Shuru
Apke Nagar Ki App…
ଭାରତୀୟ ରେଳ ବିଭାଗର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇଛି ବନ୍ଦେ ଭାରତ ଟ୍ରେନ । ହେଲେ ଏହା ଅନ୍ୟ ଟ୍ରେନ ପରି ଏହା ମଧ୍ୟ ଭାରତୀୟ ରେଳ ସମୟ ଅର୍ଥାତ ୧ - ୨ ଘଣ୍ଟା ବିଳମ୍ବରେ ଚାଲୁଥିବାର ଅଭିଯୋଗ ଆଣିଛନ୍ତି ଯାତ୍ରୀ । ହେଲେ ଆଜି #ଢେଙ୍କାନାଳ ରେଳ ଷ୍ଟେସନରେ ଏକ ଅଜବ ଘଟଣା ଘଟିଥିବାର ଦେଖିବାକୁ ମିଳିଛି । ଷ୍ଟେସନରେ ବନ୍ଦେ ଭାରତ ଟ୍ରେନ ୨ଘଣ୍ଟା ବିଳମ୍ବରେ ଆସିଥିବା ବେଳେ ବିନା ଆନାଉନ୍ସରେ ପ୍ଲାଟଫର୍ମ-୨ରେ ଆସି ଚାଲିଯାଇଥିବାର ଜଣାଯାଇଛି । ବନ୍ଦେ ଭାରତ ଆସିବା ଏବଂ ଯିବା ସମୟ ଭିତରେ ପ୍ଲାଟଫର୍ମ ଭିତରେ କେବଳ ବିଜ୍ଞାପନ ବାଜୁଥିବାର ଶୁଣିବାକୁ ମିଳିଛି । ଯାହାକୁ ନେଇ ରେଳ ଯାତ୍ରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । #indianrailways🚂 #ashwinivaishnaw #eastcoast #vandebharatexpress #Dhenkanal #shuru
Tapasdas 6372788705

More news from Odisha and nearby areas
- Post by Tapasdas 63727887051
- help1
- Post by User5115 Susanta Kumar Pattnaik1
- ତାଳଚେର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ପାଳନ, ସାମୁହିକ ବନ୍ଦେ ମାତରମ ସହ ସ୍ବଦେଶୀ ସଂକଳ୍ପ ଶୋଭାଯାତ୍ରା ଅନୁଷ୍ଠିତ।1
- ଆମେ କଣ ଦୋକାନ ଦେଇଛେ ବୋଲି ରାସ୍ତା ଘାଟରେ ପଇସା ମାଘିବା ମୋ କଥା ଟିକେ ଶୁଣୁ 🤔 #love #imotional #viral #vlog #onlykathiofficialy #lovestory #ytshorts1
- ପଶ୍ଚିମେଶ୍ୱର ମହାଦେବଙ୍କ ମନ୍ଦିର ଠାରେ ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ ଅସହାୟ ଲୋକମାନଙ୍କୁ ବସ୍ତ୍ର ଏବଂ କମ୍ବଳ ପ୍ରଦାନ କରିଥିଲେ #mrudulathakur #DharmendraPradhan #bibhutisahoo #blanketdonate #talcherbulletin1
- ରାଜକନିକା ବ୍ଲକ ଅନ୍ତର୍ଗତ ପେଗରପଡା ଠାରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ରାପଡ଼ା ଜିଲ୍ଲା ଏସିସି ମୋର୍ଚ୍ଚାର ଉପ ସଭାପତି ତଥା ସମିତି ସଭ୍ୟ ପ୍ରବେଶନ ମଲିକଙ୍କ ନେତୃତ୍ୱରେ ୨୦ ପରିବାର ବିଜେଡି ଓ କଂଗ୍ରେସ ଛାଡି ବିଜେପି ରେ ସାମିଲ ହୋଇଥିବା ସୂଚନା..!1
- ଜାନୁୟାରୀ 31ତାରିଖ ରେ ଯୋରନ୍ଦା ମେଳା1