logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଂଲାଦେଶର ହିନ୍ଦୁଙ୍କପ୍ରତି ଅତ୍ୟାଚାର କୁ ବିରୋଧ କରି ପ୍ରଧାନମନ୍ତ୍ରୀ ୟୁନିସର କୁଶ ପୁତ୍ତଦାହ ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର କୁ ବିରୋଧ କରି ବାଂଲାଦେଶ ପ୍ରଧାନମନ୍ତ୍ରୀ ୟୁନିସର କୁଶ ପୁତ୍ତଳିକା ଦାହ କଲେ ମାଲକାନଗିରି ଯୁବପିଢି ବାଂଲାଦେଶରେ ଗତ କିଛି ଦିନ ତଳେ ଜଣେ ହିନ୍ଦୁ ବା ସନାତନି ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ପିଟି ପିଟି ମରିବା ପରେ ତାଙ୍କୁ ଏକ ଗଛରେ ଝୁଲାଇ ଜାଳି ଦେଇଥିଲେ । ତେବେ ବାରମ୍ବାର ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହେଉଥିବା ଏପରି ଅତ୍ୟାଚାର କୁ ବିରୋଧ କରି ଆଜି ମାଲକାନଗିରି ଜିଲ୍ଲାର ଯୁବପିଢି ଦୂର୍ଗାଗୁଡି ଛକ ଠାରୁ ଏକ ରାଲି ରେ ବାଂଲାଦେଶ ବିରୋଧି ନାରା ଦେଇ ସୁବାଷ ବୋଷ ଛକ ଠାରେ ପହଞ୍ଚି ବାଂଲାଦେଶ ପ୍ରଧାନମନ୍ତ୍ରୀ ୟୁନିସଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଏଵଂ ମୃତ ହିନ୍ଦୁ ଯୁବକଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ।

4 hrs ago
user_User9767
User9767
Journalist Malkangiri, Odisha•
4 hrs ago

ବାଂଲାଦେଶର ହିନ୍ଦୁଙ୍କପ୍ରତି ଅତ୍ୟାଚାର କୁ ବିରୋଧ କରି ପ୍ରଧାନମନ୍ତ୍ରୀ ୟୁନିସର କୁଶ ପୁତ୍ତଦାହ ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର କୁ ବିରୋଧ କରି ବାଂଲାଦେଶ ପ୍ରଧାନମନ୍ତ୍ରୀ ୟୁନିସର କୁଶ ପୁତ୍ତଳିକା ଦାହ କଲେ ମାଲକାନଗିରି ଯୁବପିଢି ବାଂଲାଦେଶରେ ଗତ କିଛି ଦିନ ତଳେ ଜଣେ ହିନ୍ଦୁ ବା ସନାତନି ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ପିଟି ପିଟି ମରିବା ପରେ ତାଙ୍କୁ ଏକ ଗଛରେ ଝୁଲାଇ ଜାଳି ଦେଇଥିଲେ । ତେବେ ବାରମ୍ବାର ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହେଉଥିବା ଏପରି ଅତ୍ୟାଚାର କୁ ବିରୋଧ କରି ଆଜି ମାଲକାନଗିରି ଜିଲ୍ଲାର ଯୁବପିଢି ଦୂର୍ଗାଗୁଡି ଛକ ଠାରୁ ଏକ ରାଲି ରେ ବାଂଲାଦେଶ ବିରୋଧି ନାରା ଦେଇ ସୁବାଷ ବୋଷ ଛକ ଠାରେ ପହଞ୍ଚି ବାଂଲାଦେଶ ପ୍ରଧାନମନ୍ତ୍ରୀ ୟୁନିସଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଏଵଂ ମୃତ ହିନ୍ଦୁ ଯୁବକଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ।

More news from Odisha and nearby areas
  • ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର କୁ ବିରୋଧ କରି ବାଂଲାଦେଶ ପ୍ରଧାନମନ୍ତ୍ରୀ ୟୁନିସର କୁଶ ପୁତ୍ତଳିକା ଦାହ କଲେ ମାଲକାନଗିରି ଯୁବପିଢି ବାଂଲାଦେଶରେ ଗତ କିଛି ଦିନ ତଳେ ଜଣେ ହିନ୍ଦୁ ବା ସନାତନି ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ପିଟି ପିଟି ମରିବା ପରେ ତାଙ୍କୁ ଏକ ଗଛରେ ଝୁଲାଇ ଜାଳି ଦେଇଥିଲେ । ତେବେ ବାରମ୍ବାର ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହେଉଥିବା ଏପରି ଅତ୍ୟାଚାର କୁ ବିରୋଧ କରି ଆଜି ମାଲକାନଗିରି ଜିଲ୍ଲାର ଯୁବପିଢି ଦୂର୍ଗାଗୁଡି ଛକ ଠାରୁ ଏକ ରାଲି ରେ ବାଂଲାଦେଶ ବିରୋଧି ନାରା ଦେଇ ସୁବାଷ ବୋଷ ଛକ ଠାରେ ପହଞ୍ଚି ବାଂଲାଦେଶ ପ୍ରଧାନମନ୍ତ୍ରୀ ୟୁନିସଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଏଵଂ ମୃତ ହିନ୍ଦୁ ଯୁବକଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ।
    1
    ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର କୁ ବିରୋଧ କରି ବାଂଲାଦେଶ ପ୍ରଧାନମନ୍ତ୍ରୀ ୟୁନିସର କୁଶ ପୁତ୍ତଳିକା ଦାହ କଲେ ମାଲକାନଗିରି ଯୁବପିଢି   
ବାଂଲାଦେଶରେ ଗତ କିଛି ଦିନ ତଳେ ଜଣେ ହିନ୍ଦୁ ବା ସନାତନି ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ପିଟି ପିଟି ମରିବା ପରେ ତାଙ୍କୁ ଏକ ଗଛରେ ଝୁଲାଇ  ଜାଳି ଦେଇଥିଲେ ।  ତେବେ ବାରମ୍ବାର ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହେଉଥିବା ଏପରି ଅତ୍ୟାଚାର କୁ ବିରୋଧ କରି ଆଜି ମାଲକାନଗିରି ଜିଲ୍ଲାର ଯୁବପିଢି ଦୂର୍ଗାଗୁଡି ଛକ ଠାରୁ ଏକ ରାଲି ରେ ବାଂଲାଦେଶ ବିରୋଧି ନାରା ଦେଇ ସୁବାଷ ବୋଷ ଛକ ଠାରେ ପହଞ୍ଚି ବାଂଲାଦେଶ ପ୍ରଧାନମନ୍ତ୍ରୀ ୟୁନିସଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଏଵଂ ମୃତ ହିନ୍ଦୁ ଯୁବକଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ।
    user_User9767
    User9767
    Journalist Malkangiri, Odisha•
    4 hrs ago
  • happy Christmas 🎁🎄 ଆସନ୍ତୁ ପ୍ରଭୁଙ୍କର ବାକ୍ୟ ଶୁଣିବା...
    1
    happy Christmas 🎁🎄 ଆସନ୍ତୁ ପ୍ରଭୁଙ୍କର ବାକ୍ୟ ଶୁଣିବା...
    user_Ajaya Kumar khemundu
    Ajaya Kumar khemundu
    Grain Wholesaler Jeypore, Koraput•
    10 hrs ago
  • Post by ଓମ୍ ସାଇ ରାମ୍
    1
    Post by ଓମ୍ ସାଇ ରାମ୍
    user_ଓମ୍ ସାଇ ରାମ୍
    ଓମ୍ ସାଇ ରାମ୍
    Singer Nabarangpur, Odisha•
    6 hrs ago
  • he jagannath
    1
    he jagannath
    user_Debendra Kumar Nayak
    Debendra Kumar Nayak
    Nabarangapur P.S, Nabarangpur•
    11 hrs ago
  • Post by AK14TV
    1
    Post by AK14TV
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    3 hrs ago
  • Post by Hareram karuan
    1
    Post by Hareram karuan
    user_Hareram karuan
    Hareram karuan
    Reporter ନୂଆପଡା, ନୂଆପଡ଼ା, ଓଡ଼ିଶା•
    5 hrs ago
  • #ଦାଖ୍ୟା ପ୍ରଜାପତି
    1
    #ଦାଖ୍ୟା ପ୍ରଜାପତି
    user_Bighne Rana
    Bighne Rana
    Dancer Madanpur Rampur, Kalahandi•
    17 hrs ago
  • ମାଲକାନଗିରି ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହୋଇଛି ଧାନ ମଣ୍ଡି । ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଧାନ ମଣ୍ଡିର ଶୁଭାରମ୍ଭ କରିଛନ୍ତି । ସର୍ବମୋଟ 47,700 ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ବେଳେ ୬୮ମଣ୍ଡି ମାଧ୍ୟମରେ ଏହି ଧାନ କ୍ରୟ କରାଯିବ । ପ୍ରଥମ ପର୍ଯ୍ୟାୟରେ ୮ଲକ୍ଷ ୬୬ ହଜାର କୁଇଣ୍ଟାଲ ଧାନ କ୍ରୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଗତ ବର୍ଷ ଜିଲ୍ଲାରୁ ପ୍ରାୟ ୧୪ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ରହିଥିଲା ବେଳେ ଏହି ବର୍ଷ ମଧ୍ୟ ଉକ୍ତ ପରିମାଣ ରୁ ଉର୍ଦ୍ଧ୍ବ ଧାନ କ୍ରୟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଥି ସହ ଚାଷୀଙ୍କ ଧାନର କଟନୀ ଛଟନୀ ହେବ ନାହିଁ ବୋଲି ମାଲକାନଗିରି ଜିଲ୍ଲାପାଳ ନିଜ ବକ୍ତବ୍ୟ ରେ ପ୍ରକାଶ କରିଛନ୍ତି । ବିଗତ ଦିନରେ ହୋଇଥିବା ରାଖଲଗୁଡା ଓ ଏମ୍ଭି ୨୬ଗ୍ରାମ ଵିଵାଦ ଯୋଗୁ ଏହି ଧାନ ମଣ୍ଡିର ଶୁଭାରମ୍ଭ ହୋଇପାରି ନଥିବା ବେଳେ ଆଜିର ଧାନ ମଣ୍ଡି ଶୁଭାରମ୍ଭ କୁ ନେଇ ଚାଷୀମାନଙ୍କ ପକ୍ଷରୁ ଖୁସିବ୍ୟକ୍ତ କରିଥିବା ବେଳେ ଏହି ଧାନ ମଣ୍ଡିରେ ନିଜର ଧାନ ବିକ୍ରିକରି ବର୍ଷତମାମ ହୋଇଥିବା ପରିଶ୍ରମର ମୂଲ୍ୟ ପାଇବାକୁ ଆଶାବାନ୍ଧି ବସିଛନ୍ତି ଜିଲ୍ଲା ର ସମସ୍ତ ଧାନଚାଷୀ ।ଆଜିର ଏହି ଶୁଭ ଉଦ୍ଘାଟନ ସମୟରେ ବିଧାୟକ ପ୍ରତିନିଧି , ସାଂସଦ ପ୍ରତିନିଧି, ନିୟନ୍ତ୍ରଣ ବଜାର କମିଟି ସମ୍ପାଦନା ସମେତ ବହୁ ଅଧିକାରୀ ଉପସ୍ଥିତ ରହିଥିଲେ ।
    1
    ମାଲକାନଗିରି ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହୋଇଛି ଧାନ ମଣ୍ଡି  । ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଧାନ ମଣ୍ଡିର ଶୁଭାରମ୍ଭ କରିଛନ୍ତି । ସର୍ବମୋଟ  47,700 ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ବେଳେ ୬୮ମଣ୍ଡି ମାଧ୍ୟମରେ ଏହି ଧାନ କ୍ରୟ କରାଯିବ । ପ୍ରଥମ ପର୍ଯ୍ୟାୟରେ ୮ଲକ୍ଷ ୬୬ ହଜାର କୁଇଣ୍ଟାଲ ଧାନ କ୍ରୟ କରିବା ପାଇଁ ଲକ୍ଷ୍ୟ  ଧାର୍ଯ୍ୟ କରାଯାଇଛି । ଗତ ବର୍ଷ ଜିଲ୍ଲାରୁ ପ୍ରାୟ ୧୪ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ରହିଥିଲା ବେଳେ ଏହି ବର୍ଷ ମଧ୍ୟ ଉକ୍ତ ପରିମାଣ ରୁ ଉର୍ଦ୍ଧ୍ବ ଧାନ କ୍ରୟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଥି ସହ ଚାଷୀଙ୍କ ଧାନର କଟନୀ ଛଟନୀ ହେବ ନାହିଁ ବୋଲି ମାଲକାନଗିରି ଜିଲ୍ଲାପାଳ ନିଜ ବକ୍ତବ୍ୟ ରେ ପ୍ରକାଶ କରିଛନ୍ତି । ବିଗତ ଦିନରେ ହୋଇଥିବା ରାଖଲଗୁଡା ଓ ଏମ୍ଭି ୨୬ଗ୍ରାମ ଵିଵାଦ ଯୋଗୁ ଏହି ଧାନ ମଣ୍ଡିର ଶୁଭାରମ୍ଭ ହୋଇପାରି ନଥିବା ବେଳେ ଆଜିର ଧାନ ମଣ୍ଡି ଶୁଭାରମ୍ଭ କୁ ନେଇ ଚାଷୀମାନଙ୍କ ପକ୍ଷରୁ ଖୁସିବ୍ୟକ୍ତ କରିଥିବା ବେଳେ ଏହି ଧାନ ମଣ୍ଡିରେ ନିଜର ଧାନ ବିକ୍ରିକରି  ବର୍ଷତମାମ ହୋଇଥିବା ପରିଶ୍ରମର ମୂଲ୍ୟ ପାଇବାକୁ ଆଶାବାନ୍ଧି ବସିଛନ୍ତି ଜିଲ୍ଲା ର ସମସ୍ତ ଧାନଚାଷୀ ।ଆଜିର ଏହି ଶୁଭ ଉଦ୍ଘାଟନ ସମୟରେ ବିଧାୟକ ପ୍ରତିନିଧି , ସାଂସଦ ପ୍ରତିନିଧି, ନିୟନ୍ତ୍ରଣ ବଜାର କମିଟି ସମ୍ପାଦନା ସମେତ ବହୁ ଅଧିକାରୀ ଉପସ୍ଥିତ ରହିଥିଲେ ।
    user_User9767
    User9767
    Journalist Malkangiri, Odisha•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.