logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଲିଙ୍ଗମାରନି ଗ୍ରାମର ଶ୍ରୀ ଶ୍ରୀ ଧବଳେଶ୍ୱର ମନ୍ଦିରରେ ମହାସମାରୋହରେ ପାଳିତ ହୋଇଛି ୩୪ତମ ଶ୍ରାବଣୀ ପୂଜା। ଲିଙ୍ଗମାରନି ଧବଳେଶ୍ୱର ମନ୍ଦିରରେ ୩୪ତମ ଶ୍ରାବଣୀ ପୂଜା ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ଲିଙ୍ଗମାରନି ଗ୍ରାମର ଶ୍ରୀ ଶ୍ରୀ ଧବଳେଶ୍ୱର ମନ୍ଦିରରେ ମହାସମାରୋହରେ ପାଳିତ ହୋଇଛି ୩୪ତମ ଶ୍ରାବଣୀ ପୂଜା। ଶ୍ରାବଣ ପୂର୍ଣ୍ଣିମାରେ ମହାଦେବଙ୍କ ଦର୍ଶନ ପାଇଁ ଜମିଥିଲା ଭକ୍ତଙ୍କ ଭିଡ଼। ୧୯୯୨ ମସିହାରୁ ଏଠାରେ ଚତୁର୍ଦ୍ଦଶୀ ପୂଜାର ପରମ୍ପରା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଧାର୍ମିକ କାର୍ଯ୍ୟକ୍ରମ ହୋଇଥିଲା।ବରପାଲି, ଡୁଙ୍ଗୁରିପାଲି, ବିନିକା, ସାଲେଭଟା ଓ ରାମପୁର ସମେତ ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆସି ଧବଳେଶ୍ୱରଙ୍କ ଦର୍ଶନ କରିଥିଲେ। ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ କରିଥିଲେ ପ୍ରାର୍ଥନା। ପୁରାତନ ପରମ୍ପରା ଓ ଲୋକଙ୍କ ଆସ୍ଥାକୁ ନେଇ ଲିଙ୍ଗମାରନି ଧବଳେଶ୍ୱର ମନ୍ଦିର ଆଜି ମଧ୍ୟ ଏକ ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ର ଭାବେ ପରିଚିତ।

8 hrs ago
user_PNC MEDIA
PNC MEDIA
ବରଗଡ଼, ବରଗଡ଼, ଓଡ଼ିଶା•
8 hrs ago

ଲିଙ୍ଗମାରନି ଗ୍ରାମର ଶ୍ରୀ ଶ୍ରୀ ଧବଳେଶ୍ୱର ମନ୍ଦିରରେ ମହାସମାରୋହରେ ପାଳିତ ହୋଇଛି ୩୪ତମ ଶ୍ରାବଣୀ ପୂଜା। ଲିଙ୍ଗମାରନି ଧବଳେଶ୍ୱର ମନ୍ଦିରରେ ୩୪ତମ ଶ୍ରାବଣୀ ପୂଜା ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ଲିଙ୍ଗମାରନି ଗ୍ରାମର ଶ୍ରୀ ଶ୍ରୀ ଧବଳେଶ୍ୱର ମନ୍ଦିରରେ ମହାସମାରୋହରେ ପାଳିତ ହୋଇଛି ୩୪ତମ ଶ୍ରାବଣୀ ପୂଜା। ଶ୍ରାବଣ ପୂର୍ଣ୍ଣିମାରେ ମହାଦେବଙ୍କ ଦର୍ଶନ ପାଇଁ ଜମିଥିଲା ଭକ୍ତଙ୍କ ଭିଡ଼। ୧୯୯୨ ମସିହାରୁ ଏଠାରେ ଚତୁର୍ଦ୍ଦଶୀ ପୂଜାର ପରମ୍ପରା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଧାର୍ମିକ କାର୍ଯ୍ୟକ୍ରମ ହୋଇଥିଲା।ବରପାଲି, ଡୁଙ୍ଗୁରିପାଲି, ବିନିକା, ସାଲେଭଟା ଓ ରାମପୁର ସମେତ ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆସି ଧବଳେଶ୍ୱରଙ୍କ ଦର୍ଶନ କରିଥିଲେ। ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ କରିଥିଲେ ପ୍ରାର୍ଥନା। ପୁରାତନ ପରମ୍ପରା ଓ ଲୋକଙ୍କ ଆସ୍ଥାକୁ ନେଇ ଲିଙ୍ଗମାରନି ଧବଳେଶ୍ୱର ମନ୍ଦିର ଆଜି ମଧ୍ୟ ଏକ ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ର ଭାବେ ପରିଚିତ।

More news from ଓଡ଼ିଶା and nearby areas
  • ଲିଙ୍ଗମାରନି ଗ୍ରାମର ଶ୍ରୀ ଶ୍ରୀ ଧବଳେଶ୍ୱର ମନ୍ଦିରରେ ମହାସମାରୋହରେ ପାଳିତ ହୋଇଛି ୩୪ତମ ଶ୍ରାବଣୀ ପୂଜା। ଲିଙ୍ଗମାରନି ଧବଳେଶ୍ୱର ମନ୍ଦିରରେ ୩୪ତମ ଶ୍ରାବଣୀ ପୂଜା ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ଲିଙ୍ଗମାରନି ଗ୍ରାମର ଶ୍ରୀ ଶ୍ରୀ ଧବଳେଶ୍ୱର ମନ୍ଦିରରେ ମହାସମାରୋହରେ ପାଳିତ ହୋଇଛି ୩୪ତମ ଶ୍ରାବଣୀ ପୂଜା। ଶ୍ରାବଣ ପୂର୍ଣ୍ଣିମାରେ ମହାଦେବଙ୍କ ଦର୍ଶନ ପାଇଁ ଜମିଥିଲା ଭକ୍ତଙ୍କ ଭିଡ଼। ୧୯୯୨ ମସିହାରୁ ଏଠାରେ ଚତୁର୍ଦ୍ଦଶୀ ପୂଜାର ପରମ୍ପରା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଧାର୍ମିକ କାର୍ଯ୍ୟକ୍ରମ ହୋଇଥିଲା।ବରପାଲି, ଡୁଙ୍ଗୁରିପାଲି, ବିନିକା, ସାଲେଭଟା ଓ ରାମପୁର ସମେତ ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆସି ଧବଳେଶ୍ୱରଙ୍କ ଦର୍ଶନ କରିଥିଲେ। ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ କରିଥିଲେ ପ୍ରାର୍ଥନା। ପୁରାତନ ପରମ୍ପରା ଓ ଲୋକଙ୍କ ଆସ୍ଥାକୁ ନେଇ ଲିଙ୍ଗମାରନି ଧବଳେଶ୍ୱର ମନ୍ଦିର ଆଜି ମଧ୍ୟ ଏକ ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ର ଭାବେ ପରିଚିତ।
    3
    ଲିଙ୍ଗମାରନି ଗ୍ରାମର ଶ୍ରୀ ଶ୍ରୀ ଧବଳେଶ୍ୱର ମନ୍ଦିରରେ ମହାସମାରୋହରେ ପାଳିତ ହୋଇଛି ୩୪ତମ ଶ୍ରାବଣୀ ପୂଜା।
ଲିଙ୍ଗମାରନି ଧବଳେଶ୍ୱର ମନ୍ଦିରରେ ୩୪ତମ ଶ୍ରାବଣୀ ପୂଜା
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ଲିଙ୍ଗମାରନି ଗ୍ରାମର ଶ୍ରୀ ଶ୍ରୀ ଧବଳେଶ୍ୱର ମନ୍ଦିରରେ ମହାସମାରୋହରେ ପାଳିତ ହୋଇଛି ୩୪ତମ ଶ୍ରାବଣୀ ପୂଜା। ଶ୍ରାବଣ ପୂର୍ଣ୍ଣିମାରେ ମହାଦେବଙ୍କ ଦର୍ଶନ ପାଇଁ ଜମିଥିଲା ଭକ୍ତଙ୍କ ଭିଡ଼।
୧୯୯୨ ମସିହାରୁ ଏଠାରେ ଚତୁର୍ଦ୍ଦଶୀ ପୂଜାର ପରମ୍ପରା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଧାର୍ମିକ କାର୍ଯ୍ୟକ୍ରମ ହୋଇଥିଲା।ବରପାଲି, ଡୁଙ୍ଗୁରିପାଲି, ବିନିକା, ସାଲେଭଟା ଓ ରାମପୁର ସମେତ ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆସି ଧବଳେଶ୍ୱରଙ୍କ ଦର୍ଶନ କରିଥିଲେ। ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ କରିଥିଲେ ପ୍ରାର୍ଥନା।
ପୁରାତନ ପରମ୍ପରା ଓ ଲୋକଙ୍କ ଆସ୍ଥାକୁ ନେଇ ଲିଙ୍ଗମାରନି ଧବଳେଶ୍ୱର ମନ୍ଦିର ଆଜି ମଧ୍ୟ ଏକ ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ର ଭାବେ ପରିଚିତ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    8 hrs ago
  • 🚨 दर्दनाक खबर | पश्चिम गोदावरी, आंध्र प्रदेश 💔 “अम्मा… नन्ना…” कहकर पुकारता रहा मासूम आंध्र प्रदेश के पश्चिम गोदावरी जिले के चिंगिनाडा ब्रिज से एक बेहद दर्दनाक घटना सामने आई है। पुलिस के अनुसार, तणुकू मंडल के वेलपुर निवासी डोड्डा साई (29) और उनकी पत्नी शिरिषा (28) अपने छोटे बच्चे के साथ चिंगिनाडा ब्रिज पहुंचे थे। बताया जा रहा है कि दोनों ने बच्चे को स्कूटी पर छोड़ दिया और इसके बाद गोदावरी नदी में छलांग लगा दी। अंधेरी रात में मासूम अपने माता-पिता को “अम्मा… नन्ना…” कहकर पुकारता रहा। बच्चे की रोने की आवाज सुनकर आसपास मौजूद लोग मौके पर पहुंचे और पुलिस को सूचना दी। पुलिस ने बच्चे को अपनी देखरेख में लिया और नदी में लापता दंपति की तलाश शुरू की। रिपोर्टों के मुताबिक स्थानीय तैराकों और नावों के साथ NDRF टीम भी सर्च ऑपरेशन में जुटी है। गोदावरी में पानी का बहाव तेज होने के कारण तलाश अभियान चुनौतीपूर्ण बना हुआ है। ⚠️ मामले की जांच जारी है और दंपति के नदी में कूदने की परिस्थितियों की जांच की जा रही है। 📍 स्थान: चिंगिनाडा ब्रिज, पश्चिम गोदावरी, आंध्र प्रदेश #P24NewsExpress #BreakingNews #AndhraPradesh #WestGodavari #Godavari #ChinchinadaBridge #AndhraNews #LatestNews #ViralNews #NewsUpdate 🚨 दर्दनाक खबर | पश्चिम गोदावरी, आंध्र प्रदेश 💔 “अम्मा… नन्ना…” कहकर पुकारता रहा मासूम आंध्र प्रदेश के पश्चिम गोदावरी जिले के चिंगिनाडा ब्रिज से एक बेहद दर्दनाक घटना सामने आई है। पुलिस के अनुसार, तणुकू मंडल के वेलपुर निवासी डोड्डा साई (29) और उनकी पत्नी शिरिषा (28) अपने छोटे बच्चे के साथ चिंगिनाडा ब्रिज पहुंचे थे। बताया जा रहा है कि दोनों ने बच्चे को स्कूटी पर छोड़ दिया और इसके बाद गोदावरी नदी में छलांग लगा दी। अंधेरी रात में मासूम अपने माता-पिता को “अम्मा… नन्ना…” कहकर पुकारता रहा। बच्चे की रोने की आवाज सुनकर आसपास मौजूद लोग मौके पर पहुंचे और पुलिस को सूचना दी। पुलिस ने बच्चे को अपनी देखरेख में लिया और नदी में लापता दंपति की तलाश शुरू की। रिपोर्टों के मुताबिक स्थानीय तैराकों और नावों के साथ NDRF टीम भी सर्च ऑपरेशन में जुटी है। गोदावरी में पानी का बहाव तेज होने के कारण तलाश अभियान चुनौतीपूर्ण बना हुआ है। ⚠️ मामले की जांच जारी है और दंपति के नदी में कूदने की परिस्थितियों की जांच की जा रही है। 📍 स्थान: चिंगिनाडा ब्रिज, पश्चिम गोदावरी, आंध्र प्रदेश #P24NewsExpress #BreakingNews #AndhraPradesh #WestGodavari #Godavari #ChinchinadaBridge #AndhraNews #LatestNews #ViralNews #NewsUpdate
    1
    🚨 दर्दनाक खबर | पश्चिम गोदावरी, आंध्र प्रदेश

💔 “अम्मा… नन्ना…” कहकर पुकारता रहा मासूम

आंध्र प्रदेश के पश्चिम गोदावरी जिले के चिंगिनाडा ब्रिज से एक बेहद दर्दनाक घटना सामने आई है।

पुलिस के अनुसार, तणुकू मंडल के वेलपुर निवासी डोड्डा साई (29) और उनकी पत्नी शिरिषा (28) अपने छोटे बच्चे के साथ चिंगिनाडा ब्रिज पहुंचे थे। बताया जा रहा है कि दोनों ने बच्चे को स्कूटी पर छोड़ दिया और इसके बाद गोदावरी नदी में छलांग लगा दी।

अंधेरी रात में मासूम अपने माता-पिता को “अम्मा… नन्ना…” कहकर पुकारता रहा। बच्चे की रोने की आवाज सुनकर आसपास मौजूद लोग मौके पर पहुंचे और पुलिस को सूचना दी।

पुलिस ने बच्चे को अपनी देखरेख में लिया और नदी में लापता दंपति की तलाश शुरू की। रिपोर्टों के मुताबिक स्थानीय तैराकों और नावों के साथ NDRF टीम भी सर्च ऑपरेशन में जुटी है। गोदावरी में पानी का बहाव तेज होने के कारण तलाश अभियान चुनौतीपूर्ण बना हुआ है।

⚠️ मामले की जांच जारी है और दंपति के नदी में कूदने की परिस्थितियों की जांच की जा रही है।

📍 स्थान: चिंगिनाडा ब्रिज, पश्चिम गोदावरी, आंध्र प्रदेश

#P24NewsExpress #BreakingNews #AndhraPradesh #WestGodavari #Godavari #ChinchinadaBridge #AndhraNews #LatestNews #ViralNews #NewsUpdate


🚨 दर्दनाक खबर | पश्चिम गोदावरी, आंध्र प्रदेश
💔 “अम्मा… नन्ना…” कहकर पुकारता रहा मासूम
आंध्र प्रदेश के पश्चिम गोदावरी जिले के चिंगिनाडा ब्रिज से एक बेहद दर्दनाक घटना सामने आई है।
पुलिस के अनुसार, तणुकू मंडल के वेलपुर निवासी डोड्डा साई (29) और उनकी पत्नी शिरिषा (28) अपने छोटे बच्चे के साथ चिंगिनाडा ब्रिज पहुंचे थे। बताया जा रहा है कि दोनों ने बच्चे को स्कूटी पर छोड़ दिया और इसके बाद गोदावरी नदी में छलांग लगा दी।
अंधेरी रात में मासूम अपने माता-पिता को “अम्मा… नन्ना…” कहकर पुकारता रहा। बच्चे की रोने की आवाज सुनकर आसपास मौजूद लोग मौके पर पहुंचे और पुलिस को सूचना दी।
पुलिस ने बच्चे को अपनी देखरेख में लिया और नदी में लापता दंपति की तलाश शुरू की। रिपोर्टों के मुताबिक स्थानीय तैराकों और नावों के साथ NDRF टीम भी सर्च ऑपरेशन में जुटी है। गोदावरी में पानी का बहाव तेज होने के कारण तलाश अभियान चुनौतीपूर्ण बना हुआ है।
⚠️ मामले की जांच जारी है और दंपति के नदी में कूदने की परिस्थितियों की जांच की जा रही है।
📍 स्थान: चिंगिनाडा ब्रिज, पश्चिम गोदावरी, आंध्र प्रदेश
#P24NewsExpress #BreakingNews #AndhraPradesh #WestGodavari #Godavari #ChinchinadaBridge #AndhraNews #LatestNews #ViralNews #NewsUpdate
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    55 min ago
  • ଜଳ ବାହିତ ଏବଂ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ, ସଂଚାଳନ ଏବଂ ନିରାକରଣ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଭଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଚେତନତା ରଥ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରୁ ଶୁଭାରମ୍ଭ ହୋଇଯାଇଛି ଜଳ ବାହିତ ଏବଂ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ, ସଂଚାଳନ ଏବଂ ନିରାକରଣ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଭଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଚେତନତା ରଥ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରୁ ଶୁଭାରମ୍ଭ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉଷାରାଣୀ ଦାଶଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଯାଇଛି l ଆଗାମୀ ଏକ ମାସ ଯାଏଁ ଏହି ରଥ ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ବୁଲି ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବ । ଏଥି ସହିତ ଜିଲ୍ଲାର ଅନ୍ୟ ବ୍ଲକ୍ ଗୁଡିକରେ ମଧ୍ୟ ଅନୁରୂପ ସଚେତନତା ରଥ ବୁଲିବାର କାର୍ଯକ୍ରମ ରହିଛି ।
    1
    ଜଳ ବାହିତ ଏବଂ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ, ସଂଚାଳନ ଏବଂ ନିରାକରଣ ପାଇଁ  ସୁବର୍ଣ୍ଣପୁର ଜିଲ୍ଲା ଭଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଚେତନତା ରଥ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରୁ ଶୁଭାରମ୍ଭ ହୋଇଯାଇଛି 
ଜଳ ବାହିତ ଏବଂ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ, ସଂଚାଳନ ଏବଂ ନିରାକରଣ ପାଇଁ  ସୁବର୍ଣ୍ଣପୁର ଜିଲ୍ଲା ଭଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଚେତନତା ରଥ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରୁ ଶୁଭାରମ୍ଭ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉଷାରାଣୀ ଦାଶଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଯାଇଛି l ଆଗାମୀ ଏକ ମାସ ଯାଏଁ ଏହି ରଥ ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ବୁଲି ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବ । ଏଥି ସହିତ ଜିଲ୍ଲାର ଅନ୍ୟ ବ୍ଲକ୍ ଗୁଡିକରେ ମଧ୍ୟ ଅନୁରୂପ ସଚେତନତା ରଥ ବୁଲିବାର କାର୍ଯକ୍ରମ ରହିଛି ।
    user_BINKA KHABAR
    BINKA KHABAR
    ବିନିକା, ସୋନପୁର, ଓଡ଼ିଶା•
    8 hrs ago
  • ଆମକୁ ଖେଲଉଛନ କାଏଁ କି ଆମକୁ ଲଜ୍ଜିତ କରୁଛନ୍ - ଲୋକ ସରକାରରେ ଲୋକେ ଅପଦସ୍ତ - ଅଫିସରଙ୍କ ଉପରେ କ୍ଷୋଭ ଝାଡ଼ିଲେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ - ବଲାଙ୍ଗିରଠାରେ ଆୟୋଜିତ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଅଂଶୀଦାର ପରାମର୍ଶ କର୍ମଶାଳାରେ ଘଟିଛି ଘଟଣା
    1
    ଆମକୁ ଖେଲଉଛନ କାଏଁ କି ଆମକୁ ଲଜ୍ଜିତ କରୁଛନ୍
- ଲୋକ ସରକାରରେ ଲୋକେ ଅପଦସ୍ତ
- ଅଫିସରଙ୍କ ଉପରେ କ୍ଷୋଭ ଝାଡ଼ିଲେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ
- ବଲାଙ୍ଗିରଠାରେ ଆୟୋଜିତ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଅଂଶୀଦାର ପରାମର୍ଶ କର୍ମଶାଳାରେ ଘଟିଛି ଘଟଣା
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    32 min ago
  • *ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟରୁ ଆରମ୍ଭ ହେଲା ସ୍ୱାସ୍ଥ୍ୟ ସଚେତନତା ରଥ* *ଜିଲ୍ଲା ମୁଖ୍ୟାଳୟରୁ ଆରମ୍ଭ ହେଲା ସ୍ୱାସ୍ଥ୍ୟ ସଚେତନତା ରଥ* ଜଳ ବାହିତ ଏବଂ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ, ସଂଚାଳନ ଏବଂ ନିରାକରଣ ପାଇଁ ଭଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଚେତନତା ରଥ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରୁ ଶୁଭାରମ୍ଭ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉଷାରାଣୀ ଦାଶଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦେବୀପ୍ରସାଦ ମହାପାତ୍ର, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡାକ୍ତର ପ୍ରକାଶ ଦଣ୍ଡସେନା, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରା, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠ) ଡାକ୍ତର ତ୍ରିବିକ୍ରମ ପାଣ୍ଡିଆ, ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ରାମେଶ୍ୱର ଜେନା, ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅନ୍ୟ ଅଧିକାରୀ ଏବଂ କାର୍ଯକ୍ରମ ପରିଚାଳକମାନେ ଉପସ୍ଥିତ ଥିଲେ । ଆଗାମୀ ଏକ ମାସ ଯାଏଁ ଏହି ରଥ ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ବୁଲି ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବ । ଏଥି ସହିତ ଜିଲ୍ଲାର ଅନ୍ୟ ବ୍ଲକ୍ ଗୁଡିକରେ ମଧ୍ୟ ଅନୁରୂପ ସଚେତନତା ରଥ ବୁଲିବାର କାର୍ଯକ୍ରମ ରହିଛି । ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମଟିକୁ ସହକାରୀ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ସଂଯୋଜନା କରିଥିଲେ।
    1
    *ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟରୁ ଆରମ୍ଭ ହେଲା ସ୍ୱାସ୍ଥ୍ୟ ସଚେତନତା ରଥ*
*ଜିଲ୍ଲା ମୁଖ୍ୟାଳୟରୁ ଆରମ୍ଭ ହେଲା ସ୍ୱାସ୍ଥ୍ୟ ସଚେତନତା ରଥ*
ଜଳ ବାହିତ ଏବଂ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ, ସଂଚାଳନ ଏବଂ ନିରାକରଣ ପାଇଁ  ଭଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଚେତନତା ରଥ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରୁ ଶୁଭାରମ୍ଭ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉଷାରାଣୀ ଦାଶଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦେବୀପ୍ରସାଦ ମହାପାତ୍ର, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡାକ୍ତର ପ୍ରକାଶ ଦଣ୍ଡସେନା, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରା, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠ) ଡାକ୍ତର ତ୍ରିବିକ୍ରମ ପାଣ୍ଡିଆ, ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ରାମେଶ୍ୱର ଜେନା, ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅନ୍ୟ ଅଧିକାରୀ ଏବଂ କାର୍ଯକ୍ରମ ପରିଚାଳକମାନେ ଉପସ୍ଥିତ ଥିଲେ । ଆଗାମୀ ଏକ ମାସ ଯାଏଁ ଏହି ରଥ ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ବୁଲି ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବ । ଏଥି ସହିତ ଜିଲ୍ଲାର ଅନ୍ୟ ବ୍ଲକ୍ ଗୁଡିକରେ ମଧ୍ୟ ଅନୁରୂପ ସଚେତନତା ରଥ ବୁଲିବାର କାର୍ଯକ୍ରମ ରହିଛି । ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମଟିକୁ ସହକାରୀ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ସଂଯୋଜନା କରିଥିଲେ।
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • जगतगुरु तत्वदर्शी संत रामपाल जी महाराज जी का अवतरण दिवस 6 से 8 सितंबर 2026 सतलोक आश्रम उड़दन, बैतूल, मध्यप्रदेश। आप सभी सहपरिवार सादर आमंत्रित हैं।
    1
    जगतगुरु तत्वदर्शी संत रामपाल जी महाराज जी का अवतरण दिवस 6 से 8 सितंबर 2026 
सतलोक आश्रम उड़दन, बैतूल, मध्यप्रदेश। 
आप सभी सहपरिवार सादर आमंत्रित हैं।
    user_Dharmu  Oram
    Dharmu Oram
    सतभक्ति ଝାରସୁଗୁଡା, ଝାରସୁଗୁଡ଼ା, ଓଡ଼ିଶା•
    9 hrs ago
  • ୧୨ ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ - ବୀରମହାରାଜପୁର ବ୍ଲକ ରେ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର -ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ଶିକ୍ଷକ ପୂରଣ - ତୁରନ୍ତ ଶିକ୍ଷକ ନିଯୁକ୍ତି ଦାବି ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଓ ଛାତ୍ରୀଛାତ୍ରଙ୍କ ଅଧିକାର ସୁନିଶ୍ଚିତ କରିବାକୁ ନିୟମ ରହିଛି। ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକରେ ଏହାର ବାସ୍ତବ ଚିତ୍ର ଭିନ୍ନ। ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ଜଣେ ଲେଖାଏଁ ଶିକ୍ଷକରେ ପାଠପଢ଼ା ଚାଲିଛି। ଗୋଟିଏ ଶିକ୍ଷକଙ୍କ ଉପରେ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର ଦାୟିତ୍ୱ ଥିବାରୁ ଶିକ୍ଷାଦାନର ମାନକୁ ନେଇ ପ୍ରଶ୍ନ ଉଠିଛି। ରାଇଟ୍ ଟୁ ଚିଲ୍ଡ୍ରେନ୍ ଟୁ ଫ୍ରି ଆଣ୍ଡ କମ୍ପଲସୋରି ଏଜୁକେସନ୍ ଆକ୍ଟ-୨୦୦୯ ଅନୁଯାୟୀ, ଜଣେ ଶିକ୍ଷକ ଥିବା ବିଦ୍ୟାଳୟରେ ଅତିକମ୍‌ରେ ଦୁଇଜଣ ଶିକ୍ଷକ ରହିବା ଆବଶ୍ୟକ। ଏହି ନିୟମ ଆଧାରରେ ଚଳିତ ଅଗଷ୍ଟ ୬ ତାରିଖରେ ଓଡ଼ିଶା ସରକାରଙ୍କ ପତ୍ରସଂଖ୍ୟା ୨୦୬୮୪ ମାଧ୍ୟମରେ ଜଣେ ଲେଖାଏଁ ଶିକ୍ଷକ ଥିବା ସ୍କୁଲରେ ଅତିକମ୍‌ରେ ଦୁଇଜଣ ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ହୋଇଛି। ଏହି ପରିପ୍ରେକ୍ଷୀରେ ବୀରମହାରାଜପୁର ବ୍ଲକର ପ୍ରାୟ ୧୬ଟି କ୍ଲଷ୍ଟର ମଧ୍ୟରୁ ୧୨ଟି ସ୍କୁଲରେ ଏବେ ବି ଜଣେ ଲେଖାଏଁ ଶିକ୍ଷକ ରହିଛନ୍ତି। ଲୁତୁରପଙ୍କ ଓ ବୁଠୀପଦର କ୍ଲଷ୍ଟରରେ ସର୍ବାଧିକ ୩ଟି ଲେଖାଏଁ ସ୍କୁଲ ରେ ଏହି ସମସ୍ୟାରେ ଥିବାବେଳେ ଉଫୁଲା କ୍ଲଷ୍ଟରରେ ୨ଟି ସ୍କୁଲ ରହିଛି। ଏହାବ୍ୟତୀତ ଖଣ୍ଡହତା, କେନଝିରିଆପାଲି, ଦୁର୍ଜନତୈଲା ଓ ମୁର୍ଷୁଣ୍ଢୀ କ୍ଲଷ୍ଟରରେ ଗୋଟିଏ ଲେଖାଏଁ ସ୍କୁଲରେ ଜଣେ ଶିକ୍ଷକ ଅଛନ୍ତି। କେନଝିରିଆପାଲି କ୍ଲଷ୍ଟରର ରୁଗୁଡ଼ିପାଲି ପ୍ରାଥମିକ ବିଦ୍ୟାଳୟ, ଉଫୁଲା କ୍ଲଷ୍ଟରର ଖମ୍ବେଶ୍ୱରୀପାଲି ଓ ପଣ୍ଡିଆପାଲି ପ୍ରାଥମିକ ବିଦ୍ୟାଳୟ, ମୁର୍ଷୁଣ୍ଢୀ କ୍ଲଷ୍ଟରର ଯୁବରାଣୀ ସୀତାପୁର ସ୍କୁଲ, ଦୁର୍ଜନତୈଲା କ୍ଲଷ୍ଟରର ମସିଣାପାଲି ସ୍କୁଲ, ଖଣ୍ଡହତା କ୍ଲଷ୍ଟରର ଘଣ୍ଟରାପଡ଼ା ସ୍କୁଲ, ବୁଠୀପଦର କ୍ଲଷ୍ଟରର ସାଲେପଦର, ବରପଦର ଓ ଛନ୍ଦସାହି ସ୍କୁଲ ଏବଂ ଲୁତୁରପଙ୍କ କ୍ଲଷ୍ଟରର କେଶଲଗା, ପୁରୁଷୋତ୍ତମପାଲି ଓ ଲୁତୁରପଙ୍କ (କଲନିପଡ଼ା) ପ୍ରାଥମିକ ବିଦ୍ୟାଳୟରେ ମାତ୍ର ଜଣେ ଲେଖାଏଁ ଶିକ୍ଷକ ରହିଛନ୍ତି। ସୂଚନା ଅନୁଯାୟୀ, ବରପଦର ସ୍କୁଲରେ ୧୧ ଜଣ, କେଶଲଗାରେ ୧୩ ଜଣ, ଲୁତୁରପଙ୍କ ପ୍ରାଥମିକ ସ୍କୁଲରେ ୨୮ ଜଣ, ପୁରୁଷୋତ୍ତମପାଲିରେ ୧୮ ଜଣ ଏବଂ ସାଲେପଦର ସ୍କୁଲରେ ୨୩ ଜଣ ଛାତ୍ରୀଛାତ୍ର ପଢ଼ୁଛନ୍ତି। ଅନ୍ୟ ସ୍କୁଲଗୁଡ଼ିକରେ ୨୫ରୁ କମ୍‌ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ଜଣାପଡ଼ିଛି। ପ୍ରାୟ ମାସକ ପୂର୍ବରୁ ବ୍ଲକର ୩୫ରୁ ଅଧିକ ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ଥିଲେ। ନୂତନ ଭାବେ ଦାୟିତ୍ୱ ନେଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ସରକାରୀ ନିର୍ଦ୍ଦେଶ ଆସିବା ପୂର୍ବରୁ ସମସ୍ୟାର ସମାଧାନ ପାଇଁ ଜଣେ ଶିକ୍ଷକ ଥିବା ସ୍କୁଲଗୁଡ଼ିକୁ ନିକଟସ୍ଥ ବିଦ୍ୟାଳୟରୁ ଆଉ ଜଣେ ଶିକ୍ଷକ ଦେବାକୁ ଉଦ୍ୟମ କରିଥିଲେ। ତେବେ ଏଥିଯୋଗୁଁ ଯେଉଁ ସ୍କୁଲରୁ ଶିକ୍ଷକ ଅଣାଯାଇଛନ୍ତି, ସେଠାରେ ମଧ୍ୟ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନାମ ଗୋପନ ରଖିବା ସର୍ତ୍ତରେ ବିଇଓ କାର୍ଯ୍ୟାଳୟର ଜଣେ କର୍ମଚାରୀ କହିଛନ୍ତି, ବ୍ଲକର ଅଧିକାଂଶ ସ୍କୁଲରେ ଶିକ୍ଷକ ସମସ୍ୟା ରହିଛି। ଏଭଳି ସ୍ଥିତିରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଜଣେ ଶିକ୍ଷକ ଥିବା ସ୍କୁଲକୁ ଆଉ ଜଣେ ଶିକ୍ଷକ ଯୋଗାଇଦେବା ବିଭାଗ ପାଇଁ କଷ୍ଟକର ହୋଇପଡ଼ିଛି। ଦୁର୍ଜନତୈଲା କ୍ଲଷ୍ଟରର ମସିଣାପାଲି ପ୍ରାଥମିକ ବିଦ୍ୟାଳୟର ଅଭିଭାବକ ତଥା ସ୍କୁଲ ପରିଚାଳନା କମିଟି ସଭାପତି ପ୍ରେମାନନ୍ଦ ନାଏକ କହିଛନ୍ତି, ‘‘ଆମ ସ୍କୁଲରେ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀରେ ୨୬ ଜଣ ଛାତ୍ରୀଛାତ୍ର ଅଛନ୍ତି। ସେମାନଙ୍କ ପାଇଁ ମାତ୍ର ଜଣେ ଶିକ୍ଷକ ଅଛନ୍ତି। ସରକାରୀ କାମ ସହିତ ୬ଟି ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଇବା ଜଣେ ଶିକ୍ଷକଙ୍କ ପକ୍ଷେ ନିଶ୍ଚିତ ଭାବେ କଷ୍ଟକର।’’ ଖଣ୍ଡହତା କ୍ଲଷ୍ଟରର ସିଆରସିସି ପର୍ତ୍ତି ବୁଡ଼େକ କହିଛନ୍ତି, ‘‘ସରକାରଙ୍କ ଏହି ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ଶିକ୍ଷକ ସମସ୍ୟା ଥିଲେ ମଧ୍ୟ ଜଣେ ଶିକ୍ଷକ ଥିବା ସ୍କୁଲଗୁଡ଼ିକୁ ଆଉ ଜଣେ ଲେଖାଏଁ ଶିକ୍ଷକ ଦେବା ପାଇଁ ଚେଷ୍ଟା କରାଯାଉଛି।’’ ବୀରମହାରାଜପୁର ଜୋନ୍‌-୧ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ କହିଛନ୍ତି, ‘‘ବୀରମହାରାଜପୁରରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ପ୍ରାୟ ସବୁ ସ୍କୁଲରେ ଶିକ୍ଷକ ଅଭାବ ରହିଛି। ଫଳରେ ଅନେକ ଅଭିଭାବକ ନିଜ ପିଲାଙ୍କୁ ଘରୋଇ ସ୍କୁଲରେ ପଢ଼ାଇବାକୁ ବାଧ୍ୟ ହୋଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ଜଣେ ଶିକ୍ଷକରେ ୬ଟି ଶ୍ରେଣୀର ପାଠପଢ଼ା କିପରି ସମ୍ଭବ? ସରକାର ତୁରନ୍ତ ଶିକ୍ଷକ ସମସ୍ୟାର ସମାଧାନ କରନ୍ତୁ।’’ ଏନେଇ ବୀରମହାରାଜପୁର ବିଇଓ ଅଭିଷେକ ଭୁଏଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ କଲ୍‌ ଗ୍ରହଣ କରିନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
    1
    ୧୨ ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ
- ବୀରମହାରାଜପୁର ବ୍ଲକ ରେ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର
-ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ଶିକ୍ଷକ ପୂରଣ
- ତୁରନ୍ତ ଶିକ୍ଷକ ନିଯୁକ୍ତି ଦାବି

ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଓ ଛାତ୍ରୀଛାତ୍ରଙ୍କ ଅଧିକାର ସୁନିଶ୍ଚିତ କରିବାକୁ ନିୟମ ରହିଛି। ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକରେ ଏହାର ବାସ୍ତବ ଚିତ୍ର ଭିନ୍ନ। ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ଜଣେ ଲେଖାଏଁ ଶିକ୍ଷକରେ ପାଠପଢ଼ା ଚାଲିଛି। ଗୋଟିଏ ଶିକ୍ଷକଙ୍କ ଉପରେ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର ଦାୟିତ୍ୱ ଥିବାରୁ ଶିକ୍ଷାଦାନର ମାନକୁ ନେଇ ପ୍ରଶ୍ନ ଉଠିଛି।
ରାଇଟ୍ ଟୁ ଚିଲ୍ଡ୍ରେନ୍ ଟୁ ଫ୍ରି ଆଣ୍ଡ କମ୍ପଲସୋରି ଏଜୁକେସନ୍ ଆକ୍ଟ-୨୦୦୯ ଅନୁଯାୟୀ, ଜଣେ ଶିକ୍ଷକ ଥିବା ବିଦ୍ୟାଳୟରେ ଅତିକମ୍‌ରେ ଦୁଇଜଣ ଶିକ୍ଷକ ରହିବା ଆବଶ୍ୟକ। ଏହି ନିୟମ ଆଧାରରେ ଚଳିତ ଅଗଷ୍ଟ ୬ ତାରିଖରେ ଓଡ଼ିଶା ସରକାରଙ୍କ ପତ୍ରସଂଖ୍ୟା ୨୦୬୮୪ ମାଧ୍ୟମରେ ଜଣେ ଲେଖାଏଁ ଶିକ୍ଷକ ଥିବା ସ୍କୁଲରେ ଅତିକମ୍‌ରେ ଦୁଇଜଣ ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ହୋଇଛି।
ଏହି ପରିପ୍ରେକ୍ଷୀରେ ବୀରମହାରାଜପୁର ବ୍ଲକର ପ୍ରାୟ ୧୬ଟି କ୍ଲଷ୍ଟର ମଧ୍ୟରୁ ୧୨ଟି ସ୍କୁଲରେ ଏବେ ବି ଜଣେ ଲେଖାଏଁ ଶିକ୍ଷକ ରହିଛନ୍ତି। ଲୁତୁରପଙ୍କ ଓ ବୁଠୀପଦର କ୍ଲଷ୍ଟରରେ ସର୍ବାଧିକ ୩ଟି ଲେଖାଏଁ  ସ୍କୁଲ ରେ ଏହି ସମସ୍ୟାରେ ଥିବାବେଳେ  ଉଫୁଲା କ୍ଲଷ୍ଟରରେ ୨ଟି  ସ୍କୁଲ ରହିଛି। ଏହାବ୍ୟତୀତ ଖଣ୍ଡହତା, କେନଝିରିଆପାଲି, ଦୁର୍ଜନତୈଲା ଓ ମୁର୍ଷୁଣ୍ଢୀ କ୍ଲଷ୍ଟରରେ ଗୋଟିଏ ଲେଖାଏଁ ସ୍କୁଲରେ ଜଣେ ଶିକ୍ଷକ ଅଛନ୍ତି।
କେନଝିରିଆପାଲି କ୍ଲଷ୍ଟରର ରୁଗୁଡ଼ିପାଲି ପ୍ରାଥମିକ ବିଦ୍ୟାଳୟ, ଉଫୁଲା କ୍ଲଷ୍ଟରର ଖମ୍ବେଶ୍ୱରୀପାଲି ଓ ପଣ୍ଡିଆପାଲି ପ୍ରାଥମିକ ବିଦ୍ୟାଳୟ, ମୁର୍ଷୁଣ୍ଢୀ କ୍ଲଷ୍ଟରର ଯୁବରାଣୀ ସୀତାପୁର ସ୍କୁଲ, ଦୁର୍ଜନତୈଲା କ୍ଲଷ୍ଟରର ମସିଣାପାଲି ସ୍କୁଲ, ଖଣ୍ଡହତା କ୍ଲଷ୍ଟରର ଘଣ୍ଟରାପଡ଼ା ସ୍କୁଲ, ବୁଠୀପଦର କ୍ଲଷ୍ଟରର ସାଲେପଦର, ବରପଦର ଓ ଛନ୍ଦସାହି ସ୍କୁଲ ଏବଂ ଲୁତୁରପଙ୍କ କ୍ଲଷ୍ଟରର କେଶଲଗା, ପୁରୁଷୋତ୍ତମପାଲି ଓ ଲୁତୁରପଙ୍କ (କଲନିପଡ଼ା) ପ୍ରାଥମିକ ବିଦ୍ୟାଳୟରେ ମାତ୍ର ଜଣେ ଲେଖାଏଁ ଶିକ୍ଷକ ରହିଛନ୍ତି।
ସୂଚନା ଅନୁଯାୟୀ, ବରପଦର ସ୍କୁଲରେ ୧୧ ଜଣ, କେଶଲଗାରେ ୧୩ ଜଣ, ଲୁତୁରପଙ୍କ ପ୍ରାଥମିକ ସ୍କୁଲରେ ୨୮ ଜଣ, ପୁରୁଷୋତ୍ତମପାଲିରେ ୧୮ ଜଣ ଏବଂ ସାଲେପଦର ସ୍କୁଲରେ ୨୩ ଜଣ ଛାତ୍ରୀଛାତ୍ର ପଢ଼ୁଛନ୍ତି। ଅନ୍ୟ ସ୍କୁଲଗୁଡ଼ିକରେ ୨୫ରୁ କମ୍‌ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ଜଣାପଡ଼ିଛି।
ପ୍ରାୟ ମାସକ ପୂର୍ବରୁ ବ୍ଲକର ୩୫ରୁ ଅଧିକ ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ଥିଲେ। ନୂତନ ଭାବେ ଦାୟିତ୍ୱ ନେଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ସରକାରୀ ନିର୍ଦ୍ଦେଶ ଆସିବା ପୂର୍ବରୁ ସମସ୍ୟାର ସମାଧାନ ପାଇଁ ଜଣେ ଶିକ୍ଷକ ଥିବା ସ୍କୁଲଗୁଡ଼ିକୁ ନିକଟସ୍ଥ ବିଦ୍ୟାଳୟରୁ ଆଉ ଜଣେ ଶିକ୍ଷକ ଦେବାକୁ ଉଦ୍ୟମ କରିଥିଲେ। ତେବେ ଏଥିଯୋଗୁଁ ଯେଉଁ ସ୍କୁଲରୁ ଶିକ୍ଷକ ଅଣାଯାଇଛନ୍ତି, ସେଠାରେ ମଧ୍ୟ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ନାମ ଗୋପନ ରଖିବା ସର୍ତ୍ତରେ ବିଇଓ କାର୍ଯ୍ୟାଳୟର ଜଣେ କର୍ମଚାରୀ କହିଛନ୍ତି, ବ୍ଲକର ଅଧିକାଂଶ ସ୍କୁଲରେ ଶିକ୍ଷକ ସମସ୍ୟା ରହିଛି। ଏଭଳି ସ୍ଥିତିରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଜଣେ ଶିକ୍ଷକ ଥିବା ସ୍କୁଲକୁ ଆଉ ଜଣେ ଶିକ୍ଷକ ଯୋଗାଇଦେବା ବିଭାଗ ପାଇଁ କଷ୍ଟକର ହୋଇପଡ଼ିଛି।
ଦୁର୍ଜନତୈଲା କ୍ଲଷ୍ଟରର ମସିଣାପାଲି ପ୍ରାଥମିକ ବିଦ୍ୟାଳୟର ଅଭିଭାବକ ତଥା ସ୍କୁଲ ପରିଚାଳନା କମିଟି ସଭାପତି ପ୍ରେମାନନ୍ଦ ନାଏକ କହିଛନ୍ତି, ‘‘ଆମ ସ୍କୁଲରେ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀରେ ୨୬ ଜଣ ଛାତ୍ରୀଛାତ୍ର ଅଛନ୍ତି। ସେମାନଙ୍କ ପାଇଁ ମାତ୍ର ଜଣେ ଶିକ୍ଷକ ଅଛନ୍ତି। ସରକାରୀ କାମ ସହିତ ୬ଟି ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଇବା ଜଣେ ଶିକ୍ଷକଙ୍କ ପକ୍ଷେ ନିଶ୍ଚିତ ଭାବେ କଷ୍ଟକର।’’
ଖଣ୍ଡହତା କ୍ଲଷ୍ଟରର ସିଆରସିସି ପର୍ତ୍ତି ବୁଡ଼େକ କହିଛନ୍ତି, ‘‘ସରକାରଙ୍କ ଏହି ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ଶିକ୍ଷକ ସମସ୍ୟା ଥିଲେ ମଧ୍ୟ ଜଣେ ଶିକ୍ଷକ ଥିବା ସ୍କୁଲଗୁଡ଼ିକୁ ଆଉ ଜଣେ ଲେଖାଏଁ ଶିକ୍ଷକ ଦେବା ପାଇଁ ଚେଷ୍ଟା କରାଯାଉଛି।’’
ବୀରମହାରାଜପୁର ଜୋନ୍‌-୧ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ କହିଛନ୍ତି, ‘‘ବୀରମହାରାଜପୁରରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ପ୍ରାୟ ସବୁ ସ୍କୁଲରେ ଶିକ୍ଷକ ଅଭାବ ରହିଛି। ଫଳରେ ଅନେକ ଅଭିଭାବକ ନିଜ ପିଲାଙ୍କୁ ଘରୋଇ ସ୍କୁଲରେ ପଢ଼ାଇବାକୁ ବାଧ୍ୟ ହୋଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ଜଣେ ଶିକ୍ଷକରେ ୬ଟି ଶ୍ରେଣୀର ପାଠପଢ଼ା କିପରି ସମ୍ଭବ? ସରକାର ତୁରନ୍ତ ଶିକ୍ଷକ ସମସ୍ୟାର ସମାଧାନ କରନ୍ତୁ।’’
ଏନେଇ ବୀରମହାରାଜପୁର ବିଇଓ ଅଭିଷେକ ଭୁଏଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ କଲ୍‌ ଗ୍ରହଣ କରିନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    11 hrs ago
  • ଗଙ୍ଗାଧର ସାହିତ୍ୟ ପ୍ରବକ୍ତା ମାନଙ୍କ ମଧ୍ୟରୁ କେହି ଜଣେ ଯାଆନ୍ତୁ ଆମେରିକା - ଇରାନଙ୍କୁ ବୁଝାନ୍ତୁ ଯୁଦ୍ଧ ବନ୍ଦ ହୋଇଯିବ : ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ବରଗଡ଼ ଜିଲ୍ଲା ବରପାଲି ଗଙ୍ଗାଧର ଙ୍କ ଜୀବନ୍ତ ପ୍ରକୃତି ଚିତ୍ରଣ ଯୋଗୁଁ ମେହେର ସାହିତ୍ୟ କାଳଜୟୀ ହୋଇ ପାରିଛି ବୋଲି ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ବରପାଲି ଗଙ୍ଗାଧର ମେହେର କ୍ଲବ ର ମିଳିତ ଆନୁକୁଲ୍ୟରେ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ କବି ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ଅବସରରେ ବହୁ ବିଶିଷ୍ଟ ବକ୍ତା ମତ ବ୍ୟକ୍ତ କରିଛନ୍ତି । ସକାଳେ କ୍ଲବ ପକ୍ଷ ରୁ ଏକ ଶୋଭାଯାତ୍ରା କ୍ଲବ ରୁ ବାହାରି ସହର ପରିକ୍ରମା ପୂର୍ବକ କବି ଭଵନ ଠାରେ କବି ଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଶୋଭାଯାତ୍ରା ରେ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ସନ୍ଧ୍ୟାରେ ଆୟୋଜିତ ସାରସ୍ୱତ ସାହିତ୍ୟ ସଭାରେ କ୍ଲବ ର ସଭାପତି ନରେନ୍ଦ୍ର କୁମାର ହୋତା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଡକ୍ଟର ଘନଶ୍ୟାମ ପାଣିଗ୍ରାହୀ ସଭାକୁ ପରିଚାଳନା କରିଥିଲେ। ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯିବା ପରେ ସମ୍ପାଦକ ବାଲ କିଶୋର ଖାଡ଼ଙ୍ଗା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସଭାରେ ମୁଖ୍ୟ ଅତିଥି ରାଜ୍ୟ ସଂସ୍କୃତି , ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ୍, ସମ୍ମାନିତ ଅତିଥି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବିଜେପୁର ବିଧାୟକ ସନତ କୁମାର ଗଡତିଆ, ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି ଡ଼ ସତ୍ୟନାରାୟଣ ଆଚାର୍ଯ୍ୟ,ବରଗଡ଼ ଜିଲ୍ଲାପାଳ ଆଡିଦ୍ୟ ଗୋୟଲ ତଥା ମୁଖ୍ୟ ବକ୍ତା ଭାବରେ ଓଡ଼ିଶା ର ବିଶିଷ୍ଟ ବାଗ୍ମୀ ଡାକ୍ତର କୃଷ୍ଣ କେଶବ ଷଡ଼ଙ୍ଗୀ ଯୋଗ ଦେଇଥିଲେ। ବିଭିନ୍ନ ପ୍ରତିଯୋଗୀତା ର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷ ରେ ଉପ ସଭାପତି ପଦ୍ମଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ମନ୍ଦିର ର ଛତ୍ରୀ ମାନେ ମେହେର ସଙ୍ଗୀତ ପରିବେଷଣ କରିଥିଲେ ।
    1
    ଗଙ୍ଗାଧର ସାହିତ୍ୟ ପ୍ରବକ୍ତା ମାନଙ୍କ ମଧ୍ୟରୁ କେହି ଜଣେ ଯାଆନ୍ତୁ ଆମେରିକା - ଇରାନଙ୍କୁ ବୁଝାନ୍ତୁ ଯୁଦ୍ଧ ବନ୍ଦ ହୋଇଯିବ : ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ 
ବରଗଡ଼ ଜିଲ୍ଲା ବରପାଲି  ଗଙ୍ଗାଧର ଙ୍କ ଜୀବନ୍ତ ପ୍ରକୃତି ଚିତ୍ରଣ ଯୋଗୁଁ ମେହେର ସାହିତ୍ୟ କାଳଜୟୀ ହୋଇ ପାରିଛି ବୋଲି 
ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ବରପାଲି ଗଙ୍ଗାଧର ମେହେର କ୍ଲବ ର ମିଳିତ ଆନୁକୁଲ୍ୟରେ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ କବି ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ଅବସରରେ ବହୁ ବିଶିଷ୍ଟ ବକ୍ତା ମତ ବ୍ୟକ୍ତ କରିଛନ୍ତି ।
ସକାଳେ କ୍ଲବ ପକ୍ଷ ରୁ ଏକ ଶୋଭାଯାତ୍ରା କ୍ଲବ ରୁ ବାହାରି ସହର ପରିକ୍ରମା ପୂର୍ବକ କବି ଭଵନ ଠାରେ କବି ଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଶୋଭାଯାତ୍ରା ରେ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।
ସନ୍ଧ୍ୟାରେ ଆୟୋଜିତ ସାରସ୍ୱତ ସାହିତ୍ୟ ସଭାରେ 
କ୍ଲବ ର ସଭାପତି ନରେନ୍ଦ୍ର କୁମାର ହୋତା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଡକ୍ଟର ଘନଶ୍ୟାମ ପାଣିଗ୍ରାହୀ ସଭାକୁ ପରିଚାଳନା କରିଥିଲେ। ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯିବା ପରେ ସମ୍ପାଦକ ବାଲ କିଶୋର ଖାଡ଼ଙ୍ଗା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।
ସଭାରେ ମୁଖ୍ୟ ଅତିଥି ରାଜ୍ୟ ସଂସ୍କୃତି , ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ୍, ସମ୍ମାନିତ ଅତିଥି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବିଜେପୁର ବିଧାୟକ ସନତ କୁମାର ଗଡତିଆ,  ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି ଡ଼ ସତ୍ୟନାରାୟଣ ଆଚାର୍ଯ୍ୟ,ବରଗଡ଼ ଜିଲ୍ଲାପାଳ ଆଡିଦ୍ୟ ଗୋୟଲ ତଥା ମୁଖ୍ୟ ବକ୍ତା ଭାବରେ ଓଡ଼ିଶା ର ବିଶିଷ୍ଟ ବାଗ୍ମୀ ଡାକ୍ତର କୃଷ୍ଣ କେଶବ ଷଡ଼ଙ୍ଗୀ ଯୋଗ ଦେଇଥିଲେ। ବିଭିନ୍ନ ପ୍ରତିଯୋଗୀତା ର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷ ରେ ଉପ ସଭାପତି ପଦ୍ମଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ମନ୍ଦିର ର ଛତ୍ରୀ ମାନେ ମେହେର ସଙ୍ଗୀତ ପରିବେଷଣ କରିଥିଲେ ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.