Shuru
Apke Nagar Ki App…
ଗଣମାଧ୍ୟମ ଦେଖି ଉଠିପଳାଇଲେ ନକଲି ସହ ସମ୍ପାଦକ ଦେବାଶିଷ ମଲ୍ଲିକ। କୋରେଇ ବ୍ଲକ ଅନ୍ତର୍ଗତ ଅମୃତିଆ ଗ୍ରାମ ପଞ୍ଚାୟତ ବଗିରିଆ କୃଷି ସମବାୟ ସମିତି ର ସମ୍ପାଦକ ଙ୍କ ନାମରେ ସାଙ୍ଘାତିକ ଅଭିଯୋଗ।ନିଜ ପୁଅକୁ ଜାଲିଆତି ନିଯୁକ୍ତି ଦେବାପରେ ବଡ଼ ଉତେଜନା ଘଟିଛି। #moadhikar #news #jajpur #Korei #collector #CMOOdisha #MohanCharanMajhi #BreakingNews
Jitubehera Mo Adhikar news

More news from ଓଡ଼ିଶା and nearby areas
- Post by Jitubehera Mo Adhikar news1
- Post by ଯାଜପୁର ଖବର ପ୍ରସାରିତ1
- ପୁର୍ବ ସରକାର ସମୟରେ ଯେଉଁ ମାନେ ବାଲିଘାଟ ଚାଲିବାକୁ ବିରୋଧ କରୁଥିଲେ ଏବେର ସରକାର ସମୟରେ ସେଇମାନେ ସେଆର ରହି ଗ୍ରାମବାସୀ ଙ୍କୁ ବିପଦ ରେ ପକେଇ ବାଲିଘାଟ ଚଲେଇବା ପାଇଁ ଜିଦ ଧରିଛନ୍ତି 😔1
- Post by NEWS7ODIA1
- ହାତୀ ମୁଣ୍ଡା ଗ୍ରାମ ଏବଂ କଇଁଜୀରା ଗ୍ରାମକୁ ସଂଯୋଗ କରୁଥିବା ଏହି ମାଟି ରାସ୍ତା ଦୀର୍ଘ ଦଶନ୍ଧି ଧରି ଧରାଶାୟୀ ଅବସ୍ଥାରେ ପଡ଼ିରହିଛି ରହିଛି। ଦୁଇ ପଞ୍ଚାୟତର ବୁଦ୍ଧିଜୀବୀ ମାନେ ଏକାଧିକବାର ସରକାର ଏବଂ ସ୍ଥାନୀୟ ବିଧାୟକଙ୍କୁ ଜଣାଇବା ସତ୍ତ୍ଵେ ଏହାର କିଛି ସମାଧାନ ହୋଇପାରିନାହିଁ। ବର୍ଷାଦିନେ ଏହି ରାସ୍ତାରେ ଛୋଟବଡ ଗାଡି ଆଦ୍ବୋ ଯାଇପାରେ ନାହିଁ। ଡ଼ାକ୍ତରଖାନା,କାର୍ଯ୍ୟ ନିମନ୍ତେ କଳକାରଖାନା, ଅଫିସ୍ ଏବଂ ଅନ୍ୟାନ୍ୟ ସହର ବଜାର ଯାତାୟାତ ନିମନ୍ତେ ସର୍ବସାଧାରଣ ଲୋକମାନେ ଅତ୍ୟନ୍ତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ସରକାର ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ ଏବଂ ସର୍ବସାଧାରଣ ଲୋକମାନଙ୍କୁ ସୁବିଧା ପ୍ରଦାନ କରିବା ଆବଶ୍ୟକ।1
- Post by ନିଷ୍ଠୁର ଦୁନିଆ Live1
- କାହାପାଇଁ ଓଡ଼ିଆ ସିନେମା ଉପରେ ! ପୂର୍ବ ଅପେକ୍ଷା ଏବେର ସିନେମା କେମିତି ! ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- Post by ଯାଜପୁର ଖବର ପ୍ରସାରିତ1