ପ୍ରଶାସନ ଶୁଣିଲାନି ,ବାଧ୍ୟ ହୋଇ ସାନ ବୁରୁଡ଼ା ଗ୍ରାମର ଲୋକେ ତିଆରି କଲେ କାଠ ପୋଲ ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ ସାନ ବୁରଡା ଗ୍ରାମର ଜନ ସାଧାରଣ ବର୍ଷ ବର୍ଷ ଧରି ପ୍ରଶାସନକୁ ଗୁହାରି କରି ଶେଷରେ ସମସ୍ତେ ଏକାଠି ହୋଇ କାଠରେ ପୋଲ ନିର୍ମାଣ କଲେ l ସ୍କୁଲ, ଗ୍ରାମ ପଂଚାୟତ, ବ୍ଲକକୁ ଯିବାକୁ ହେଲେ ଏକମାତ୍ର ଏହି ଗୋଟିଏ ରାସ୍ତା, ସେଥିପାଇଁ ଦେଶୀ ଯୋଗାଡ଼ ରେ ତିଆରି କରିଛନ୍ତି କାଠ ପୋଲ l ଏ ହେଉଛି ଗୁରୁଣ୍ଡିଆ ବ୍ଲକ ର ସାନ ବୁରଡ଼ା ଗାଁର ଦୃଶ୍ୟ l ଏଠାରେ ଜନ ସାଧାରଣ ଯିବା ଆସିବା କରିବା ପାଇଁ ନାଳ ଥିଲା ସମସ୍ୟା ସେଥିପାଇଁ ପୁରୁଷ ମହିଳା ଯୁବକ ସମସ୍ତେ ଏକାଠି ହୋଇ ଜଙ୍ଗଲ ଜାତ ଲଟା, ପଥର, ପୁରୁଣା ବିଦ୍ୟୁତ ପୋଲ ରେ ତିଆରି କଲେ ଅସ୍ଥାୟୀ ପୋଲ l ଏ ନେଇ ବିଡ଼ିଓ କହିଛନ୍ତି ଏଠାରେ ପୋଲ ପାଇଁ ଅଭିଯୋଗ ହୋଇଛି ତାହା ଗ୍ରାମ୍ୟ ଉନ୍ନୟନ ବିଭାଗ ଖୁବ ଶୀଘ୍ର କାମ ଆରମ୍ଭ କରିବ l ତେବେ କେବେ ପୋଲ ନିର୍ମାଣ ହେବ ଓ ଗ୍ରାମବାସୀ କେବେ ଉପକୃତ ସୁବିଧା ପାଇବେ ଦେଖିବାକୁ ବାକି ରହିଲା l
ପ୍ରଶାସନ ଶୁଣିଲାନି ,ବାଧ୍ୟ ହୋଇ ସାନ ବୁରୁଡ଼ା ଗ୍ରାମର ଲୋକେ ତିଆରି କଲେ କାଠ ପୋଲ ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ ସାନ ବୁରଡା ଗ୍ରାମର ଜନ ସାଧାରଣ ବର୍ଷ ବର୍ଷ ଧରି ପ୍ରଶାସନକୁ ଗୁହାରି କରି ଶେଷରେ ସମସ୍ତେ ଏକାଠି ହୋଇ କାଠରେ ପୋଲ ନିର୍ମାଣ କଲେ l ସ୍କୁଲ, ଗ୍ରାମ ପଂଚାୟତ, ବ୍ଲକକୁ ଯିବାକୁ ହେଲେ ଏକମାତ୍ର ଏହି ଗୋଟିଏ ରାସ୍ତା, ସେଥିପାଇଁ ଦେଶୀ ଯୋଗାଡ଼ ରେ ତିଆରି କରିଛନ୍ତି କାଠ ପୋଲ l ଏ ହେଉଛି ଗୁରୁଣ୍ଡିଆ ବ୍ଲକ ର ସାନ ବୁରଡ଼ା ଗାଁର ଦୃଶ୍ୟ l ଏଠାରେ ଜନ ସାଧାରଣ ଯିବା ଆସିବା କରିବା ପାଇଁ ନାଳ ଥିଲା ସମସ୍ୟା ସେଥିପାଇଁ ପୁରୁଷ ମହିଳା ଯୁବକ ସମସ୍ତେ ଏକାଠି ହୋଇ ଜଙ୍ଗଲ ଜାତ ଲଟା, ପଥର, ପୁରୁଣା ବିଦ୍ୟୁତ ପୋଲ ରେ ତିଆରି କଲେ ଅସ୍ଥାୟୀ ପୋଲ l ଏ ନେଇ ବିଡ଼ିଓ କହିଛନ୍ତି ଏଠାରେ ପୋଲ ପାଇଁ ଅଭିଯୋଗ ହୋଇଛି ତାହା ଗ୍ରାମ୍ୟ ଉନ୍ନୟନ ବିଭାଗ ଖୁବ ଶୀଘ୍ର କାମ ଆରମ୍ଭ କରିବ l ତେବେ କେବେ ପୋଲ ନିର୍ମାଣ ହେବ ଓ ଗ୍ରାମବାସୀ କେବେ ଉପକୃତ ସୁବିଧା ପାଇବେ ଦେଖିବାକୁ ବାକି ରହିଲା l
- ପ୍ରଶାସନ ଶୁଣିଲାନି ,ବାଧ୍ୟ ହୋଇ ସାନ ବୁରୁଡ଼ା ଗ୍ରାମର ଲୋକେ ତିଆରି କଲେ କାଠ ପୋଲ ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ ସାନ ବୁରଡା ଗ୍ରାମର ଜନ ସାଧାରଣ ବର୍ଷ ବର୍ଷ ଧରି ପ୍ରଶାସନକୁ ଗୁହାରି କରି ଶେଷରେ ସମସ୍ତେ ଏକାଠି ହୋଇ କାଠରେ ପୋଲ ନିର୍ମାଣ କଲେ l ସ୍କୁଲ, ଗ୍ରାମ ପଂଚାୟତ, ବ୍ଲକକୁ ଯିବାକୁ ହେଲେ ଏକମାତ୍ର ଏହି ଗୋଟିଏ ରାସ୍ତା, ସେଥିପାଇଁ ଦେଶୀ ଯୋଗାଡ଼ ରେ ତିଆରି କରିଛନ୍ତି କାଠ ପୋଲ l ଏ ହେଉଛି ଗୁରୁଣ୍ଡିଆ ବ୍ଲକ ର ସାନ ବୁରଡ଼ା ଗାଁର ଦୃଶ୍ୟ l ଏଠାରେ ଜନ ସାଧାରଣ ଯିବା ଆସିବା କରିବା ପାଇଁ ନାଳ ଥିଲା ସମସ୍ୟା ସେଥିପାଇଁ ପୁରୁଷ ମହିଳା ଯୁବକ ସମସ୍ତେ ଏକାଠି ହୋଇ ଜଙ୍ଗଲ ଜାତ ଲଟା, ପଥର, ପୁରୁଣା ବିଦ୍ୟୁତ ପୋଲ ରେ ତିଆରି କଲେ ଅସ୍ଥାୟୀ ପୋଲ l ଏ ନେଇ ବିଡ଼ିଓ କହିଛନ୍ତି ଏଠାରେ ପୋଲ ପାଇଁ ଅଭିଯୋଗ ହୋଇଛି ତାହା ଗ୍ରାମ୍ୟ ଉନ୍ନୟନ ବିଭାଗ ଖୁବ ଶୀଘ୍ର କାମ ଆରମ୍ଭ କରିବ l ତେବେ କେବେ ପୋଲ ନିର୍ମାଣ ହେବ ଓ ଗ୍ରାମବାସୀ କେବେ ଉପକୃତ ସୁବିଧା ପାଇବେ ଦେଖିବାକୁ ବାକି ରହିଲା l3
- ଆଉଟ୍ସୋର୍ସିଂ କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ ଦାବି ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରୁ:ଆମ୍ ଆଦମୀ ପାର୍ଟି କେନ୍ଦୁଝର,୨୯।୮(ଦୁର୍ଯ୍ୟୋଧନ ପାତ୍ର):କ୍ୟାପିଟାଲ ଓଡ଼ିଶା ଆଉଟ୍ସୋର୍ସିଂ ମେନେଜମେଣ୍ଟ (COAM) ସଂସ୍ଥା ମାଧ୍ୟମରେ ନିଯୁକ୍ତି ପାଇ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଜଡ଼ିପଦା, ବରଦାପାଳ, ଜଗନ୍ନାଥପୁର ଓ ପଦ୍ମପୁର ଅଞ୍ଚଳରେ କାର୍ଯ୍ୟରତ ଆଉଟ୍ସୋର୍ସିଂ କର୍ମଚାରୀମାନେ ୩–୪ ମାସ ଧରି ଦରମା ପାଇନଥିବା ଅଭିଯୋଗ କରି ଆନ୍ଦୋଳନରେ ବସିଛନ୍ତି। ଦିନରାତି ରୋଗୀ ସେବା, ହାଉସ୍ କିପିଂ ଓ ପେସେଣ୍ଟ ଆଟେଣ୍ଡାଣ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ କାମ କରୁଥିବା ଏହି କର୍ମଚାରୀମାନେ ନିଜ ପରିବାର ଚଳାଇବା ପାଇଁ ନିର୍ଭର କରୁଥିବା ଦରମା ମାସ ମାସ ଧରି ନ ପାଇବା ଅତ୍ୟନ୍ତ ଚିନ୍ତାଜନକ ବିଷୟ।ଏ ସମ୍ପର୍କରେ ଆମ୍ ଆଦମୀ ପାର୍ଟି କେନ୍ଦୁଝରର ସଭାପତି ଶ୍ରୀ ପ୍ରେମାନନ୍ଦ ସିଂହ ପଚାରି ବୁଝିବା ସହ COAM ମେନେଜରଙ୍କ ସହ ଯୋଗାଯୋଗ କରିଥିଲେ। ମେନେଜରଙ୍କ ପକ୍ଷରୁ କୁହାଯାଇଥିବା ଅନୁସାରେ, ସରକାରଙ୍କ ପକ୍ଷରୁ ପେମେଣ୍ଟ ମିଳିନଥିବାରୁ ଏଜେନ୍ସୀ ପକ୍ଷରୁ କର୍ମଚାରୀଙ୍କ ପେମେଣ୍ଟ ବନ୍ଦ ରହିଛି। ଆମ୍ ଆଦମୀ ପାର୍ଟି ପ୍ରଶ୍ନ କରୁଛି ସରକାର ଓ ଆଉଟ୍ସୋର୍ସିଂ ଏଜେନ୍ସୀ ମଧ୍ୟରେ ଟଙ୍କା ପ୍ରଦାନକୁ ନେଇ ଯଦି କୌଣସି ସମସ୍ୟା ରହିଛି,ତାହାର ଦଣ୍ଡ କାହିଁକି ନିରୀହ କର୍ମଚାରୀମାନେ ଭୋଗିବେ।କର୍ମଚାରୀମାନେ ନିଜ କର୍ତ୍ତବ୍ୟ ପାଳନ କରିଥିବା ସତ୍ତ୍ୱେ ମାସ ମାସ ଦରମା ନ ପାଇବା ତାଙ୍କ ଜୀବନ ଓ ପରିବାର ଉପରେ ଗୁରୁତର ଆର୍ଥିକ ଚାପ ସୃଷ୍ଟି କରୁଛି। ଏଜେନ୍ସୀମାନଙ୍କ ଏପରି ମନମୁଖୀ କାର୍ଯ୍ୟ ଉପରେ ପ୍ରଶାସନ ନିରବ ରହିବା ଉଚିତ ନୁହେଁ।ଦାବି ଗୁଡିକ ମଧ୍ୟରେ ସମସ୍ତ ବକେୟା ୩–୪ ମାସର ଦରମା ତୁରନ୍ତ ପ୍ରଦାନ,ଦରମା ବିଳମ୍ବର ପ୍ରକୃତ କାରଣ ତଦନ୍ତ,ସରକାର ଓ ଏଜେନ୍ସୀ ମଧ୍ୟରେ ଥିବା ଆର୍ଥିକ ବିବାଦର ପ୍ରଭାବ କର୍ମଚାରୀଙ୍କ ଉପରେ ନପଡୁ।ଆଉଟ୍ସୋର୍ସିଂ କର୍ମଚାରୀଙ୍କ ଦରମା ନିୟମିତ ଭାବେ ମିଳୁଛି କି ନାହିଁ,ପ୍ରଶାସନ ପକ୍ଷରୁ ନିୟମିତ ଯାଞ୍ଚ,ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ।କର୍ମଚାରୀ କାମ କରିଛନ୍ତି, ତେଣୁ ତାଙ୍କ ଦରମା ତାଙ୍କ ଅଧିକାର ସରକାର ଓ ଏଜେନ୍ସୀର ମଧ୍ୟରେ ଟଣାଓଟରା ର ଶିକାର କର୍ମଚାରୀ ହେବେ ନାହିଁ।4
- जगतगुरु तत्वदर्शी संत रामपाल जी महाराज जी का अवतरण दिवस 6 से 8 सितंबर 2026 सतलोक आश्रम उड़दन, बैतूल, मध्यप्रदेश। आप सभी सहपरिवार सादर आमंत्रित हैं।1
- 🚛🔥 वायरल Volvo Truck कोलेबिरा से गुजरते हुए… नज़रें हटाना मुश्किल! 😍 सड़क पर जबरदस्त लुक और दमदार अंदाज़ में गुजरता Volvo Truck लोगों का ध्यान अपनी ओर खींच रहा है। 😍🔥 📍 Kolebira, Jharkhand आपको इस Volvo Truck का लुक कैसा लगा? 👇❤️ #VolvoTruck #ViralTruck #Kolebira #KolebiraJharkhand #TruckLovers #Jharkhand #TruckVideo #ViralVideo #Trending #P24NewsExpress 🚛🔥 वायरल Volvo Truck कोलेबिरा से गुजरते हुए… नज़रें हटाना मुश्किल! 😍 सड़क पर जबरदस्त लुक और दमदार अंदाज़ में गुजरता Volvo Truck लोगों का ध्यान अपनी ओर खींच रहा है। 😍🔥 📍 Kolebira, Jharkhand आपको इस Volvo Truck का लुक कैसा लगा? 👇❤️ #VolvoTruck #ViralTruck #Kolebira #KolebiraJharkhand #TruckLovers #Jharkhand #TruckVideo #ViralVideo #Trending #P24NewsExpress1
- ଡକାୟତି ଯୋଜନା କରୁଥିବା ବେଳେ ୩ ଜଣ ଗିରଫ, ବିଭିନ୍ନ ମାରଣାସ୍ତ୍ର ଜବତ ତଳସରା ଥାନା ଅନ୍ତର୍ଗତ ସଉନାମରା ଛକରେ ଏକ ବଡ ଧରଣର ଡକାୟତି କାର୍ଯ୍ୟକୁ ପଣ୍ଡ କରିଛି ତଳସରା ପୋଲିସ । ଗତ ଗୁରୁବାର ଦିନ ରାତ୍ରି ସମୟରେ କିଛି ଖଳ ପ୍ରକୃତିର ଲୋକେ ଡକାୟତି ଯୋଜନା କରୁଥିବା ବନଡେଗା ଫାଣ୍ଡି ଅଧିକାରୀ ଦମୟନ୍ତୀ ମହନ୍ତ ଙ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଖବରପାଇ ରାତ୍ରି ପ୍ରାୟ ୧୨ ଟା ସମୟରେ ଆତର୍କିଟ ଚଡାଉ କରିଥିଲେ । ଚଢାଉ ସମୟରେ ପୋଲିସ ତିନିଜଣଙ୍କୁ କାବୁ କରିଥିବା ବେଳେ ଆଉ କେତେକ ଖସି ପଳାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ।ଅଭିଯୁକ୍ତ ମାନେ ବିଶାଲ କୁମାର କିସପଟା(୨୩), ରୁଷ୍ଟମ କୁକୁର(୨୬) ଓ ସଞ୍ଜୁ କୁକୁର (୨୫) ଥିବାବେଳେ ସେମାନେ ଛତିଶଗଡ଼ ରାଜ୍ୟ ସୁରଗୁଜା ଜିଲ୍ଲା ଦେଉରୀ ଗ୍ରାମର ବୋଲି ଜଣାପଡିଛି । ଅଭିଯୁକ୍ତ ଙ୍କ ନିକଟରୁ ତିନୋଟି ଲୁହାଛଡ,ଦୁଇଟି ଛୁରୀ ,ଦୁଇଟି ବାଉଁଶ ଲାଠି, ଟର୍ଚ୍ଚ, ଲଙ୍କା ପାଉଡର, ଦଉଡ଼ି,ମାସ୍କ, ମଦ ବୋତଲ ତିନୋଟି ଏକ ଟାଟା ନେକ୍ସନ(ଓଡ଼ି ୧୬ଏ ୭୨୦୨)ଜବତ କରାଯାଇଛି । ତଳସରା ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା କରିଛି । ଏହି ଦଳ ବିଗତ ସମୟରୁ ଝରସୁଗୁଡ଼ା ଓ ସମ୍ବଲପୁର ଅଞ୍ଚଳରେ ଚୋରି କରୁଥିଲେ। ସମ୍ବଲପୁର ରେଙ୍ଗାଲି ଅଞ୍ଚକ୍ରୁ ଚୋରି ଜାରି ଫେରାର। ହେଉଥିବା ବେଳେ ଏସପି ଙ୍କ ନିର୍ଦ୍ଦେଶରେ ଭାଷ୍ମା ପୋଲିସ ଘଉଡାଇଥିବାବେକେ ବିର୍ତୁଲା ନିକଟରେ ଗାଡ଼ି ଓ ଜିନିଷ ପତ୍ର ଛାଡି ଜଙ୍ଗଲ ଭିତରେ ପଶି ଯାଇଥିଲେ1
- 🚨 दर्दनाक खबर | पश्चिम गोदावरी, आंध्र प्रदेश 💔 “अम्मा… नन्ना…” कहकर पुकारता रहा मासूम आंध्र प्रदेश के पश्चिम गोदावरी जिले के चिंगिनाडा ब्रिज से एक बेहद दर्दनाक घटना सामने आई है। पुलिस के अनुसार, तणुकू मंडल के वेलपुर निवासी डोड्डा साई (29) और उनकी पत्नी शिरिषा (28) अपने छोटे बच्चे के साथ चिंगिनाडा ब्रिज पहुंचे थे। बताया जा रहा है कि दोनों ने बच्चे को स्कूटी पर छोड़ दिया और इसके बाद गोदावरी नदी में छलांग लगा दी। अंधेरी रात में मासूम अपने माता-पिता को “अम्मा… नन्ना…” कहकर पुकारता रहा। बच्चे की रोने की आवाज सुनकर आसपास मौजूद लोग मौके पर पहुंचे और पुलिस को सूचना दी। पुलिस ने बच्चे को अपनी देखरेख में लिया और नदी में लापता दंपति की तलाश शुरू की। रिपोर्टों के मुताबिक स्थानीय तैराकों और नावों के साथ NDRF टीम भी सर्च ऑपरेशन में जुटी है। गोदावरी में पानी का बहाव तेज होने के कारण तलाश अभियान चुनौतीपूर्ण बना हुआ है। ⚠️ मामले की जांच जारी है और दंपति के नदी में कूदने की परिस्थितियों की जांच की जा रही है। 📍 स्थान: चिंगिनाडा ब्रिज, पश्चिम गोदावरी, आंध्र प्रदेश #P24NewsExpress #BreakingNews #AndhraPradesh #WestGodavari #Godavari #ChinchinadaBridge #AndhraNews #LatestNews #ViralNews #NewsUpdate 🚨 दर्दनाक खबर | पश्चिम गोदावरी, आंध्र प्रदेश 💔 “अम्मा… नन्ना…” कहकर पुकारता रहा मासूम आंध्र प्रदेश के पश्चिम गोदावरी जिले के चिंगिनाडा ब्रिज से एक बेहद दर्दनाक घटना सामने आई है। पुलिस के अनुसार, तणुकू मंडल के वेलपुर निवासी डोड्डा साई (29) और उनकी पत्नी शिरिषा (28) अपने छोटे बच्चे के साथ चिंगिनाडा ब्रिज पहुंचे थे। बताया जा रहा है कि दोनों ने बच्चे को स्कूटी पर छोड़ दिया और इसके बाद गोदावरी नदी में छलांग लगा दी। अंधेरी रात में मासूम अपने माता-पिता को “अम्मा… नन्ना…” कहकर पुकारता रहा। बच्चे की रोने की आवाज सुनकर आसपास मौजूद लोग मौके पर पहुंचे और पुलिस को सूचना दी। पुलिस ने बच्चे को अपनी देखरेख में लिया और नदी में लापता दंपति की तलाश शुरू की। रिपोर्टों के मुताबिक स्थानीय तैराकों और नावों के साथ NDRF टीम भी सर्च ऑपरेशन में जुटी है। गोदावरी में पानी का बहाव तेज होने के कारण तलाश अभियान चुनौतीपूर्ण बना हुआ है। ⚠️ मामले की जांच जारी है और दंपति के नदी में कूदने की परिस्थितियों की जांच की जा रही है। 📍 स्थान: चिंगिनाडा ब्रिज, पश्चिम गोदावरी, आंध्र प्रदेश #P24NewsExpress #BreakingNews #AndhraPradesh #WestGodavari #Godavari #ChinchinadaBridge #AndhraNews #LatestNews #ViralNews #NewsUpdate1
- ତଲସରା ଥାନା ଅନ୍ତର୍ଗତ ସଉନାମରା ୨୨ମାଇଲ ଠାରେ କିଛି ଖଲ ପ୍ରକୃତି ବ୍ୟକ୍ତିମାନେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ହାତ ରେ ୩ଜଣ ଗିରଫ ସହିତ ମରଣାସ୍ତ୍ର ଜବତ l1
- ଘଟଗାଁ / ମଦ ପିଇବାକୁ ମନା କରିବାରୁ ବିଷ ପିଇଦେଲେ ବୃଦ୍ଧ, ଭୋଳବେଡା ରୁ ଆସିଲା ଅଭାବନୀୟ ଦୃଶ୍ୟ - କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଭୋଳବେଡ଼ା ଗ୍ରାମର ଜଣେ ବୃଦ୍ଧ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ବୃଦ୍ଧ ଜଣକ ଉକ୍ତ ଗ୍ରାମର ପଦ୍ମନାଭ ନାଏକ (୬୦) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ରାତିରେ ପରିବାର ଲୋକେ ରାତ୍ରିଭୋଜନ ସାରି ବାହାରେ ବସିଥିବା ସମୟରେ ପଦ୍ମନାଭ ମଦ ପିଇବା ପାଇଁ ଚାହିଁଥିଲେ। ତେବେ ତାଙ୍କ ସ୍ତ୍ରୀ ଏଥିରେ ବାରଣ କରିବାରୁ ସେ ଉତକ୍ଷିପ୍ତ ହୋଇ ଘରେ ଥିବା କୀଟନାଶକ ପିଇ ଦେଇଥିଲେ। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।ହେଲେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। Report by Muna Mahendra patra @Ghatgaonmirror1