logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

जगतगुरु तत्वदर्शी संत रामपाल जी महाराज जी का अवतरण दिवस 6 से 8 सितंबर 2026 सतलोक आश्रम उड़दन, बैतूल, मध्यप्रदेश। आप सभी सहपरिवार सादर आमंत्रित हैं।

9 hrs ago
user_Dharmu  Oram
Dharmu Oram
सतभक्ति ଝାରସୁଗୁଡା, ଝାରସୁଗୁଡ଼ା, ଓଡ଼ିଶା•
9 hrs ago

जगतगुरु तत्वदर्शी संत रामपाल जी महाराज जी का अवतरण दिवस 6 से 8 सितंबर 2026 सतलोक आश्रम उड़दन, बैतूल, मध्यप्रदेश। आप सभी सहपरिवार सादर आमंत्रित हैं।

More news from ଓଡ଼ିଶା and nearby areas
  • जगतगुरु तत्वदर्शी संत रामपाल जी महाराज जी का अवतरण दिवस 6 से 8 सितंबर 2026 सतलोक आश्रम उड़दन, बैतूल, मध्यप्रदेश। आप सभी सहपरिवार सादर आमंत्रित हैं।
    1
    जगतगुरु तत्वदर्शी संत रामपाल जी महाराज जी का अवतरण दिवस 6 से 8 सितंबर 2026 
सतलोक आश्रम उड़दन, बैतूल, मध्यप्रदेश। 
आप सभी सहपरिवार सादर आमंत्रित हैं।
    user_Dharmu  Oram
    Dharmu Oram
    सतभक्ति ଝାରସୁଗୁଡା, ଝାରସୁଗୁଡ଼ା, ଓଡ଼ିଶା•
    9 hrs ago
  • ସମୟ ସରି ଆସୁଥିବା ବେଳେ ସରି ପାରୁନି ଚାଷୀ ପଞ୍ଜିକରଣ ଶେଷ ତାରିଖ ଅଗଷ୍ଟ ୩୧ ଚଳିତ ବର୍ଷ ସରକାର ଚାଷୀ ପଞ୍ଜିକରଣ ଶେଷ ତାରିଖ ଅଗଷ୍ଟ ୩୧ ରଖି ଥିବା ବେଳେ ସରି ପାରୁନି ପଞ୍ଜିକରଣ। ଯେତିକି ସମୟ ସରି ଆସୁଛି ସେତେ ପଞ୍ଜିକରଣ ପାଇଁ ଭିଡ଼ ପରିଲକ୍ଷିତ ହେଉଛି। ଭିଡ଼ କୁ ଦୃଷ୍ଟିରେ ରଖି ଚାଷୀ ସଂଗଠନ ପକ୍ଷରୁ ପଞ୍ଜିକରଣ ତାରିଖ ବୃଦ୍ଧି ପାଇଁ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
    1
    ସମୟ ସରି ଆସୁଥିବା ବେଳେ ସରି ପାରୁନି ଚାଷୀ ପଞ୍ଜିକରଣ ଶେଷ ତାରିଖ ଅଗଷ୍ଟ ୩୧
ଚଳିତ ବର୍ଷ ସରକାର ଚାଷୀ ପଞ୍ଜିକରଣ ଶେଷ ତାରିଖ ଅଗଷ୍ଟ ୩୧  ରଖି ଥିବା ବେଳେ ସରି ପାରୁନି ପଞ୍ଜିକରଣ। ଯେତିକି ସମୟ ସରି ଆସୁଛି ସେତେ  ପଞ୍ଜିକରଣ ପାଇଁ ଭିଡ଼ ପରିଲକ୍ଷିତ ହେଉଛି। ଭିଡ଼ କୁ ଦୃଷ୍ଟିରେ ରଖି ଚାଷୀ ସଂଗଠନ ପକ୍ଷରୁ ପଞ୍ଜିକରଣ ତାରିଖ ବୃଦ୍ଧି ପାଇଁ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
    user_Akshaya Kumar Dehury
    Akshaya Kumar Dehury
    Agistment service କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
    23 hrs ago
  • 🚨 दर्दनाक खबर | पश्चिम गोदावरी, आंध्र प्रदेश 💔 “अम्मा… नन्ना…” कहकर पुकारता रहा मासूम आंध्र प्रदेश के पश्चिम गोदावरी जिले के चिंगिनाडा ब्रिज से एक बेहद दर्दनाक घटना सामने आई है। पुलिस के अनुसार, तणुकू मंडल के वेलपुर निवासी डोड्डा साई (29) और उनकी पत्नी शिरिषा (28) अपने छोटे बच्चे के साथ चिंगिनाडा ब्रिज पहुंचे थे। बताया जा रहा है कि दोनों ने बच्चे को स्कूटी पर छोड़ दिया और इसके बाद गोदावरी नदी में छलांग लगा दी। अंधेरी रात में मासूम अपने माता-पिता को “अम्मा… नन्ना…” कहकर पुकारता रहा। बच्चे की रोने की आवाज सुनकर आसपास मौजूद लोग मौके पर पहुंचे और पुलिस को सूचना दी। पुलिस ने बच्चे को अपनी देखरेख में लिया और नदी में लापता दंपति की तलाश शुरू की। रिपोर्टों के मुताबिक स्थानीय तैराकों और नावों के साथ NDRF टीम भी सर्च ऑपरेशन में जुटी है। गोदावरी में पानी का बहाव तेज होने के कारण तलाश अभियान चुनौतीपूर्ण बना हुआ है। ⚠️ मामले की जांच जारी है और दंपति के नदी में कूदने की परिस्थितियों की जांच की जा रही है। 📍 स्थान: चिंगिनाडा ब्रिज, पश्चिम गोदावरी, आंध्र प्रदेश #P24NewsExpress #BreakingNews #AndhraPradesh #WestGodavari #Godavari #ChinchinadaBridge #AndhraNews #LatestNews #ViralNews #NewsUpdate 🚨 दर्दनाक खबर | पश्चिम गोदावरी, आंध्र प्रदेश 💔 “अम्मा… नन्ना…” कहकर पुकारता रहा मासूम आंध्र प्रदेश के पश्चिम गोदावरी जिले के चिंगिनाडा ब्रिज से एक बेहद दर्दनाक घटना सामने आई है। पुलिस के अनुसार, तणुकू मंडल के वेलपुर निवासी डोड्डा साई (29) और उनकी पत्नी शिरिषा (28) अपने छोटे बच्चे के साथ चिंगिनाडा ब्रिज पहुंचे थे। बताया जा रहा है कि दोनों ने बच्चे को स्कूटी पर छोड़ दिया और इसके बाद गोदावरी नदी में छलांग लगा दी। अंधेरी रात में मासूम अपने माता-पिता को “अम्मा… नन्ना…” कहकर पुकारता रहा। बच्चे की रोने की आवाज सुनकर आसपास मौजूद लोग मौके पर पहुंचे और पुलिस को सूचना दी। पुलिस ने बच्चे को अपनी देखरेख में लिया और नदी में लापता दंपति की तलाश शुरू की। रिपोर्टों के मुताबिक स्थानीय तैराकों और नावों के साथ NDRF टीम भी सर्च ऑपरेशन में जुटी है। गोदावरी में पानी का बहाव तेज होने के कारण तलाश अभियान चुनौतीपूर्ण बना हुआ है। ⚠️ मामले की जांच जारी है और दंपति के नदी में कूदने की परिस्थितियों की जांच की जा रही है। 📍 स्थान: चिंगिनाडा ब्रिज, पश्चिम गोदावरी, आंध्र प्रदेश #P24NewsExpress #BreakingNews #AndhraPradesh #WestGodavari #Godavari #ChinchinadaBridge #AndhraNews #LatestNews #ViralNews #NewsUpdate
    1
    🚨 दर्दनाक खबर | पश्चिम गोदावरी, आंध्र प्रदेश

💔 “अम्मा… नन्ना…” कहकर पुकारता रहा मासूम

आंध्र प्रदेश के पश्चिम गोदावरी जिले के चिंगिनाडा ब्रिज से एक बेहद दर्दनाक घटना सामने आई है।

पुलिस के अनुसार, तणुकू मंडल के वेलपुर निवासी डोड्डा साई (29) और उनकी पत्नी शिरिषा (28) अपने छोटे बच्चे के साथ चिंगिनाडा ब्रिज पहुंचे थे। बताया जा रहा है कि दोनों ने बच्चे को स्कूटी पर छोड़ दिया और इसके बाद गोदावरी नदी में छलांग लगा दी।

अंधेरी रात में मासूम अपने माता-पिता को “अम्मा… नन्ना…” कहकर पुकारता रहा। बच्चे की रोने की आवाज सुनकर आसपास मौजूद लोग मौके पर पहुंचे और पुलिस को सूचना दी।

पुलिस ने बच्चे को अपनी देखरेख में लिया और नदी में लापता दंपति की तलाश शुरू की। रिपोर्टों के मुताबिक स्थानीय तैराकों और नावों के साथ NDRF टीम भी सर्च ऑपरेशन में जुटी है। गोदावरी में पानी का बहाव तेज होने के कारण तलाश अभियान चुनौतीपूर्ण बना हुआ है।

⚠️ मामले की जांच जारी है और दंपति के नदी में कूदने की परिस्थितियों की जांच की जा रही है।

📍 स्थान: चिंगिनाडा ब्रिज, पश्चिम गोदावरी, आंध्र प्रदेश

#P24NewsExpress #BreakingNews #AndhraPradesh #WestGodavari #Godavari #ChinchinadaBridge #AndhraNews #LatestNews #ViralNews #NewsUpdate


🚨 दर्दनाक खबर | पश्चिम गोदावरी, आंध्र प्रदेश
💔 “अम्मा… नन्ना…” कहकर पुकारता रहा मासूम
आंध्र प्रदेश के पश्चिम गोदावरी जिले के चिंगिनाडा ब्रिज से एक बेहद दर्दनाक घटना सामने आई है।
पुलिस के अनुसार, तणुकू मंडल के वेलपुर निवासी डोड्डा साई (29) और उनकी पत्नी शिरिषा (28) अपने छोटे बच्चे के साथ चिंगिनाडा ब्रिज पहुंचे थे। बताया जा रहा है कि दोनों ने बच्चे को स्कूटी पर छोड़ दिया और इसके बाद गोदावरी नदी में छलांग लगा दी।
अंधेरी रात में मासूम अपने माता-पिता को “अम्मा… नन्ना…” कहकर पुकारता रहा। बच्चे की रोने की आवाज सुनकर आसपास मौजूद लोग मौके पर पहुंचे और पुलिस को सूचना दी।
पुलिस ने बच्चे को अपनी देखरेख में लिया और नदी में लापता दंपति की तलाश शुरू की। रिपोर्टों के मुताबिक स्थानीय तैराकों और नावों के साथ NDRF टीम भी सर्च ऑपरेशन में जुटी है। गोदावरी में पानी का बहाव तेज होने के कारण तलाश अभियान चुनौतीपूर्ण बना हुआ है।
⚠️ मामले की जांच जारी है और दंपति के नदी में कूदने की परिस्थितियों की जांच की जा रही है।
📍 स्थान: चिंगिनाडा ब्रिज, पश्चिम गोदावरी, आंध्र प्रदेश
#P24NewsExpress #BreakingNews #AndhraPradesh #WestGodavari #Godavari #ChinchinadaBridge #AndhraNews #LatestNews #ViralNews #NewsUpdate
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    53 min ago
  • ଡକାୟତି ଯୋଜନା କରୁଥିବା ବେଳେ ୩ ଜଣ ଗିରଫ, ବିଭିନ୍ନ ମାରଣାସ୍ତ୍ର ଜବତ ତଳସରା ଥାନା ଅନ୍ତର୍ଗତ ସଉନାମରା ଛକରେ ଏକ ବଡ ଧରଣର ଡକାୟତି କାର୍ଯ୍ୟକୁ ପଣ୍ଡ କରିଛି ତଳସରା ପୋଲିସ । ଗତ ଗୁରୁବାର ଦିନ ରାତ୍ରି ସମୟରେ କିଛି ଖଳ ପ୍ରକୃତିର ଲୋକେ ଡକାୟତି ଯୋଜନା କରୁଥିବା ବନଡେଗା ଫାଣ୍ଡି ଅଧିକାରୀ ଦମୟନ୍ତୀ ମହନ୍ତ ଙ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଖବରପାଇ ରାତ୍ରି ପ୍ରାୟ ୧୨ ଟା ସମୟରେ ଆତର୍କିଟ ଚଡାଉ କରିଥିଲେ । ଚଢାଉ ସମୟରେ ପୋଲିସ ତିନିଜଣଙ୍କୁ କାବୁ କରିଥିବା ବେଳେ ଆଉ କେତେକ ଖସି ପଳାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ।ଅଭିଯୁକ୍ତ ମାନେ ବିଶାଲ କୁମାର କିସପଟା(୨୩), ରୁଷ୍ଟମ କୁକୁର(୨୬) ଓ ସଞ୍ଜୁ କୁକୁର (୨୫) ଥିବାବେଳେ ସେମାନେ ଛତିଶଗଡ଼ ରାଜ୍ୟ ସୁରଗୁଜା ଜିଲ୍ଲା ଦେଉରୀ ଗ୍ରାମର ବୋଲି ଜଣାପଡିଛି । ଅଭିଯୁକ୍ତ ଙ୍କ ନିକଟରୁ ତିନୋଟି ଲୁହାଛଡ,ଦୁଇଟି ଛୁରୀ ,ଦୁଇଟି ବାଉଁଶ ଲାଠି, ଟର୍ଚ୍ଚ, ଲଙ୍କା ପାଉଡର, ଦଉଡ଼ି,ମାସ୍କ, ମଦ ବୋତଲ ତିନୋଟି ଏକ ଟାଟା ନେକ୍ସନ(ଓଡ଼ି ୧୬ଏ ୭୨୦୨)ଜବତ କରାଯାଇଛି । ତଳସରା ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା କରିଛି । ଏହି ଦଳ ବିଗତ ସମୟରୁ ଝରସୁଗୁଡ଼ା ଓ ସମ୍ବଲପୁର ଅଞ୍ଚଳରେ ଚୋରି କରୁଥିଲେ। ସମ୍ବଲପୁର ରେଙ୍ଗାଲି ଅଞ୍ଚକ୍ରୁ ଚୋରି ଜାରି ଫେରାର। ହେଉଥିବା ବେଳେ ଏସପି ଙ୍କ ନିର୍ଦ୍ଦେଶରେ ଭାଷ୍ମା ପୋଲିସ ଘଉଡାଇଥିବାବେକେ ବିର୍ତୁଲା ନିକଟରେ ଗାଡ଼ି ଓ ଜିନିଷ ପତ୍ର ଛାଡି ଜଙ୍ଗଲ ଭିତରେ ପଶି ଯାଇଥିଲେ
    1
    ଡକାୟତି ଯୋଜନା କରୁଥିବା ବେଳେ ୩ ଜଣ ଗିରଫ, ବିଭିନ୍ନ ମାରଣାସ୍ତ୍ର ଜବତ
ତଳସରା ଥାନା ଅନ୍ତର୍ଗତ ସଉନାମରା ଛକରେ ଏକ ବଡ ଧରଣର ଡକାୟତି କାର୍ଯ୍ୟକୁ ପଣ୍ଡ କରିଛି ତଳସରା ପୋଲିସ । ଗତ ଗୁରୁବାର ଦିନ ରାତ୍ରି ସମୟରେ କିଛି ଖଳ ପ୍ରକୃତିର ଲୋକେ ଡକାୟତି  ଯୋଜନା କରୁଥିବା ବନଡେଗା ଫାଣ୍ଡି ଅଧିକାରୀ ଦମୟନ୍ତୀ ମହନ୍ତ ଙ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଖବରପାଇ  ରାତ୍ରି ପ୍ରାୟ ୧୨ ଟା ସମୟରେ ଆତର୍କିଟ ଚଡାଉ କରିଥିଲେ । ଚଢାଉ ସମୟରେ ପୋଲିସ ତିନିଜଣଙ୍କୁ କାବୁ କରିଥିବା ବେଳେ ଆଉ କେତେକ ଖସି ପଳାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ।ଅଭିଯୁକ୍ତ ମାନେ ବିଶାଲ କୁମାର କିସପଟା(୨୩), ରୁଷ୍ଟମ କୁକୁର(୨୬) ଓ ସଞ୍ଜୁ କୁକୁର (୨୫) ଥିବାବେଳେ ସେମାନେ  ଛତିଶଗଡ଼ ରାଜ୍ୟ ସୁରଗୁଜା ଜିଲ୍ଲା ଦେଉରୀ ଗ୍ରାମର ବୋଲି ଜଣାପଡିଛି । ଅଭିଯୁକ୍ତ ଙ୍କ ନିକଟରୁ ତିନୋଟି ଲୁହାଛଡ,ଦୁଇଟି ଛୁରୀ ,ଦୁଇଟି ବାଉଁଶ ଲାଠି, ଟର୍ଚ୍ଚ, ଲଙ୍କା ପାଉଡର, ଦଉଡ଼ି,ମାସ୍କ,  ମଦ ବୋତଲ ତିନୋଟି  ଏକ ଟାଟା ନେକ୍ସନ(ଓଡ଼ି ୧୬ଏ  ୭୨୦୨)ଜବତ କରାଯାଇଛି । ତଳସରା ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା କରିଛି । ଏହି ଦଳ ବିଗତ ସମୟରୁ ଝରସୁଗୁଡ଼ା ଓ ସମ୍ବଲପୁର ଅଞ୍ଚଳରେ ଚୋରି କରୁଥିଲେ। ସମ୍ବଲପୁର ରେଙ୍ଗାଲି ଅଞ୍ଚକ୍ରୁ ଚୋରି ଜାରି ଫେରାର। ହେଉଥିବା ବେଳେ ଏସପି ଙ୍କ ନିର୍ଦ୍ଦେଶରେ ଭାଷ୍ମା ପୋଲିସ ଘଉଡାଇଥିବାବେକେ ବିର୍ତୁଲା ନିକଟରେ ଗାଡ଼ି ଓ ଜିନିଷ ପତ୍ର ଛାଡି ଜଙ୍ଗଲ ଭିତରେ ପଶି ଯାଇଥିଲେ
    user_Raju kumar patel
    Raju kumar patel
    Mechanic ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    2 hrs ago
  • ଲିଙ୍ଗମାରନି ଗ୍ରାମର ଶ୍ରୀ ଶ୍ରୀ ଧବଳେଶ୍ୱର ମନ୍ଦିରରେ ମହାସମାରୋହରେ ପାଳିତ ହୋଇଛି ୩୪ତମ ଶ୍ରାବଣୀ ପୂଜା। ଲିଙ୍ଗମାରନି ଧବଳେଶ୍ୱର ମନ୍ଦିରରେ ୩୪ତମ ଶ୍ରାବଣୀ ପୂଜା ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ଲିଙ୍ଗମାରନି ଗ୍ରାମର ଶ୍ରୀ ଶ୍ରୀ ଧବଳେଶ୍ୱର ମନ୍ଦିରରେ ମହାସମାରୋହରେ ପାଳିତ ହୋଇଛି ୩୪ତମ ଶ୍ରାବଣୀ ପୂଜା। ଶ୍ରାବଣ ପୂର୍ଣ୍ଣିମାରେ ମହାଦେବଙ୍କ ଦର୍ଶନ ପାଇଁ ଜମିଥିଲା ଭକ୍ତଙ୍କ ଭିଡ଼। ୧୯୯୨ ମସିହାରୁ ଏଠାରେ ଚତୁର୍ଦ୍ଦଶୀ ପୂଜାର ପରମ୍ପରା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଧାର୍ମିକ କାର୍ଯ୍ୟକ୍ରମ ହୋଇଥିଲା।ବରପାଲି, ଡୁଙ୍ଗୁରିପାଲି, ବିନିକା, ସାଲେଭଟା ଓ ରାମପୁର ସମେତ ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆସି ଧବଳେଶ୍ୱରଙ୍କ ଦର୍ଶନ କରିଥିଲେ। ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ କରିଥିଲେ ପ୍ରାର୍ଥନା। ପୁରାତନ ପରମ୍ପରା ଓ ଲୋକଙ୍କ ଆସ୍ଥାକୁ ନେଇ ଲିଙ୍ଗମାରନି ଧବଳେଶ୍ୱର ମନ୍ଦିର ଆଜି ମଧ୍ୟ ଏକ ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ର ଭାବେ ପରିଚିତ।
    3
    ଲିଙ୍ଗମାରନି ଗ୍ରାମର ଶ୍ରୀ ଶ୍ରୀ ଧବଳେଶ୍ୱର ମନ୍ଦିରରେ ମହାସମାରୋହରେ ପାଳିତ ହୋଇଛି ୩୪ତମ ଶ୍ରାବଣୀ ପୂଜା।
ଲିଙ୍ଗମାରନି ଧବଳେଶ୍ୱର ମନ୍ଦିରରେ ୩୪ତମ ଶ୍ରାବଣୀ ପୂଜା
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ଲିଙ୍ଗମାରନି ଗ୍ରାମର ଶ୍ରୀ ଶ୍ରୀ ଧବଳେଶ୍ୱର ମନ୍ଦିରରେ ମହାସମାରୋହରେ ପାଳିତ ହୋଇଛି ୩୪ତମ ଶ୍ରାବଣୀ ପୂଜା। ଶ୍ରାବଣ ପୂର୍ଣ୍ଣିମାରେ ମହାଦେବଙ୍କ ଦର୍ଶନ ପାଇଁ ଜମିଥିଲା ଭକ୍ତଙ୍କ ଭିଡ଼।
୧୯୯୨ ମସିହାରୁ ଏଠାରେ ଚତୁର୍ଦ୍ଦଶୀ ପୂଜାର ପରମ୍ପରା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଧାର୍ମିକ କାର୍ଯ୍ୟକ୍ରମ ହୋଇଥିଲା।ବରପାଲି, ଡୁଙ୍ଗୁରିପାଲି, ବିନିକା, ସାଲେଭଟା ଓ ରାମପୁର ସମେତ ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆସି ଧବଳେଶ୍ୱରଙ୍କ ଦର୍ଶନ କରିଥିଲେ। ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ କରିଥିଲେ ପ୍ରାର୍ଥନା।
ପୁରାତନ ପରମ୍ପରା ଓ ଲୋକଙ୍କ ଆସ୍ଥାକୁ ନେଇ ଲିଙ୍ଗମାରନି ଧବଳେଶ୍ୱର ମନ୍ଦିର ଆଜି ମଧ୍ୟ ଏକ ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ର ଭାବେ ପରିଚିତ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    8 hrs ago
  • ଜଳ ବାହିତ ଏବଂ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ, ସଂଚାଳନ ଏବଂ ନିରାକରଣ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଭଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଚେତନତା ରଥ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରୁ ଶୁଭାରମ୍ଭ ହୋଇଯାଇଛି ଜଳ ବାହିତ ଏବଂ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ, ସଂଚାଳନ ଏବଂ ନିରାକରଣ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଭଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଚେତନତା ରଥ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରୁ ଶୁଭାରମ୍ଭ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉଷାରାଣୀ ଦାଶଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଯାଇଛି l ଆଗାମୀ ଏକ ମାସ ଯାଏଁ ଏହି ରଥ ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ବୁଲି ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବ । ଏଥି ସହିତ ଜିଲ୍ଲାର ଅନ୍ୟ ବ୍ଲକ୍ ଗୁଡିକରେ ମଧ୍ୟ ଅନୁରୂପ ସଚେତନତା ରଥ ବୁଲିବାର କାର୍ଯକ୍ରମ ରହିଛି ।
    1
    ଜଳ ବାହିତ ଏବଂ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ, ସଂଚାଳନ ଏବଂ ନିରାକରଣ ପାଇଁ  ସୁବର୍ଣ୍ଣପୁର ଜିଲ୍ଲା ଭଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଚେତନତା ରଥ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରୁ ଶୁଭାରମ୍ଭ ହୋଇଯାଇଛି 
ଜଳ ବାହିତ ଏବଂ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ, ସଂଚାଳନ ଏବଂ ନିରାକରଣ ପାଇଁ  ସୁବର୍ଣ୍ଣପୁର ଜିଲ୍ଲା ଭଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଚେତନତା ରଥ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରୁ ଶୁଭାରମ୍ଭ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉଷାରାଣୀ ଦାଶଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଯାଇଛି l ଆଗାମୀ ଏକ ମାସ ଯାଏଁ ଏହି ରଥ ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ବୁଲି ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବ । ଏଥି ସହିତ ଜିଲ୍ଲାର ଅନ୍ୟ ବ୍ଲକ୍ ଗୁଡିକରେ ମଧ୍ୟ ଅନୁରୂପ ସଚେତନତା ରଥ ବୁଲିବାର କାର୍ଯକ୍ରମ ରହିଛି ।
    user_BINKA KHABAR
    BINKA KHABAR
    ବିନିକା, ସୋନପୁର, ଓଡ଼ିଶା•
    8 hrs ago
  • 🚨 BREAKING NEWS | जयपुर 🚌 बस नंबर 16 में लड़की से बदसलूकी का आरोप! जयपुर में बस नंबर 16 से जुड़ा एक वीडियो सोशल मीडिया पर चर्चा में है। आरोप है कि एक लड़की जिस स्थान पर उतरना चाहती थी, वहां बस नहीं रोकी गई और करीब 1 किलोमीटर आगे जाकर बस रोकी गई। इस बात पर लड़की ने नाराज़गी जताई, जिसके बाद आरोप है कि बस चालक ने अकेली लड़की के साथ गाली-गलौज की। घटना का वीडियो सोशल मीडिया पर वायरल हो रहा है। 📌 वीडियो सामने आने के बाद मामले को लेकर लोगों में नाराज़गी। ⚠️ नोट: वायरल वीडियो में लगाए जा रहे आरोपों की स्वतंत्र पुष्टि नहीं हुई है। 👉 पूरी खबर और वीडियो के लिए जुड़े रहें P24 News Express के साथ। #P24NewsExpress #BreakingNews #Jaipur #JaipurNews #BusNo16 #ViralVideo #RajasthanNews #NewsUpdate #Shorts #Viral #Trending 🚨 BREAKING NEWS | जयपुर 🚌 बस नंबर 16 में लड़की से बदसलूकी का आरोप! जयपुर में बस नंबर 16 से जुड़ा एक वीडियो सोशल मीडिया पर चर्चा में है। आरोप है कि एक लड़की जिस स्थान पर उतरना चाहती थी, वहां बस नहीं रोकी गई और करीब 1 किलोमीटर आगे जाकर बस रोकी गई। इस बात पर लड़की ने नाराज़गी जताई, जिसके बाद आरोप है कि बस चालक ने अकेली लड़की के साथ गाली-गलौज की। घटना का वीडियो सोशल मीडिया पर वायरल हो रहा है। 📌 वीडियो सामने आने के बाद मामले को लेकर लोगों में नाराज़गी। ⚠️ नोट: वायरल वीडियो में लगाए जा रहे आरोपों की स्वतंत्र पुष्टि नहीं हुई है। 👉 पूरी खबर और वीडियो के लिए जुड़े रहें P24 News Express के साथ। #P24NewsExpress #BreakingNews #Jaipur #JaipurNews #BusNo16 #ViralVideo #RajasthanNews #NewsUpdate #Shorts #Viral #Trending
    1
    🚨 BREAKING NEWS | जयपुर

🚌 बस नंबर 16 में लड़की से बदसलूकी का आरोप!

जयपुर में बस नंबर 16 से जुड़ा एक वीडियो सोशल मीडिया पर चर्चा में है। आरोप है कि एक लड़की जिस स्थान पर उतरना चाहती थी, वहां बस नहीं रोकी गई और करीब 1 किलोमीटर आगे जाकर बस रोकी गई।

इस बात पर लड़की ने नाराज़गी जताई, जिसके बाद आरोप है कि बस चालक ने अकेली लड़की के साथ गाली-गलौज की। घटना का वीडियो सोशल मीडिया पर वायरल हो रहा है।

📌 वीडियो सामने आने के बाद मामले को लेकर लोगों में नाराज़गी।

⚠️ नोट: वायरल वीडियो में लगाए जा रहे आरोपों की स्वतंत्र पुष्टि नहीं हुई है।

👉 पूरी खबर और वीडियो के लिए जुड़े रहें P24 News Express के साथ।

#P24NewsExpress #BreakingNews #Jaipur #JaipurNews #BusNo16 #ViralVideo #RajasthanNews #NewsUpdate #Shorts #Viral #Trending


🚨 BREAKING NEWS | जयपुर
🚌 बस नंबर 16 में लड़की से बदसलूकी का आरोप!
जयपुर में बस नंबर 16 से जुड़ा एक वीडियो सोशल मीडिया पर चर्चा में है। आरोप है कि एक लड़की जिस स्थान पर उतरना चाहती थी, वहां बस नहीं रोकी गई और करीब 1 किलोमीटर आगे जाकर बस रोकी गई।
इस बात पर लड़की ने नाराज़गी जताई, जिसके बाद आरोप है कि बस चालक ने अकेली लड़की के साथ गाली-गलौज की। घटना का वीडियो सोशल मीडिया पर वायरल हो रहा है।
📌 वीडियो सामने आने के बाद मामले को लेकर लोगों में नाराज़गी।
⚠️ नोट: वायरल वीडियो में लगाए जा रहे आरोपों की स्वतंत्र पुष्टि नहीं हुई है।
👉 पूरी खबर और वीडियो के लिए जुड़े रहें P24 News Express के साथ।
#P24NewsExpress #BreakingNews #Jaipur #JaipurNews #BusNo16 #ViralVideo #RajasthanNews #NewsUpdate #Shorts #Viral #Trending
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    12 hrs ago
  • ତଲସରା ଥାନା ଅନ୍ତର୍ଗତ ସଉନାମରା ୨୨ମାଇଲ ଠାରେ କିଛି ଖଲ ପ୍ରକୃତି ବ୍ୟକ୍ତିମାନେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ହାତ ରେ ୩ଜଣ ଗିରଫ ସହିତ ମରଣାସ୍ତ୍ର ଜବତ l
    1
    ତଲସରା ଥାନା ଅନ୍ତର୍ଗତ ସଉନାମରା ୨୨ମାଇଲ ଠାରେ କିଛି ଖଲ ପ୍ରକୃତି ବ୍ୟକ୍ତିମାନେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ହାତ ରେ ୩ଜଣ ଗିରଫ ସହିତ ମରଣାସ୍ତ୍ର ଜବତ l
    user_Durjyodhan Garadia
    Durjyodhan Garadia
    ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.