logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଯାତରା

14 hrs ago
user_Ghana Shyam Rana Digital Art
Ghana Shyam Rana Digital Art
Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
14 hrs ago

ଯାତରା

More news from Sambalpur and nearby areas
  • टीएमसी सरकार के कारण पश्चिम बंगाल का मछुआरा समुदाय दयनीय स्थिति में है। राज्य में भाजपा की दोहरी इंजन सरकार बनने के बाद, यहां के समुद्र न केवल सुरक्षित होंगे, बल्कि राज्य की समृद्धि का स्रोत भी बनेंगे।
    1
    टीएमसी सरकार के कारण पश्चिम बंगाल का मछुआरा समुदाय दयनीय स्थिति में है। राज्य में भाजपा की दोहरी इंजन सरकार बनने के बाद, यहां के समुद्र न केवल सुरक्षित होंगे, बल्कि राज्य की समृद्धि का स्रोत भी बनेंगे।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    4 hrs ago
  • ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନୂତନ ସାଇ ମନ୍ଦିରର ପ୍ରତିଷ୍ଠା ଉତ୍ସବ ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ସାଇ ସେବା ସଦନ ପକ୍ଷରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଏକ ବିଶାଳ ଶୋଭାଯାତ୍ରା ପବିତ୍ର ମହାନଦୀ ଅଭିମୁଖେ ବାହାରିଥିଲା। ୧୦୮ କଳସ ରେ ପବିତ୍ର ଜଳ ଅଣାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିବା ବେଳେ ଏହି ପୂଜା କାର୍ଯ୍ୟରେ ହରଭଙ୍ଗା ସାଇ ସେବା ସଦନର ଆବାହକ ଚିତ୍ତ ରଂଜନ ସିଂ ଓ ତାଙ୍କ ଧର୍ମ ପତ୍ନୀ ସ୍ନେହଲତା ସିଂ କର୍ତ୍ତା ଭାବେ ବସି ସମସ୍ତ ବିଧି ବିଧାନ ସମ୍ପନ୍ନ କରିଥିଲେ। ଆଜି ଅର୍ଥାତ ୨୩/୦୪/୨୦୨୬, ଗୁରୁବାର ଦ୍ୱିତୀୟ ଦିନରେ ସାଇ ବାବାଙ୍କର ଭବ୍ୟ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି ସମସ୍ତ ପୂଜା କାର୍ଯ୍ୟ ମୁଖ୍ୟ ପୂଜକ ମନୋରଞ୍ଜନ ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ ପୂଜକ ପ୍ରଦୀପ ଦାଶ, ସତ୍ୟପ୍ରକାଶ ତ୍ରିପାଠୀ, ହରିହର ପୁରୋହିତ, ରଣଜିତ ପୁରୋହିତ, ଆଲୋକ ଦାଶ, ଗୋପ ଦାଶ, ପ୍ରତୀକ ନନ୍ଦ, ଦୁର୍ଯ୍ୟୋଧନ ଏବଂ କୁନାଲ ମହାପାତ୍ର। ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ଆଧ୍ୟାତ୍ମିକ ନାମ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା, ଯାହା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ଏହି ଉତ୍ସବରେ ହରଭଙ୍ଗା ତଥା ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗ ଦେଇ ବାବାଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ। ସାଇ ସେବା ସଦନର ଏହି ମହତ ପ୍ରୟାସ ଅଞ୍ଚଳରେ ଏକ ଧାର୍ମିକ ଜାଗରଣ ସୃଷ୍ଟି କରିଛି।
    1
    ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନୂତନ ସାଇ ମନ୍ଦିରର ପ୍ରତିଷ୍ଠା ଉତ୍ସବ ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ସାଇ ସେବା ସଦନ ପକ୍ଷରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଏକ ବିଶାଳ ଶୋଭାଯାତ୍ରା ପବିତ୍ର ମହାନଦୀ ଅଭିମୁଖେ ବାହାରିଥିଲା। ୧୦୮ କଳସ ରେ ପବିତ୍ର ଜଳ ଅଣାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିବା ବେଳେ ଏହି ପୂଜା କାର୍ଯ୍ୟରେ ହରଭଙ୍ଗା ସାଇ ସେବା ସଦନର ଆବାହକ ଚିତ୍ତ ରଂଜନ ସିଂ ଓ ତାଙ୍କ ଧର୍ମ ପତ୍ନୀ ସ୍ନେହଲତା ସିଂ କର୍ତ୍ତା ଭାବେ ବସି ସମସ୍ତ ବିଧି ବିଧାନ ସମ୍ପନ୍ନ କରିଥିଲେ।
ଆଜି ଅର୍ଥାତ ୨୩/୦୪/୨୦୨୬, ଗୁରୁବାର ଦ୍ୱିତୀୟ ଦିନରେ ସାଇ ବାବାଙ୍କର ଭବ୍ୟ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି ସମସ୍ତ ପୂଜା କାର୍ଯ୍ୟ ମୁଖ୍ୟ ପୂଜକ ମନୋରଞ୍ଜନ ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ ପୂଜକ ପ୍ରଦୀପ ଦାଶ, ସତ୍ୟପ୍ରକାଶ ତ୍ରିପାଠୀ, ହରିହର ପୁରୋହିତ, ରଣଜିତ ପୁରୋହିତ, ଆଲୋକ ଦାଶ, ଗୋପ ଦାଶ, ପ୍ରତୀକ ନନ୍ଦ, ଦୁର୍ଯ୍ୟୋଧନ ଏବଂ କୁନାଲ ମହାପାତ୍ର।
ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ଆଧ୍ୟାତ୍ମିକ ନାମ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା, ଯାହା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ଏହି ଉତ୍ସବରେ ହରଭଙ୍ଗା ତଥା ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗ ଦେଇ ବାବାଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ। ସାଇ ସେବା ସଦନର ଏହି ମହତ ପ୍ରୟାସ ଅଞ୍ଚଳରେ ଏକ ଧାର୍ମିକ ଜାଗରଣ ସୃଷ୍ଟି କରିଛି।
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    6 hrs ago
  • ବରପାଲିରେ ଶନିଚର ମନ୍ଦିର ପ୍ରତିଷ୍ଠା ମହୋତ୍ସବ l କଳସ ଶୋଭାଯାତ୍ରା l ମନରଞ୍ଜନ ସାହୁ ଓ ତାଙ୍କ ଧର୍ମପତ୍ନୀ ଅନିତା ସାହୁ କର୍ତ୍ତା ଦାୟିପ୍ତ ବହନ କରି ମନ୍ଦିର ସମ୍ମୁଖରୁ ବାହାରି ସହର ପରିକ୍ରମା କରି ବଡ଼ କେନାଲରୁ ପାନିଆଣି ପୂଜାମଣ୍ଡପରେ ଉପବେଶନ କଲେ l
    1
    ବରପାଲିରେ ଶନିଚର ମନ୍ଦିର ପ୍ରତିଷ୍ଠା ମହୋତ୍ସବ l କଳସ ଶୋଭାଯାତ୍ରା l ମନରଞ୍ଜନ ସାହୁ ଓ ତାଙ୍କ ଧର୍ମପତ୍ନୀ ଅନିତା ସାହୁ କର୍ତ୍ତା ଦାୟିପ୍ତ ବହନ କରି ମନ୍ଦିର ସମ୍ମୁଖରୁ ବାହାରି ସହର ପରିକ୍ରମା କରି ବଡ଼ କେନାଲରୁ ପାନିଆଣି ପୂଜାମଣ୍ଡପରେ ଉପବେଶନ କଲେ l
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    7 hrs ago
  • Post by SONEPUR NEWS
    1
    Post by SONEPUR NEWS
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    9 hrs ago
  • Post by PABITRA BARIHA
    7
    Post by PABITRA BARIHA
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    11 hrs ago
  • ସବଡେଗା ବ୍ଲକ ସହିତ ରାଜ୍ୟ ରାଜପଥ ୨୪ ଉପରେ ଥିବାବେଳେ ପରିପାର୍ଶ୍ୱ ରେ ଥିବା ସମ୍ପୂର୍ଣ ଅଞ୍ଚଳ ଓ ସୀମାନ୍ତ ଛତିଶଗଡ଼ ଓ ଝାଡ଼ଖଣ୍ଡ ଥିବା କାରଣରୁ ଅନେକ ଲୋକ ସବଡେଗା ଉପରେ ନିର୍ଭରଶୀଳ । ପ୍ରତି ସପ୍ତାହରେ ସବଡେଗା ରେ ସାପ୍ତାହିକ ହାଟ ବସି ଥାଏ ।ଅନେକ ସମୟେ ହାଟ ମଝିରେ ବିଦେଶୀ ମାଡ ଦୋକାନ ବିବାଦରେ ରହି ଆସୁଥିବା ବେଳେ ଏବେ ସବଡେଗା ବସଷ୍ଟାଣ୍ଡ ରେ କିଛି ଅସାମାଜିକ ଲୋକ ଚାରି ଚକିଆ ଯାନଭିତରେ ବସି ପ୍ରଭୁ ଜଗନ୍ନାଥ ଙ୍କ ମାଉସୀ ମନ୍ଦିର ସାମ୍ନାରେ ବିଦେଶୀ ମଦ ପିଉଥିବା ବିଶେଷ ସୂତ୍ରରୁ ଖବର ମିଳିଛି । ତା ସହିତ ବସଷ୍ଟାଣ୍ଡ ନିକଟ ସହିତ ମାଉସୀ ମନ୍ଦିର ନିକଟରେ ସାପ୍ତାହି ହାଟ ଦିନରେ ଚାରିଚକିଆ ଯାନ ଷ୍ଟାଣ୍ଡ କରିଥିବା କାରଣରୁ ଏହି ଅନୈତିକ କାର୍ଯ୍ୟ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏହି ସାପ୍ତାହିକ ହାଟ ଦିନରେ ଅନେକ ମହିଳା ମାନେ ପରିପାଶ୍ୱରେ ଵସ ଅପେକ୍ଷା ରେ ଥିବା ବେଳେ ଶୌଚାଳୟ ର ସୁବିଧା ନ ଥିବା କାରଣରୁ ଅନେକ ସମୟ ଧରି ଅସୁବିଧା ଭୋଗୁଥିବା ଘଟଣା ସାମ୍ନାକୁ ଆସିଛି। ତା ସହିତ ପୁରୁଷମାନେ ରୀତିମତ ଭାବରେ ନିକଟରେ ଥିବା ଅଙ୍ଗନବାଡ଼ି ବାଡ ନିକଟରେ ପରିସ୍ରା କରୁଥିବା ବେଳେ ତାର ଦୁର୍ଗନ୍ଧ ବାହାରୁଥିବା ସୂଚନା ରହିଛି । କ୍ରମାଗତ ଭାବରେ ସପ୍ତାହି ହାଟ ଦିନରେ ଅନୈତିକ ପରିବେଶ ସୃଷ୍ଟି ହେଉଥିବା ବେଳେ ଆଇନ ଶୃଙ୍ଖଳା ଆଉ କୋଉ ବାଟରେ ତାହା ପ୍ରଶ୍ନ ଘେରରେ ରହିଥିବା ଚର୍ଚ୍ଚା ହେଉଛି । ମନ୍ଦିର ସାମ୍ନାରେ ମଦର ମିଳନ ହେବା ଅଞ୍ଚଳ ପ୍ରଶାସନ ସହିତ ଆଇନ ଶୃଙ୍ଖଳା କେତେ ଦୁରରେ ତାହା ଅନୁମାନ ଯୋଗ୍ୟ ।ଦେଖିବାକୁ ବାକି ରହିଲା ଏଥିପ୍ରତି କେବେ ଦୃଷ୍ଟି ଦେଇ ତାର ସ୍ଥାୟୀ ସମାଧାନ କରାଯିବ ।
    1
    ସବଡେଗା ବ୍ଲକ ସହିତ ରାଜ୍ୟ ରାଜପଥ ୨୪ ଉପରେ ଥିବାବେଳେ ପରିପାର୍ଶ୍ୱ ରେ ଥିବା ସମ୍ପୂର୍ଣ ଅଞ୍ଚଳ ଓ ସୀମାନ୍ତ ଛତିଶଗଡ଼ ଓ ଝାଡ଼ଖଣ୍ଡ ଥିବା କାରଣରୁ ଅନେକ ଲୋକ ସବଡେଗା ଉପରେ ନିର୍ଭରଶୀଳ । ପ୍ରତି ସପ୍ତାହରେ ସବଡେଗା ରେ ସାପ୍ତାହିକ ହାଟ ବସି ଥାଏ ।ଅନେକ ସମୟେ ହାଟ ମଝିରେ ବିଦେଶୀ ମାଡ ଦୋକାନ ବିବାଦରେ ରହି ଆସୁଥିବା ବେଳେ ଏବେ ସବଡେଗା ବସଷ୍ଟାଣ୍ଡ ରେ କିଛି ଅସାମାଜିକ ଲୋକ ଚାରି ଚକିଆ ଯାନଭିତରେ ବସି ପ୍ରଭୁ ଜଗନ୍ନାଥ ଙ୍କ ମାଉସୀ ମନ୍ଦିର ସାମ୍ନାରେ ବିଦେଶୀ ମଦ ପିଉଥିବା ବିଶେଷ ସୂତ୍ରରୁ ଖବର ମିଳିଛି । ତା ସହିତ ବସଷ୍ଟାଣ୍ଡ  ନିକଟ ସହିତ ମାଉସୀ ମନ୍ଦିର ନିକଟରେ ସାପ୍ତାହି ହାଟ ଦିନରେ ଚାରିଚକିଆ ଯାନ ଷ୍ଟାଣ୍ଡ କରିଥିବା କାରଣରୁ ଏହି ଅନୈତିକ କାର୍ଯ୍ୟ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏହି ସାପ୍ତାହିକ ହାଟ ଦିନରେ ଅନେକ ମହିଳା ମାନେ ପରିପାଶ୍ୱରେ ଵସ ଅପେକ୍ଷା ରେ ଥିବା ବେଳେ ଶୌଚାଳୟ ର ସୁବିଧା ନ ଥିବା କାରଣରୁ ଅନେକ ସମୟ ଧରି ଅସୁବିଧା ଭୋଗୁଥିବା ଘଟଣା ସାମ୍ନାକୁ ଆସିଛି। ତା ସହିତ ପୁରୁଷମାନେ ରୀତିମତ ଭାବରେ ନିକଟରେ ଥିବା ଅଙ୍ଗନବାଡ଼ି ବାଡ ନିକଟରେ ପରିସ୍ରା କରୁଥିବା ବେଳେ ତାର ଦୁର୍ଗନ୍ଧ ବାହାରୁଥିବା ସୂଚନା ରହିଛି । କ୍ରମାଗତ ଭାବରେ ସପ୍ତାହି ହାଟ ଦିନରେ ଅନୈତିକ ପରିବେଶ ସୃଷ୍ଟି ହେଉଥିବା ବେଳେ ଆଇନ ଶୃଙ୍ଖଳା ଆଉ କୋଉ ବାଟରେ ତାହା ପ୍ରଶ୍ନ ଘେରରେ ରହିଥିବା ଚର୍ଚ୍ଚା ହେଉଛି । ମନ୍ଦିର ସାମ୍ନାରେ ମଦର ମିଳନ ହେବା ଅଞ୍ଚଳ ପ୍ରଶାସନ ସହିତ ଆଇନ ଶୃଙ୍ଖଳା କେତେ ଦୁରରେ ତାହା ଅନୁମାନ ଯୋଗ୍ୟ ।ଦେଖିବାକୁ ବାକି ରହିଲା  ଏଥିପ୍ରତି କେବେ ଦୃଷ୍ଟି ଦେଇ ତାର ସ୍ଥାୟୀ ସମାଧାନ କରାଯିବ ।
    user_Raju kumar patel
    Raju kumar patel
    Mechanic ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    13 hrs ago
  • ଗଞ୍ଜେଇ ଚୁରାବାର ନୁଆ ଉପାୟ ।
    1
    ଗଞ୍ଜେଇ ଚୁରାବାର ନୁଆ ଉପାୟ  ।
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    14 hrs ago
  • जो लोग गाय को खाते हैं, क्या वे सूअर का दूध पीते हैं?: मुख्यमंत्री श्री @myogiadityanath
    1
    जो लोग गाय को खाते हैं, क्या वे सूअर का दूध पीते हैं?: मुख्यमंत्री श्री @myogiadityanath
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    17 hrs ago
  • ମହିଳା ବିରୋଧୀ ଆଭିମୁଖ୍ୟ ପୋଷଣ ତଥା ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ କରୁଛନ୍ତି ବିରୋଧୀ। ଯାହାକୁ ନେଇ ଆଜି ସୁବର୍ଣ୍ଣପୁର ବିଜେପି ପକ୍ଷରୁ ଏକ ଜନ ଆକ୍ରୋଶ ମହିଳା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
    1
    ମହିଳା ବିରୋଧୀ ଆଭିମୁଖ୍ୟ ପୋଷଣ ତଥା ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ କରୁଛନ୍ତି ବିରୋଧୀ। ଯାହାକୁ ନେଇ ଆଜି ସୁବର୍ଣ୍ଣପୁର ବିଜେପି ପକ୍ଷରୁ ଏକ ଜନ ଆକ୍ରୋଶ ମହିଳା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.