Shuru
Apke Nagar Ki App…
Sunabeda new
Hari Jani
Sunabeda new
More news from Koraput and nearby areas
- happy Christmas 🎁🎄 ଆସନ୍ତୁ ପ୍ରଭୁଙ୍କର ବାକ୍ୟ ଶୁଣିବା...1
- Post by ଓମ୍ ସାଇ ରାମ୍1
- he jagannath1
- ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର କୁ ବିରୋଧ କରି ବାଂଲାଦେଶ ପ୍ରଧାନମନ୍ତ୍ରୀ ୟୁନିସର କୁଶ ପୁତ୍ତଳିକା ଦାହ କଲେ ମାଲକାନଗିରି ଯୁବପିଢି ବାଂଲାଦେଶରେ ଗତ କିଛି ଦିନ ତଳେ ଜଣେ ହିନ୍ଦୁ ବା ସନାତନି ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ପିଟି ପିଟି ମରିବା ପରେ ତାଙ୍କୁ ଏକ ଗଛରେ ଝୁଲାଇ ଜାଳି ଦେଇଥିଲେ । ତେବେ ବାରମ୍ବାର ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହେଉଥିବା ଏପରି ଅତ୍ୟାଚାର କୁ ବିରୋଧ କରି ଆଜି ମାଲକାନଗିରି ଜିଲ୍ଲାର ଯୁବପିଢି ଦୂର୍ଗାଗୁଡି ଛକ ଠାରୁ ଏକ ରାଲି ରେ ବାଂଲାଦେଶ ବିରୋଧି ନାରା ଦେଇ ସୁବାଷ ବୋଷ ଛକ ଠାରେ ପହଞ୍ଚି ବାଂଲାଦେଶ ପ୍ରଧାନମନ୍ତ୍ରୀ ୟୁନିସଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଏଵଂ ମୃତ ହିନ୍ଦୁ ଯୁବକଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ।1
- Post by AK14TV1
- #ଦାଖ୍ୟା ପ୍ରଜାପତି1
- बिल्ली की शिकार करने की रफ्तार इंसान को हैरान कर देती है। वैज्ञानिकों के अनुसार, शिकार के दौरान बिल्ली का रिएक्शन टाइम सिर्फ़ 20 से 70 मिलीसेकंड होता है। तेज़ नज़र, संवेदनशील मूंछें और बिजली जैसी रिफ्लेक्स उसे पलक झपकने से पहले हमला करने की ताकत देती हैं। यही वजह है कि बिल्ली को प्रकृति का परफेक्ट हंटर माना जाता है। 😲👀 #cat #catreflexes #catreaction #cathunting #animalfacts #knowledge #viral #explore #nature1
- Post by ଓମ୍ ସାଇ ରାମ୍1