logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଧାନମଣ୍ଡି ସମସ୍ୟାକୁ ନେଇ କବିସୂର୍ଯ୍ୟନଗରରେ ଚାଷୀଙ୍କ ରଣହୁଙ୍କାର; ପ୍ରଶାସନ ଉପରେ ବର୍ଷିଲେ ପୂର୍ବତନ ବିଧାୟିକା ଲତିକା ପ୍ରଧାନ #Kabisuryanagar #GanjamDistrict #KabisuryanagarBlock #LatikaPradhanBJD #FormerMLA #KabisuryanagarConstituency #Beguniapadanews

1 day ago
user_Ganjam Khabar
Ganjam Khabar
Journalist Kodala, Ganjam•
1 day ago

ଧାନମଣ୍ଡି ସମସ୍ୟାକୁ ନେଇ କବିସୂର୍ଯ୍ୟନଗରରେ ଚାଷୀଙ୍କ ରଣହୁଙ୍କାର; ପ୍ରଶାସନ ଉପରେ ବର୍ଷିଲେ ପୂର୍ବତନ ବିଧାୟିକା ଲତିକା ପ୍ରଧାନ #Kabisuryanagar #GanjamDistrict #KabisuryanagarBlock #LatikaPradhanBJD #FormerMLA #KabisuryanagarConstituency #Beguniapadanews

  • user_User10913
    User10913
    Baudh Sadar, Boudh
    🙏
    4 hrs ago
More news from Ganjam and nearby areas
  • Zero night ଧମାକା -ବେଗୁନିଆପଡା ବନ୍ଧୁ ମିଳନ " ତୁ ବୋଧେ ମୋ ଭାଗ୍ୟରେ ନାହୁଁ " ନାଟକର ସଫଳତାକୁ ନେଇ କ'ଣ କହିଲେ ନିର୍ଦ୍ଦେଶକ ଓ କଳାକାର #BeguniapadaNews #JatraHistory #Ganjamjatra #SuccessStory #OdiaCulture #zoroNight
    2
    Zero night ଧମାକା -ବେଗୁନିଆପଡା ବନ୍ଧୁ ମିଳନ 
" ତୁ ବୋଧେ ମୋ ଭାଗ୍ୟରେ ନାହୁଁ "
ନାଟକର ସଫଳତାକୁ ନେଇ କ'ଣ କହିଲେ ନିର୍ଦ୍ଦେଶକ ଓ କଳାକାର
#BeguniapadaNews #JatraHistory #Ganjamjatra #SuccessStory #OdiaCulture #zoroNight
    user_Ganjam Khabar
    Ganjam Khabar
    Journalist Kodala, Ganjam•
    56 min ago
  • Post by Chocolate boy Kumar
    1
    Post by Chocolate boy Kumar
    user_Chocolate boy Kumar
    Chocolate boy Kumar
    Kodala, Ganjam•
    17 hrs ago
  • ଧାନମଣ୍ଡି ସମସ୍ୟାକୁ ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ,ଯୋଗାଣ ନିରୀକ୍ଷକ ଙ୍କୁ ଘେରିଲେ ଚାଷୀ କବିସୂର୍ଯ୍ୟନଗର : ମଣ୍ଡି ସମସ୍ୟା କୁ ନେଇ ତାତିଲେ ଚାଷୀ l ବ୍ଲକ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବା ସହ ଯୋଗାଣ ନିରକ୍ଷକ ଙ୍କୁ ଘେରିଗଲେ ଚାଷୀ l ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ରେ l ବ୍ଲକ ର 21 ପଞ୍ଚାୟତ ମଧ୍ୟରୁ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅଧିନ 9 ଟି ପଞ୍ଚାୟତ ରେ ବର୍ତମାନ ସୁଦ୍ଧା ମଣ୍ଡି ଖୋଳିନଥିବା ବେଳେ ପ୍ରଶାସନ ସମସ୍ତ ସମବାୟ ସମିତି ଧାନ ଉଠାଣ ଉପରେ ରୋକ ଲଗାଇ ମହିଳା ଏସହେଚଜି ଗ୍ରୁପ ଦ୍ୱାରା ଧାନ ଉଠାଣ ପାଇଁ ନିଷ୍ପତି ନେଇଛି l ଏହି ନିଷ୍ପତି କୁ ବିରୋଧକରୀ ଚାଷୀ ସଂଗଠନ ପକ୍ଷରୁ କବିସୂର୍ଯ୍ୟନଗର ବନଦେବୀ ମନ୍ଦିର ରୁ ଏକ ବିରାଟ ପଦଯାତ୍ରା ରେ ବାହାରି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ l ଏବଂ କିଛିସମୟ ଧରି ମୁଖ୍ୟ ରାସ୍ତା ଉପରେ ଚାଷୀ ବସି ପ୍ରତିବାଦ କରିଥିଲେ l ପରେ ବ୍ଲକ କାର୍ଯ୍ୟାଳୟ ରେ ପସି ଯୋଗାଣ ନିରୀକ୍ଷକ ଙ୍କୁ ଘେରିଯାଇଥିଲେ l ବହୁ ସମାୟଧରି ଚାଷୀ ଙ୍କ ନିକଟରେ ଯୋଗାଣ ନିରୀକ୍ଷକ ଅଟକ ରହିଥିବା ବେଳେ ବିଡିଓ ଓ ତହସିଲଦାର ଅନୁପସ୍ଥିତ ରହିଥିଲେ l କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଚାଷୀ ଙ୍କୁ ବୁଝାସୁଝା କରୁଥିବା ବେଳେ ଉପରିସ୍ଥ ଅଧିକାରୀ କିନ୍ତୁ ପ୍ରତିବାଦ ସ୍ଥାଳଠାରୁ ଦୁରରେ ରହିଥିବା ରୁ ଚାଷୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା l ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଧାନମଣ୍ଡି ସମସ୍ୟାକୁ ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ,ଯୋଗାଣ ନିରୀକ୍ଷକ ଙ୍କୁ ଘେରିଲେ ଚାଷୀ
କବିସୂର୍ଯ୍ୟନଗର : ମଣ୍ଡି ସମସ୍ୟା କୁ ନେଇ ତାତିଲେ ଚାଷୀ l ବ୍ଲକ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବା ସହ ଯୋଗାଣ ନିରକ୍ଷକ ଙ୍କୁ ଘେରିଗଲେ ଚାଷୀ l ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ରେ l ବ୍ଲକ ର 21 ପଞ୍ଚାୟତ ମଧ୍ୟରୁ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅଧିନ 9 ଟି ପଞ୍ଚାୟତ ରେ ବର୍ତମାନ ସୁଦ୍ଧା ମଣ୍ଡି ଖୋଳିନଥିବା ବେଳେ ପ୍ରଶାସନ ସମସ୍ତ ସମବାୟ ସମିତି ଧାନ ଉଠାଣ ଉପରେ ରୋକ ଲଗାଇ ମହିଳା ଏସହେଚଜି ଗ୍ରୁପ ଦ୍ୱାରା ଧାନ ଉଠାଣ ପାଇଁ ନିଷ୍ପତି ନେଇଛି l ଏହି ନିଷ୍ପତି କୁ ବିରୋଧକରୀ ଚାଷୀ ସଂଗଠନ ପକ୍ଷରୁ କବିସୂର୍ଯ୍ୟନଗର ବନଦେବୀ ମନ୍ଦିର ରୁ ଏକ ବିରାଟ ପଦଯାତ୍ରା ରେ ବାହାରି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ l ଏବଂ କିଛିସମୟ ଧରି ମୁଖ୍ୟ ରାସ୍ତା ଉପରେ ଚାଷୀ ବସି ପ୍ରତିବାଦ କରିଥିଲେ l ପରେ ବ୍ଲକ କାର୍ଯ୍ୟାଳୟ ରେ ପସି ଯୋଗାଣ ନିରୀକ୍ଷକ ଙ୍କୁ ଘେରିଯାଇଥିଲେ l ବହୁ ସମାୟଧରି ଚାଷୀ ଙ୍କ ନିକଟରେ ଯୋଗାଣ ନିରୀକ୍ଷକ ଅଟକ ରହିଥିବା ବେଳେ ବିଡିଓ ଓ ତହସିଲଦାର ଅନୁପସ୍ଥିତ ରହିଥିଲେ l କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଚାଷୀ ଙ୍କୁ ବୁଝାସୁଝା କରୁଥିବା ବେଳେ ଉପରିସ୍ଥ ଅଧିକାରୀ କିନ୍ତୁ ପ୍ରତିବାଦ ସ୍ଥାଳଠାରୁ ଦୁରରେ ରହିଥିବା ରୁ ଚାଷୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା l ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    6 hrs ago
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ପାତ୍ରପୁର ବ୍ଲକ ତମ୍ବାପୁର ଠାରୁ ମନ୍ଦାରଡା ଯିବା ରାସ୍ତାରେ ବାଇକ ଦୁର୍ଘଟଣାରେ ୩ ମୃତ. ଦୁଇ ଜଣ ବନମାଳୀ ଗ୍ରାମର ଓ ଜଣେ ତିତିଗାଁ ର ବୋଲି ଜଣା ପଡିଛି
    1
    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ପାତ୍ରପୁର ବ୍ଲକ ତମ୍ବାପୁର ଠାରୁ ମନ୍ଦାରଡା ଯିବା ରାସ୍ତାରେ ବାଇକ ଦୁର୍ଘଟଣାରେ ୩ ମୃତ. ଦୁଇ ଜଣ ବନମାଳୀ ଗ୍ରାମର ଓ ଜଣେ ତିତିଗାଁ ର ବୋଲି ଜଣା ପଡିଛି
    user_SS RAJU PATRA BERHAMPUR
    SS RAJU PATRA BERHAMPUR
    Journalist ବ୍ରହ୍ମପୁର ସଦର, ଗଞ୍ଜାମ, ଓଡ଼ିଶା•
    14 hrs ago
  • ଗୋମl ମା ଙ୍କ ଚମଡା 😥 ସପୋର୍ଟ suscribe
    1
    ଗୋମl ମା ଙ୍କ ଚମଡା 😥 ସପୋର୍ଟ suscribe
    user_Kanhu charan jena
    Kanhu charan jena
    Content Creator (YouTuber) Sarankul, Nayagarh•
    57 min ago
  • Post by Jay kala _ jay Kalinga
    1
    Post by Jay kala _ jay Kalinga
    user_Jay kala _ jay Kalinga
    Jay kala _ jay Kalinga
    ଭଞ୍ଜନଗର, ଗଞ୍ଜାମ, ଓଡ଼ିଶା•
    15 hrs ago
  • ଇଟାମାଟିରେ ନୂତନ ବର୍ଷର ବନ୍ଧୁମିଳନ ଉତ୍ସବ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ପ୍ରତ୍ୟୁଷା ରାଜେଶ୍ୱରୀ ​ଇଟାମାଟି (ନୟାଗଡ଼): ନୟାଗଡ଼ ଜିଲ୍ଲା ଇଟାମାଟିଠାରେ ଆଜି ନୂତନ ବର୍ଷର ଏକ ଭବ୍ୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ର ବିଜେପି ନାରୀ ନେତ୍ରୀ ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ଯୋଗ ଦେଇ ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହ ସଂଗଠନକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ। ​ମଣ୍ଡଳ ସଭାପତିଙ୍କ ଅଭିଭାଷଣ: ଏହି ସଭାରେ ମଣ୍ଡଳ ସଭାପତି ନିଜ ବକ୍ତବ୍ୟ ରଖି କହିଥିଲେ ଯେ, ସ୍ଥାନୀୟ ଅଞ୍ଚଳରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଏକତା ବଜାୟ ରଖିବା ଏବଂ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିବା ଆମର ମୁଖ୍ୟ ଲକ୍ଷ୍ୟ। ସେ ଆଗାମୀ ଦିନରେ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ଦିଗରେ ଦଳ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ। ​ପୁରୀ ସାଂସଦଙ୍କ ଅନୁପସ୍ଥିତି: ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ଯୋଗଦେବାର ସୂଚନା ରହିଥିଲା, ମାତ୍ର କାର୍ଯ୍ୟ ବ୍ୟସ୍ତତା କାରଣରୁ ସେ ଆସିପାରି ନଥିବା ସଭାରେ ସୂଚନା ଦିଆଯାଇଥିଲା। ସାଂସଦଙ୍କ ଅନୁପସ୍ଥିତି ସତ୍ତ୍ୱେ କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ​ଶେଷରେ ସ୍ଥାନୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏହି ବନ୍ଧୁମିଳନ ଉତ୍ସବଟି ସଫଳତାର ସହ ସମାପ୍ତ ହୋଇଥିଲା।
    4
    ଇଟାମାଟିରେ ନୂତନ ବର୍ଷର ବନ୍ଧୁମିଳନ ଉତ୍ସବ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ପ୍ରତ୍ୟୁଷା ରାଜେଶ୍ୱରୀ
​ଇଟାମାଟି (ନୟାଗଡ଼):
ନୟାଗଡ଼ ଜିଲ୍ଲା ଇଟାମାଟିଠାରେ ଆଜି ନୂତନ ବର୍ଷର ଏକ ଭବ୍ୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ର ବିଜେପି ନାରୀ ନେତ୍ରୀ ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ଯୋଗ ଦେଇ ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହ ସଂଗଠନକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ।
​ମଣ୍ଡଳ ସଭାପତିଙ୍କ ଅଭିଭାଷଣ:
ଏହି ସଭାରେ ମଣ୍ଡଳ ସଭାପତି ନିଜ ବକ୍ତବ୍ୟ ରଖି କହିଥିଲେ ଯେ, ସ୍ଥାନୀୟ ଅଞ୍ଚଳରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଏକତା ବଜାୟ ରଖିବା ଏବଂ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିବା ଆମର ମୁଖ୍ୟ ଲକ୍ଷ୍ୟ। ସେ ଆଗାମୀ ଦିନରେ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ଦିଗରେ ଦଳ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ।
​ପୁରୀ ସାଂସଦଙ୍କ ଅନୁପସ୍ଥିତି:
ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ଯୋଗଦେବାର ସୂଚନା ରହିଥିଲା, ମାତ୍ର କାର୍ଯ୍ୟ ବ୍ୟସ୍ତତା କାରଣରୁ ସେ ଆସିପାରି ନଥିବା ସଭାରେ ସୂଚନା ଦିଆଯାଇଥିଲା। ସାଂସଦଙ୍କ ଅନୁପସ୍ଥିତି ସତ୍ତ୍ୱେ କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।
​ଶେଷରେ ସ୍ଥାନୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏହି ବନ୍ଧୁମିଳନ ଉତ୍ସବଟି ସଫଳତାର ସହ ସମାପ୍ତ ହୋଇଥିଲା।
    user_ଜାଗ୍ରତ ନିୟୁଜ
    ଜାଗ୍ରତ ନିୟୁଜ
    Dyeworks ଇଟାମାଟି, ନୟାଗଡ଼, ଓଡ଼ିଶା•
    12 hrs ago
  • ଅଜବ ନିୟମ...DL ଓ ଇନ୍ସ୍ୟୁରାନ୍ସ ଥାଇ ବି କଟୁଛି ଫାଇନ୍: ଥାନାରେ ପହଞ୍ଚିଲେ ଗାଡି ମାଲିକ।
    2
    ଅଜବ ନିୟମ...DL ଓ ଇନ୍ସ୍ୟୁରାନ୍ସ ଥାଇ ବି କଟୁଛି ଫାଇନ୍:  ଥାନାରେ ପହଞ୍ଚିଲେ ଗାଡି ମାଲିକ।
    user_Ganjam Khabar
    Ganjam Khabar
    Journalist Khalikote, Ganjam•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.