Shuru
Apke Nagar Ki App…
ଗଞ୍ଜାମ to ମାଁ ଘଟଗାଁ ତାରିଣୀ
MO SANGARSH
ଗଞ୍ଜାମ to ମାଁ ଘଟଗାଁ ତାରିଣୀ
More news from Odisha and nearby areas
- ବୁଗୁଡ଼ା ବଡ଼ ଦାଣ୍ଡ ଠାରେ ବିଜେପି ର ମହାମିଶ୍ରଣ ପର୍ବ ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡ଼ା ସହର ବଡ଼ଦାଣ୍ଡ ଠାରେ ଆୟୋଜିତ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ବଡ଼ ଧାରଣର ମିଶ୍ରଣ ପର୍ବ ନଗର ସଭାପତି କେଦାରନାଥ ମହାରଣା ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମ ରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଥିଲେ ।1
- ଆଙ୍କୁଶପୁର କାହ୍ନୁ କଲୋନୀର ଇଲେକ୍ଟ୍ରିକ୍ ସର୍ଟ ସର୍କିଟ୍ ହୋଇ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି #live_odisha_news_update #published_from #Brahamapur #kukudakhandi1
- एक दिल छू लेने वाला वीडियो सोशल मीडिया पर तेजी से वायरल हो रहा है, जिसमें एक नन्हा पिल्ला सेब नहीं काट पाता। यह देखकर उसकी माँ खुद सेब को छोटे-छोटे टुकड़ों में काट देती है, ताकि बच्चा आसानी से खा सके। माँ की यह ममता और बिना कहे किया गया प्यार लोगों का दिल जीत रहा है और हर किसी को अपनी माँ की याद दिला रहा है। #MothersLove #UnconditionalLove #DogMom #PuppyLove #PureLove #EmotionalVideo #ViralReels #AnimalLove #HeartTouching1
- Post by AK14TV1
- Samanta sir vs Panda1
- ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ , ଉମାଦେଇ ବ୍ରହ୍ମପୁର ଗ୍ରାମପଞ୍ଚାୟତ ହୀରାପୁର ଗ୍ରାମର ପୁରୀ ମୁଖ୍ୟ କେନାଲ ସେତୁ ।। ଯାହାକି ୨ରୁ୩ ହଜାର ଗ୍ରାମର ଗ୍ରାମ ବାସୀ ଏହାକୁ ନିର୍ଭର କରନ୍ତି,ତାହା ଆଜି ବିପଦପୂର୍ଣ୍ଣ ଅବସ୍ଥାରେ ।1
- ବିଜୁ ଜନତା ଦଳ ର ୨୯ତମ ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ । ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଡିସେମ୍ବର ୨୪ ତାରିଖ ଦିନ ପୋଲସରା ଏନଏସି ବିଜେଡି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।1
- Post by AK14TV1
- ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଠାରେ ସୁଶାସନ ସପ୍ତାହ ଅବସରରେ ଅଟଳ ସ୍ମୃତି ସମ୍ମିଳନୀ।1