଟ ରେ ଦୁଇଟି ପିସ୍ତଲ ଏକ ବିଏମ ଡବ୍ଲୁ ବାଇକ ଜବତ କୁ ନେଇ କୋରେଇ ପୋଲିସ ର ସାମ୍ବାଦିକ ସମିଳନୀ ରେ। ଯାଜପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିତିକାନ୍ଥ କାନୁଗୋ ଙ୍କ ବଡ଼ ବୟାନ।#KoraiPolice #JajpurPolice #OdishaPolice #Police #AdditionalSP #SPJajpur #JajpurSP #DIG #IGPolice #DGP #OdishaDGP #IIC #KoraiPS #PoliceDepartment #LawAndOrder #CrimeNews #CrimeControl #PoliceAction #PolicePressConference #JajpurNews #KoraiNews #OdishaNews #BreakingNews #NewsUpdate #News19Odisha1
- ଭଦ୍ରକ ରେ ଦୁଇ କିନ୍ନର ଗୋଷ୍ଠୀ ଙ୍କ ମଧ୍ୟରେ ଗଣ୍ଡଗୋଳ, ମେଡିକାଲ ରେ ଭର୍ତି1
- ଉଦଳାରେ ଲଗାଣ ବର୍ଷାରେ ଦେଓ ନଦୀରେ ବନ୍ୟା.........।..........1
- ଥାନାରେ ନ୍ୟାୟ ନପାଇ ନ୍ୟାୟ ପାଇଁ ଏସପି ଙ୍କ ଗୁହାରି କଲେ ପରିବାର ଲୋକ1
- ଘଟଗାଁ / ମଦ ପିଇବାକୁ ମନା କରିବାରୁ ବିଷ ପିଇଦେଲେ ବୃଦ୍ଧ, ଭୋଳବେଡା ରୁ ଆସିଲା ଅଭାବନୀୟ ଦୃଶ୍ୟ - କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଭୋଳବେଡ଼ା ଗ୍ରାମର ଜଣେ ବୃଦ୍ଧ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ବୃଦ୍ଧ ଜଣକ ଉକ୍ତ ଗ୍ରାମର ପଦ୍ମନାଭ ନାଏକ (୬୦) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ରାତିରେ ପରିବାର ଲୋକେ ରାତ୍ରିଭୋଜନ ସାରି ବାହାରେ ବସିଥିବା ସମୟରେ ପଦ୍ମନାଭ ମଦ ପିଇବା ପାଇଁ ଚାହିଁଥିଲେ। ତେବେ ତାଙ୍କ ସ୍ତ୍ରୀ ଏଥିରେ ବାରଣ କରିବାରୁ ସେ ଉତକ୍ଷିପ୍ତ ହୋଇ ଘରେ ଥିବା କୀଟନାଶକ ପିଇ ଦେଇଥିଲେ। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।ହେଲେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। Report by Muna Mahendra patra @Ghatgaonmirror1