logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ ଦାବି ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରୁ:ଆମ୍ ଆଦମୀ ପାର୍ଟି କେନ୍ଦୁଝର,୨୯।୮(ଦୁର୍ଯ୍ୟୋଧନ ପାତ୍ର):କ୍ୟାପିଟାଲ ଓଡ଼ିଶା ଆଉଟ୍‌ସୋର୍ସିଂ ମେନେଜମେଣ୍ଟ (COAM) ସଂସ୍ଥା ମାଧ୍ୟମରେ ନିଯୁକ୍ତି ପାଇ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଜଡ଼ିପଦା, ବରଦାପାଳ, ଜଗନ୍ନାଥପୁର ଓ ପଦ୍ମପୁର ଅଞ୍ଚଳରେ କାର୍ଯ୍ୟରତ ଆଉଟ୍‌ସୋର୍ସିଂ କର୍ମଚାରୀମାନେ ୩–୪ ମାସ ଧରି ଦରମା ପାଇନଥିବା ଅଭିଯୋଗ କରି ଆନ୍ଦୋଳନରେ ବସିଛନ୍ତି। ଦିନରାତି ରୋଗୀ ସେବା, ହାଉସ୍ କିପିଂ ଓ ପେସେଣ୍ଟ ଆଟେଣ୍ଡାଣ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ କାମ କରୁଥିବା ଏହି କର୍ମଚାରୀମାନେ ନିଜ ପରିବାର ଚଳାଇବା ପାଇଁ ନିର୍ଭର କରୁଥିବା ଦରମା ମାସ ମାସ ଧରି ନ ପାଇବା ଅତ୍ୟନ୍ତ ଚିନ୍ତାଜନକ ବିଷୟ।ଏ ସମ୍ପର୍କରେ ଆମ୍ ଆଦମୀ ପାର୍ଟି କେନ୍ଦୁଝରର ସଭାପତି ଶ୍ରୀ ପ୍ରେମାନନ୍ଦ ସିଂହ ପଚାରି ବୁଝିବା ସହ COAM ମେନେଜରଙ୍କ ସହ ଯୋଗାଯୋଗ କରିଥିଲେ। ମେନେଜରଙ୍କ ପକ୍ଷରୁ କୁହାଯାଇଥିବା ଅନୁସାରେ, ସରକାରଙ୍କ ପକ୍ଷରୁ ପେମେଣ୍ଟ ମିଳିନଥିବାରୁ ଏଜେନ୍ସୀ ପକ୍ଷରୁ କର୍ମଚାରୀଙ୍କ ପେମେଣ୍ଟ ବନ୍ଦ ରହିଛି। ଆମ୍ ଆଦମୀ ପାର୍ଟି ପ୍ରଶ୍ନ କରୁଛି ସରକାର ଓ ଆଉଟ୍‌ସୋର୍ସିଂ ଏଜେନ୍ସୀ ମଧ୍ୟରେ ଟଙ୍କା ପ୍ରଦାନକୁ ନେଇ ଯଦି କୌଣସି ସମସ୍ୟା ରହିଛି,ତାହାର ଦଣ୍ଡ କାହିଁକି ନିରୀହ କର୍ମଚାରୀମାନେ ଭୋଗିବେ।କର୍ମଚାରୀମାନେ ନିଜ କର୍ତ୍ତବ୍ୟ ପାଳନ କରିଥିବା ସତ୍ତ୍ୱେ ମାସ ମାସ ଦରମା ନ ପାଇବା ତାଙ୍କ ଜୀବନ ଓ ପରିବାର ଉପରେ ଗୁରୁତର ଆର୍ଥିକ ଚାପ ସୃଷ୍ଟି କରୁଛି। ଏଜେନ୍ସୀମାନଙ୍କ ଏପରି ମନମୁଖୀ କାର୍ଯ୍ୟ ଉପରେ ପ୍ରଶାସନ ନିରବ ରହିବା ଉଚିତ ନୁହେଁ।ଦାବି ଗୁଡିକ ମଧ୍ୟରେ ସମସ୍ତ ବକେୟା ୩–୪ ମାସର ଦରମା ତୁରନ୍ତ ପ୍ରଦାନ,ଦରମା ବିଳମ୍ବର ପ୍ରକୃତ କାରଣ ତଦନ୍ତ,ସରକାର ଓ ଏଜେନ୍ସୀ ମଧ୍ୟରେ ଥିବା ଆର୍ଥିକ ବିବାଦର ପ୍ରଭାବ କର୍ମଚାରୀଙ୍କ ଉପରେ ନପଡୁ।ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଦରମା ନିୟମିତ ଭାବେ ମିଳୁଛି କି ନାହିଁ,ପ୍ରଶାସନ ପକ୍ଷରୁ ନିୟମିତ ଯାଞ୍ଚ,ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ।କର୍ମଚାରୀ କାମ କରିଛନ୍ତି, ତେଣୁ ତାଙ୍କ ଦରମା ତାଙ୍କ ଅଧିକାର ସରକାର ଓ ଏଜେନ୍ସୀର ମଧ୍ୟରେ ଟଣାଓଟରା ର ଶିକାର କର୍ମଚାରୀ ହେବେ ନାହିଁ।

4 hrs ago
user_ଦୁର୍ଯ୍ୟୋଧନ ପାତ୍ର
ଦୁର୍ଯ୍ୟୋଧନ ପାତ୍ର
Building society କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
4 hrs ago

ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ ଦାବି ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରୁ:ଆମ୍ ଆଦମୀ ପାର୍ଟି କେନ୍ଦୁଝର,୨୯।୮(ଦୁର୍ଯ୍ୟୋଧନ ପାତ୍ର):କ୍ୟାପିଟାଲ ଓଡ଼ିଶା ଆଉଟ୍‌ସୋର୍ସିଂ ମେନେଜମେଣ୍ଟ (COAM) ସଂସ୍ଥା ମାଧ୍ୟମରେ ନିଯୁକ୍ତି ପାଇ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଜଡ଼ିପଦା, ବରଦାପାଳ, ଜଗନ୍ନାଥପୁର ଓ ପଦ୍ମପୁର ଅଞ୍ଚଳରେ କାର୍ଯ୍ୟରତ ଆଉଟ୍‌ସୋର୍ସିଂ କର୍ମଚାରୀମାନେ ୩–୪ ମାସ ଧରି ଦରମା ପାଇନଥିବା ଅଭିଯୋଗ କରି ଆନ୍ଦୋଳନରେ ବସିଛନ୍ତି। ଦିନରାତି ରୋଗୀ ସେବା, ହାଉସ୍ କିପିଂ ଓ ପେସେଣ୍ଟ ଆଟେଣ୍ଡାଣ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ

3fa281ba-1ca4-4324-ab17-ff5c1fa48724

କାମ କରୁଥିବା ଏହି କର୍ମଚାରୀମାନେ ନିଜ ପରିବାର ଚଳାଇବା ପାଇଁ ନିର୍ଭର କରୁଥିବା ଦରମା ମାସ ମାସ ଧରି ନ ପାଇବା ଅତ୍ୟନ୍ତ ଚିନ୍ତାଜନକ ବିଷୟ।ଏ ସମ୍ପର୍କରେ ଆମ୍ ଆଦମୀ ପାର୍ଟି କେନ୍ଦୁଝରର ସଭାପତି ଶ୍ରୀ ପ୍ରେମାନନ୍ଦ ସିଂହ ପଚାରି ବୁଝିବା ସହ COAM ମେନେଜରଙ୍କ ସହ ଯୋଗାଯୋଗ କରିଥିଲେ। ମେନେଜରଙ୍କ ପକ୍ଷରୁ କୁହାଯାଇଥିବା ଅନୁସାରେ, ସରକାରଙ୍କ ପକ୍ଷରୁ ପେମେଣ୍ଟ ମିଳିନଥିବାରୁ ଏଜେନ୍ସୀ ପକ୍ଷରୁ କର୍ମଚାରୀଙ୍କ ପେମେଣ୍ଟ ବନ୍ଦ ରହିଛି। ଆମ୍ ଆଦମୀ ପାର୍ଟି ପ୍ରଶ୍ନ

4b5efe30-3fc8-402a-a527-cfe9ac553e2d

କରୁଛି ସରକାର ଓ ଆଉଟ୍‌ସୋର୍ସିଂ ଏଜେନ୍ସୀ ମଧ୍ୟରେ ଟଙ୍କା ପ୍ରଦାନକୁ ନେଇ ଯଦି କୌଣସି ସମସ୍ୟା ରହିଛି,ତାହାର ଦଣ୍ଡ କାହିଁକି ନିରୀହ କର୍ମଚାରୀମାନେ ଭୋଗିବେ।କର୍ମଚାରୀମାନେ ନିଜ କର୍ତ୍ତବ୍ୟ ପାଳନ କରିଥିବା ସତ୍ତ୍ୱେ ମାସ ମାସ ଦରମା ନ ପାଇବା ତାଙ୍କ ଜୀବନ ଓ ପରିବାର ଉପରେ ଗୁରୁତର ଆର୍ଥିକ ଚାପ ସୃଷ୍ଟି କରୁଛି। ଏଜେନ୍ସୀମାନଙ୍କ ଏପରି ମନମୁଖୀ କାର୍ଯ୍ୟ ଉପରେ ପ୍ରଶାସନ ନିରବ ରହିବା ଉଚିତ ନୁହେଁ।ଦାବି ଗୁଡିକ ମଧ୍ୟରେ ସମସ୍ତ ବକେୟା ୩–୪

e949f86c-c0bc-4a9b-b27c-86c1c721d9ce

ମାସର ଦରମା ତୁରନ୍ତ ପ୍ରଦାନ,ଦରମା ବିଳମ୍ବର ପ୍ରକୃତ କାରଣ ତଦନ୍ତ,ସରକାର ଓ ଏଜେନ୍ସୀ ମଧ୍ୟରେ ଥିବା ଆର୍ଥିକ ବିବାଦର ପ୍ରଭାବ କର୍ମଚାରୀଙ୍କ ଉପରେ ନପଡୁ।ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଦରମା ନିୟମିତ ଭାବେ ମିଳୁଛି କି ନାହିଁ,ପ୍ରଶାସନ ପକ୍ଷରୁ ନିୟମିତ ଯାଞ୍ଚ,ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ।କର୍ମଚାରୀ କାମ କରିଛନ୍ତି, ତେଣୁ ତାଙ୍କ ଦରମା ତାଙ୍କ ଅଧିକାର ସରକାର ଓ ଏଜେନ୍ସୀର ମଧ୍ୟରେ ଟଣାଓଟରା ର ଶିକାର କର୍ମଚାରୀ ହେବେ ନାହିଁ।

More news from ଓଡ଼ିଶା and nearby areas
  • ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ ଦାବି ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରୁ:ଆମ୍ ଆଦମୀ ପାର୍ଟି କେନ୍ଦୁଝର,୨୯।୮(ଦୁର୍ଯ୍ୟୋଧନ ପାତ୍ର):କ୍ୟାପିଟାଲ ଓଡ଼ିଶା ଆଉଟ୍‌ସୋର୍ସିଂ ମେନେଜମେଣ୍ଟ (COAM) ସଂସ୍ଥା ମାଧ୍ୟମରେ ନିଯୁକ୍ତି ପାଇ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଜଡ଼ିପଦା, ବରଦାପାଳ, ଜଗନ୍ନାଥପୁର ଓ ପଦ୍ମପୁର ଅଞ୍ଚଳରେ କାର୍ଯ୍ୟରତ ଆଉଟ୍‌ସୋର୍ସିଂ କର୍ମଚାରୀମାନେ ୩–୪ ମାସ ଧରି ଦରମା ପାଇନଥିବା ଅଭିଯୋଗ କରି ଆନ୍ଦୋଳନରେ ବସିଛନ୍ତି। ଦିନରାତି ରୋଗୀ ସେବା, ହାଉସ୍ କିପିଂ ଓ ପେସେଣ୍ଟ ଆଟେଣ୍ଡାଣ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ କାମ କରୁଥିବା ଏହି କର୍ମଚାରୀମାନେ ନିଜ ପରିବାର ଚଳାଇବା ପାଇଁ ନିର୍ଭର କରୁଥିବା ଦରମା ମାସ ମାସ ଧରି ନ ପାଇବା ଅତ୍ୟନ୍ତ ଚିନ୍ତାଜନକ ବିଷୟ।ଏ ସମ୍ପର୍କରେ ଆମ୍ ଆଦମୀ ପାର୍ଟି କେନ୍ଦୁଝରର ସଭାପତି ଶ୍ରୀ ପ୍ରେମାନନ୍ଦ ସିଂହ ପଚାରି ବୁଝିବା ସହ COAM ମେନେଜରଙ୍କ ସହ ଯୋଗାଯୋଗ କରିଥିଲେ। ମେନେଜରଙ୍କ ପକ୍ଷରୁ କୁହାଯାଇଥିବା ଅନୁସାରେ, ସରକାରଙ୍କ ପକ୍ଷରୁ ପେମେଣ୍ଟ ମିଳିନଥିବାରୁ ଏଜେନ୍ସୀ ପକ୍ଷରୁ କର୍ମଚାରୀଙ୍କ ପେମେଣ୍ଟ ବନ୍ଦ ରହିଛି। ଆମ୍ ଆଦମୀ ପାର୍ଟି ପ୍ରଶ୍ନ କରୁଛି ସରକାର ଓ ଆଉଟ୍‌ସୋର୍ସିଂ ଏଜେନ୍ସୀ ମଧ୍ୟରେ ଟଙ୍କା ପ୍ରଦାନକୁ ନେଇ ଯଦି କୌଣସି ସମସ୍ୟା ରହିଛି,ତାହାର ଦଣ୍ଡ କାହିଁକି ନିରୀହ କର୍ମଚାରୀମାନେ ଭୋଗିବେ।କର୍ମଚାରୀମାନେ ନିଜ କର୍ତ୍ତବ୍ୟ ପାଳନ କରିଥିବା ସତ୍ତ୍ୱେ ମାସ ମାସ ଦରମା ନ ପାଇବା ତାଙ୍କ ଜୀବନ ଓ ପରିବାର ଉପରେ ଗୁରୁତର ଆର୍ଥିକ ଚାପ ସୃଷ୍ଟି କରୁଛି। ଏଜେନ୍ସୀମାନଙ୍କ ଏପରି ମନମୁଖୀ କାର୍ଯ୍ୟ ଉପରେ ପ୍ରଶାସନ ନିରବ ରହିବା ଉଚିତ ନୁହେଁ।ଦାବି ଗୁଡିକ ମଧ୍ୟରେ ସମସ୍ତ ବକେୟା ୩–୪ ମାସର ଦରମା ତୁରନ୍ତ ପ୍ରଦାନ,ଦରମା ବିଳମ୍ବର ପ୍ରକୃତ କାରଣ ତଦନ୍ତ,ସରକାର ଓ ଏଜେନ୍ସୀ ମଧ୍ୟରେ ଥିବା ଆର୍ଥିକ ବିବାଦର ପ୍ରଭାବ କର୍ମଚାରୀଙ୍କ ଉପରେ ନପଡୁ।ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଦରମା ନିୟମିତ ଭାବେ ମିଳୁଛି କି ନାହିଁ,ପ୍ରଶାସନ ପକ୍ଷରୁ ନିୟମିତ ଯାଞ୍ଚ,ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ।କର୍ମଚାରୀ କାମ କରିଛନ୍ତି, ତେଣୁ ତାଙ୍କ ଦରମା ତାଙ୍କ ଅଧିକାର ସରକାର ଓ ଏଜେନ୍ସୀର ମଧ୍ୟରେ ଟଣାଓଟରା ର ଶିକାର କର୍ମଚାରୀ ହେବେ ନାହିଁ।
    4
    ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ  ବକେୟା ଦରମା ପ୍ରଦାନ ଦାବି
ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରୁ:ଆମ୍ ଆଦମୀ ପାର୍ଟି

କେନ୍ଦୁଝର,୨୯।୮(ଦୁର୍ଯ୍ୟୋଧନ ପାତ୍ର):କ୍ୟାପିଟାଲ ଓଡ଼ିଶା ଆଉଟ୍‌ସୋର୍ସିଂ ମେନେଜମେଣ୍ଟ (COAM) ସଂସ୍ଥା ମାଧ୍ୟମରେ ନିଯୁକ୍ତି ପାଇ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଜଡ଼ିପଦା, ବରଦାପାଳ, ଜଗନ୍ନାଥପୁର ଓ ପଦ୍ମପୁର ଅଞ୍ଚଳରେ କାର୍ଯ୍ୟରତ ଆଉଟ୍‌ସୋର୍ସିଂ କର୍ମଚାରୀମାନେ ୩–୪ ମାସ ଧରି ଦରମା ପାଇନଥିବା ଅଭିଯୋଗ କରି ଆନ୍ଦୋଳନରେ ବସିଛନ୍ତି।
ଦିନରାତି ରୋଗୀ ସେବା, ହାଉସ୍ କିପିଂ ଓ ପେସେଣ୍ଟ ଆଟେଣ୍ଡାଣ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ କାମ କରୁଥିବା ଏହି କର୍ମଚାରୀମାନେ ନିଜ ପରିବାର ଚଳାଇବା ପାଇଁ ନିର୍ଭର କରୁଥିବା ଦରମା ମାସ ମାସ ଧରି ନ ପାଇବା ଅତ୍ୟନ୍ତ ଚିନ୍ତାଜନକ ବିଷୟ।ଏ ସମ୍ପର୍କରେ ଆମ୍ ଆଦମୀ ପାର୍ଟି କେନ୍ଦୁଝରର ସଭାପତି ଶ୍ରୀ ପ୍ରେମାନନ୍ଦ ସିଂହ ପଚାରି ବୁଝିବା ସହ COAM ମେନେଜରଙ୍କ ସହ ଯୋଗାଯୋଗ କରିଥିଲେ। ମେନେଜରଙ୍କ ପକ୍ଷରୁ କୁହାଯାଇଥିବା ଅନୁସାରେ, ସରକାରଙ୍କ ପକ୍ଷରୁ ପେମେଣ୍ଟ ମିଳିନଥିବାରୁ ଏଜେନ୍ସୀ ପକ୍ଷରୁ କର୍ମଚାରୀଙ୍କ ପେମେଣ୍ଟ ବନ୍ଦ ରହିଛି।
ଆମ୍ ଆଦମୀ ପାର୍ଟି ପ୍ରଶ୍ନ କରୁଛି ସରକାର ଓ ଆଉଟ୍‌ସୋର୍ସିଂ ଏଜେନ୍ସୀ ମଧ୍ୟରେ ଟଙ୍କା ପ୍ରଦାନକୁ ନେଇ ଯଦି କୌଣସି ସମସ୍ୟା ରହିଛି,ତାହାର ଦଣ୍ଡ କାହିଁକି ନିରୀହ କର୍ମଚାରୀମାନେ ଭୋଗିବେ।କର୍ମଚାରୀମାନେ ନିଜ କର୍ତ୍ତବ୍ୟ ପାଳନ କରିଥିବା ସତ୍ତ୍ୱେ ମାସ ମାସ ଦରମା ନ ପାଇବା ତାଙ୍କ ଜୀବନ ଓ ପରିବାର ଉପରେ ଗୁରୁତର ଆର୍ଥିକ ଚାପ ସୃଷ୍ଟି କରୁଛି। ଏଜେନ୍ସୀମାନଙ୍କ ଏପରି ମନମୁଖୀ କାର୍ଯ୍ୟ ଉପରେ ପ୍ରଶାସନ ନିରବ ରହିବା ଉଚିତ ନୁହେଁ।ଦାବି ଗୁଡିକ ମଧ୍ୟରେ ସମସ୍ତ ବକେୟା ୩–୪ ମାସର ଦରମା ତୁରନ୍ତ ପ୍ରଦାନ,ଦରମା ବିଳମ୍ବର ପ୍ରକୃତ କାରଣ ତଦନ୍ତ,ସରକାର ଓ ଏଜେନ୍ସୀ ମଧ୍ୟରେ ଥିବା ଆର୍ଥିକ ବିବାଦର ପ୍ରଭାବ କର୍ମଚାରୀଙ୍କ ଉପରେ ନପଡୁ।ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଦରମା ନିୟମିତ ଭାବେ ମିଳୁଛି କି ନାହିଁ,ପ୍ରଶାସନ ପକ୍ଷରୁ ନିୟମିତ ଯାଞ୍ଚ,ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ।କର୍ମଚାରୀ କାମ କରିଛନ୍ତି, ତେଣୁ ତାଙ୍କ ଦରମା ତାଙ୍କ ଅଧିକାର ସରକାର ଓ ଏଜେନ୍ସୀର ମଧ୍ୟରେ ଟଣାଓଟରା ର ଶିକାର କର୍ମଚାରୀ ହେବେ ନାହିଁ।
    user_ଦୁର୍ଯ୍ୟୋଧନ ପାତ୍ର
    ଦୁର୍ଯ୍ୟୋଧନ ପାତ୍ର
    Building society କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    4 hrs ago
  • ସାନ୍ତରାପୁର ଦୁଖିଆ ସାହିର ଦୁଃଖ କାହାଣୀ ଶୁଣିବାକୁ କେହି ନାହିଁ ମେଡ଼ିସିନ ଅଭାବ ରୁ ରୋଗ ରେ ପଡିରହିଛନ୍ତି ଜଣେ ଆଦିବାସୀ ରୋଗୀ ଘର ଟିଏ ମଧ୍ୟ ଲଗାଣ ବର୍ଷା ରେ ଭାଙ୍ଗି ଜାଇଛି
    1
    ସାନ୍ତରାପୁର ଦୁଖିଆ ସାହିର ଦୁଃଖ କାହାଣୀ ଶୁଣିବାକୁ କେହି ନାହିଁ 
ମେଡ଼ିସିନ ଅଭାବ ରୁ ରୋଗ ରେ ପଡିରହିଛନ୍ତି ଜଣେ ଆଦିବାସୀ ରୋଗୀ  ଘର ଟିଏ ମଧ୍ୟ ଲଗାଣ ବର୍ଷା ରେ ଭାଙ୍ଗି ଜାଇଛି
    user_ସନ୍ତୋଷ କୁମାର ନାୟକ
    ସନ୍ତୋଷ କୁମାର ନାୟକ
    Salesperson ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    15 hrs ago
  • ପ୍ରଶାସନ ଶୁଣିଲାନି ,ବାଧ୍ୟ ହୋଇ ସାନ ବୁରୁଡ଼ା ଗ୍ରାମର ଲୋକେ ତିଆରି କଲେ କାଠ ପୋଲ ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ ସାନ ବୁରଡା ଗ୍ରାମର ଜନ ସାଧାରଣ ବର୍ଷ ବର୍ଷ ଧରି ପ୍ରଶାସନକୁ ଗୁହାରି କରି ଶେଷରେ ସମସ୍ତେ ଏକାଠି ହୋଇ କାଠରେ ପୋଲ ନିର୍ମାଣ କଲେ l ସ୍କୁଲ, ଗ୍ରାମ ପଂଚାୟତ, ବ୍ଲକକୁ ଯିବାକୁ ହେଲେ ଏକମାତ୍ର ଏହି ଗୋଟିଏ ରାସ୍ତା, ସେଥିପାଇଁ ଦେଶୀ ଯୋଗାଡ଼ ରେ ତିଆରି କରିଛନ୍ତି କାଠ ପୋଲ l ଏ ହେଉଛି ଗୁରୁଣ୍ଡିଆ ବ୍ଲକ ର ସାନ ବୁରଡ଼ା ଗାଁର ଦୃଶ୍ୟ l ଏଠାରେ ଜନ ସାଧାରଣ ଯିବା ଆସିବା କରିବା ପାଇଁ ନାଳ ଥିଲା ସମସ୍ୟା ସେଥିପାଇଁ ପୁରୁଷ ମହିଳା ଯୁବକ ସମସ୍ତେ ଏକାଠି ହୋଇ ଜଙ୍ଗଲ ଜାତ ଲଟା, ପଥର, ପୁରୁଣା ବିଦ୍ୟୁତ ପୋଲ ରେ ତିଆରି କଲେ ଅସ୍ଥାୟୀ ପୋଲ l ଏ ନେଇ ବିଡ଼ିଓ କହିଛନ୍ତି ଏଠାରେ ପୋଲ ପାଇଁ ଅଭିଯୋଗ ହୋଇଛି ତାହା ଗ୍ରାମ୍ୟ ଉନ୍ନୟନ ବିଭାଗ ଖୁବ ଶୀଘ୍ର କାମ ଆରମ୍ଭ କରିବ l ତେବେ କେବେ ପୋଲ ନିର୍ମାଣ ହେବ ଓ ଗ୍ରାମବାସୀ କେବେ ଉପକୃତ ସୁବିଧା ପାଇବେ ଦେଖିବାକୁ ବାକି ରହିଲା l
    3
    ପ୍ରଶାସନ  ଶୁଣିଲାନି ,ବାଧ୍ୟ ହୋଇ ସାନ ବୁରୁଡ଼ା ଗ୍ରାମର ଲୋକେ ତିଆରି କଲେ କାଠ ପୋଲ

ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ ସାନ ବୁରଡା ଗ୍ରାମର ଜନ ସାଧାରଣ  ବର୍ଷ ବର୍ଷ ଧରି ପ୍ରଶାସନକୁ ଗୁହାରି କରି  ଶେଷରେ ସମସ୍ତେ ଏକାଠି ହୋଇ କାଠରେ ପୋଲ ନିର୍ମାଣ କଲେ l    ସ୍କୁଲ, ଗ୍ରାମ ପଂଚାୟତ, ବ୍ଲକକୁ ଯିବାକୁ ହେଲେ ଏକମାତ୍ର ଏହି  ଗୋଟିଏ ରାସ୍ତା, ସେଥିପାଇଁ ଦେଶୀ ଯୋଗାଡ଼ ରେ ତିଆରି କରିଛନ୍ତି କାଠ  ପୋଲ l ଏ ହେଉଛି ଗୁରୁଣ୍ଡିଆ ବ୍ଲକ ର ସାନ ବୁରଡ଼ା ଗାଁର ଦୃଶ୍ୟ l ଏଠାରେ ଜନ ସାଧାରଣ ଯିବା ଆସିବା କରିବା ପାଇଁ   ନାଳ  ଥିଲା ସମସ୍ୟା ସେଥିପାଇଁ ପୁରୁଷ ମହିଳା ଯୁବକ ସମସ୍ତେ ଏକାଠି ହୋଇ ଜଙ୍ଗଲ ଜାତ ଲଟା, ପଥର, ପୁରୁଣା ବିଦ୍ୟୁତ  ପୋଲ ରେ ତିଆରି କଲେ ଅସ୍ଥାୟୀ ପୋଲ  l ଏ ନେଇ ବିଡ଼ିଓ କହିଛନ୍ତି ଏଠାରେ ପୋଲ ପାଇଁ  ଅଭିଯୋଗ ହୋଇଛି ତାହା  ଗ୍ରାମ୍ୟ ଉନ୍ନୟନ  ବିଭାଗ ଖୁବ ଶୀଘ୍ର କାମ ଆରମ୍ଭ କରିବ l ତେବେ କେବେ ପୋଲ ନିର୍ମାଣ ହେବ ଓ ଗ୍ରାମବାସୀ କେବେ ଉପକୃତ  ସୁବିଧା ପାଇବେ ଦେଖିବାକୁ ବାକି ରହିଲା l
    user_ପ୍ରଦୀପ କୁମାର ସାହୁ
    ପ୍ରଦୀପ କୁମାର ସାହୁ
    Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
    14 hrs ago
  • ଉଦଳାରେ ଲଗାଣ ବର୍ଷାରେ ଦେଓ ନଦୀରେ ବନ୍ୟା.........।..........
    1
    ଉଦଳାରେ ଲଗାଣ ବର୍ଷାରେ  ଦେଓ ନଦୀରେ ବନ୍ୟା.........।..........
    user_Damayanti behera
    Damayanti behera
    Nurse ଉଦଳା, ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • ଚୋରି-ଡକାୟତି ମାମଲାରେ ୪ ଗିରଫ, ସୁନା-ରୂପା ସହ ଗାଡ଼ି ଓ ମୋବାଇଲ ଜବତ l #Odisha #Jajpur #JajpurPolice #CrimeNews #TheftCase #RobberyCase #PolicePressMeet #CrimeUpdate #4Arrested #GoldSeized #SilverSeized #VehicleSeized #MobileSeized #BreakingNews #OdishaNews #news7odia #NewsUpdate #PoliceAction #CrimeNewsOdisha #JajpurNews
    1
    ଚୋରି-ଡକାୟତି ମାମଲାରେ ୪ ଗିରଫ, ସୁନା-ରୂପା ସହ ଗାଡ଼ି ଓ ମୋବାଇଲ ଜବତ l 
#Odisha #Jajpur #JajpurPolice #CrimeNews #TheftCase #RobberyCase #PolicePressMeet #CrimeUpdate #4Arrested #GoldSeized #SilverSeized #VehicleSeized #MobileSeized #BreakingNews #OdishaNews #news7odia  #NewsUpdate #PoliceAction #CrimeNewsOdisha #JajpurNews
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    7 hrs ago
  • #ନେପାଳର_ବନ୍ୟାକୁ_ହରାଇଦେଲା_ଏହି_କୁନି_ଝିଅ ନେପାଳର ଭୟଙ୍କର ବନ୍ୟା ପରେ ପଙ୍କ ତଳେ ୨୪ ଘଣ୍ଟା ସଂଘର୍ଷ କରି ଜୀବନ୍ତ ଉଦ୍ଧାର ହେଲା କୁନି ଝିଅ। ଯବାନଙ୍କ ସାହସିକ ରେସ୍କ୍ୟୁରେ ଶିଶୁଙ୍କୁ ମିଳିଲା ନୂଆ ଜୀବନ—ଦେଖନ୍ତୁ ହୃଦୟସ୍ପର୍ଶୀ ଦୃଶ୍ୟ।
    1
    #ନେପାଳର_ବନ୍ୟାକୁ_ହରାଇଦେଲା_ଏହି_କୁନି_ଝିଅ
ନେପାଳର ଭୟଙ୍କର ବନ୍ୟା ପରେ ପଙ୍କ ତଳେ ୨୪ ଘଣ୍ଟା ସଂଘର୍ଷ କରି ଜୀବନ୍ତ ଉଦ୍ଧାର ହେଲା କୁନି ଝିଅ।
ଯବାନଙ୍କ ସାହସିକ ରେସ୍କ୍ୟୁରେ ଶିଶୁଙ୍କୁ ମିଳିଲା ନୂଆ ଜୀବନ—ଦେଖନ୍ତୁ ହୃଦୟସ୍ପର୍ଶୀ ଦୃଶ୍ୟ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • ଘଟଗାଁ / ମଦ ପିଇବାକୁ ମନା କରିବାରୁ ବିଷ ପିଇଦେଲେ ବୃଦ୍ଧ, ଭୋଳବେଡା ରୁ ଆସିଲା ଅଭାବନୀୟ ଦୃଶ୍ୟ - କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଭୋଳବେଡ଼ା ଗ୍ରାମର ଜଣେ ବୃଦ୍ଧ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ବୃଦ୍ଧ ଜଣକ ଉକ୍ତ ଗ୍ରାମର ପଦ୍ମନାଭ ନାଏକ (୬୦) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ରାତିରେ ପରିବାର ଲୋକେ ରାତ୍ରିଭୋଜନ ସାରି ବାହାରେ ବସିଥିବା ସମୟରେ ପଦ୍ମନାଭ ମଦ ପିଇବା ପାଇଁ ଚାହିଁଥିଲେ। ତେବେ ତାଙ୍କ ସ୍ତ୍ରୀ ଏଥିରେ ବାରଣ କରିବାରୁ ସେ ଉତକ୍ଷିପ୍ତ ହୋଇ ଘରେ ଥିବା କୀଟନାଶକ ପିଇ ଦେଇଥିଲେ। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।ହେଲେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। Report by Muna Mahendra patra @Ghatgaonmirror
    1
    ଘଟଗାଁ / ମଦ ପିଇବାକୁ ମନା କରିବାରୁ ବିଷ ପିଇଦେଲେ ବୃଦ୍ଧ, ଭୋଳବେଡା ରୁ ଆସିଲା ଅଭାବନୀୟ ଦୃଶ୍ୟ 
- କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଭୋଳବେଡ଼ା ଗ୍ରାମର ଜଣେ ବୃଦ୍ଧ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ବୃଦ୍ଧ ଜଣକ ଉକ୍ତ ଗ୍ରାମର ପଦ୍ମନାଭ ନାଏକ (୬୦) ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ ରାତିରେ ପରିବାର ଲୋକେ ରାତ୍ରିଭୋଜନ ସାରି ବାହାରେ ବସିଥିବା ସମୟରେ ପଦ୍ମନାଭ ମଦ ପିଇବା ପାଇଁ ଚାହିଁଥିଲେ। ତେବେ ତାଙ୍କ ସ୍ତ୍ରୀ ଏଥିରେ ବାରଣ କରିବାରୁ ସେ ଉତକ୍ଷିପ୍ତ ହୋଇ ଘରେ ଥିବା କୀଟନାଶକ ପିଇ ଦେଇଥିଲେ।
ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।ହେଲେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। 
Report by Muna Mahendra patra @Ghatgaonmirror
    user_Ghatgaon mirror
    Ghatgaon mirror
    ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    5 hrs ago
  • #ଶାଳୀକୁ_ଧରି_ପଳାଉଥିଲେ #ଶିକାରୀ_ଫାଶ_ଜୀବନ_ନେଲା ରାତି ଅଧରେ ଶାଳୀକୁ ଧରି ଘରୁ ଚମ୍ପଟ ମାରୁଥିଲା ଭିଣୋଇ । ଜଙ୍ଗଲରେ ଚାଲି ଚାଲି ଦୁହେଁ ପଳାଇ ଯାଉଥିବା ବେଳେ ରାସ୍ତାରେ ଛକି ବସିଥିଲା ଯମ । ବାରହା ଶିକାର କରିବା ପାଇଁ ଜଙ୍ଗଲ ରାସ୍ତାରେ ଶିକାରୀ ବିଛାଇଥିବା ବିଦ୍ୟୁତ ଫାଶରେ ଲାଗିଗଲେ ଉଭୟ । #
    1
    #ଶାଳୀକୁ_ଧରି_ପଳାଉଥିଲେ #ଶିକାରୀ_ଫାଶ_ଜୀବନ_ନେଲା
ରାତି ଅଧରେ ଶାଳୀକୁ ଧରି ଘରୁ ଚମ୍ପଟ ମାରୁଥିଲା ଭିଣୋଇ । ଜଙ୍ଗଲରେ ଚାଲି ଚାଲି ଦୁହେଁ ପଳାଇ ଯାଉଥିବା ବେଳେ ରାସ୍ତାରେ ଛକି ବସିଥିଲା ଯମ । ବାରହା ଶିକାର କରିବା ପାଇଁ ଜଙ୍ଗଲ ରାସ୍ତାରେ ଶିକାରୀ ବିଛାଇଥିବା ବିଦ୍ୟୁତ ଫାଶରେ ଲାଗିଗଲେ ଉଭୟ । 
#
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    11 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.