ଗଞ୍ଜାମ ଜିଲ୍ଲା ସ୍ଵ ଗଣନା କାର୍ଯ୍ୟକ୍ରମ ର ଶୁଭାରମ୍ଭ l ଆସିକା:(୧/୪/୨୬ )( ଗଣେଶ ପାଣିଗ୍ରାହୀ ରିପୋର୍ଟ)ସରକାରୀ ନିର୍ଦ୍ଧାରୀତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଧରାକୋଟ ରେ ସ୍ୱ ଗଣନା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ଚାର୍ଜ ଅଫିସର ତଥା ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ଚାର୍ଜ ଅଫିସର ତଥା ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, ସୁପରଭାଇଜର ସୌରୀ ଶଙ୍କର ବେହେରା, ଗଣନାକାରି ମିନତି ପତ୍ରୀ,ଗୌରୀ କୁମାରୀ ରଥ, ଝରଣା ସେନାପତି,ସୁପର୍ଣ୍ଣା ପ୍ରଧାନ ଓ ରେବତୀ ସିଂ ପ୍ରମୁଖ ଧରାକୋଟ ର ବିଭିନ୍ନ ସାହିରେ ମୁଖିଆ ଶ୍ରେଣୀର ବ୍ୟକ୍ତି ମାନଙ୍କ ଗୃହ ଗଣନା ଆରମ୍ଭ କରିଥିଲେ। ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ,ସରପଞ୍ଚ ପୁନିଆ ଦାସ,ୱାର୍ଡ ସଭ୍ୟ ଅଶୋକ ଗୌଡ଼, ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ନାୟକ,ହୃଦାନନ୍ଦ ଜେନା, ସମାଜ ସେବୀ ନବଘନ ଭଞ୍ଜ ଙ୍କ ଘରୁ ସ୍ୱ ଗଣନା ବା ନିଜ ନିଜର ଗୃହ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସ୍ୱ ଗଣନା କାର୍ଯ୍ୟକ୍ରମ ରେ 37 ଜନ ସୁପର ଭାଇଯର,222 ଜନ ଗଣନାକାରି ନିୟୋଜିତ ରହିଛନ୍ତି। ଆଜିଠାରୁ ଚଳିତ ମାସ 15 ତାରିଖ ପର୍ଯ୍ୟନ୍ତ ଏହି ସ୍ୱ ଗଣନା କାର୍ଯକ୍ରମ ଚାଲିବ । ଗୃହକର୍ତ୍ତା ନିଜେ ନିଜର ଗୃହ ବିବରଣୀ ନିଜ ମୋବାଇଲରେ ସ୍ୱଇଚ୍ଛାରେ ଅପଲୋର୍ଡ କରିବେ । ଆସନ୍ତା 16 ତାରିଖ ରୁ ମେ ମାସ 15 ତାରିଖ ଭିତରେ ଗଣନାକାରି ମାନେ ଏହି ତଥ୍ୟର ବିବରଣୀ ତଦାରଖ କରି ନିଜ ମୋବାଇଲରେ ଆପଲୋର୍ଡ କରିବେ । ଏ ସମ୍ପର୍କରେ ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କ ସହ ଯୋଗାଯୋଗ ବେଳେ ପ୍ରଥମେ ମୁଖିଆ ଲୋକଙ୍କ ସ୍ୱ ଗଣନା ଆରମ୍ଭ କରାଯାଇଛି କାରଣ ସେମାନେ ଅନ୍ୟାନ୍ୟ ଲୋକଙ୍କୁ ସଚେତନ କରିବେ ବୋଲି ପ୍ରକାଶ କରିଛନ୍ତି। ସ୍ୱ ଗଣନା ପରେ ଆସନ୍ତା ବର୍ଷ ଜନଗଣନା କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
ଗଞ୍ଜାମ ଜିଲ୍ଲା ସ୍ଵ ଗଣନା କାର୍ଯ୍ୟକ୍ରମ ର ଶୁଭାରମ୍ଭ l ଆସିକା:(୧/୪/୨୬ )( ଗଣେଶ ପାଣିଗ୍ରାହୀ ରିପୋର୍ଟ)ସରକାରୀ ନିର୍ଦ୍ଧାରୀତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଧରାକୋଟ ରେ ସ୍ୱ ଗଣନା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ଚାର୍ଜ ଅଫିସର ତଥା ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ଚାର୍ଜ ଅଫିସର ତଥା ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, ସୁପରଭାଇଜର ସୌରୀ ଶଙ୍କର ବେହେରା, ଗଣନାକାରି ମିନତି ପତ୍ରୀ,ଗୌରୀ କୁମାରୀ ରଥ, ଝରଣା ସେନାପତି,ସୁପର୍ଣ୍ଣା ପ୍ରଧାନ ଓ ରେବତୀ ସିଂ ପ୍ରମୁଖ ଧରାକୋଟ ର ବିଭିନ୍ନ ସାହିରେ ମୁଖିଆ ଶ୍ରେଣୀର ବ୍ୟକ୍ତି ମାନଙ୍କ ଗୃହ ଗଣନା ଆରମ୍ଭ କରିଥିଲେ। ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ,ସରପଞ୍ଚ ପୁନିଆ ଦାସ,ୱାର୍ଡ ସଭ୍ୟ ଅଶୋକ ଗୌଡ଼, ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ନାୟକ,ହୃଦାନନ୍ଦ ଜେନା, ସମାଜ ସେବୀ ନବଘନ ଭଞ୍ଜ ଙ୍କ ଘରୁ ସ୍ୱ ଗଣନା ବା ନିଜ ନିଜର ଗୃହ ଗଣନା କାର୍ଯ୍ୟ ଆରମ୍ଭ
ହୋଇଥିଲା । ଏହି ସ୍ୱ ଗଣନା କାର୍ଯ୍ୟକ୍ରମ ରେ 37 ଜନ ସୁପର ଭାଇଯର,222 ଜନ ଗଣନାକାରି ନିୟୋଜିତ ରହିଛନ୍ତି। ଆଜିଠାରୁ ଚଳିତ ମାସ 15 ତାରିଖ ପର୍ଯ୍ୟନ୍ତ ଏହି ସ୍ୱ ଗଣନା କାର୍ଯକ୍ରମ ଚାଲିବ । ଗୃହକର୍ତ୍ତା ନିଜେ ନିଜର ଗୃହ ବିବରଣୀ ନିଜ ମୋବାଇଲରେ ସ୍ୱଇଚ୍ଛାରେ ଅପଲୋର୍ଡ କରିବେ । ଆସନ୍ତା 16 ତାରିଖ ରୁ ମେ ମାସ 15 ତାରିଖ ଭିତରେ ଗଣନାକାରି ମାନେ ଏହି ତଥ୍ୟର ବିବରଣୀ ତଦାରଖ କରି ନିଜ ମୋବାଇଲରେ ଆପଲୋର୍ଡ କରିବେ । ଏ ସମ୍ପର୍କରେ ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କ ସହ ଯୋଗାଯୋଗ ବେଳେ ପ୍ରଥମେ ମୁଖିଆ ଲୋକଙ୍କ ସ୍ୱ ଗଣନା ଆରମ୍ଭ କରାଯାଇଛି କାରଣ ସେମାନେ ଅନ୍ୟାନ୍ୟ ଲୋକଙ୍କୁ ସଚେତନ କରିବେ ବୋଲି ପ୍ରକାଶ କରିଛନ୍ତି। ସ୍ୱ ଗଣନା ପରେ ଆସନ୍ତା ବର୍ଷ ଜନଗଣନା କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
- ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଭାଷା ଭିତ୍ତିରେ ଗଠିତ ପ୍ରଥମ ପ୍ରଦେଶ ଭାବେ ଓଡ଼ିଶା ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏହି ଅବସରରେ ମୁଁ ସେହି ମହାନ ବରପୁତ୍ରମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି, ଯେଉଁମାନଙ୍କ ତ୍ୟାଗ ଓ ଦୂରଦୃଷ୍ଟି ଯୋଗୁଁ ଏକ ସ୍ୱତନ୍ତ୍ର ଓଡ଼ିଶା ସମ୍ଭବ ହୋଇଥିଲା। ଆମ ସରକାର ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସୁରକ୍ଷା ପାଇଁ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ। ପ୍ରତିଟି ଓଡ଼ିଆର ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରିଚାଲିଛୁ। ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ିତୋଳିବା ଆମର ଏକମାତ୍ର ଲକ୍ଷ୍ୟ। ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଆମେ ସମସ୍ତେ ମିଶି ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ଦୃଢ଼ ଶପଥ ନେବା। ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଭାଷା ଭିତ୍ତିରେ ଗଠିତ ପ୍ରଥମ ପ୍ରଦେଶ ଭାବେ ଓଡ଼ିଶା ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏହି ଅବସରରେ ମୁଁ ସେହି ମହାନ ବରପୁତ୍ରମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି, ଯେଉଁମାନଙ୍କ ତ୍ୟାଗ ଓ ଦୂରଦୃଷ୍ଟି ଯୋଗୁଁ ଏକ ସ୍ୱତନ୍ତ୍ର ଓଡ଼ିଶା ସମ୍ଭବ ହୋଇଥିଲା। ଆମ ସରକାର ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସୁରକ୍ଷା ପାଇଁ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ। ପ୍ରତିଟି ଓଡ଼ିଆର ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରିଚାଲିଛୁ। ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ିତୋଳିବା ଆମର ଏକମାତ୍ର ଲକ୍ଷ୍ୟ। ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଆମେ ସମସ୍ତେ ମିଶି ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ଦୃଢ଼ ଶପଥ ନେବା। ଗଣେଶ ପାଣିଗ୍ରାହୀ ରିପୋର୍ଟ1
- Post by Ansubhai Pandey1
- ବି.ଜଗନ୍ନାଥପୁର ଗ୍ରାମରେ ଲକ୍ଷ୍ମୀ ନୃସିଂହ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଜଳ ଯାତ୍ରା ଆରମ୍ଭ #live_odisha_news_update #published_from #Braking_News1
- ଗଞ୍ଜାମ ଜିଲ୍ଲାକୁ ୩ ଜାତୀୟ ପୁରସ୍କାର : ପ୍ରତିକ୍ରିୟା ରଖିଲେ ଗଞ୍ଜାମ ଜିଲ୍ଲାପାଳ1
- ଖୋର୍ଦ୍ଧା କଂଗ୍ରେସ ତରଫରୁ ଉତ୍କଳ ଦିବସ ପାଳିତ #spnewstvliveodia #utkaldivas #khordanews1
- ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପୋଲିସ ବ୍ୟାରେକ୍ ପାଳନ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ ବେତାଗୁଡା ସ୍ଥିତ ପୋଲିସ ବ୍ୟାରେକ୍ ଠାରେ ଆଜି ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁନୀଲ କାନ୍ତି ମହାନ୍ତି , ଓଏସଏପି କମାଣ୍ଡେଣ୍ଟ ଅଶୋକ ମହାନ୍ତି, ପୋଲିସ ଆର ଆଇ ନିରଞ୍ଜନ ନାୟକ ପ୍ରମୁଖ ମଞ୍ଚସ୍ଥ ହୋଇ ଆଜିର ପୋଲିସ ପ୍ରତିଷ୍ଠା ଦିବସ ସମ୍ପର୍କରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ପରୀପ୍ରେକ୍ଷୀରେ ମୁଖ୍ୟ ମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିବା ବେଳେ ପ୍ରାୟ ଆଠ ଜଣ ପୋଲିସ୍ ଅଧିକାରୀ ଏବଂ କନଷ୍ଟେବଲ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପୋଲିସ ଯବାନ ମାନେ ପ୍ୟାରେଡ୍ କରି ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ଏହି ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଳାର ସମସ୍ତ ପୋଲିସ ବିଭାଗୀୟ ଅଧିକାରୀ ଏବଂ ଯବାନ ମାନେ ଉପସ୍ଥିତ ରହି ଏହି ଉତ୍ସବ ପାଳନ କରିଥିଲେ। ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ1
- Post by Ansubhai Pandey1