ଡକାୟତି ଯୋଜନା କରୁଥିବା ବେଳେ ୩ ଜଣ ଗିରଫ, ବିଭିନ୍ନ ମାରଣାସ୍ତ୍ର ଜବତ ତଳସରା ଥାନା ଅନ୍ତର୍ଗତ ସଉନାମରା ଛକରେ ଏକ ବଡ ଧରଣର ଡକାୟତି କାର୍ଯ୍ୟକୁ ପଣ୍ଡ କରିଛି ତଳସରା ପୋଲିସ । ଗତ ଗୁରୁବାର ଦିନ ରାତ୍ରି ସମୟରେ କିଛି ଖଳ ପ୍ରକୃତିର ଲୋକେ ଡକାୟତି ଯୋଜନା କରୁଥିବା ବନଡେଗା ଫାଣ୍ଡି ଅଧିକାରୀ ଦମୟନ୍ତୀ ମହନ୍ତ ଙ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଖବରପାଇ ରାତ୍ରି ପ୍ରାୟ ୧୨ ଟା ସମୟରେ ଆତର୍କିଟ ଚଡାଉ କରିଥିଲେ । ଚଢାଉ ସମୟରେ ପୋଲିସ ତିନିଜଣଙ୍କୁ କାବୁ କରିଥିବା ବେଳେ ଆଉ କେତେକ ଖସି ପଳାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ।ଅଭିଯୁକ୍ତ ମାନେ ବିଶାଲ କୁମାର କିସପଟା(୨୩), ରୁଷ୍ଟମ କୁକୁର(୨୬) ଓ ସଞ୍ଜୁ କୁକୁର (୨୫) ଥିବାବେଳେ ସେମାନେ ଛତିଶଗଡ଼ ରାଜ୍ୟ ସୁରଗୁଜା ଜିଲ୍ଲା ଦେଉରୀ ଗ୍ରାମର ବୋଲି ଜଣାପଡିଛି । ଅଭିଯୁକ୍ତ ଙ୍କ ନିକଟରୁ ତିନୋଟି ଲୁହାଛଡ,ଦୁଇଟି ଛୁରୀ ,ଦୁଇଟି ବାଉଁଶ ଲାଠି, ଟର୍ଚ୍ଚ, ଲଙ୍କା ପାଉଡର, ଦଉଡ଼ି,ମାସ୍କ, ମଦ ବୋତଲ ତିନୋଟି ଏକ ଟାଟା ନେକ୍ସନ(ଓଡ଼ି ୧୬ଏ ୭୨୦୨)ଜବତ କରାଯାଇଛି । ତଳସରା ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା କରିଛି । ଏହି ଦଳ ବିଗତ ସମୟରୁ ଝରସୁଗୁଡ଼ା ଓ ସମ୍ବଲପୁର ଅଞ୍ଚଳରେ ଚୋରି କରୁଥିଲେ। ସମ୍ବଲପୁର ରେଙ୍ଗାଲି ଅଞ୍ଚକ୍ରୁ ଚୋରି ଜାରି ଫେରାର। ହେଉଥିବା ବେଳେ ଏସପି ଙ୍କ ନିର୍ଦ୍ଦେଶରେ ଭାଷ୍ମା ପୋଲିସ ଘଉଡାଇଥିବାବେକେ ବିର୍ତୁଲା ନିକଟରେ ଗାଡ଼ି ଓ ଜିନିଷ ପତ୍ର ଛାଡି ଜଙ୍ଗଲ ଭିତରେ ପଶି ଯାଇଥିଲେ

- ଡକାୟତି ଯୋଜନା କରୁଥିବା ବେଳେ ୩ ଜଣ ଗିରଫ, ବିଭିନ୍ନ ମାରଣାସ୍ତ୍ର ଜବତ ତଳସରା ଥାନା ଅନ୍ତର୍ଗତ ସଉନାମରା ଛକରେ ଏକ ବଡ ଧରଣର ଡକାୟତି କାର୍ଯ୍ୟକୁ ପଣ୍ଡ କରିଛି ତଳସରା ପୋଲିସ । ଗତ ଗୁରୁବାର ଦିନ ରାତ୍ରି ସମୟରେ କିଛି ଖଳ ପ୍ରକୃତିର ଲୋକେ ଡକାୟତି ଯୋଜନା କରୁଥିବା ବନଡେଗା ଫାଣ୍ଡି ଅଧିକାରୀ ଦମୟନ୍ତୀ ମହନ୍ତ ଙ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଖବରପାଇ ରାତ୍ରି ପ୍ରାୟ ୧୨ ଟା ସମୟରେ ଆତର୍କିଟ ଚଡାଉ କରିଥିଲେ । ଚଢାଉ ସମୟରେ ପୋଲିସ ତିନିଜଣଙ୍କୁ କାବୁ କରିଥିବା ବେଳେ ଆଉ କେତେକ ଖସି ପଳାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ।ଅଭିଯୁକ୍ତ ମାନେ ବିଶାଲ କୁମାର କିସପଟା(୨୩), ରୁଷ୍ଟମ କୁକୁର(୨୬) ଓ ସଞ୍ଜୁ କୁକୁର (୨୫) ଥିବାବେଳେ ସେମାନେ ଛତିଶଗଡ଼ ରାଜ୍ୟ ସୁରଗୁଜା ଜିଲ୍ଲା ଦେଉରୀ ଗ୍ରାମର ବୋଲି ଜଣାପଡିଛି । ଅଭିଯୁକ୍ତ ଙ୍କ ନିକଟରୁ ତିନୋଟି ଲୁହାଛଡ,ଦୁଇଟି ଛୁରୀ ,ଦୁଇଟି ବାଉଁଶ ଲାଠି, ଟର୍ଚ୍ଚ, ଲଙ୍କା ପାଉଡର, ଦଉଡ଼ି,ମାସ୍କ, ମଦ ବୋତଲ ତିନୋଟି ଏକ ଟାଟା ନେକ୍ସନ(ଓଡ଼ି ୧୬ଏ ୭୨୦୨)ଜବତ କରାଯାଇଛି । ତଳସରା ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା କରିଛି । ଏହି ଦଳ ବିଗତ ସମୟରୁ ଝରସୁଗୁଡ଼ା ଓ ସମ୍ବଲପୁର ଅଞ୍ଚଳରେ ଚୋରି କରୁଥିଲେ। ସମ୍ବଲପୁର ରେଙ୍ଗାଲି ଅଞ୍ଚକ୍ରୁ ଚୋରି ଜାରି ଫେରାର। ହେଉଥିବା ବେଳେ ଏସପି ଙ୍କ ନିର୍ଦ୍ଦେଶରେ ଭାଷ୍ମା ପୋଲିସ ଘଉଡାଇଥିବାବେକେ ବିର୍ତୁଲା ନିକଟରେ ଗାଡ଼ି ଓ ଜିନିଷ ପତ୍ର ଛାଡି ଜଙ୍ଗଲ ଭିତରେ ପଶି ଯାଇଥିଲେ1
- जगतगुरु तत्वदर्शी संत रामपाल जी महाराज जी का अवतरण दिवस 6 से 8 सितंबर 2026 सतलोक आश्रम उड़दन, बैतूल, मध्यप्रदेश। आप सभी सहपरिवार सादर आमंत्रित हैं।1
- 🚛🔥 वायरल Volvo Truck कोलेबिरा से गुजरते हुए… नज़रें हटाना मुश्किल! 😍 सड़क पर जबरदस्त लुक और दमदार अंदाज़ में गुजरता Volvo Truck लोगों का ध्यान अपनी ओर खींच रहा है। 😍🔥 📍 Kolebira, Jharkhand आपको इस Volvo Truck का लुक कैसा लगा? 👇❤️ #VolvoTruck #ViralTruck #Kolebira #KolebiraJharkhand #TruckLovers #Jharkhand #TruckVideo #ViralVideo #Trending #P24NewsExpress 🚛🔥 वायरल Volvo Truck कोलेबिरा से गुजरते हुए… नज़रें हटाना मुश्किल! 😍 सड़क पर जबरदस्त लुक और दमदार अंदाज़ में गुजरता Volvo Truck लोगों का ध्यान अपनी ओर खींच रहा है। 😍🔥 📍 Kolebira, Jharkhand आपको इस Volvo Truck का लुक कैसा लगा? 👇❤️ #VolvoTruck #ViralTruck #Kolebira #KolebiraJharkhand #TruckLovers #Jharkhand #TruckVideo #ViralVideo #Trending #P24NewsExpress1
- ପ୍ରଶାସନ ଶୁଣିଲାନି ,ବାଧ୍ୟ ହୋଇ ସାନ ବୁରୁଡ଼ା ଗ୍ରାମର ଲୋକେ ତିଆରି କଲେ କାଠ ପୋଲ ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ ସାନ ବୁରଡା ଗ୍ରାମର ଜନ ସାଧାରଣ ବର୍ଷ ବର୍ଷ ଧରି ପ୍ରଶାସନକୁ ଗୁହାରି କରି ଶେଷରେ ସମସ୍ତେ ଏକାଠି ହୋଇ କାଠରେ ପୋଲ ନିର୍ମାଣ କଲେ l ସ୍କୁଲ, ଗ୍ରାମ ପଂଚାୟତ, ବ୍ଲକକୁ ଯିବାକୁ ହେଲେ ଏକମାତ୍ର ଏହି ଗୋଟିଏ ରାସ୍ତା, ସେଥିପାଇଁ ଦେଶୀ ଯୋଗାଡ଼ ରେ ତିଆରି କରିଛନ୍ତି କାଠ ପୋଲ l ଏ ହେଉଛି ଗୁରୁଣ୍ଡିଆ ବ୍ଲକ ର ସାନ ବୁରଡ଼ା ଗାଁର ଦୃଶ୍ୟ l ଏଠାରେ ଜନ ସାଧାରଣ ଯିବା ଆସିବା କରିବା ପାଇଁ ନାଳ ଥିଲା ସମସ୍ୟା ସେଥିପାଇଁ ପୁରୁଷ ମହିଳା ଯୁବକ ସମସ୍ତେ ଏକାଠି ହୋଇ ଜଙ୍ଗଲ ଜାତ ଲଟା, ପଥର, ପୁରୁଣା ବିଦ୍ୟୁତ ପୋଲ ରେ ତିଆରି କଲେ ଅସ୍ଥାୟୀ ପୋଲ l ଏ ନେଇ ବିଡ଼ିଓ କହିଛନ୍ତି ଏଠାରେ ପୋଲ ପାଇଁ ଅଭିଯୋଗ ହୋଇଛି ତାହା ଗ୍ରାମ୍ୟ ଉନ୍ନୟନ ବିଭାଗ ଖୁବ ଶୀଘ୍ର କାମ ଆରମ୍ଭ କରିବ l ତେବେ କେବେ ପୋଲ ନିର୍ମାଣ ହେବ ଓ ଗ୍ରାମବାସୀ କେବେ ଉପକୃତ ସୁବିଧା ପାଇବେ ଦେଖିବାକୁ ବାକି ରହିଲା l3
- ଲିଙ୍ଗମାରନି ଗ୍ରାମର ଶ୍ରୀ ଶ୍ରୀ ଧବଳେଶ୍ୱର ମନ୍ଦିରରେ ମହାସମାରୋହରେ ପାଳିତ ହୋଇଛି ୩୪ତମ ଶ୍ରାବଣୀ ପୂଜା। ଲିଙ୍ଗମାରନି ଧବଳେଶ୍ୱର ମନ୍ଦିରରେ ୩୪ତମ ଶ୍ରାବଣୀ ପୂଜା ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଲିଙ୍ଗମାରନି ଗ୍ରାମର ଶ୍ରୀ ଶ୍ରୀ ଧବଳେଶ୍ୱର ମନ୍ଦିରରେ ମହାସମାରୋହରେ ପାଳିତ ହୋଇଛି ୩୪ତମ ଶ୍ରାବଣୀ ପୂଜା। ଶ୍ରାବଣ ପୂର୍ଣ୍ଣିମାରେ ମହାଦେବଙ୍କ ଦର୍ଶନ ପାଇଁ ଜମିଥିଲା ଭକ୍ତଙ୍କ ଭିଡ଼। ୧୯୯୨ ମସିହାରୁ ଏଠାରେ ଚତୁର୍ଦ୍ଦଶୀ ପୂଜାର ପରମ୍ପରା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଧାର୍ମିକ କାର୍ଯ୍ୟକ୍ରମ ହୋଇଥିଲା।ବରପାଲି, ଡୁଙ୍ଗୁରିପାଲି, ବିନିକା, ସାଲେଭଟା ଓ ରାମପୁର ସମେତ ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆସି ଧବଳେଶ୍ୱରଙ୍କ ଦର୍ଶନ କରିଥିଲେ। ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ କରିଥିଲେ ପ୍ରାର୍ଥନା। ପୁରାତନ ପରମ୍ପରା ଓ ଲୋକଙ୍କ ଆସ୍ଥାକୁ ନେଇ ଲିଙ୍ଗମାରନି ଧବଳେଶ୍ୱର ମନ୍ଦିର ଆଜି ମଧ୍ୟ ଏକ ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ର ଭାବେ ପରିଚିତ।3
- ଜଳ ବାହିତ ଏବଂ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ, ସଂଚାଳନ ଏବଂ ନିରାକରଣ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଭଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଚେତନତା ରଥ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରୁ ଶୁଭାରମ୍ଭ ହୋଇଯାଇଛି ଜଳ ବାହିତ ଏବଂ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ, ସଂଚାଳନ ଏବଂ ନିରାକରଣ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଭଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଚେତନତା ରଥ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରୁ ଶୁଭାରମ୍ଭ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉଷାରାଣୀ ଦାଶଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଯାଇଛି l ଆଗାମୀ ଏକ ମାସ ଯାଏଁ ଏହି ରଥ ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ବୁଲି ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବ । ଏଥି ସହିତ ଜିଲ୍ଲାର ଅନ୍ୟ ବ୍ଲକ୍ ଗୁଡିକରେ ମଧ୍ୟ ଅନୁରୂପ ସଚେତନତା ରଥ ବୁଲିବାର କାର୍ଯକ୍ରମ ରହିଛି ।1
- ବାଲିଶଙ୍କରା ବ୍ଲକ ସଉନାମରା ପଞ୍ଚାୟତ ପତରଫେଣ୍ଡି ମୁଖ୍ୟ ରାସ୍ତା ରୁ ସଉନାମରା ବାବୁପଡା ପର୍ଯ୍ୟନ୍ତ ରାସ୍ତା ସୋଚନୀୟ ଅବସ୍ଥାରେ ପଡି ରହିଛି l1
- ତଲସରା ଥାନା ଅନ୍ତର୍ଗତ ସଉନାମରା ୨୨ମାଇଲ ଠାରେ କିଛି ଖଲ ପ୍ରକୃତି ବ୍ୟକ୍ତିମାନେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ହାତ ରେ ୩ଜଣ ଗିରଫ ସହିତ ମରଣାସ୍ତ୍ର ଜବତ l1