ବାସୁଦେବପୁର ପଡ଼ିଆରେ କ୍ରିକେଟ ର ଫାଇନାଲ ମ୍ୟାଚ ଉଦଯାପିତ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଦେଉଳା ପଂଚାୟତ ବାସୁଦେବପୁର ପଡ଼ିଆରେ ବିଜୟ ବିଶ୍ୱାଳ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ଉଦଯାପିତ ହୋଇଯାଇଛି। କମିଟିର ସଭାପତି ଭୈରବ ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଦେଉଳା ସରପଞ୍ଚ ସରୋଜ କୁମାର ପିଳା,ଯୁବ ସମାଜସେବୀ ଶ୍ରୀକାନ୍ତ ନାଥ , ଆଇନଜୀବୀ ଅର୍ଦ୍ଧେନ୍ଦୁ ବାରିକ, ମନ୍ମଥ ନାୟକ, ପ୍ରମୁଖ ଯୋଗଦାନ କରିଥିଲେ। ଏହି ଫାଇନାଲ ମ୍ୟାଚ ରେ ଖୁସି ଇଲେଭେନ ଷ୍ଟାର ବାଲିଆପାଳ ସହିତ ଗଣଚକ୍ର ଇଲେଭେନ ଷ୍ଟାର ଦେଭୋଗ ମଧ୍ୟରେ ଖେଳାଯାଇଥିଲା । ପ୍ରଥମେ ଗଣଚକ୍ର ଇଲେଭେନ ଷ୍ଟାର ଦେଭୋଗ ବ୍ୟାଟିଂ କରି 181 ରନ୍ ସଂଗ୍ରହ କରିଥିଲେ । ଏବଂ ଖୁସି ଇଲେଭେନ ଷ୍ଟାର ବାଲିଆପାଳ 6 ୱିକେଟ ବିନିମୟରେ ବିଜୟ ଲାଭ କରିଥିଲେ । ଏହି କମିଟି ର ସମ୍ପାଦକ ଶୁଭେନ୍ଦୁ ଦାସ,ଉପ ସଭାପତି ଲିଟୁନ ପାତ୍ର,ସହ ସମ୍ପାଦକ ଚନ୍ଦନ ଦାସ, କୋଷାଧ୍ୟକ୍ଷ ଦିଗ ବିଜୟ ବିଶ୍ୱାଳ, ବସନ୍ତ ବାରିକ, ଯୁବ ସମାଜସେବୀ - ପ୍ରଦିପ୍ କାମିଲା,ଜି ଏସ ମୁଖ୍ୟ- ମଣ୍ଟୁ ଭାଇ ,ଅଞ୍ଜନ ମହାନ୍ତି ସ୍କୁର ବୋର୍ଡ ରେ ଅମିତ୍ ବିଶ୍ଵାଳ, ଶିବୁ ନାରାୟଣ ଜେନା, ମଳୟ ଗିରି ,ପ୍ରମୁଖ ଯୋଗ ଦେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରେ ସମସ୍ତ ଖେଳାଳିଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ ।ଏହି ଫାଇନାଲ ମ୍ୟାଚ ରେ ବିଶ୍ୱାଳ ପରିବାର ତରଫରୁ ସ୍ୱର୍ଗତ ବିଜୟ ବିଶ୍ୱାଳଙ୍କ ସାନ ଭାଇ ଶିକ୍ଷକ ସୁଶାନ୍ତ ବିଶ୍ୱାଳ, ଗୋପାଳ କୃଷ୍ଣ ବିଶ୍ୱାଳ ଓ ପୁତ୍ର ରାଜକିଶୋର ବିଶ୍ୱାଳ ଯୋଗ ଦେଇ ସମସ୍ତ ପ୍ରକାରର ଆଗାମୀ ଦିନରେ ସହଯୋଗ ନେଇ ଘୋଷଣା କରିଥିଲେ। ଏବଂ ମୁଖ୍ୟ ଅତିଥି ଙ୍କ ହାତରୁ ଶେଷରେ ଫାଇନାଲ ବିଜେତା ଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ।

- ବାଲିଆପାଳ ବ୍ଲକ ବଣିଆଡିହା ପଞ୍ଚାୟତା ଲଙ୍ଗଳେଶ୍ୱର ଗ୍ରାମର ଦେଖି ବାକୁ ମିଳିଛି l ବିଧବା ଗୁରୁବାରୀ ଏବଂ ରବିବାରୀ ସ୍ୱମୀ ଦୁଇ ବର୍ଷ ଧରି ମୃତ୍ୟୁ ହୋଇଥିବା ବେଳେ ବିଧବା ଭତା ପାଇଁ ବାଲିଆପାଳ ବ୍ଲକ ରେ ଥିବା ବିଡିଓ ଙ୍କୁ ବାରମ୍ବାର କହିବା ସତେ ଦୁଇ ବିଧବା ଙ୍କ କଥା ବିଡିଓ ଶୁଣୁ ନାହାନ୍ତି ବୋଲି କହିଛନ୍ତି ଏବଂ ପଞ୍ଚାୟତ କର୍ଯ୍ୟାଳୟ କୁ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି, ଅସହାୟ ଗରିବ ଗୁରୁବାରୀ ଏବଂ ରବିବାରୀ ଙ୍କ ଦୁଃଖ କେହି ବୁଝିବା ପାଇଁ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ପେଟକୁ ଦୁଇ ଓଳି ଖାଦ୍ୟ ଯୋଗାଡ଼ କରିବା ତାଙ୍କ ପାଇଁ କଷ୍ଟ ସାଧ୍ୟ୍ୟ ହୋଇ ପଡିଛନ୍ତି l1
- ନଦୀ ରୁ ଉଠିବା ପରେ କେମିତି ଅଛି ଦୁର୍ଘଟଣାରେ ଶିକାର ହୋଇଥିବା ଟ୍ରକ । ଦେଖନ୍ତୁ ଭିଡିଓ। #mahimatv # Basta #balasore #odisha1
- ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ।1
- ଶିକ୍ଷାର୍ଥୀ ଙ୍କୁ ଉଚିତ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରଦୀପ ମହାରଥୀ ଙ୍କ ପତ୍ନୀ ଙ୍କ କଥା ଶୁଣି ସ୍କୁଲ ଛାତ୍ରଛାତ୍ରୀଙ୍କ ଉତ୍ସାହ1
- Post by Khabar1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date - 15.02.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- Post by Mayurbhanj Live1
- 🚨#ଆମ୍ବୁଲାନ୍ସକୁ_ପିଟିଲା_ଟ୍ରକ, 🟥ଅଳ୍ପକେ ବର୍ତିଲେ ଛଅ ଦିନର ଶିଶୁ ସମେତ ଚାରିଜଣ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଜଳେଶ୍ଵର - ଚନ୍ଦନେଶ୍ଵର ୫୭ ନମ୍ବର ରାଜ୍ୟ ରାଜପଥ ତାଳବଣିଆ ନିକଟରେ ।3